ଅନ୍ତର୍ଜାତୀୟ

ଫିଲିପାଇନ୍ସରେ ଗଭର୍ନରଙ୍କ ସମତେ ୮ ଜଣଙ୍କୁ ହତ୍ୟା, ଜଣେ ସନ୍ଦିଗ୍ଧଙ୍କ ମୃତ୍ୟୁ-୩ ଗିରଫ…

ମାନିଲା,୫।୩ : ଫିଲିପାଇନ୍ସରେ କେତେକ ଲୋକ ଆଖିବୁଜା ଗୁଳି ଚଳାଇଛନ୍ତି। ଯେଉଁଥିରେ କେନ୍ଦ୍ରୀୟ ଫିଲିପାଇନ୍ସର ପ୍ରାଦେଶିକ ରାଜ୍ୟପାଳ ରୋଏଲ ଡାଗାମୋ ଏବଂ ନୀରିହ ଗ୍ରାମବାସୀଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଛି। ରବିବାର ଅଧିକାରୀ ମାନେ କହିଛନ୍ତି ଯେ ପୋଲିସ ଜଣେ…

ଆମେରିକା-ଦକ୍ଷିଣ କୋରିଆ ସାମରିକ ଅଭ୍ୟାସ ନେଇ ଭୟଭୀତ କିମ୍‌, ବନ୍ଦ କରିବାକୁ ଜାତିସଂଘରେ କଲେ ଦାବି…

ପ୍ୟୋଙ୍ଗୟାଙ୍ଗ,୫।୩ : ମାର୍ଚ୍ଚ ୧୩ ରୁ ୨୩ ପର୍ଯ୍ୟନ୍ତ ଆମେରିକା ଏବଂ ଦକ୍ଷିଣ କୋରିଆ ମଧ୍ୟରେ ହୋଇଥିବା ସାମରିକ ଅଭ୍ୟାସକୁ ନେଇ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍‌ ଚିନ୍ତିତ ଅଛନ୍ତି। ଏହି କାରଣରୁ କିମ ଜୋଙ୍ଗ ସରକାର…

ପ୍ରତିରକ୍ଷା ବଜେଟ ବଢ଼ାଇବାର ସଙ୍କେତ ଦେଲା ଚାଇନା…

ବେଜିଂ,୫।୩ : ଚାଇନା ଏହାର ବାର୍ଷିକ ସଂସଦ ଅଧିବେଶନ ପୂର୍ବରୁ ପ୍ରତିରକ୍ଷା ବଜେଟ ବୃଦ୍ଧି କରିବାକୁ ସଙ୍କେତ ଦେଇଛି। ସଂସଦ ଅଧିବେଶନରେ ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗଙ୍କ ଉତ୍ତରାଧିକାରୀଙ୍କ ନାମ ସମେତ ନୂତନ ମନ୍ତ୍ରୀଙ୍କ ସୂଚନା ପ୍ରକାଶ ପାଇପାରେ ବୋଲି ଚର୍ଚ୍ଚା ହେଉଛି।…

ଭାରତ-ଚାଇନା ସମ୍ପର୍କରେ ହେବ ସୁଧାର: ଚାଇନା ଗଣମାଧ୍ୟମର ଦାବି…

ବେଜିଂ,୫।୩ : ଜି-୨୦ ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼  କରିବାକୁ ଚାଇନା ଏବଂ ଭାରତ ପ୍ରତିଶ୍ରୁତି ଦେଇଛନ୍ତି। ଏହା ବ୍ୟତୀତ ଦୁଇ ଦେଶର ବୈଦେଶିକ ମନ୍ତ୍ରୀମାନେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଭବିଷ୍ୟତରେ ସହଯୋଗ ଏବଂ ସୀମା ପରିସ୍ଥିତିର ସ୍ବାଭାବିକ…

ଚାଇନା ଆମେରିକାର ବଡ ଶତ୍ରୁ…

ଓ୍ବାଶିଂଟନ,୫।୩ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମୂଳ ଭାରତୀୟ ନିକ୍କି ହାଲି କହିଛନ୍ତି ଯେ ଚାଇନା ହେଉଛି ଆମେରିକାର ସବୁଠାରୁ ଶକ୍ତିଶାଳୀ ଶତ୍ରୁ। ଚାଇନା ଭାବୁଛି ଯେ ଆମେରିକୀୟ ଯୁଗ ଅତିବାହିତ ହୋଇଛି, କିନ୍ତୁ ଏହା ଭୁଲ।…

ଆମେରିକା ଋଣ ବୋଝ ଛୁଇଁଛି ୩୧ ଟ୍ରିଲିୟନ ଡଲାର: ନିକ୍କି ହେଲି…

ଓ୍ବାଶିଂଟନ,୫।୩ : ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ମୂଳ ଭାରତୀୟ ନିକ୍କି ହେଲି ନିଜ ଦଳର ଦୁଇ ପୂର୍ବତନ ରାଷ୍ଟ୍ରପତିଙ୍କ ଯୋଗୁ ଦେଶର ଋଣବୋଝ ବଢ଼ି ୩୧ ଟ୍ରିଲିୟନ ଡଲାର ବୃଦ୍ଧି ପାଇଥିବା ନେଇ ନିନ୍ଦା କରିଛନ୍ତି। ରିପବ୍ଲିକାନ ପାର୍ଟି ପକ୍ଷରୁ ରାଷ୍ଟ୍ରପତି…

ତୁର୍କୀ ଭୂକମ୍ପ ମୃତ୍ୟୁ ସଂଖ୍ୟା ୪୫ ହଜାର ଟପିଲା, ୧୬୪,୦୦୦ କୋଠା କ୍ଷତିଗ୍ରସ୍ତ…

ଇସ୍ତାନବୁଲ,୫।୩ : ତୁର୍କୀରେ ଆଭ୍ୟନ୍ତରୀଣ ମନ୍ତ୍ରୀ ସୁଲେମାନ ସୋଏଲୁ କହିଛନ୍ତି ଯେ ଗତ ମାସରେ ତୁର୍କୀରେ ହୋଇଥିବା ଭୟଙ୍କର ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୪୫,୯୬୮କୁ ବୃଦ୍ଧି ପାଇଛି। ଏହି ସଂଖ୍ୟା ପୁଣି ବଢ଼ିବାର ଆଶଙ୍କା ରହିଛି। କାରଣ ଏବେ ମଧ୍ୟ ଭଙ୍ଗା…

୧୩ ବର୍ଷ ନାବାଳକଙ୍କ ଦ୍ୱାରା ଗର୍ଭବତୀ ହେଲେ ୩୧ ବର୍ଷ ବୟସ୍କା ମହିଳା…

ଓ୍ବାଶିଂଟନ,୫।୩ : ଆମେରିକାର କଲୋରାଡୋ ରାଜ୍ୟର ଜଣେ ମହିଳା ସ୍ବୀକାର କରିଛନ୍ତି ଯେ ତାଙ୍କର ୧୩ ବର୍ଷ ବୟସ୍କ ନାବାଳକଙ୍କ ସହିତ ଶାରୀରିକ ସମ୍ପର୍କ ଅଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନାବାଳକଙ୍କ ସହିତ ଶାରୀରିକ ସମ୍ପର୍କ ଥିବାରୁ ମହିଳାଙ୍କୁ ଯୌନ ଅପରାଧୀ…

ଜାତୀୟ ପରିଚୟ ସଙ୍କଟରେ ପଡ଼ିଛି ଆମେରିକା, ଶିକ୍ଷା ବିଭାଗ ହେଉ ରଦ୍ଦ: ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ରାମସ୍ବାମୀ…

ଓ୍ବାଶିଂଟନ,୫।୩ : ଆମେରିକାର ରିପବ୍ଲିକାନ ପାର୍ଟିରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ଉଦ୍ୟମ କରୁଥିବା ମୂଳ ଭାରତୀୟ ବିବେକ ରାମସ୍ବାମୀ କହିଛନ୍ତି ଯେ ଆମେରିକା ଜାତୀୟ ପରିଚୟର ସଙ୍କଟ ଦେଇ ଗତି କରୁଛି। ଦେଶରେ ଲୋକଙ୍କ ଜୀବନର କୌଣସି ଉଦ୍ଦେଶ୍ୟ ନାହିଁ।…

ଆତଙ୍କବାଦୀ ଶାଲୋବାରଙ୍କୁ ହତ୍ୟା

ଇସଲାମାବାଦ,୫ ।୩: ପାକିସ୍ତାନରେ ଭାରତର ଆଉ ଜଣେ ଶତ୍ରୁଙ୍କ ନିଧନ ହୋଇଛି । ଅଞ୍ଜାତ ବନ୍ଧୁକଧାରୀ ଖେବର ପଖତୁନୱାରେ ଆତଙ୍କବାଦୀ କମାଣ୍ଡର ସୈୟଦ ନୁର ଶାଲେବାରଙ୍କୁ ଦିନ ଦ୍ୱିପ୍ରହରରେ ଗୁଳି କରି ହତ୍ୟା କରିଛନ୍ତି । ଏହା ପୂର୍ବରୁ ଖାଲିଦ ରଜା…

ରାହୁଲଙ୍କ ଅଭିଯୋଗ, ସରକାରଙ୍କୁ ପ୍ରଶ୍ନ କରୁଥିବା ଲୋକଙ୍କୁ କରାଯାଉଛି ଆକ୍ରମଣ, ବିବିସିର ଦେଲେ ଉଦାହରଣ

ଲଣ୍ଡନ/ନୂଆଦିଲ୍ଲୀ,୫ ।୩: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଶନିବାର ଲଣ୍ଡନରେ ମିଡିଆକୁ ସମ୍ବୋଧନ କରିବା ସମୟରେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ସରକାର ଉପରେ ଖୁବ୍ ବର୍ଷିଛନ୍ତି । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି, ଯଦି କେହି…

ମାନସିକ-ଶାରୀରିକ ସ୍ୱାସ୍ଥ୍ୟ ପାଇଁ ସୌଦି ବିଶ୍ୱବିଦ୍ୟାଳୟରେ ହେବ ଯୋଗ

ଜେଦ୍ଦା,୫ ।୩: ଅରବ ନ୍ୟୁଜର ଏକ ରିପୋର୍ଟ ଅନୁଯାୟୀ, ସୌଦି ଆରବ ତା’ର ବିଶ୍ୱିଦ୍ୟାଳୟରେ ମାସିକ ଓ ଶାରିରୀକ ସ୍ୱାସ୍ଥ୍ୟର ମହତ୍ୱକୁ ଧ୍ୟାନରେ ରଖି ଯୋଗ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି । ସୌଦି ଯୋଗ ସମିତିର ଅଧ୍ୟକ୍ଷ ନୌଫ ଅଲ-ମରୱାଇଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri