ଅନ୍ତର୍ଜାତୀୟ

ଇରାକ୍‌ର ବୋମାମାଡ଼: ୨ ଆଇଏସ୍‌ ଆତଙ୍କବାଦୀ ନିହତ

ବାଗଦାଦ୍‌,୧୭।୮: ଇରାକ୍‌ର ବୋମାମାଡ଼ରେ ୨ ଆଇଏସ୍‌ ଆତଙ୍କବାଦୀ ନିହତ ହୋଇଛନ୍ତି। ପୂର୍ବ ଦିୟାଲ ପ୍ରଦେଶରେ ହୋଇଥିବା ଆତଙ୍କବାଦୀ ବିରୋଧୀ ଅପରେଶନ୍‌ରେ ଏହି ସଫଳତା ମିଳିଥିବା କୁହାଯାଉଛି। ଏହା…

6 years ago

ପାକିସ୍ତାନ କୂଟନୈତିଜ୍ଞଙ୍କ ନାଲିଆଖି: କହିଲେ ଛାୟା ଯୁଦ୍ଧ କିମ୍ବା ଯୁଦ୍ଧ ଦ୍ୱାରା କଶ୍ମୀର ସମସ୍ୟାର ହେବ ସମାଧାନ

ଇସଲାମାବାଦ୍‌, ୧୭।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ନେଇ ପାକିସ୍ତାନର ମତିଭ୍ରମ ହେବାରେ ଲାଗିଛି। ସମର୍ଥନ ଯୋଗାଡ଼ କରିବାରେ ଅସଫଳ ହେବା ପରେ ପାକିସ୍ତାନ ଏବେ ବିବାଦୀୟ ମନ୍ତବ୍ୟ…

6 years ago

ରାଜନାଥଙ୍କ କଥା ଶୁଣି ହଡବଡେଇଲାଣି ପାକିସ୍ତାନ

ଇସଲାମାବାଦ,୧୭।୮: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହାକୁ ନେଇ ପାକିସ୍ତାନ ଭାରତ ସହ ସବୁ ପ୍ରକାର ସମ୍ପର୍କ ଛିନ୍ନ କରିବାକୁ ଯେମିତି ପଣ କରିଛି।…

6 years ago

୨୪ ଘଣ୍ଟାରେ ୩୧ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି ସିରିଆ ବିଦ୍ରୋହୀ: ରୁଷିଆ

ମସ୍କୋ,୧୭।୮: ଗତ ୨୪ ଘଣ୍ଟା ମଧ୍ୟରେ ସିରିଆ ବିଦ୍ରୋହୀ ୩୧ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି। ଏନେଇ ଶନିବାର ରୁଷିଆ ସୈନ୍ୟ ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି।…

6 years ago

ଭୁଟାନରେ ମୋଦି: ପାରୋ ବିମାନ ବନ୍ଦରରେ ଗାର୍ଡ ଅଫ୍‌ ଅନର୍‌

ଥିମ୍ପୁ, ୧୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଭୁଟାନ ଗସ୍ତରେ ଆସି ପାରୋ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ସେଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୁଟାନ ପ୍ରତିପକ୍ଷ ଲୋଟେ…

6 years ago

ମାଡ଼ି ଆସୁଛି ବିପଦ: ଡାଇନୋସରସ୍‌ଙ୍କ ବିନାଶ କରିଥିବା ଗ୍ରହାଣୁ ୨୦୨୭ରେ ହେବ ପୃଥିବୀ ମୁହାଁ

ଓ୍ବାଶିଂଟନ,୧୭।୮: ପୃଥିବୀ ପୃଷ୍ଠରୁ ୬୬ ନିୟୁତ ବର୍ଷ ତଳେ ଡାଇନୋସରସ୍‌ଙ୍କ ବିନାଶ କରିଥିବା ଗ୍ରହାଣୁ ୧୯୯୦-ଏମ୍‌ୟୁ ଆସନ୍ତା ୨୦୨୭ରେ ପୃଥିବୀ ମୁହାଁ ହେବ। ଏବେ ଏହି ଗ୍ରହାଣୁ…

6 years ago

ମକାକ୍ଷେତରେ ବିମାନ ଅବତରଣ

ମସ୍କୋ, ୧୭ା୮(ପି.ଟି.): ରୁଷିଆର ୟୁରାଲ ଏୟାରଲାଇନ୍ସ ଏ୩୨୧ ବିମାନ ୨୨୬ ଯାତ୍ରୀ ଓ ୭ କର୍ମଚାରୀଙ୍କୁ ନେଇ ଗୁରୁବାର ମସ୍କୋର ଝୁକୋଭସ୍କାୟା ବିମାନବନ୍ଦରରୁ କ୍ରିମିଆ ଅଭିମୁଖେ ଉଡ଼ାଣ ଆରମ୍ଭ…

6 years ago

ରୁଗ୍ଣ ହାତୀକୁ ଚଲାଇ ମାରିଦେଲେ

କଲମ୍ବୋ, ୧୭ା୮: ହାଡ଼ କଙ୍କାଳ ଦେଖାଯାଉଥିବା ଏକ ୭୦ ବର୍ଷୀୟ ରୁଗ୍ଣ ହାତୀକୁ ଶ୍ରୀଲଙ୍କାରେ ଚଲାଇ ଚଲାଇ ମାରିଦେଇଥିବା ଜଣାପଡ଼ିଛି। ଏକ ବଡ ବୌଦ୍ଧ ମହୋତ୍ସବରେ ହାତୀଟିକୁ ପରେଡ୍‌…

6 years ago

ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କର: ଚାଇନା

ଜାତିସଂଘ,୧୭ା୮(ପି.ଟି.) : ଭାରତ ଓ ପାକିସ୍ତାନ ଶାନ୍ତିପୂର୍ଣ୍ଣ ଉପାୟରେ କଶ୍ମୀର ପ୍ରସଙ୍ଗର ସମାଧାନ କରନ୍ତୁ ବୋଲି ୟୁଏନ୍‌ଏସ୍‌ସି ରୁଦ୍ଧଦ୍ୱାର ବୈଠକ ପରେ ଚାଇନା ପରାମର୍ଶ ଦେଇଛି। ଜାତିସଂଘରେ…

6 years ago

ଭାରତର ଉଦ୍ୟମକୁ ଗ୍ରହଣ କରିଛି ୟୁଏନ୍‌ଏସ୍‌ସି

ଜାତିସଂଘ,୧୭ା୮(ପି.ଟି.): କଶ୍ମୀରରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ନୂଆଦିଲ୍ଲୀ ପକ୍ଷରୁ ଚାଲିଥିବା ଉଦ୍ୟମକୁ ୟୁଏନ୍‌ଏସ୍‌ସି ଗ୍ରହଣ କରିଛି ବୋଲି ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟ ସୟଦ…

6 years ago