ବଡ଼ ପରଦାରେ ଦେଶପ୍ରେମ
ଦେଶପ୍ରେମକୁ ନେଇ କେବଳ ପ୍ରାନ୍ତୀୟ ଭାଷାରେ ନୁହେଁ, ବଲିଉଡ୍ରେ ଅନେକ ସିନେମା ନିର୍ମିତ ହୋଇଛି। ଉପଯୁକ୍ତ କାହାଣୀ ଚୟନ, ମନକୁ ଛୁଇଁଲା ଭଳି ଉପସ୍ଥାପନା ଶୈଳୀ ଏହି ଚଳଚ୍ଚିତ୍ରଗୁଡିକୁ ହିଟ୍ ପର୍ଯ୍ୟାୟଭୁକ୍ତ କରିବାରେ ସହାୟକ ହୋଇଛି। ଭିନ୍ନ ଭିନ୍ନ ସମୟରେ ଚର୍ଚ୍ଚିତ…
ଗାନ୍ଧୀବାଦର ପ୍ରତୀକ…
ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରିୟ ‘ଅରଟ’ର ସ୍ଥିତି ଏବେ ରାଜ୍ୟରେ ସଙ୍ଗିନ। ମିଳୁନି ଅରଟରେ ବ୍ୟବହୃତ କଞ୍ଚାମାଲ ‘ବଳଣା’। ପୁଣି ଅରଟରେ ସୂତା କାଟିବା ଲାଗି ଯୁବପିଢି ଆଗ୍ରହୀ ହେଉନାହାନ୍ତି। ବର୍ଷରେ ୫ରୁ ୬ଜଣ ଛାତ୍ରୀଛାତ୍ର ଅରଟରେ ସୂତା କାଟିବା…
ସ୍ମରଣୀୟ ୭୩
୭୩ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଦେଶ ହାସଲ କରିଥିବା ୭୩ଟି ଉଲ୍ଲେଖନୀୟ ଘଟଣା ସମ୍ପର୍କରେ…. ସ୍ବାଧୀନତା ପ୍ରାପ୍ତିର ଏକ ବର୍ଷ ପରେ ଅର୍ଥାତ ୧୯୪୮ରେ ଭାରତୀୟ ପୁରୁଷ ହକି ଟିମ୍ ଲଣ୍ଡନ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ। ୧୯୫୦ ମସିହା…
ବଲିଉଡ୍ରେ ଦେଶାତ୍ମବୋଧକ ଫିଲ୍ମ
ମୁମ୍ବାଇ: ଦେଶ ସ୍ବାଧୀନ ଉପରେ ହେଉ ବା ଦେଶଭକ୍ତିକୁ ନେଇ ବଲିଉଡ୍ରେ ଏଭଳି ବହୁ ଫିଲ୍ମ ତିଆରି କରାଯାଇଛି। ଯାହା ଆଜି ବି ହୃଦୟସ୍ପର୍ଶୀ ଓ ସ୍ମରଣୀୟ। ଭାରତୀୟ ସିନେମାରେ ବିଭିନ୍ନ ବିଷୟକୁ ନେଇ ବହୁ ଫିଲ୍ମ ତିଆରି କରାଯାଇଥାଏ। କିନ୍ତୁ…
ମୋଦିଙ୍କ ସହ ସେନାଙ୍କ ନିକଟକୁ ହାତ ତିଆରି ରାକ୍ଷୀ ପଠାଇଲେ ଅଜିଭିକା ଏଜୁକେଶନର ମହିଳା
ଡେରାଡୁନ,୧୧।୮: ଉତ୍ତରାଖଣ୍ଡର ଡେରାଡୁନରେ ଥିବା ଅଜିଭିକା ଏଜୁକେଶନର ମହିଳାମାନେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେତେଜଣ କ୍ୟାବିନେଟ ମନ୍ତ୍ରୀ ଓ ସୀମାରେ ଥିବା ସେନାଙ୍କ ନିକଟକୁ ହାତ ତିଆରି ରାକ୍ଷୀ ପଠାଇଛନ୍ତି। ସ୍ବାଧୀନତା ଦିବସ ଥିମ୍ ବା ବିଷୟବସ୍ତୁକୁ…
ତ୍ରିରଙ୍ଗା ଧରି ୧୫ କିଲୋମିଟର ଲମ୍ବ ମାନବ ଶୃଙ୍ଖଳରେ ଠିଆହେଲେ ସୁରକ୍ଷାକର୍ମୀ, ଛାତ୍ରୀଛାତ୍ର
ରାୟପୁର,୧୧।୮: ପାଖେଇ ଆସୁଛି ସ୍ବାଧୀନତା ଦିବସ। ଏହି ଦିବସକୁ ଆଉ ୪ ଦିନ ବାକି ଥିବା ବେଳେ ଛତିଗଡ଼ରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ସୁରକ୍ଷାକର୍ମୀ ଓ ଛାତ୍ରୀଛାତ୍ରମାନେ ଜାତୀୟ ପତାକା ଧରି ପ୍ରାୟ ୧୫ କିଲୋମିଟରର ଏକ…
ଏକାଧିକଥର ଓଡ଼ିଶା ଆସିଥିଲେ ଗାନ୍ଧିଜୀ, ମିଳିଥିଲା ଅନେକ ଭେଟି: ଜାଣନ୍ତୁ ସେ ସମ୍ପର୍କରେ..
ବ୍ରିଟିଶ ଶାସନ କବଳରୁ ଦେଶକୁ ସ୍ବାଧୀନ କରିବା ପାଇଁ ଗାନ୍ଧିଜୀ ଅସହଯୋଗ ଆନ୍ଦୋଳନର ଡାକରା ଦେଇଥିଲେ । ଯେଉଁଥିପାଇଁ ସେ ସାରା ଦେଶର କୋଣଅନୁକୋଣରେ ବୁଲି ଲୋକଙ୍କୁ ଏକଜୁଟ୍ କରୁଥିଲେ । ଏହି ସମୟରେ ଲୋକମାନେ ଶ୍ରଦ୍ଧାରେ ତାଙ୍କୁ ବିଭିନ୍ନ ଭେଟି…
ସ୍ବାଧୀନତା ଦିବସରେ ଏଠି ସମସ୍ତେ ପିନ୍ଧନ୍ତି ଖଦି ପୋଷାକ
ଭାରତ ସ୍ବାଧୀନତାର ସ୍ବପ୍ନ ଦେଖିଥିବା ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଉଦ୍ବୋଧନରେ ସେତେବେଳେ ବହୁମାତ୍ରାରେ ଅନୁପ୍ରାଣିତ ହୋଇଥିଲେ ଛାତ୍ର ଗୋଷ୍ଠୀ। ଇଂରେଜମାନଙ୍କୁ ଦେଶରୁ ହଟାଇବାକୁ ଗାନ୍ଧିଜୀ ଯେଉଁ ମନ୍ତ୍ର ଦେଉଥିଲେ ତାହା ଛାତ୍ରମାନଙ୍କୁ ଉତ୍ସାହିତ କରୁଥିଲା। ଗାନ୍ଧିଜୀଙ୍କ ଭାଷଣ ଶୁଣି ଆଲିଗଡ ବିଶ୍ୱବିଦ୍ୟାଳୟର…
ଅଗଷ୍ଟ କ୍ରାନ୍ତିରୁ ଆରମ୍ଭ ହୋଇଥିଲା ଇଂରେଜଙ୍କ ଫେରିବାର ଓଲଟା ଗଣତି
ନୂଆଦିଲ୍ଲୀ,୮।୮: ଜାତିର ପିତା ମହାତ୍ମା ଗାନ୍ଧୀ ୮ ଅଗଷ୍ଟ ୧୯୪୨ରେ ମୁମ୍ବାଇଠାରେ ଭାରତ ଛାଡ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହି ଆନ୍ଦୋଳନ ଅଗଷ୍ଟ କ୍ରାନ୍ତି ନାମରେ ମଧ୍ୟ ପରିଚିତ। ମହାତ୍ମାଙ୍କ ଦ୍ୱାରା କରାଯାଇଥିବା ଏହି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ କରାଯାଇଥିଲା। ପରେ…
ଜାତୀୟ ସଙ୍ଗୀତରୁ ଏଠାରେ ଆରମ୍ଭ ହୁଏ ଦିନ
ଛତିଶଗଡ଼ର ଗାରିଆବନ୍ଦ ଜିଲା ଶ୍ୟାମ ନଗର ଗାଁରେ ଦେଶପ୍ରେମର ଏକ ନିଆରା ଛବି ଦେଖିବାକୁ ମିଳେ। ନିୟମ ଅନୁଯାୟୀ, ଏଠାରେ ସକାଳ ଠିକ୍ ୮ଟା ୫୯ରେ ଜାତୀୟ ସଙ୍ଗୀତ ବାଜି ଉଠିଥାଏ। ଏଥିପାଇଁ ଭିନ୍ନ ଭିନ୍ନ ସ୍ଥାନରେ ପାଖାପାଖି ୨୦ଟି ଲାଉଡସ୍ପିକର…
ସ୍ବାଧୀନତାର ୭୦ ବର୍ଷ ପରେ ବି ଏଠି ଉଡ଼ି ନ ଥିଲା ଜାତୀୟ ପତାକା
ପ୍ରତିବର୍ଷ ଅଗଷ୍ଟ ୧୫କୁ ଭାରତ ସ୍ବାଧୀନତା ଦିବସ ଭାବେ ପାଳନ କରିଥାଏ। କାରଣ ଭାରତୀୟଙ୍କ ପାଇଁ ଏହି ଦିନର ମହତ୍ତ୍ୱ ଖୁବ୍ ଅଧିକ। ହେଲେ ଭାରତରେ ଏମିତି ଏକ ଗାଁ ଅଛି ଯେଉଁଠି ଲୋକେ ସ୍ବାଧୀନତାର ୭୦ ବର୍ଷ ପର୍ଯ୍ୟନ୍ତ ନିଜକୁ…
Archives


