ଜେଲେନ୍ସ୍କିଙ୍କୁ ବାଇଡେନ୍ଙ୍କ ବଡ଼ ଝଟ୍କା
ଓ୍ବାଶିଂଟନ୍/କିଭ୍,୩୧।୧: ଗତ ୧୧ ମାସ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ରୁଷିଆ ସହ ମୁକାବିଲା ପାଇଁ ୟୁକ୍ରେନ କ୍ରମାଗତ ଭାବରେ ପାଶ୍ଚାତ୍ୟ ଦେଶମାନଙ୍କଠାରୁ ଆଧୁନିକ ଅସ୍ତ୍ରଶସ୍ତ୍ର, ବିମାନ ଏବଂ ଟ୍ୟାଙ୍କ ପଠାଇବାକୁ ଅନୁରୋଧ କରୁଛି। ଇତିମଧ୍ୟରେ…
ଆମେରିକାରେ ପୁଣି ଗୁଳିକାଣ୍ଡ
ନ୍ୟୁୟର୍କ,୩୧।୧: ଆମେରିକାରେ ଗୁଳିକାଣ୍ଡ ଘଟଣା ଥମିବାର ନାଁ ନେଉନାହିଁ। ଏଠାରେ ବିଭିନ୍ନ ସହରରୁ ଏଭଳି ଘଟଣା କ୍ରମାଗତ ଘଟୁଛି। ଏଥର ଫ୍ଲୋରିଡା ସହରରେ କିଛି ଦୁର୍ବୃତ୍ତ ଚଳନ୍ତା ଗାଡିରୁ ନିର୍ଦ୍ଦିଷ୍ଟ ଭାବରେ ଗୁଳି ଚଳାଇବାରୁ ୧୦ ଜଣ ଆହତ ହୋଇଛନ୍ତି। ଏଥିମଧ୍ୟରୁ…
ଆବୁ-ଧାବି-ମୁମ୍ବାଇ ଫ୍ଲାଇଟରେ ହାଇଡ୍ରାମା
ମୁମ୍ବାଇ/ଆବୁଧାବି,୩୧ ।୧: ବିମାନରେ ଗୋଟିଏ ପରେ ଗୋଟିଏ ଅଘଟଣ ସାମ୍ନାକୁ ଆସୁଛି । ଏଥର ଏୟାର ଭିସ୍ତାରାର ଆବୁ-ଧାବିରୁ ମୁମ୍ବାଇ ଆସୁଥିବା ଏକ ଫ୍ଲାଇଟରେ ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି । ଇଟାଲୀର ଜଣେ ମହିଳା ପ୍ରଥମେ ଫ୍ଲାଇଟର କ୍ର୍ୟୁ…
ବିସ୍ଫୋରଣ ପରେ ପେଶାୱରରେ ମେଡିକାଲ ଏମରଜେନ୍ସି, ଆହତଙ୍କୁ ମିଳୁନି ରକ୍ତ, ସମ୍ପୂର୍ଣ୍ଣ ପାକିସ୍ତାନରେ ହାଇ ଆଲର୍ଟ
ଇସଲାମାବାଦ,୩୧ ।୧: ପାକିସ୍ତାନର ପେଶାୱରରେ ସୋମବାର ଅର୍ଥାତ୍ ୩୦ ଜାନୁୟାରୀରେ ଏକ ବଡ ବିସ୍ଫୋରଣ ହୋଇଛି । ପେଶାୱରର ଏକ ମସଜିଦରେ ଆତଙ୍କବାଦୀ ଆତ୍ମଘାତି ବିସ୍ଫୋରଣ କରିଛନ୍ତି । ଏହି ବିସ୍ଫୋରଣରେ ୬୧ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ…
ବୋରିସ୍ଙ୍କୁ ହତ୍ୟା ଧମକ ଦେଇଥିଲେ ପୁଟିନ୍
ମସ୍କୋ,୩୧।୧:ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍ଙ୍କୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ହତ୍ୟା ଧମକ ଦେଇଥିବା କଥା ମିଛ ବୋଲି କ୍ରେମ୍ଲିନ୍ କହିଛି। କ୍ରେମଲିନ୍ ମୁଖପାତ୍ର ଡିମିଟ୍ରି ପେସକୋଭ କହିଛନ୍ତି ଯେ, ଜନ୍ସନ୍ ଯାହା କହିଛନ୍ତି ତାହା ସତ ନୁହେଁ। ପୁଟିନ୍…
ଆମେରିକା ପହଞ୍ଚିଲେ ଏନଏସଏ ଅଜିତ ଡୋଭାଲ, ଭାରତ-ଆମେରିକା ବିକାଶକୁ ନେଇ ଶୀର୍ଷ ନେତୃତ୍ୱ ସହ କଥାକାର୍ତ୍ତା
ୱାଶିଂଟନ,୩୧ ।୧: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ ଡୋଭାଲ ‘ଇନିସିଏଟିଭ ଫର କ୍ରିଟିକାଲ ଆଣ୍ଡ ଏମରଜେନ୍ସି ଟେକ୍ନୋଲୋଜି’(ଆଇସିଇଟି) ଉପରେ ପୂର୍ବରୁ ଉଚ୍ଚ ସ୍ତରୀୟ ବୈଠକରେ ଆମେରିକାର ଏନଏସଏ ଜେକ ସୁଲିୱନ ସମେତ ଶୀର୍ଷ ଆମେରିକା ନେତୃତ୍ୱଙ୍କସହ ଗରୁତ୍ୱପୂର୍ଣ୍ଣ ବାର୍ତ୍ତା କରିଛନ୍ତି ।…
ସଂସଦୀୟ ନିର୍ବାଚନର ବହିଷ୍କାର କଲେ ଟ୍ୟୁନିସିୟା ମତଦାତା
ଟ୍ୟୁନିସିୟା,୩୧ ।୧: ଟ୍ୟୁନିସିୟାରେ ବହୁ ସଂଖ୍ୟାରେ ମତଦାତା ସଂସଦୀୟ ନିର୍ବାଚନକୁ ବହିଷ୍କାର କରିଛନ୍ତି । ଏହି ନିର୍ବାଚନକୁ ସେମାନଙ୍କ ରାଷ୍ଟ୍ରପତି ତଥା ଦେଶର ସଙ୍କଟଗ୍ରସ୍ତ ଗଣତନ୍ତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ବୋଲି କୁହାଯାଉଥିଲା । ରାଷ୍ଟ୍ରୀୟ ନିର୍ବାଚନ ଆୟୋଗଙ୍କ ପାରମ୍ଭିକ ଅନୁମାନ…
ଖୁବ୍ଶୀଘ୍ର ପାକିସ୍ତାନକୁ କବ୍ଜା କରିବାକୁ ଘୋଷଣା କଲା ଆତଙ୍କବାଦୀ ସଂଗଠନ ଟିଟିପି
ଇସଲାମାବାଦ୍,୩୧।୧: ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ (ଟିଟିପି) ନିକଟରେ ଏକ ଅଡିଓ ରିଲିଜ କରିଛି। ଏହି ଅଡିଓ ବାର୍ତ୍ତାରେ ତେହେରିକ-ଇ-ତାଲିବାନର ଜଣେ ପ୍ରମୁଖ ନେତା ଶେଖ ଅବଦୁଲ୍ଲା ଅଖୁନଜଡା ଆଫଗାନିସ୍ତାନ ବ୍ୟତୀତ ପାକିସ୍ତାନ ଏବଂ ତୁର୍କୀକୁ କବଜା କରି ଏହି ସ୍ଥାନରେ ତାଲିବାନ…
୧୩ ଘଣ୍ଟା ଆକାଶରେ ଉଡିବା ପରେ ଯେଉଁଠୁ ଟେକଅପ୍ କରିଥିଲା ସେଇଠି ଲ୍ୟାଣ୍ଡ କଲା ଏମିରେଟ୍ସ ବିମାନ
ଦୁବଇ,୩୧ ।୧: ନ୍ୟୁଜିଲ୍ୟାଣ୍ଡ ଯିବାକୁ ଥିବା ଏମିରେଟ୍ସର ଏକ ବିମାନ ଯାତ୍ରୀଙ୍କୁ ନେଇ ଶୁକ୍ରବାର ଦୁବଇରୁ ଉଡାଣ ଆରମ୍ଭ କରିଥିଲା, ହେଲେ ୧୩ ଘଣ୍ଟାରୁ ଅଧିକ ସମୟ ଧରି ଆକାଶରେ ଉଡିବା ପରେ ବିମାନଟି ଏକ ଅସାମାନ୍ୟ କାରଣ ଯୋଗୁ ପୁଣିଥରେ…
କୋଭିଡ୍ ଏବେ ବି ଅନ୍ତର୍ଜାତୀୟ ଏମର୍ଜେନ୍ସି: ଡବ୍ଲ୍ୟୁଏଚ୍ଓ
ଜେନେଭା,୩୦।୧: କୋଭିଡ୍-୧୯ ଏବେ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ଜନସ୍ବାସ୍ଥ୍ୟ ପ୍ରତି ବଡ଼ ବିପଦ ହୋଇ ରହିଛି। କରୋନା ମହାମାରୀକୁ ନେଇ ଲୋକେ ହେଳା କରୁଥିବା ବେଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ)ପକ୍ଷରୁ ଏହା କୁହାଯାଇଛି। ଲଗାତର ତିନିବର୍ଷ ଧରି ବିଶ୍ୱବାସୀ ମାହାମାରୀ…
ପେଶାଓ୍ବରର ଆତ୍ମଘାତୀ ବିସ୍ଫୋରଣରେ ୪୬ମୃତ, ୧୫୦ରୁ ଊର୍ଦ୍ଧ୍ୱ ଆହତ
ଇସ୍ଲାମାବାଦ୍,୩୦।୧: ପାକିସ୍ତାନର ପେଶାୱାରରେ ଥିବା ପୋଲିସ ଲାଇନ୍ ମସ୍ଜିଦରେ ସୋମବାର ହୋଇଥିବା ବିସ୍ଫୋରଣରେ ଅତିକମ୍ରେ ୪୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଅନେକ ଲୋକଙ୍କ ଅବସ୍ଥା ଗୁରୁତର ରହିଛି ବୋଲି କୁହାଯାଉଛି।…
ମସ୍ଜିଦରେ ବିସ୍ଫୋରଣ ଘଟଣା : ୨୦ ମୃତ, ୯୬ ଆହତ
ଇସଲାମାବାଦ,୩୦।୧: ପାକିସ୍ତାନର ଏକ ମସଜିଦ୍ରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ସୋମବାର ଅପରାହ୍ନରେ ପେଶୱାରର ପୋଲିସ ଲାଇନ ଅଞ୍ଚଳରେ ଏକ ମସ୍ଜିଦରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏଥିରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯୬ ଜଣ ଆହତ…
Archives


