ଆମେରିକାରେ ଚାଇନା ଛାତ୍ର ଗିରଫ, ସିସିପି ବିରୋଧରେ ପୋଷ୍ଟ ଲେଖିଥିବା ବ୍ୟକ୍ତିଙ୍କୁ ଦେଇଥିଲେ ଧମକ
ୱାଶିଂଟନ,୧୫ ।୧୨: ଆମେରିକାରେ ଜଣେ ଚାଇନା ଛାତ୍ରଙ୍କୁ ଗିରଫ କରାଯାଇଛି । ଏହି ଛାତ୍ରଙ୍କ ବିରୋଧରେ ଚାଇନାର ଶାସକ ଚାଇନିଜ କମ୍ୟୁନିଷ୍ଟ ପାର୍ଟି(ସିସିପି) ବିରୋଧରେ ପୋଷ୍ଟ ଲେଖିଥିବା ବ୍ୟକ୍ତି ଓ ଲୋକତନ୍ତ୍ରକୁ ସମର୍ଥନ କରୁଥିବା ଜଣେ ବ୍ୟକ୍ତିଙ୍କୁ ଧମକାଇବାର ଅଭିଯୋଗ ରହିଛି…
ଭୂ-ପୃଷ୍ଠର ଜଳସ୍ତର ମାପିବ ସାଟେଲାଇଟ୍
ଓ୍ବାଶିଂଟନ୍,୧୫।୧୨ : ବିଶ୍ୱର ଅନେକ ଦେଶରେ ଏବେ ଜଳକଷ୍ଟ ବଡ଼ ସମସ୍ୟା ପାଲଟିଛି। ଜଳର ଅପବ୍ୟବହାର ସାଙ୍ଗକୁ ଭୂ-ପୃଷ୍ଠରେ ଜଳସ୍ତର କମିବା ଯୋଗୁ ଅନେକ କୋଟି ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ଏହି ସମସ୍ୟାର ପ୍ରମୁଖ କାରଣ କ’ଣ…
ପେରୁ ରାଷ୍ଟ୍ରପତିଙ୍କୁ ପଦରୁ ହଟାଇବାରୁ ଉଗ୍ର ପଦର୍ଶନ, ଲାଗିଲା ଏକ ସପ୍ତାହର ଏମରଜେନ୍ସି
ଲିମା,୧୫ ।୧୨: ପେରୁର ପ୍ରତିରକ୍ଷା ମନ୍ତ୍ରୀ ମହାଭିଯୋଗ ଆଣି ୭ ଡିସେମ୍ବରରେ ରାଷ୍ଟ୍ରପତି ପେଡ୍ରୋ କୈଷ୍ଟିଲେଙ୍କ୍ୁ ପଦରୁ ହଟାଇ ଦେଇଛନ୍ତି । ଏହାକୁ ବିରୋଧ କରି ଦେଶରେ ପ୍ରଦର୍ଶନ ଜାରି ରହିଛି । ବେଳକୁ ବେଳ ଏହି ପଦର୍ଶନ ଉଗ୍ର ହେବା…
ୟୁକ୍ରେନ ଉପରେ ପୁଣି ଆକ୍ରମଣ କଲା ରୁଷିଆ, ୫ କୋଠା ନଷ୍ଟ
କିଭ୍,୧୪ା୧୨: ବୁଧବାର ରୁଷିଆ ସେନା ପୁଣିଥରେ ୟୁକ୍ରେନ ଉପରେ ଏକ ବଡ଼ ଆକ୍ରମଣ କରିଛି। ଫଳସ୍ବରୂପ ରାଜଧାନୀ କିଭ୍ର ପାଞ୍ଚଟି କୋଠା ନଷ୍ଟ ହୋଇଯାଇଛି। ଏହି ଆକ୍ରମଣରେ କିଭ୍ର ପ୍ରଶାସନିକ ମୁଖ୍ୟ ସେରହି ପୋପ୍କୋ କହିଛନ୍ତି, ଦୁଇଟି ସରକାରୀ ଏବଂ ତିନୋଟି…
ସମଲିଙ୍ଗୀ ବିବାହକୁ ମଞ୍ଜୁରୀ,ଆମେରିକା ସମାନତା ଦିଗରେ ଆଉ ଏକ ପଦକ୍ଷେପ ନେଲା…
ଓ୍ବାଶିଂଟନ,୧୪।୧୨ : ଆମେରିକାରେ ସମଲିଙ୍ଗୀ ବିବାହକୁ ଅନୁମୋଦନ କରାଯାଇଛି। ରାଷ୍ଟ୍ରପତି ଜୋ ବାଇଡେନ ମଙ୍ଗଳବାର ଆମେରିକା ସଂସଦରେ ପାରିତ ହୋଇଥିବା ସମଲିଙ୍ଗୀ ବିବାହ ସୁରକ୍ଷା ବିଲରେ ଦସ୍ତଖତ କରିଛନ୍ତି। ଏହି ଅବସରରେ ବାଇଡେନ କହିଛନ୍ତି, ଆଜି ଏକ ଭଲ ଦିନ। ଏହାପୂର୍ବରୁ…
ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷା କଲା ଆମେରିକା…
ଓ୍ବାଶିଂଟନ,୧୪।୧୨ : ଚାଇନା ଏବଂ ରୁଷିଆ ମଧ୍ୟରେ ଜାରି ରହିଥିବା ତିକ୍ତତା ମଧ୍ୟରେ ଆମେରିକାର ବାୟୁସେନା ପ୍ରଥମ ଥର ପାଇଁ ଏକ ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଏହାପୂର୍ବରୁ ସେ ଅନେକ ପରୀକ୍ଷାରେ ସଫଳତା ପାଇପାରି ନ ଥିଲେ। ଆମେରିକା ଏହି…
ଗ୍ୟାଙ୍ଗଷ୍ଟର ବବୁଲ ଶ୍ରୀବାସ୍ତବ କରାଇଛନ୍ତି ହାଫିଜ ସଇଦଙ୍କ ଘର ସମ୍ମୁଖରେ ବିସ୍ଫୋରଣ: ପାକିସ୍ତାନର ଅଭିଯୋଗ…
ଇସଲାମାବାଦ,୧୪।୧୨ : ଆତଙ୍କବାଦ ପାଇଁ ସାରା ବିଶ୍ୱରେ କୁଖ୍ୟାତ ପାକିସ୍ତାନ ବର୍ତ୍ତମାନ ଭାରତ ବିରୋଧରେ ପ୍ରଚାର ଆରମ୍ଭ କରିଛି। ପାକିସ୍ତାନ ଅଭିଯୋଗ କରିଛି ଯେ ଆତଙ୍କବାଦୀ ହାଫିଜ ସଇଦଙ୍କ ଘର ବାହାରେ ବୋମା ବିସ୍ଫୋରଣ ପଛରେ ଭାରତୀୟ ଗ୍ୟାଙ୍ଗଷ୍ଟର ବବୁଲ ଶ୍ରୀବାସ୍ତବଙ୍କ…
ଭାରତ-ଚାଇନା ସ୍ଥିତି ନେଇ ଚିନ୍ତା ବ୍ୟକ୍ତ କଲା ଜାତିସଂଘ…
ଜେନେଭା,୧୪।୧୨ : ଅରୁଣାଚଳର ତୱାଙ୍ଗରେ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି) ରେ ଭାରତ ଏବଂ ଚାଇନା ସୈନିକଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟର ପ୍ରସଙ୍ଗ ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରେ ଚିନ୍ତାର ବିଷୟ ପାଲଟିଛି। ବର୍ତ୍ତମାନ ମିଳିତ ଜାତିସଂଘ ମଧ୍ୟ ଏହି ପ୍ରସଙ୍ଗରେ…
ତଓ୍ବାଙ୍ଗ ପ୍ରସଙ୍ଗରେ ଭାରତର କାର୍ଯ୍ୟକୁ ପ୍ରଶଂସା କଲା ଆମେରିକା…
ଓ୍ବାଶିଂଟନ,୧୪।୧୨ : ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟର ନିକଟରେ ଭାରତୀୟ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଗ୍ରହଣ କରାଯାଇଥିବା ଭାରତର ଉଦ୍ୟମକୁ ଆମେରିକା ପ୍ରଶଂସା କରିଛି। ପେଣ୍ଟାଗନ ପ୍ରେସ ସଚିବ ପ୍ୟାଟ ରାଇଡର୍…
ପୋଲିସ ସହ ବୋଲ୍ସୋନାରୋ ସମର୍ଥକଙ୍କ ସଂଘର୍ଷ
ରିଓ ଡି ଜେନେରୋ,୧୪।୧୨: ବ୍ରାଜିଲ ରାଜଧାନୀ ବ୍ରାସିଲିଆରେ ରାଷ୍ଟ୍ରପତି ଜୈର ବୋଲ୍ସୋନାରୋଙ୍କ ସମର୍ଥକ ଓ ପୋଲିସ ମଧ୍ୟରେ ସୋମବାର ସଂଘର୍ଷ ଘଟିଛି। ସମର୍ଥକମାନେ ଅନେକ ଗାଡ଼ି ପୋଡ଼ିଦେବା ସହ ସଂଘୀୟ ପୋଲିସ ମୁଖ୍ୟାଳୟରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ସଂଘର୍ଷର କାରଣ…
୪ ଦିନିଆ ଶ୍ରୀଲଙ୍କା ଗସ୍ତରେ ନୌସେନା ମୁଖ୍ୟ…
କଲମ୍ବୋ,୧୩।୧୨ : ଚାରି ଦିନିଆ ଗସ୍ତରେ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ମଙ୍ଗଳବାର ଶ୍ରୀଲଙ୍କାରେ ପହଞ୍ଚିଛନ୍ତି। ନୌସେନା ମୁଖ୍ୟ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଥିବା ଦ୍ୱିପାକ୍ଷିକ ସାମୁଦ୍ରିକ ସମ୍ପର୍କକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦେବେ। ଆଡମିରାଲ…
ଇରାନରେ ମାନବାଧିକାରର ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆମେରିକାର କଟକଣା…
ଓ୍ବାଶିଂଟନ,୧୩।୧୨ : ଯେଉଁମାନେ ଇରାନରେ ମାନବିକ ଅଧିକାରର ଉଲ୍ଲଂଘନ ଏବଂ ଦମନ କରୁଛନ୍ତି ସେମାନଙ୍କ ବିରୋଧରେ ଆମେରିକା କଟକଣା ଘୋଷଣା କରିଛି। ଇରାନରେ ପ୍ରଦର୍ଶନକାରୀଙ୍କୁ ସମର୍ଥନ କରୁଥିବା ଏକ ପ୍ରଶ୍ନର ଉତ୍ତରରେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସୁଲିଭନ କହିଛନ୍ତି…
Archives


