ପାକିସ୍ତାନର ପୋଲ୍ ଖୋଲିଲେ ନିଆଜି! ଅପରେଶନ ସିନ୍ଦୂରକୁ ନେଇ ବଡ଼ଦାବି କଲେଣି ଇମ୍ରାନଙ୍କ ଭଉଣୀ
ଇସଲାମାବାଦ,୧୯।୭: ‘ଅପରେଶନ ସିନ୍ଦୂର’ ସମୟରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା। ଭାରତୀୟ କ୍ଷେପଣାସ୍ତ୍ର ସାମ୍ନାରେ ପାକିସ୍ତାନୀ ସେନା ଆତ୍ମସମର୍ପଣ କରିବାକୁ ବସିଥିଲା। ଏହି ପରିପ୍ରେକ୍ଷୀରେ, ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭଉଣୀ ନୋରିନ ନିଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି।…
ଇରାନ ଆମେରିକା ସହିତ ପୁଣିଥରେ ଯୁଦ୍ଧ ଆରମ୍ଭ କରିବାରୁ କ୍ଷୁବ୍ଧ ହେଲା ପାକିସ୍ତାନ, ବିଶେଷଜ୍ଞ କହିଲେ -‘ଏହା ଶକ୍ତି ନୁହେଁ ବରଂ…’
ଇସଲାମାବାଦ,୧୯।୭: ଆମେରିକା ସହିତ ବଢୁଥିବା ଉତ୍ତେଜନା ମଧ୍ୟରେ, ଇରାନ ଇସଲାମାବାଦ ବୁଝାମଣାପତ୍ର ଅନୁଯାୟୀ ସମସ୍ତ ଦାୟିତ୍ୱକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛି। ପାକିସ୍ତାନ ମଧ୍ୟ ଏହି ନିଷ୍ପତ୍ତି ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ପାକିସ୍ତାନୀ ସୁରକ୍ଷା ବିଶେଷଜ୍ଞ ଏବଂ ଭୂରାଜନୈତିକ…
୯.୬ ଲକ୍ଷ ଡଲାରରେ ନିଲାମ ହେଲା ଏନ୍ଭିଡିଆ ସିଇଓଙ୍କ ଚମଡ଼ା ଜାକେଟ
ନ୍ୟୁୟର୍କ, ୧୯।୭: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ଚିପ୍ ନିର୍ମାଣ କ୍ଷେତ୍ରରେ ବିଶ୍ୱର ଆଗଧାଡ଼ିର କମ୍ପାନୀ ‘ଏନ୍ଭିଡିଆ’ର ମୁଖ୍ୟ ନିର୍ବାହୀ ଅଧିକାରୀ ଜେନ୍ସେନ ହୁଆଙ୍ଗ୍ଙ୍କ ଏକ କଳା ରଙ୍ଗର ଚମଡ଼ା ଜାକେଟ୍ ଶୁକ୍ରବାର ନ୍ୟୁୟର୍କଠାରେ ପ୍ରାୟ ୯,୬୦,୦୦୦ ଆମେରିକୀୟ ଡଲାର (୯.୨୪…
ରାଗରେ କମ୍ପୁଛି ଆମେରିକା; ଜୋର୍ଡାନରେ ଦୁଇ ସୈନିକଙ୍କ ମୃତ୍ୟୁକୁ ନେଇ ଇରାନ ଉପରେ ପୁଣି କଲା ଆକ୍ରମଣ
ଓ୍ବାଶିଂଟନ,୧୯ା୭: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ (CENTCOM) ଘୋଷଣା କରିଛି ଯେ, ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆମେରିକୀୟ ସେନା ଶନିବାର ସା ୬ଟା (ପୂର୍ବ ସମୟ) ରେ ଇରାନ ବିରୁଦ୍ଧରେ ପୁଣି…
କାନାଡା ଜଙ୍ଗଲ ନିଆଁକୁ ନେଇ ରାଗୁଛନ୍ତି ଟ୍ରମ୍ପ, କହିଲେ ଟାରିଫ ମାଧ୍ୟମରେ ଆଦାୟ କରିବେ ବିଷାକ୍ତ ବାୟୁ ପ୍ରଦୂଷଣ କ୍ଷତିର ମୂଲ୍ୟ
ଓ୍ବାଶିଂଟନ,୧୮।୭: କାନାଡାରେ ଜଙ୍ଗଲ ନିଆଁରୁ ନିର୍ଗତ ଧୂଆଁ ସମ୍ପର୍କରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା ସରକାରଙ୍କ ଉପରେ କଠୋର ଆକ୍ରମଣ କରିଛନ୍ତି। ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ କାନାଡା ଏହାର ଜଙ୍ଗଲକୁ ସଠିକ ଭାବରେ ପରିଚାଳନା କରିବାରେ ବିଫଳ ହେଉଛି,…
ଇରାନ ବିରୋଧରେ ଯୁଦ୍ଧରେ ଯୋଗଦେବ ପାକିସ୍ତାନ? ସାଉଦି ଆରବ ଉପରେ ହୁଥିଙ୍କ କ୍ଷେପଣାସ୍ତ୍ର ମାଡ଼ ପରେ ରାଗିଲା ଇସଲାମାବାଦ
ଇସଲାମାବାଦ,୧୭।୭: ଇରାନ ଏବଂ ଆମେରିକା ମଧ୍ୟରେ ଏକ ଚୁକ୍ତି ପାଇଁ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନ ଏବେ ନିଜକୁ ଏକ ସଂଘର୍ଷରେ ଫସାଇପାରେ। ୟେମେନର ହୁଥି ବିଦ୍ରୋହୀମାନେ ସାଉଦି ଆରବ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିବାରୁ ଏହି ସମ୍ପର୍କିତ ଅନୁମାନ…
ପାକିସ୍ତାନ ସେନା ଉପରେ BLAର ବଡ଼ ଆକ୍ରମଣ, ବଲୁଚିସ୍ତାନକୁ ସ୍ୱାଧୀନ ଦେଶ ଘୋଷଣା କରି ଦେଖାଇଲା ଶକ୍ତି!
ଇସଲାମବାଦ,୧୭।୭: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ପାଇଁ ସମସ୍ୟା କମିବାର କୌଣସି ସଙ୍କେତ ଦେଖାଯାଉନାହିଁ । ଗୋଟିଏ ପଟେ, ପିଓକେରେ ପ୍ରତିବାଦକାରୀମାନେ ପାକିସ୍ତାନ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କରିଛନ୍ତି, ଅନ୍ୟପଟେ, ବଲୁଚିସ୍ତାନ ନିଜକୁ ଏକ…
କଙ୍ଗୋ ଜଙ୍ଗଲରୁ ମିଳିଲା ନୂଆ ପ୍ରଜାତିର ମାଙ୍କଡ଼, କମଳା ରଙ୍ଗର ଓଠ ସାଙ୍ଗକୁ…
କିନ୍ସାସା/ଫ୍ଲୋରିଡା, ୧୭ା୭: ଡେମୋକ୍ରାଟିକ ରିପବ୍ଲିକ ଅଫ୍ କଙ୍ଗୋ (ଡି.ଆର୍. କଙ୍ଗୋ)ର ଦୁର୍ଗମ ଜଙ୍ଗଲରେ ଗବେଷକମାନେ ସମ୍ପୂର୍ଣ୍ଣ ନୂଆ ପ୍ରଜାତିର ମାଙ୍କଡ଼ ଖୋଜିପାଇଛନ୍ତି। କଳା ରଙ୍ଗର ଚମକଦାର ଲୋମ, କଳା ମୁହଁ ଏବଂ ଗୋଲାପୀ-କମଳା ମିଶ୍ରିତ ଆକର୍ଷଣୀୟ ଓଠ ଥିବା ଏହି ସ୍ବତନ୍ତ୍ର…
ଟ୍ରମ୍ପଙ୍କ ବଡ଼ ଅଭିଯୋଗ, ୨୨ କୋଟି ଆମେରିକୀୟ ଭୋଟରଙ୍କ ଡାଟା ଚୋରି କରିଛି ଚାଇନା
ଓ୍ବାଶିଂଟନ,୧୭।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ନିର୍ବାଚନ ତଥ୍ୟ ସହିତ ଚାଇନା ଅଦଳବଦଳ କରୁଥିବା ଅଭିଯୋଗ କରିଛନ୍ତି। ୨୫ମିନିଟର ଏକ ଭାଷଣରେ ସେ କହିଛନ୍ତି ଯେ, ସେ ସିଷ୍ଟମ ମଧ୍ୟରେ ଚମକପ୍ରଦ ଦୁର୍ବଳତା ସମ୍ପର୍କରେ ସୂଚନା ସାର୍ବଜନୀନ କରୁଛି ।…
ଅଗଷ୍ଟ ୫ରେ ପାକିସ୍ତାନରେ ହେବ ବଡ଼ ପ୍ରତିବାଦ ରାଲି, କାହିଁକି ଜାଣନ୍ତୁ…
ଲାହୋର,୧୬।୭: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଦଳ ଅଗଷ୍ଟ ୫ତାରିଖରେ ସାରା ଦେଶରେ ପ୍ରତିବାଦ କରିବାକୁ ଡାକରା ଦେଇଛି। ସେହି ଦିନ ସେମାନଙ୍କ ନେତାଙ୍କ ଜେଲ ରହଣିର ୩ ବର୍ଷ ପୂରିବ। ଇମ୍ରାନ୍ଙ୍କ ଦଳ ‘ପାକିସ୍ତାନ ତେହେରିକ-ଇ-ଇନସାଫ୍’…
‘ତେଲରେ ଲାଗିବ ନିଆଁ’ ! ଆମେରିକାର ବିନାଶକାରୀ ବୋମାମାଡ଼ ମଧ୍ୟରେ, ଇରାନ କରୁଛି ମାଷ୍ଟର ପ୍ଲାନ…
ତେହରାନ,୧୬।୭: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ନୂତନ ସଂଘର୍ଷର ପରିସର ଏବେ ହର୍ମୁଜ ପ୍ରଣାଳୀ ବାହାରକୁ ଲାଲ ସାଗର ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଯଦି ଆମେରିକା ଇରାନର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ କରେ, ତେବେ ଇରାନ ୟେମେନର ହୁଥି…
ଆମେରିକାକୁ ପୁଣି କଡ଼ା ଚେତାବନୀ ଦେଲା ଇରାନ
ତେହରାନ,୧୬।୭: ଇରାନର ଆହଭାଜ ସହରସ୍ଥିତ ଏକ କର୍କଟ ହସ୍ପିଟାଲକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି। ଆମେରିକାର ବିମାନ ଆକ୍ରମଣ ଯୋଗୁ କର୍ତ୍ତୃପକ୍ଷଙ୍କୁ କେମୋଥେରାପି ନେଉଥିବା ପିଲାମାନଙ୍କ ସମେତ 211 ରୋଗୀଙ୍କୁ ସ୍ଥାନାନ୍ତର କରିବାକୁ ପଡିଲା। ବୁଧବାର ବିଳମ୍ବିତ ରାତିରେ, ଖୁଜେସ୍ତାନ ପ୍ରଦେଶର…
Archives


