ଭାରତକୁ ଆମେରିକାର ଖୋଲା ଖୋଲି ଧମକ
ୱାଶିଂଟନ,୭ ।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତର ନିରବତାକୁ ଆମେରିକା ଆଦୌ ସହ୍ୟ କରିପାରୁନି । ପୂର୍ବରୁ କେତେଥର ଏହି ପ୍ରସଙ୍ଗରେ ଭାରତ ଆଗକୁ ଆସୁ ବୋଲି ଆମେରିକା କହିଥିବା ବେଳେ ଭାରତ ଉପରେ ଏନେଇ...
ଟାର୍ଗେଟରେ ପୁଟିନ୍ଙ୍କ ପରିବାର
ଓ୍ବାଶିଂଟନ୍, ୭ା୪: ୟୁକ୍ରେନ୍ରେ ଯୁଦ୍ଧ ଅପରାଧ ଏବଂ ବୁଚା ଗଣହତ୍ୟା ପାଇଁ ରୁଷିଆକୁ ଦାୟୀ କରି ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ଦୁଇ ଝିଅ ଓ ରୁଷୀୟ ବ୍ୟାଙ୍କଗୁଡ଼ିକ ଉପରେ ଆମେରିକା କଟକଣା ସହ ଜରିମାନା ଲଗାଇଛି। ରୁଷିଆର ଦୁଇ ପ୍ରମୁଖ...
ଅନାସ୍ଥା ପଛରେ ଆମେରିକାର ଷଡ଼ଯନ୍ତ୍ର ନାହିଁ
ଇସ୍ଲାମାବାଦ, ୭ା୪: ପିଟିଆଇ ଅଧ୍ୟକ୍ଷ ଇମ୍ରାନ୍ ଖାନ୍ଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପଛରେ ଆମେରିକାର ହାତ ନାହିଁ ବୋଲି ଅଧିକାଂଶ ପାକିସ୍ତାନୀ ନାଗରିକଙ୍କ ମତ। ଏ ନେଇ ଗ୍ୟାଲ୍ଅପ୍ ପାକିସ୍ତାନ ସର୍ଭେ ପକ୍ଷରୁ ହୋଇଥିବା ସର୍ବେକ୍ଷଣ ରିପୋର୍ଟରୁ ଜଣାପଡ଼ିଛି।...
ଜାତିସଂଘ ଅପାରଗ: ପୋପ୍
ଭାଟିକାନ୍ ସିଟି, ୭ା୪: ୟୁକ୍ରେନ୍ରେ ଯୁଦ୍ଧ ରୋକିବାରେ ଜାତିସଂଘର ଅପାରଗତା ପଦାକୁ ଆସିଛି ବୋଲି କ୍ୟାଥୋଲିକ୍ ଚର୍ଚ୍ଚ ମୁଖ୍ୟ ପୋପ୍ ଫ୍ରାନ୍ସିସ୍ ବୁଧବାର କହିଛନ୍ତି। ଏଥିସହ ବୁଚା ଗଣହତ୍ୟାକୁ ନିନ୍ଦା କରିବା ସହ ସେହି ସହରରୁ ଯାଇଥିବା ୟୁକ୍ରେନ୍ର ଏକ...
ଇଭାଙ୍କା ଟ୍ରମ୍ପ୍ଙ୍କୁ ଜେରା
ଓ୍ବାଶିଂଟନ, ୭।୪:ଗତବର୍ଷ ଜାନୁୟାରୀ ୬ କ୍ୟାପିଟୋଲ ହିଂସା ଘଟଣାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଝିଅ ଇଭାଙ୍କା ଟ୍ରମ୍ପ୍ଙ୍କୁ ତଦନ୍ତକାରୀ କମିଟି ଜେରା କରିଛି। ସଂସଦୀୟ କମିଟି ଆଗରେ ମଙ୍ଗଳବାର ଇଭାଙ୍କା ହାଜର ହେବା ପରେ ତାଙ୍କୁ ୮ଘଣ୍ଟା...
ରୁଷିଆ ଉପରେ ପୁଣି କଡ଼ା ପ୍ରତିବନ୍ଧକ ଲଗାଇଲା ଆମେରିକା
କ୍ୱିଭ୍,୬।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଆଜି ଯୁଦ୍ଧର ୪୨ତମ ଦିନ। ଏ ପର୍ଯ୍ୟନ୍ତ ରୁଷିଆ ୟୁକ୍ରେନର ଅନେକ ସହରକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଦେଇଛି। ଏଥି ସହିତ, ୟୁକ୍ରେନର ବୁଚାଠାରେ ହୋଇଥିବା ହତ୍ୟାକାଣ୍ଡ ପାଇଁ ରୁଷିଆ ସମଗ୍ର ବିଶ୍ୱରେ...
୨୪ ଘଣ୍ଟାରେ ଭାରତ ପଠାଇଲା ୭୬ ହଜାର ଟନ୍ ତେଲ
ନୂଆଦିଲ୍ଲୀ,୬।୪: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଦେଖାଦେଇଥିବା ବେଳେ କଲମ୍ବୋକୁ ସହାୟତାର ହାତ ବଢ଼ାଇଛି ନୂଆଦିଲ୍ଲୀ। ଯଦ୍ଦ୍ବାରା ଶ୍ରୀଲଙ୍କା ତା’ର ଜରୁରୀ ସାମଗ୍ରୀ ଆମଦାନୀ କରିପାରିବ ଏବଂ ଘରୋଇ ଅର୍ଥନୈତିକ ସ୍ଥିତି ସୁଧାର ଆଣିପାରିବ। ଗତ ୨୪ ଘଣ୍ଟା ମଧ୍ୟରେ ମୋଟ...
୬୮ ଲକ୍ଷ ଟଙ୍କାର ବ୍ୟାଗ୍ ଧରି ଛୁ’
ଇସଲାମାବାଦ୍,୬।୪: ପାକିସ୍ତାନରେ ଚାଲିଥିବା ରାଜନୈତିକ ସଙ୍କଟ ଭିତରେ ଜଣେ ମହିଳାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ସମ୍ପୃକ୍ତ ମହିଳା ଜଣଙ୍କ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ତ୍ରୀ ବୁଶାରା ବିବିଙ୍କ ବନ୍ଧୁ ଫରହା ଖାନ୍। ତାଙ୍କ ନାଁରେ ଦୁର୍ନୀତି...
ଚତୁର୍ଥ ଦିନରେ ବି ଶୁଣାଣି ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ
ଇସଲାମାବାଦ,୬ା୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଖାରଜ କରିବା ଏବଂ ସଂସଦ ଭଙ୍ଗକୁ ନେଇ ପାକିସ୍ତାନର ସୁପ୍ରିମକୋର୍ଟ ବୁଧବାର ଶୁଣାଣି କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ପ୍ରଧାନ ବିଚାରପତି ଉମର ଅତା ବନ୍ଦିଆଲ ଜାତୀୟ ସୁରକ୍ଷା...
ବିଦେଶରେ ପାଳନ ହେବ ହିନ୍ଦୁ ନବବର୍ଷ: ରାଜ୍ୟପାଳ
ଓ୍ବାଶିଂଟନ,୬ା୪: ଆମେରିକାରେ ବହୁ ସଂଖ୍ୟାରେ ବାସ କରୁଥିବା ହିନ୍ଦୁମାନଙ୍କର ପ୍ରାଧାନ୍ୟତା ଧୀରେ ଧୀରେ ବୃଦ୍ଧି ପାଉଛି। ଆମେରିକାର ଜର୍ଜିଆ ରାଜ୍ୟପାଳ ବ୍ରିୟାନ କେମ୍ପ୍ ଏପ୍ରିଲ ୨କୁ ହିନ୍ଦୁ ନୂତନ ବର୍ଷ ଭାବରେ ମାନ୍ୟତା ଦେଇଛନ୍ତି। ଜର୍ଜିଆରେ ସ୍ଥିର ହୋଇଥିବା ବୃହତ...
ୟୁକ୍ରେନ ପତାକାକୁ ଚୁମ୍ବନ ଦେଲେ ପୋପ
ଭାଟିକାନ୍ ସିଟି,୬।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୪୦ରୁ ଅଧିକ ଦିନ ହେବ ଯୁଦ୍ଧ ଚାଲିଛି। ନିକଟ ଅତୀତରେ ୟୁକ୍ରେନର ବୁଚା ସହରରୁ ଅନେକ ମୃତଦେହ ମିଳିଥିଲା ଏବଂ ବର୍ତ୍ତମାନ ସୁଦ୍ଧା ମୃତଦେହ ବାହାର କରିବା ପ୍ରକ୍ରିୟା ଚାଲିଛି। ୟୁକ୍ରେନ...
‘ଶେପ୍ ଅଫ୍ ୟୁ’ କପିରାଇଟ୍ ଜିତିଲେ ଶିରାନ
ଲଣ୍ଡନ,୬।୪: ବ୍ରିଟିଶ ଗାୟକ ତଥା ଲେଖକ ଏଡ୍ ଶିରାନ ବୁଧବାର ତାଙ୍କର ହିଟ୍ ଗୀତ ‘ଶେପ୍ ଅଫ୍ ୟୁ’ର କପିରାଇଟ୍ ମାମଲା ଲଣ୍ଡନ ହାଇକୋର୍ଟରେ ଜିତି ନେଇଛନ୍ତି। ଶିରାନ ଜାଣିଶୁଣି ବ୍ରିଟିଶ୍ ଗ୍ରାଇମ ଟ୍ରାକ୍ ‘ଓ ହ୍ବାଏ’ର ମ୍ୟୁଜିକାଲ ଟ୍ରାକ...
Archives


