ଅନ୍ତର୍ଜାତୀୟ

ଯୁକ୍ରେନ୍‌କୁ ୪୦୫ କୋଟି ସହାୟତା

ଓ୍ବାଶିଂଟନ୍‌, ୨୮ା୨: ୟୁକ୍ରେନ୍‌କୁ ମାନବୀୟ ସହାୟତା ନିମନ୍ତେ ଆମେରିକା ୫୪ ମିଲିୟନ ଡଲାର (ପ୍ରାୟ ୪୦୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା) ପ୍ରଦାନ କରିବାକୁ ଘୋଷଣା କରିଛି। ଏହି ଅର୍ଥରେ ୟୁକ୍ରେନ୍‌ବାସୀଙ୍କ ପାଇଁ ଖାଦ୍ୟ, ପାନୀୟ, ଆଶ୍ରୟସ୍ଥଳ, ଜରୁରୀ ସ୍ବାସ୍ଥ୍ୟସେବା, ଶୀତବସ୍ତ୍ର...

‘ରେଳ ଷ୍ଟେଶନରେ ଥିଲା ବେଳେ ଶାନ୍ତି ବଜାୟ ରଖନ୍ତୁ’

ନୂଆଦିଲ୍ଲୀ,୨୮।୨: ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ୟୁକ୍ରେନ ସ୍ବତନ୍ତ୍ରୀ ଉଦ୍ଧାରକାରୀ ଟ୍ରେନ ବ୍ୟବସ୍ଥା କରିଛି। ଦେଶର ପଶ୍ଚିମାଞ୍ଚଳକୁ ଯିବା ପାଇଁ ସମସ୍ତ ଛାତ୍ରୀଛାତ୍ରଙ୍କୁ କ୍ୱିଭସ୍ଥିତ ରେଳ ଷ୍ଟେଶନରେ ରିପୋର୍ଟ କରିବା ସହ ରେଳ ଷ୍ଟେଶନରେ ଥିଲା ବେଳେ ଆକ୍ରମଣାତ୍ମକ ଆଚରଣଠାରୁ ଦୂରେଇ...

ରୁଷିଆ ବିରୋଧରେ ୨୮ଦେଶ ନେଲେ ବଡ଼ ପଦକ୍ଷେପ

ମସ୍କୋ,୨୮।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଜି ପଞ୍ଚମ ଦିନ। ୟୁକ୍ରେନ ଉପରେ ଆକ୍ରମଣ କରିବା ରୁଷିଆକୁ ମହଙ୍ଗା ପଡ଼ିଛି। ସାରା ବିଶ୍ୱ ରୁଷିଆକୁ ବିରୋଧ କରୁଥିବା ବେଳେ ପାଶ୍ଚାତ୍ୟ ଦେଶଗୁଡିକ ରୁଷିଆର ବିମାନ ପାଇଁ ନିଜର ଏୟାରସ୍ପେସ୍‌...

ଯୁଦ୍ଧରେ ଯୋଗଦେଲେ ମିସ୍‌ ୟୁକ୍ରେନ

କ୍ୱିଭ,୨୮।୨: ରୁଷିଆ ଆକ୍ରମଣରୁ ଦେଶକୁ ସୁରକ୍ଷା ଦେବା ପାଇଁ ଅସ୍ତ୍ର ଧରିଛନ୍ତି ପୂର୍ବତନ ମିସ୍‌ ୟୁକ୍ରେନ ଆନାସ୍ତାସିଆ ଲେନ୍ନା। ୨୦୧୫ରେ ମିସ୍‌ ଗ୍ରାଣ୍ଡ ଇଣ୍ଟରନ୍ୟାଶନାଲ ବ୍ୟୁଟି ପ୍ରତିଯୋଗିତାରେ ଭାଗ ନେଇଥିବା ଲେନ୍ନା ୟୁକ୍ରେନ ସେନାରେ ଯୋଗ ଦେଇଛନ୍ତି। “ଆକ୍ରମଣ ଉଦ୍ଦେଶ୍ୟ...

ପୋଲାଣ୍ଡ ସୀମାରେ ଅଟକିଛନ୍ତି ଶତାଧିକ ଭାରତୀୟ ଛାତ୍ରୀଛାତ୍ର

କ୍ୱିଭ୍‌,୨୮ା୨: ୟୁକ୍ରେନରୁ ବାହାରି ଆସିଥିବା ଶତାଧିକ ଭାରତୀୟ ଛାତ୍ରୀଛାତ୍ର ଏବେ ପୋଲାଣ୍ଡ ସୀମାରେ ଅଟକି କରିଛନ୍ତି। ଭୀଷଣ ଥଣ୍ଡାରେ ପ୍ରାୟ ୪୮ ଘଣ୍ଟାରୁ ଅଧିକ ସମୟ ହେଲା ଛାତ୍ରୀଛାତ୍ରମାନେ ସେମାନଙ୍କ ବିଭିନ୍ନ ସାମଗ୍ରୀ ଧରି ସୀମାରେ ରହିଛନ୍ତି। ଜାତିସଂଘ ସୁରକ୍ଷା...

‘ମୁଁ ନିଶ୍ଚିତ ଏହା ସମ୍ଭବ’

କ୍ୱିଭ,୨୮।୨: ରୁଷିଆ ସେନାର ବର୍ବରତା ୫ମ ଦିନରେ ପହଞ୍ଚିଥିବା ବେଳେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ସୋମବାର ୟୁରୋପିଆନ ୟୁନିଅନଠାରୁ ତୁରନ୍ତ ସଦସ୍ୟତା ଦାବି କରିଛନ୍ତି। “ନୂଆ ସ୍ବତନ୍ତ୍ର ପ୍ରକ୍ରିୟା ମାଧ୍ୟମରେ ୟୁକ୍ରେନକୁ ତୁରନ୍ତ ସଦସ୍ୟତା ଦେବା ପାଇଁ ଆମେ...

ସେନାଙ୍କ ସହ କଫି ପିଇଲେ ଜେଲେନ୍‌ସ୍କି: ଭିଡିଓ ଭାଇରାଲ

କ୍ୱିଭ,୨୮।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଆଜି ହେଉଛି ପଞ୍ଚମ ଦିନ। ଶକ୍ତିଶାଳୀ ରୁଷିଆ ସୈନ୍ୟଙ୍କ ସମ୍ମୁଖରେ ୟୁକ୍ରେନ ସୈନ୍ୟ ଦୃଢ଼ତାର ସହ ଠିଆ ହୋଇ ଯୁଦ୍ଧ କରୁଛନ୍ତି। ଇତିମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି...

ରୁଷିଆ-ୟୁକ୍ରେନ ମଧ୍ୟରେ ଆଲୋଚନା ଆରମ୍ଭ

ମସ୍କୋ,୨୮।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ ହେବ କି ନାହିଁ, ସୋମବାର ନିଷ୍ପତ୍ତି ନିଆଯାଇପାରେ। ବେଲାରୁଷରେ ରୁଷିଆ-ୟୁକ୍ରେନ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ମଧ୍ୟରେ ସୃଷ୍ଟି ହୋଇଥିବା ଗୁରୁତର ପରିସ୍ଥିତିକୁ ଦୃଷ୍ଟିରେ...

ୟୁକ୍ରେନ୍‌ ସଙ୍କଟ: କ୍ୱିଭ୍‌ରୁ ଉଠିଲା କର୍ଫ୍ୟୁ

କ୍ୱିଭ୍‌,୨୮।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ୟୁକ୍ରେନ ସରକାର ରାଜଧାନୀ କ୍ୱିଭ୍‌ରୁ ସପ୍ତାହାନ୍ତ କର୍ଫ୍ୟୁ ହଟାଇ ଦେଇଛନ୍ତି। କର୍ଫ୍ୟୁ ଉଠିବା ପରେ ଭାରତ ସମେତ ଅନ୍ୟ ଦେଶର ଦୂତାବାସକୁ...

ତ୍ରିରଙ୍ଗା ଦେଖି ଗୁଳି ଚଳାଇବା ବନ୍ଦ କରିଦେଉଛନ୍ତି ରୁଷିଆ-ୟୁକ୍ରେନ ସେନା

କ୍ୱିଭ୍‌,୨୮।୨: ୟୁକ୍ରେନ-ରୁଷିଆ ମଧ୍ୟରେ ଯୁଦ୍ଧ ଜୋରଦାର ଚାଲିଛି। ରୁଷିଆର ଆକ୍ରମଣରେ ୟୁକ୍ରେନର ବହୁତ କ୍ଷତି ହୋଇଛି।ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଏଠାକୁ ଦୌଡୁଛନ୍ତି। ଏଭଳି ପରିସ୍ଥିତିରେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକମାନେ ମଧ୍ୟ ନିଜ ଦେଶକୁ ଫେରିବାକୁ...

ଆଖିରେ ଲୁହ-ମନରେ କୋହ, ମାତୃଭୂମିର ସୁରକ୍ଷା ପାଇଁ ଅସ୍ତ୍ର ଧରୁଛନ୍ତି ୟୁକ୍ରେନ୍‌ର ସାଧାରଣ ନାଗରିକ…

କ୍ୱିଭ୍‌,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୫ ଦିନ ଧରି ରକ୍ତାକ୍ତ ଯୁଦ୍ଧ ଜାରି ରହିଛି। ରୁଷିଆ ସୈନ୍ୟ ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌ ଦଖଲ ପାଇଁ ଚାରିପଟୁ ଘେରିବା ଆରମ୍ଭ କରିଛନ୍ତି। ତେବେ ଏକ୍ଷେତ୍ରରେ ରୁଷିଆ ଲାଗି ବାଧା...

ସତ ହେବ କି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ

ମସ୍କୋ,୨୮।୨:ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ପଞ୍ଚମ ଦିନ। ରୁଷିଆ ସେନା ୟୁକ୍ରେନର ସବୁ ଦିଗରୁ ଘେରିବାକୁ ଚେଷ୍ଟା କରୁଛି। ଅନେକ ବିଶେଷଜ୍ଞ ଏହି ଯୁଦ୍ଧକୁ ତୃତୀୟ ବିଶ୍ୱଯୁଦ୍ଧର ଆରମ୍ଭ ବୋଲି ବିଚାର କରୁଛନ୍ତି। ତେବେ ଉଭୟ ଦେଶ ବର୍ତ୍ତମାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri