ଚେତାବନୀ ସତ୍ତ୍ୱେ ପୁଣି ମିଶାଇଲ୍ ଟେଷ୍ଟ କଲା ଉତ୍ତର କୋରିଆ
ପ୍ୟୋଙ୍ଗୟାଙ୍ଗ୍,୧୩।୩: ଆମେରିକା ସମେତ ଅନେକ ଦେଶ ଚେତାବନୀ ଦେବା ପରେ ମଧ୍ୟ ଉତ୍ତର କୋରିଆ ନିରନ୍ତର ମିଶାଇଲ୍ ଟେଷ୍ଟ କରୁଛି। ଉତ୍ତର କୋରିଆ ପୁଣି ଏକ ବୁଡ଼ାଜାହାଜରୁ ଦୁଇଟି ଷ୍ଟ୍ରାଟେଜିକ କ୍ରୁଜ ମିଶାଇଲ୍ ଟେଷ୍ଟ କରିଛି। ସରକାରୀ କୋରିଆ ସେଣ୍ଟ୍ରାଲ ନ୍ୟୁଜ…
ବାଖମୁଟ୍ରେ ଜୋରଦାର ଲଢ଼େଇ
କିଭ୍/ମସ୍କୋ, ୧୩। ୩: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ଗୋଟିଏ ବର୍ଷ ବିତିଯାଇଛି। ଦୁଇ ଦେଶ ମଧ୍ୟରେ ଘମାଘୋଟ୍ ଲଢ଼େଇ ଅଦ୍ୟାବଧି ଜାରି ରହିଛି। ୟୁକ୍ରେନ୍ର ପୂର୍ବାଞ୍ଚଳରେ ଅବସ୍ଥିତ ବାଖମୁଟ୍ ସହରକୁ ନେଇ ରୁଷିଆ ଏବଂ ୟୁକ୍ରେନ୍ ସୈନ୍ୟଙ୍କ ମଧ୍ୟରେ ଗତ…
କୋଭିଡର ଉତ୍ପତ୍ତକୁ ଖୋଜିବା ନୈତିକତା ଦୃଷ୍ଟିରୁ ଜରୁରୀ: ଡବ୍ଲୁଏଚଓ ମୁଖ୍ୟ
ଜେନେଭା,୧୩ ।୩: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ମୁଖ୍ୟ ଟେଡ୍ରୋସ ଅଧନାଁମ ଘେବ୍ରୟେସସ କହିଛନ୍ତି କୋଭିଡ ୧୯ର ଉତ୍ପତ୍ତକୁ ଖୋଜିବା ଏକ ନୈତିକ ଅନିବାର୍ଯ୍ୟତା । ଏହାସହ ଜଡିତ ସମସ୍ତ ପରିକଳ୍ପନାର ଯାଞ୍ଚ କରିବା ଦରକାର । ୱାର୍ଲ ଷ୍ଟ୍ରିଟ ଜର୍ନାଲ ଏକ…
ବାର୍ରେ ଆକ୍ରମଣ: ୧୦ ମୃତ
ମେକ୍ସିକୋ,୧୩ା୩: ମେକ୍ସିକୋର ଗୁଆନାଜୁଏଟୋରେ ଦୁର୍ବୃତ୍ତମାନେ ଏକ ବାର୍ ଉପରେ ଆକ୍ରମଣ କରିବାରୁ ୧୦ ଜଣଙ୍କ ଜୀବନ ଯାଇଛି। ଏହି ଆକ୍ରମଣରେ ଅନେକ ଲୋକ ଆହତ ହୋଇଥିବା ଅଧିକାରୀମାନେ ଏନେଇ ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ୭ ପୁରୁଷ ଏବଂ ୩ ମହିଳା…
୧୬ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା
ଚେନ୍ନାଇ/କଲମ୍ବୋ,୧୩।୩: ଶ୍ରୀଲଙ୍କା ନୌସେନା ପୁଡୁକୋଟାଇ ଜିଲାର ଚାରିଜଣ ମତ୍ସ୍ୟଜୀବୀ ଏବଂ ଅନଲାଇଥେଭୁର ନାଗାପଟ୍ଟିନମରୁ ୧୨ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ଶ୍ରୀଲଙ୍କା ନୌସେନା କହିଛି ଯେ, ଗିରଫ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନା ନିଜ ଦେଶରେ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବାକୁ ନିଆଯାଇଛି। ଏହି…
ପ୍ରଥମଥର ପାଇଁ ତୋସାଖାନା ଉପହାରକୁ ସାର୍ବଜନୀନ କଲା ପାକିସ୍ତାନ
ଇସଲାମାବାଦ,୧୩ା୩: ପାକିସ୍ତାନ ଇତିହାସରେ ପ୍ରଥମଥର ପାଇଁ ସରକାର ତୋସାଖାନାଙ୍କ ଉପହାରର ରେକର୍ଡ ସାର୍ବଜନୀନ କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ୪୪୬ ପୃଷ୍ଠା ସମ୍ବଳିତ ତଥ୍ୟରେ ୨୦୦୨ରୁ ୨୦୨୩ ମଧ୍ୟରେ ରେକର୍ଡ ରହିଛି। ପାକିସ୍ତାନର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀମାନେ ଗ୍ରହଣ କରିଥିବା…
ନିଷ୍ପତ୍ତିରୁ ଓହରିଲେ ଇମ୍ରାନ
ଲାହୋର,୧୩।୩: ବ୍ୟାକ୍ଫୁଟ୍ରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଲାହୋରରେ ତାଙ୍କ ଦଳର ପ୍ରସ୍ତାବିତ ନିର୍ବାଚନ ରାଲିକୁ ସେ ସ୍ଥଗିତ ରଖିଛନ୍ତି। ପଞ୍ଜାବର କାର୍ଯ୍ୟନିର୍ବାହୀ ସରକାର ପ୍ରାଦେଶିକ ରାଜଧାନୀରେ ସାଧାରଣ ସଭା ଉପରେ ପ୍ରତିବନ୍ଧକ ଲଗାଇବା ପରେ ଇମ୍ରାନ ଏହି ନିଷ୍ପତ୍ତି…
ଯୁଦ୍ଧ ଜାରି ରହିବ
କିଭ୍/ମସ୍କୋ,୧୩ା୩: ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ୟୁକ୍ରେନର ପୂର୍ବ ଡୋନେଟସ୍କ ଅଞ୍ଚଳରେ ଯୁଦ୍ଧ ଜାରି ରହିବ। ସେ ୨୪ ଘଣ୍ଟା ମଧ୍ୟରେ ୨୨୦ ୟୁକ୍ରେନ ସୈନିକଙ୍କୁ ହତ୍ୟା କରିଥିବାର କହିଥିବା ବେଳେ ଏହି ଆକ୍ରମଣରେ ଡି-୩୦ ହଓ୍ବିଜର ବ୍ୟତୀତ ଏକ ପଦାତିକ…
କାଲିଫର୍ନିଆରେ ଡଙ୍ଗା ଓଲଟି ୮ ମୃତ
ୱାଶିଂଟନ,୧୩ ।୩: ଆମେରିକା କାଲିଫର୍ନିଆ ସେଣ୍ଟ ଡିଏଗୋ କାଉଣ୍ଟିର ବ୍ଲାକ ବିଚ ଉପକୂଳରେ ଏକ ଡଙ୍ଗା ଓଲଟି ଯିବାରୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସିଏନଏନ ପକ୍ଷରୁ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଆଧାରରେ ଏହା କହିଛି ।…
ବ୍ରିଟେନ୍ରେ ବଢୁଛି ଭାରତୀୟଙ୍କ ଅନୁପ୍ରବେଶ
ଲଣ୍ଡନ,୧୩।୩: ବ୍ରିଟେନ୍ରେ ବେଆଇନ ଭାରତୀୟ ପ୍ରବାସୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ସେଠାକାର ସରକାର ଦାବି କରିଛନ୍ତି। ଫ୍ରାନ୍ସ ଚ୍ୟାନେଲ ଦେଇ ଛୋଟ ବୋଟ୍ ଜରିଆରେ ବହୁ ସଂଖ୍ୟକ ଭାରତୀୟ ବେଆଇନ ଭାବେ ବ୍ରିଟେନ୍ରେ ପ୍ରବେଶ କରୁଥିବା କୁହାଯାଉଛି। ଗତବର୍ଷ ଏହି ଚ୍ୟାନେଲ…
କବକ ସଂକ୍ରମଣରୁ ସୁରକ୍ଷିତ କୁମ୍ଭୀର: ଡିଫେନସିନ୍ସ ପ୍ରୋଟିନରୁ ମଣିଷ ପାଇଁ ବିକଶିତ ହେବ ଔଷଧ…
ମେଲବୋର୍ନ,୧୨।୩ : ବିଭିନ୍ନ ପ୍ରଜାତିର କୁମ୍ଭୀର ପୃଥିବୀରେ ଲକ୍ଷ ଲକ୍ଷ ବର୍ଷ ଧରି ବାସ କରିଆସୁଛନ୍ତି ଏବଂ ଏହି ଯାତ୍ରାରେ ସେମାନେ ଏକ ବିଶେଷ ଉପାୟରେ ରୋଗ ପ୍ରତିରୋଧକ ବିକଶିତ କରିଛନ୍ତି। ଏହା ସେମାନଙ୍କୁ ଜଳାଶୟ ଏବଂ ଅନ୍ୟାନ୍ୟ ଜଳରେ ବାସ…
ସୁନାରେ ଭର୍ତ୍ତି ଏହି ପାହାଡ଼, ପ୍ରତିବନ୍ଧକ ଲଗାଇଲେ ସରକାର
ଓ୍ବାଶିଂଟନ,୧୨ା୩: ଆମେରିକାର ଆରିଜୋନାରେ ଅବସ୍ଥିତ ସୁପରଷ୍ଟେଶନ ପାହାଡ଼ରେ ପ୍ରାଣଘାତକ ସୁନା ଖଣିର ରହସ୍ୟ ଆଜିପର୍ଯ୍ୟନ୍ତ କେହି ଜାଣିପାରୁନାହାନ୍ତି। ଏହି ଖଣିକୁ ସୁନା ଖୋଜିବାକୁ ଆସି ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ଅନେକ ଥର କୁହାଯାଇଛି, କିଛିଦିନ ପରେ ଏହି ପାହାଡ଼କୁ…
Archives


