ଚାଇନାରେ କରୋନା ଅଣାୟତ୍ତ, ମାତାପିତାଙ୍କଠାରୁ ପିଲାଙ୍କୁ ଅଲଗା କରୁଛନ୍ତି ସରକାର…
ବେଜିଂ, ୨।୪ : ଚାଇନାକୁ ପୁଣି ୨ ବର୍ଷ ପରେ କରୋନା ଫେରିଛି। ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ସଂକ୍ରମଣ ବଢୁଥିବାରୁ ସରକାର ଦେଶର ବହୁ ସହରରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ପ୍ରଥମ ଥର ପାଇଁ...
ଶେଷ ହେବ ଇମ୍ରାନଙ୍କ ଗେମ୍!
ଇସଲାମାବାଦ,୨ା୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢୁଛି। ତାଙ୍କ ବିପକ୍ଷରେ ଅନେକ ବିରୋଧୀ ବାହାରୁଛନ୍ତି। ବର୍ତ୍ତମାନ ସଂସଦରେ ଇମ୍ରାନଙ୍କ ନମ୍ବର ଗେମ୍ ଶେଷ ହେବାର ଆଶଙ୍କା ରହିଛି। ରବିବାର ପ୍ରମୁଖ ସହଯୋଗୀମାନେ ତାଙ୍କ ହାତ...
ନାସା ସହିତ ସମ୍ପର୍କ ଭାଙ୍ଗିଲା ରୁଷିଆ…
ମସ୍କୋ, ୨।୪ : ରୁଷିଆର କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଛି। ଏଥି ସହିତ ପାଶ୍ଚାତ୍ୟ ଦେଶଗୁଡିକର ପ୍ରତିବନ୍ଧକ ଯୋଗୁ ରୁଷିଆ ମଧ୍ୟ ଚାପରେ ରହିଛି। ପାଶ୍ଚାତ୍ୟ କଟକଣା ନ ହଟାଯିବା ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ପେସ...
ୟୁକ୍ରେନରେ ଆଜି କ୍ଷେପଣାସ୍ତ୍ର ମାଡ଼ କରିଛି ରୁଷିଆ
କ୍ୱିଭ୍,୨ା୪: ଫେବୃୟାରୀ ଶେଷ ସପ୍ତାହରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିଲା, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି। ଶନିବାର ସକାଳେ ରୁଷିଆ କେନ୍ଦ୍ରୀୟ ୟୁକ୍ରେନର ଦୁଇଟି ସହର ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଆବାସିକ କୋଠା...
ଭାରତ ଆଗକୁ ଅସିଲେ କଶ୍ମୀର ସମସ୍ୟାର ସମାଧାନ ହୋଇପାରିବ, କହିଲେ ବାଜଓ୍ବା…
ଇସଲାମାବାଦ୍, ୨।୪ : ପାକିସ୍ତାନର ରାଜନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ଇସଲାମାବାଦ ସୁକ୍ୟୁରିଟି ଡାଲଏଗ୍ ଫୋରମ୍ରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ସମସ୍ତ ବିବାଦର ସମାଧାନ ପାଇଁ...
ଇମ୍ରାନ୍ଙ୍କ ପାଇଁ ୩ ବିକଳ୍ପ…
ଇସଲାମାବାଦ୍, ୨।୪ : ଏକ ଟିଭି ଚ୍ୟାନେଲକୁ ଦିଆଯାଇଥିବା ସାକ୍ଷାତକାରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ମନ୍ତବ୍ୟ ପ୍ରଥମ ଥର ପାଇଁ ପାକିସ୍ତାନର ଜଣେ ଶାସକ ନେତାଙ୍କ ଦ୍ୱାରା ଏଷ୍ଟାବ୍ଲିସମେଣ୍ଟକୁ ସିଧାସଳଖ ରାଜନୈତିକ ବିବାଦ ଭିତରକୁ ଟାଣି ନେଇଛି। ପାକିସ୍ତାନରେ...
ୟୁକ୍ରେନ୍କୁ ପୁଣି ସହାୟତାର ହାତ ବଢ଼ାଇଲା ଆମେରିକା
ଓ୍ବାଶିଂଟନ୍,/କ୍ୱିଭ୍,୨।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୩୮ଦିନରେ ପହଞ୍ଚିଛି। ୩୮ଦିନରେ ବି ରୁଷିଆ ୟୁକ୍ରେନର ଅନେକ ବଡ଼ ବଡ଼ ସହରକୁ ଧ୍ୱଂସ କରିବାରେ ଲାଗିପଡ଼ିଛି। ଏହି ଆକ୍ରମଣ ଯୋଗୁ ଅଧିକରୁ ଅଧିକ ଲୋକ ନିଜ ଦେଶ ଛାଡି...
ବାଲାଷ୍ଟିକ୍ ମିଶାଇଲ୍ ପରୀକ୍ଷଣ ବାତିଲ କଲା ଆମେରିକା
ଓ୍ବାଶିଂଟନ୍,୨।୪: ୟୁକ୍ରେନରେ ଜାରି ରହିଥିବା ସାମରିକ ଯୁଦ୍ଧ ମଧ୍ୟରେ ଏବଂ ରୁଷିଆ ସହିତ ପରମାଣୁ ତିକ୍ତତାକୁ କମ୍ କରିବା ପାଇଁ ଆମେରିକା ମିନିଟ୍ମ୍ୟାନ ତୃତୀୟ ଅନ୍ତମହାଦ୍ୱୀପ ବାଲାଷ୍ଟିକ୍ ମିଶାଇଲ୍(ଆଇସିବିଏମ୍) ପରୀକ୍ଷଣକୁ ବାତିଲ କରିଛି। ଶୁକ୍ରବାର ଆମେରିକାର ବାୟୁସେନା ଏନେଇ ସୂଚନା...
ପୁଣି ଚିନ୍ତା ବଢ଼ାଇବ ନୂଆ ଭାରିଆଣ୍ଟ: ଓମିକ୍ରନଠାରୁ ୧୦ଗୁଣା ଅଧିକ ସଂକ୍ରମଣ
ଜେନେଭା,୨।୪: କରୋନା ଭାଇରସ୍ର ଏକ ନୂଆ ଭାରିଆଣ୍ଟ ପୁଣି ଥରେ ଚିନ୍ତା ବଢ଼ାଇବାକୁ ଯାଉଛି। କରୋନାର ନୂଆ ମ୍ୟୁଟାଣ୍ଟ ଭାରିଆଣ୍ଟ ଏକ୍ସଇ ଓମିକ୍ରନର ସବ୍ଭାରିଆଣ୍ଟ ବିଏ-୨ ଅପେକ୍ଷା ପ୍ରାୟ ୧୦ଗୁଣ ଅଧିକ ସଂକ୍ରାମକ ହୋଇପାରେ। ଶନିବାର ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ)ଏନେଇ...
ଆମେରିକା କୂଟନୀତିଜ୍ଞଙ୍କୁ ସମନ ଜାରି କଲା ପାକିସ୍ତାନ
ଇସ୍ଲାମାବାଦ,୨।୪: ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାରରେ ଆମେରିକା ହସ୍ତକ୍ଷେପ କରୁଥିବା ଅଭିଯୋଗ କରି ଇସ୍ଲାମାବାଦ ଆମେରିକାର ବରିଷ୍ଠ କୂଟନୀତିଜ୍ଞ ଆଙ୍ଗେଲା ପି ଆଗେଲରଙ୍କୁ ସମନ ଜାରି କରି ପ୍ରତିବାଦ କରିଛି। ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ କ୍ଷମତାଚ୍ୟୁତ କରିବା ପଛରେ ବିଦେଶୀ...
ପାକିସ୍ତାନ ଉପରେ ଆଉ ଏକ ସଙ୍କଟ, ଚାଇନା ମାଗିଲାଣି ୫୫.୬ ମିଲିୟନ ଆମେରିକୀୟ ଡଲାର ବାକି ଋଣ
ଇସଲାମାବାଦ,୨ ।୪: ପାକିସ୍ତାନ ଉପରେ ଗୋଟିଏ ପରେ ଗୋଟିଏ ସଙ୍କଟ ଯେମିତି ମାଡି ଆସୁଛି । ଏବେ ‘ଲାହୋର ଅରେଞ୍ଜ ଲାଇନ ପରିଯୋଜନା’ ସମ୍ବନ୍ଧିତ ୫୫.୬ ମିଲିୟନ ଆମେରିକୀୟ ଡଲାର ବକେୟା ଋଣ ଫେରସ୍ତ ମାଗିଲାଣି ଚାଇନା । ପାକିସ୍ତାନ...
ଶ୍ରୀଲଙ୍କାରେ ମହଙ୍ଗା ମାଡ: ପେଟ୍ରୋଲ ପାଇଁ ଲାଇନରେ ଠିଆ ହୋଇ ଲୋକଙ୍କ ମୃତ୍ୟୁ
କଲମ୍ବୋ,୨ ।୪: ବିଦେଶି ମୁଦ୍ରା କମ୍ ଯୋଗୁ ଶ୍ରୀଲଙ୍କାରେ ଖୋଦେଇଥିବା ମହଙ୍ଗା ମାଡ ଏବେ ସାଧାରଣ ଜନଜୀବନ ଉପରେ ଖୁବ୍ ପ୍ରଭାବ ପାକାଉଛି । ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହସ୍ପିଟାଲରେ ଔଷଧ ନାହିଁ...
Archives


