ବିଟ୍ରେନରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ହ୍ରାସ, ବଢ଼ିଲା ମୁସଲମାନଙ୍କ ସଂଖ୍ୟା…
ଲଣ୍ଡନ,୩୦।୧୧ : ପ୍ରଥମ ଥର ପାଇଁ ବିଟ୍ରେନରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ହ୍ରାସ ପାଇଛି। ଅପରପକ୍ଷରେ ଦେଶରେ ମୁସଲମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜାରି ହୋଇଥିବା ଜନସଂଖ୍ୟା ରିପୋର୍ଟରୁ ଏହା ଜଣାପଡ଼ିଛି। ୨୦୨୧ରେ ୧୦ ବର୍ଷ ପରେ ହୋଇଥିବା ଜନଗଣନା ରିପୋର୍ଟରେ...
ବଢ଼ିଲା ଉତ୍ତେଜନା: ଦକ୍ଷିଣ କୋରିଆ ବାୟୁ ସୀମାରେ ଚାଇନା-ରୁଷିଆ ଯୁଦ୍ଧ ବିମାନ…
ସିଓଲ,୩୦।୧୧ : ଦକ୍ଷିଣ କୋରିଆ, ଚାଇନା ଏବଂ ରୁଷିଆ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ଖବର ମୁତାବକ ଚାଇନା ଏବଂ ରୁଷିଆର ଯୁଦ୍ଧ ବିମାନ ଦକ୍ଷିଣ କୋରିଆର ବାୟୁ ପ୍ରତିରକ୍ଷା ଜୋନରେ ପ୍ରବେଶ କରିଛି। ଦକ୍ଷିଣ...
କ୍ୱେଟାରେ ଆତଙ୍କବାଦୀ ଆକ୍ରମଣ: ୩ମୃତ, ୨୪ରୁ ଊର୍ଦ୍ଧ୍ୱ ଆହତ
କ୍ୱେଟା,୩୦।୧୧: ପାକିସ୍ତାନରେ ପୋଲିସ ଟ୍ରକ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୩ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏଥିସହ ୨୦ଜଣ ପୋଲିସ କର୍ମଚାରୀଙ୍କ ସମେତ ୨୪ଜଣ ଆହତ ହୋଇଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ବୁଧବାର ସକାଳେ କୁଚଲକ ବାଇପାସ...
ଜ୍ୟାକ ମା’ ଚାଇନା ଛାଡ଼ିବେ, ୬ ମାସ ଧରି ରହୁଥିଲେ ଟୋକିଓରେ !…
ବେଜିଂ,୩୦।୧୧ : ଦୀର୍ଘ ସମୟ ପରେ ଚାଇନାର ବିଲିୟନେୟାର ତଥା ଇ-କମର୍ସ ଜ୍ୟାଣ୍ଟ ଆଲିବାବାଙ୍କ ପ୍ରତିଷ୍ଠାତା ଜ୍ୟାକ ମା’ଙ୍କ ବିଷୟରେ କୌଣସି ଖବର ଆସି ନଥିଲା। ଏକ ଗଣମାଧ୍ୟମର ରିପୋର୍ଟରେ କୁହାଯାଇଛି ଯେ ବିଲିୟନେୟାର ଜ୍ୟାକ ମା ଗତ ୬ମାସ...
ମହାକାଶ ଷ୍ଟେଶନରେ ପହଞ୍ଚିଲେ ୩ ଚାଇନା ମହାକାଶ ଯାତ୍ରୀ…
ବେଜିଂ,୩୦।୧୧ : ଚାଇନା ମଙ୍ଗଳବାର ତିନି ମହାକାଶଚାରୀଙ୍କୁ ଏହାର ନିର୍ମାଣାଧୀନ ସ୍ପେସ ଷ୍ଟେଶନକୁ ମହାକାଶଯାନରେ ପଠାଇଥିଲା। ରିପୋର୍ଟ ଅନୁସାରେ ଏହି କ୍ରୁ ସ୍ପେସ ଷ୍ଟେଶନରେ ପୂର୍ବରୁ ଉପସ୍ଥିତ ଥିବା ଅନ୍ୟ ତିନି ଜଣ ମହାକାଶଚାରୀଙ୍କୁ ଭେଟିଛନ୍ତି। ବିଦ୍ୟମାନ ମହାକାଶଚାରୀମାନେ ନୂତନ...
ସମଲିଙ୍ଗି ବିବାହ ବିଲ ପାସ୍, ବାଇଡେନ କହିଲେ ‘ପ୍ରେମ- କେବଳ ପ୍ରେମ ହୋଇଥାଏ…’
ୱାଶିଂଟନ,୩୦ ।୧୧: ଶେଷର ଆମେରିକାରେ ସମଲିଙ୍ଗି ବିବାହ(ସେମ ସେକ୍ସ ମ୍ୟାରେଜ ବିଲ)କୁ ମଞ୍ଜୁରୀ ଦେବାକୁ ଥିବା ବିଧେୟକ ମଙ୍ଗଳବାର ପାରିତ ହୋଇଛି ବା ଏହି ବିଲ ପାସ୍ ହୋଇଛି । କିଛି ଦଶକ ହେବ ଆମେରିକାରେ ସମଲିଙ୍ଗି ବିବାହ ବିବାଦର...
ଆନ୍ଦୋଳନ ପରେ ଚାଇନାର ସହରରେ ପୋଲିସ ଛାଉଣୀ
ସାଂଘାଇ,୩୦।୧୧: ଚାଇନାରେ ଜିରୋ-କୋଭିଡ୍ ନୀତିକୁ ବିରୋଧ କରି ବିଭିନ୍ନ ସହରରେ ଆନ୍ଦୋଳନ ଜାରି ରହିଥିବାବେଳେ ରାଜନୈତିକ ସ୍ବାଧୀନତା ପ୍ରଦାନ ସହ ଲକ୍ଡାଉନ୍ କଟକଣା ହଟାଇବା ଦାବିରେ ଦେଶବ୍ୟାପୀ ର଼୍ୟାଲି ନିମନ୍ତେ ଆହ୍ବାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଶି ଜିନ୍ପିଙ୍ଗ୍...
୧,୫୦୦ ଅଫିସରଙ୍କୁ ହରେଇଲାଣି ରୁଷିଆ
ମସ୍କୋ,୩୦।୧୧: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୯ ମାସରୁ ଊର୍ଦ୍ଧ୍ୱ ଦିନ ଧରି ଚାଲିଛି। ଉଭୟ ଦେଶ ଏହାଦ୍ୱାରା ପ୍ରଭାବିତ ହୋଇଥିବାବେଳେ ଏହାର ନକାରାତ୍ମକ ପ୍ରଭାବ ସମଗ୍ର ବିଶ୍ୱରେ ପଡ଼ିଛି। ତେବେ ସୋସିଆଲ ମିଡିଆ ଜାଏଣ୍ଟ ଟୁଇଟର ଏବଂ ଅନ୍ୟ ସାମାଜିକ ଗଣମାଧ୍ୟମରୁ...
ଭାରତ ସହ ଆମର ସମ୍ପର୍କକୁ ନେଇ ମୁଣ୍ଡ ନ ଖେଳାଉ ଆମେରିକା, ସୀମା ବିବାଦକୁ ନେଇ ଚାଇନାର ଚେତାବନୀ
ବେଜିଂ,୩୦ ।୧୧: ଚାଇନା ଓ ଆମେରିକା ମଧ୍ୟରେ ପୁଣିଥରେ ତୁତୁମେମେ ଆରମ୍ଭ ହୋଇଯାଇଛି । ଦୁଇ ଦେଶ ପରସ୍ପର ବିରୋଧରେ ଲଗାତାର ବୟାନବାଜି କରି ଚାଲିଛନ୍ତି । ଏବେ ଭାରତ-ଚାଇନା ସମ୍ପର୍କକୁ ନେଇ ଚାଇନା ଏକପ୍ରକାର ଆମେରିକାକୁ ଚେତାବନୀ ଦେଇଛି...
ନଜର ଆସିଲେ ଜ୍ୟାକ ମା
ଟୋକିଓ,୩୦ ।୧୧: ଚାଇନାର ଅରବପତି ତଥା ବୃହତ୍ତ ଇ-କମର୍ସ କମ୍ପାନୀ ଆଲିବାବାର ସଂସ୍ଥାପକ ଜ୍ୟାକ ମା ପ୍ରାୟ ୬ ମାସ ହେବ ଜାପାନର ରାଜଧାନୀ ଟୋକିଓରେ ରହି ଆସୁଛନ୍ତି । ଜ୍ୟାକ ମା ୨୦୨୦ରୁ ଏକ ଲୋ ପ୍ରୋଫାଇଲ ଜୀବନ...
ସିଙ୍ଗାପୁରରେ ସମଲିଙ୍ଗୀ ସମ୍ପର୍କ ବୈଧ
ସିଙ୍ଗାପୁର,୩୦।୧୧: ସିଙ୍ଗାପୁରରେ ପୁରୁଷଙ୍କ ମଧ୍ୟରେ ଯୌନ ସମ୍ପର୍କକୁ ଅପରାଧୀକରଣ କରିଥିବା ଆଇନକୁ ମଙ୍ଗଳବାର ଦେଶର ପାର୍ଲାମେଣ୍ଟ ରଦ୍ଦ କରିଦେଇଛି। ରଦ୍ଦ ସପକ୍ଷରେ ୯୩ ସଦସ୍ୟ ଭୋଟ ଦେଇଥିବାବେଳେ ୩ ଜଣ ବିରୋଧ କରିଥିଲେ। ଏହି ଉପନିବେଶ ଶାସନ ସମୟର ଆଇନକୁ...
ଆଣବିକ ଅସ୍ତ୍ରଶସ୍ତ୍ରର ଭଣ୍ଡାରକୁ ଦ୍ରୁତ ଗତିରେ ବୃଦ୍ଧି କରୁଛି ଚାଇନା, ୨୦୩୫ ସୁଦ୍ଧା ୧୫୦୦ରୁ ଅଧିକ ଅସ୍ତ୍ରଶସ୍ତ୍ର ରହିବ- ପେଣ୍ଟାଗନ ରିପୋର୍ଟ
ବେଜିଂ,୩୦ ।୧୧: ପେଣ୍ଟାଗନର ଏକ ରିପୋର୍ଟରେ ଚାଇନାକୁ ନେଇ ବଡ ତଥ୍ୟା ସାମ୍ନାକୁ ଆସିଛି । ଏଥିରେ ଦର୍ଶାଯାଇଛି ଚାଇନା କିଭଳି ଦ୍ରୁତ ଗତିରେ ନିଜର ପରମାଣୁ ଅସ୍ତ୍ରଶସ୍ତ୍ରର ଭଣ୍ଡାରକୁ ବୃଦ୍ଧି କରିବାରେ ଲାଗିଛି । ଏହି ରିପୋର୍ଟରେ କୁହାଯାଇଛି...
Archives


