ଅନ୍ତର୍ଜାତୀୟ

ଚୋରି କଲେ କାଟି ଦିଆଯିବ ହାତ

କାବୁଲ,୩ ।୯: ଆଫଗାନିସ୍ତାନରେ ନୂଆ ସରକାର ଗଠନ ହେବା ପୂର୍ବରୁ ତାଳିବାନର କ୍ରୁରତା ବାଲା ପଦକ୍ଷେପ ସାମ୍ନାକୁ ଆସିଛି । ଅପରାଧ ପାଇଁ ତାଲିବାନ ପକ୍ଷରୁ ନୂଆ ସଜ୍ଜାର ବ୍ୟବସ୍ଥା କରାଯାଇଛି । ଯଦି କେହି ଚୋରି କରି ଧରାପଡେ...

ପାକିସ୍ତାନ ଜେଲରେ ଆଠ ବର୍ଷ କାଟିଛନ୍ତି ତାଲିବାନର ନେତୃତ୍ୱ ନେବାକୁ ଯାଉଥିବା ମୁଲ୍ଲା

କାବୁଲ,୩ ।୯: ଆଫଗାନିସ୍ତାନରେ ଖୁବଶୀଘ୍ର ତାଲିବାନ ସରକାର ଗଠନ କରିବାକୁ ଯାଉଛି । କୁହାଯାଉଛି କି ଶୁକ୍ରବାର ସନ୍ଧ୍ୟା ଅଥବା ଦିନେ ଦୁଇଦିନ ମଧ୍ୟରେ ତାଲିବାନ ସରକାର ଗଠନ କରିବ । ଏହି ନୂଆ ସରକାରର ନେତୃତ୍ୱ ନେବାକୁ ଯାଉଥିବା...

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ସୁଗା

ଟୋକିଓ,୩।୯: ଜାପାନର ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ଶାସକ ଦଳର ନେତୃତ୍ୱ ନେବାକୁ ସେ ଆଉ ପ୍ରାର୍ଥୀପତ୍ର ଉପସ୍ଥାପନ କରିବେ ନାହିଁ। ସେପ୍ଟେମ୍ବର ଶେଷ ସୁଦ୍ଧା ସେ ଜାପାନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା...

ସରକାର ଗଠନ ପାଇଁ ଆଉ ଦିନେ ଦୁଇଦିନ ସମୟ ନେବ ତାଲିବାନ

କାବୁଲ,୩ ।୯: ଆଫଗାନିସ୍ତାନକୁ କବଜା କରିଥିବା ତାଲିବାନ ସେଠାରେ ଶୁକ୍ରବାର ସରକାର ଗଠନ କରିବ ବୋଲି ଜଣାପଡିଥିଲା । ହେଲେ ଏବେ ବିଶେଷ ସୂତ୍ରରୁ ସୂଚନା ମିଳିଛି କି ସେଠାରେ ତାଲିବାନ ସରକାର ଗଠନ କରିବାକୁ ଆଉ ଦିନେ ଦୁଇଦିନ...

ଜମ୍ମୁ-କଶ୍ମୀର ମୁସଲମାନଙ୍କ ପାଇଁ ଆମର ଲଢିବାର ହକ୍‌ ଅଛି: ତାଲିବାନ ନେତା

କାବୁଲ,୩।୯: ଗୋଟିଏ ପଟେ ତାଲିବାନ ଦୋହାରେ ଭାରତ ସହ କଥାବାର୍ତ୍ତା କରୁଛି ଏବଂ ଅନ୍ୟ ପଟେ ଏହାର ମୁଖପାତ୍ର କଶ୍ମୀର ପ୍ରସଙ୍ଗରେ ବିବୃତ୍ତି ଦେବା ଆରମ୍ଭ କରିଛନ୍ତି। ଚାଇନାର ଉଇଗୁରୁ ମୁସଲମାନଙ୍କ ଦମନ ଉପରେ ନୀରବ ରହିଥିବା ତାଲିବାନ କହିଛି...

ଦୋହାରେ ଡିପ୍ଲୋମାସି

ଦୋହା/କାବୁଲ,୩।୯:ପଶ୍ଚିମ ଏସୀୟ ରାଷ୍ଟ୍ର କାତାରକୁ ସାମୁଦ୍ରିକ ଆକ୍ରମଣ ଓ ବିପତ୍ତିରୁ ରକ୍ଷା କରିବା ପାଇଁ ପାରସ୍ୟ ଉପସାଗର ଉପକୂଳରେ ଦୁଇହାତ ପ୍ରସାରିଛି ଦୋହା। ଆରବୀ ଶବ୍ଦ ‘ଦୋହାତ୍‌’ରୁ ରାଜଧାନୀ ଦୋହାର ନାମକରଣ ହୋଇଛି, ଯାହାର ତାତ୍ପର୍ଯ୍ୟ ହେଉଛି ଉପକୂଳ ଅଞ୍ଚଳକୁ...

ଆମେରିକାରେ ଜଳ ତାଣ୍ଡବ: ୩୦ ମୃତ

ନ୍ୟୁୟର୍କ, ୩ା୯:ଘୂର୍ଣ୍ଣିଝଡ଼ ‘ଇଦା’ ପ୍ରଭାବରେ ଆମେରିକାର ନ୍ୟୁୟର୍କ, ନ୍ୟୁଜର୍ସି, ପେନ୍‌ସିଲଭାନିଆ ସହରରେ ବର୍ଷା ରେକର୍ଡ ଭାଙ୍ଗିଛି। ଏଥିଯୋଗୁ ସେଠାରେ ବନ୍ୟା ପରିସ୍ଥିତି ଉପୁଜିଛି। ରାସ୍ତାଘାଟ ଭାସି ଯାଇଥିବାବେଳେ ସାଧାରଣ ଜୀବନଯାତ୍ରା ବହୁଳ ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ନ୍ୟୁୟର୍କ...

ନ୍ୟୁୟର୍କରେ ଭୟଙ୍କର ବନ୍ୟା: ରାସ୍ତାରେ ଭାସୁଛି କାର

ନ୍ୟୁୟର୍କ,୩ା୯: ପ୍ରବଳ ବର୍ଷା ସାଙ୍ଗକୁ ଅଧିକ ବେଗରେ ବହୁଛି ପବନ। ସବୁ ଆଡେ ପାଣି। ରାସ୍ତାରେ କାର ସହ ଲୋକଙ୍କ ମୃତଦେହ ଭାସୁଛି। ଏଭଳି ଦୃଶ୍ୟ ଦେଖିବାକୁ ମଳିଛି ଆମେରିକାର ନ୍ୟୁୟର୍କ ଓ ନ୍ୟୁଜର୍ସି ସହରରେ। ଘୂର୍ଣ୍ଣିଝଡ଼ ‘ଇଦା’ ପ୍ରଭାବରେ...

ରାଲି କରି ଅଧିକାର ମାଗିଲେ

କାବୁଲ,୨ା୯: ଆଫଗାନିସ୍ତାନରେ ତାଲିବାନ୍‌ ସରକାର ଗଢ଼ିବାକୁ ଯାଉଥିବା ବେଳେ ହେରାତ୍‌ ପ୍ରଦେଶର ଗଭର୍ନର ହାଉସ୍‌ ସମ୍ମୁଖରେ ମହିଳାମାନେ ଗୁରୁବାର ରାଲିର ଆୟୋଜନ କରିଥିଲେ। ଏଥିରେ ବହୁ ସଂଖ୍ୟାରେ ମହିଳା ଭାଗନେଇ ତାଲିବାନ୍‌ ସେମାନଙ୍କୁ ସରକାରରେ ସାମିଲ କରୁ ବୋଲି ଦାବି...

ଦିନକ ପରେ ଆଫଗାନିସ୍ତାନରେ ସରକାର ଗଢ଼ିବ ତାଲିବାନ!

କାବୁଲ,୨ ।୯: ଆଫଗାନିସ୍ତାନ ଉପରେ ପାଖାପାଖି ୨ ସପ୍ତାହ ହେବ ତାଲିବାନ କବଜା କରିବା ପରେ ଶୁକ୍ରବାର ସେ ସରକାର ଗଠନ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଯାଇଛି । ମିଳିଥିବା ବିଶେଷ ସୂଚନା ଅନୁଯାୟୀ, ଜୁମେ ନମାଜ...

ନୂଆ କରୋନା ଭାରିଆଣ୍ଟ୍‌ , ଡେଲ୍ଟାଠାରୁ ବି ଭୟଙ୍କର..

ଜେନେଭା,୨।୯: ପୃଥିବୀରେ କରୋନା ମହାମାରୀର ଆତଙ୍କ ଜାରି ରହିଛି। ମହାମାରୀରୁ ଦୂରେଇ ରହିବା ପାଇଁ ଟିକାକରଣ ଅଭିଯାନ ମଧ୍ୟ ଜୋରସୋରରେ ଚାଲିଛି। ତଥାପି, ଏହି ଭୁତାଣୁର ବିଭିନ୍ନ ଭାରିଆଣ୍ଟ ସୃଷ୍ଟି ହେବାରେ ଲାଗିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ...

ଡ୍ରାଗନର ମହାକାଶ ଜୟ ଲକ୍ଷ୍ୟ, ପୃଥିବୀ କକ୍ଷରେ ବିଶାଳକାୟ ମୂଳଦୁଆ ନିର୍ମାଣ ପ୍ରସ୍ତୁତି…

ବେଜିଂ,୨।୯: ପୃଥିବୀର କକ୍ଷପଥରେ ବହୁ କିଲୋମିଟରର ବ୍ୟାପି ଏକ ବିଶାଳ ସହର ନିର୍ମାଣ ଯୋଜନା ଏବେ ଚାଇନା ପକ୍ଷରୁ କରାଯାଇଛି। ଏନେଇ ବିଶାଳକାୟ ମୂଳଦୁଆ ନିର୍ମାଣ ଲାଗି ଡ୍ରାଗନ ଜୋରସୋର୍‌ ପ୍ରସ୍ତୁତି ଆରମ୍ଭ କରିଛି। ଏହି ଉଡ଼ନ୍ତା ସହର ଦ୍ୱାରା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri