୭୩ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଦେଶ ହାସଲ କରିଥିବା ୭୩ଟି ଉଲ୍ଲେଖନୀୟ ଘଟଣା ସମ୍ପର୍କରେ….

ସ୍ବାଧୀନତା ପ୍ରାପ୍ତିର ଏକ ବର୍ଷ ପରେ ଅର୍ଥାତ ୧୯୪୮ରେ ଭାରତୀୟ ପୁରୁଷ ହକି ଟିମ୍‌ ଲଣ୍ଡନ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ।
୧୯୫୦ ମସିହା ୧୦ଟା.୧୮ମିନିଟରେ ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିଲା। ଏହାର ୬ ମିନିଟ ପରେ ଡ. ରାଜେନ୍ଦ୍ର ପ୍ରସାଦ ଭାରତର ପ୍ରଥମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ।
ପ୍ରଥମ ଦେଶ ଭାବେ ଭାରତ ୧୯୫୪ରେ ଟ୍ରମ୍ବେରେ ପରମାଣୁ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ କରିଥିଲା।
୧୯୫୫ରେ ଭାରତ ତା’ର ପ୍ରଥମ କମ୍ପ୍ୟୁଟର ଏଚଇସି୨ଏମ୍‌ ପ୍ରତିଷ୍ଠା କରିଥିଲା।
୧୯୫୬ ଅଗଷ୍ଟ୪ରେ ପ୍ରଥମ ଆଣବିକ ରିଆକ୍ଟର ନିର୍ମାଣ କରିଥିଲା।
୧୯୫୬ରେ ଭାରତୀୟ ପୁରୁଷ ହକି ଟିମ୍‌ ମେଲବୋନର୍ର୍ ଅଲିମ୍ପିକ୍ସରେ ପୁଣି ସ୍ବର୍ଣ୍ଣ ପଦକ ବିଜେତା ହୋଇଥିଲା।
୧୯୫୮ରେ ମୁମ୍ବାଇରେ ଆଇଆଇଟି ଶିକ୍ଷା କ୍ଷେତ୍ରରେ ଏକ ନୂଆ ଆଧ୍ୟାୟ ଅରମ୍ଭ କରିଥିଲା।
୧୯୫୯ ଆରତି ଶାହ ଏସିଆର ପ୍ରଥମ ମହିଳା ଭାବେ ଇଂଲିଶ ଚାନେଲ ଅତିକ୍ରମ କରିଥିଲେ।
୧୯୬୯ ସତ୍ୟଜିତ ରାୟଙ୍କର ଚଳଚ୍ଚିତ୍ର ‘ଅପୁର ସଂସାର’ ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ନୂଆ ପରିଚୟ ଦେଇଥିତ୍ଲା।
୧୯୬୦ରେ ଆରତି ଶାହ ପଦ୍ମଶ୍ରୀରେ ସମ୍ମାନିତ ହେବାରେ ପ୍ରଥମ ମହିଳା ।
୧୯୬୧ରେ ଅଲିମ୍ପିକ୍ସରେ ମିଲ୍‌ଖା ସିିଂହ ରେକର୍ଡ କରିବାରେ ପ୍ରଥମ ଭାରତୀୟ ।
୧୯୬୧ରେ ଭାରତ ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ର(ନାମ୍‌)ର ପ୍ରଥମ ବୈଠକର ନେତୃତ୍ୱ ନେଇଥିଲା।
୧୯୬୨ରେଏସିଆନ ଗେମ୍ସରେ ଭାରତୀୟ ଫୁଟବଲ୍‌ ଟିମ୍‌ ସ୍ବର୍ଣ୍ଣ ଜିତିଥିଲା।
୧୯୬୪ରେ ଭାରତର ପ୍ରଥମ ଜେଟ୍‌ ଟ୍ରେନର ଏଚଜେଟି-୧୬ ଉଡ଼ିଥିଲା।
୧୯୬୫ରେ କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘଠିତ ଯୁଦ୍ଧରେ ଭାରତ ପାକିସ୍ତାନ ପରାସ୍ତ। ଏହି ବର୍ଷ ସବୁଜ ବିଳ୍ପବ ଆରମ୍ଭ କୃଷିକୁ ନୂଆ ପଥ ଦେଖାଇଥିଲା।
ଭାରତ ସହାୟତାରେ ପୂର୍ବ ପାକିସ୍ତାନ ବାଂଲା ମୁକ୍ତିବାହିନୀ ସ୍ବାଧୀନ ବାଂଲାଦେଶ ଘେଷଣା କଲା। ୧୯୭୧ରେ ସଂଘଠିତ ଏହି ଯୁଦ୍ଧରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା।
୧୯୭୩ରେ ଭାରତ ପ୍ରଥମ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଟାଇଗର ପ୍ରୋଜେକ୍ଟ ଆରମ୍ଭ।
ଭାରତ ୧୯୭୪ରେ ପ୍ରଥମ ପରମାଣୁ ପରୀକ୍ଷଣ କରିଥିଲା।
୧୯୭୫ରେ ଆର୍ଯ୍ୟଭଟ୍ଟ ମହାକାଶ ଯାନ ଉତ୍‌କ୍ଷେପଣ କରି ଭାରତ ସାଟେଲାଇଟ ବିକଶିତ ଦେଶ ସହ ସାମିଲ ହୋଇଥିଲା। ଏହି ବର୍ଷ ମେଲବୋର୍ନରେ ମାଇକେଲ ଫେରେରା ବିଶ୍ୱ ବିଲିୟାର୍ଡସ ଚାମ୍ପିୟନଶିିପ୍‌ ଜିତିଥିଲେ।
୧୯୭୮ରେ ଭାରତରେ ପ୍ରଥମ ଟେଷ୍ଟଟ୍ୟୁବ ବେବିି ଜନ୍ମ ହୋଇଥିଲା।
୧୯୭୯ରେ ସୁପ୍ରିମକୋର୍ଟ ଜନହିତ ମାମଲାକୁ ବୈଧ ଘୋଷଣା କଲେ।
ମଦର ଟେରେସାଙ୍କୁ ଗୌରବାବହ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା୧୯୭୯ରେ।
ବସନ୍ତରୋଗରୁ ମୁକ୍ତି ପାଇବା ପାଇଁ ଭାରତ ୧୯୮୦ରେ ଦୀର୍ଘ ମିଆଦି ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ।
୧୯୮୨ରେ ଦିଲ୍ଲୀରେ ଏସିଆନ ଗେମ୍ସର ଆୟୋଜନ ।
୧୯୮୩ରେ କପିଳ ଦେବଙ୍କ ନେତୃତ୍ୱରେ ଭାରତ କ୍ରିକେଟ ବିଶ୍ୱ କପ୍‌ ଜିତିଥିଲା।
୧୯୮୪ରେ ରାକେଶ ଶର୍ମା ଭାରତର ପ୍ରଥମ ଓ ବିଶ୍ୱର ୧୩୮ ତମ ମହାକାଶଚାରୀ ଭାବେ ମହାକାଶକୁ ଯାଇଥିଲେ।
୧୯୮୫ରେ ଫାଷ୍ଟ୍‌ ବ୍ରିଡର ନ୍ୟୁକ୍ଲିୟର ରିଆକ୍ଟର ହାସଲ କରିବାରେ ବିଶ୍ୱର ୬ଷ୍ଠ ରାଷ୍ଟ୍ର ହୋଇଥିଲା ଭାରତ।
୧୯୮୬ ଏସିଆନ ଗେମ୍ସରେ ଭାରତୀୟ ଧାବିକା ପିଟି ଉଷାଙ୍କ ଐତିହାସିକ ବିଜୟ।
୧୯୮୭ରେ ଟେଷ୍ଟ୍‌ ମ୍ୟାଚରେ ୧୦ ହଜାର ରନ କରିବାରେ ସୁନିଲ ଗାଭାସ୍କର ପ୍ରଥମ ଭାରତୀୟ ଖେଳାଳି ।
୧୯୮୮ରେ ରିିମୋର୍ଟ ସେନସିଂ ସାଟେଲାଇଟ ଆଇଆରଏସ-୧ଏ କୁ ଇସ୍ରୋ ମହାକାଶକୁ ଉତ୍‌କ୍ଷେପଣ କରିଥିଲା। ଏଥିସହ ୧୯୮୮ରେ ଭୋଟଦାନ ଅଧିକାର ୧୮ ବର୍ଷ ବୟସକୁ କମାଯାଇଥିଲା।
୧୯୮୯ରେ କେରଳର କୋଟାୟାମ ଜିଲାକୁ ସମ୍ପୂର୍ଣ୍ଣ ସାକ୍ଷର ଜିଲା ଭାବେ ଘୋଷଣା କରାଯାଇଥିଲା।
୧୯୯୦ରେ କୁଏଟ୍‌ ଓ ଇରାକ ଯୁଦ୍ଧରେ ୧ଲକ୍ଷ ୧୦ ହଜାର ଭାରତୀୟଙ୍କୁ ବିମାନ ଯୋଗେ ଭାରତକୁ ଅଣାଯାଇଥିଲା ଯାହା ବିଶ୍ୱରେ ଏଯାବତ୍‌ ଏ କ୍ଷେତ୍ରରେ ବଡ଼ ସଫଳତା।
ପ୍ରଥମ ଭାରତୀୟ ଭାବେ ୧୯୯୨ରେ ସତ୍ୟଜିତ୍‌ ରାୟଙ୍କୁ ମିଳିଥିଲା ଓସ୍କାର ପୁରସ୍କାର ।
୧୯୯୩ରେ ବିଶ୍ୱ ବ୍ୟାଙ୍କ ଭାରତକୁ ବିଶ୍ୱର ୬ଷ୍ଠ ଅର୍ଥ ବ୍ୟବସ୍ଥାର ଦେଶ ଭାବେ ଘୋଷଣା କରିଥିଲା।
୧୯୯୪ର ସୁସ୍ମିତା ସେନ ଓ ଏ୍ୟଶ୍ୱର୍ଯ୍ୟା ରାୟ ଯଥାକ୍ରମେ ମିସ୍‌ ୟୁନିଭର୍ସ ଓ ମିସ୍‌ ଓ୍ବାଲର୍‌ଡ ମୁକୁଟ ହାସଲ କରିଥଲେ।
ଦେଶରେ ୧୯୯୫ରେ ପ୍ରଥମେ ଇଣ୍ଟରନେଟ ବ୍ୟବହାର ।
୧୯୯୫ ଅଗଷ୍ଟ ୧୫ରେ ମଧ୍ୟାହ୍ନ ଭୋଜନ ଯୋଜନା ଆରମ୍ଭ।
୧୯୯୬ ଆଣ୍ଟଲାଣ୍ଟା ଅଲିମ୍ପିକ୍ସରେ ଲିଆଣ୍ଡର ପେସ୍‌ ତାମ୍ର ପଦକ ଜିତିଥିଲେ।
୧୯୯୭ରେ ଲେଖିକା ଅରୁନ୍ଧତୀ ରାୟଙ୍କୁ ପୁସ୍ତକ ‘ଦି ଗଡ୍‌ ଅଫ୍‌ ସ୍ମଲ ଥିଙ୍କସ୍‌’ ପାଇଁ ବୁକର ପୁରସ୍କାର ।
୧୯୯୮ରେ ପୋଖରାନ୍‌ରେ ଦ୍ୱିତୀୟ ପରମାଣୁ ପରୀକ୍ଷଣ।
୧୯୯୯ରେ ନ୍ୟୁୟର୍କର ନାସ୍‌ଡାକ ଲିଷ୍ଟରେ ପ୍ରଥମ ଭାରତୀୟ କମ୍ପାନୀ ଭାବେ ଇନଫୋସିସ୍‌ ସାମିଲ।
୧୯୯୯ ଜୁଲାଇରେ କାରଗିଲ ଯୁଦ୍ଧରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା।
୨୦୦୦ରେ ବିଶ୍ୱନାଥନ ଆନନ୍ଦ ବିଶ୍ୱ ଚେସ୍‌ ଚାମ୍ପିଅନ ଟାଇଟଲ ହାସଲ କରିଥିଲେ।
ନିଜସ୍ବ ଜ୍ଞାନ କୌଶଳରେ ନିର୍ମିତ ଫାଇଟର ଜେଟ ବେଙ୍ଗାଲୁରୁରୁ ଉଡ଼ିିଥିଲା।
୨୦୦୦ ମସିହାରେ ତିନୋଟି ନୂଆ ରାଜ୍ୟ (ଛତିଶଗଡ଼, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ ) ଗଠନ କରାଯାଇଥିଲା।
୨୦୦୩ରେ ପ୍ରଥମ ଭାରତୀୟ ସାନିଆ ମିର୍ଜାଙ୍କୁ ଓ୍ବିମ୍ବେଲଣ୍ଡନ ଡବଲ ଟାଇଟଲ ।
୨୦୦୫ରେ ସୂଚନା ଅଧିକାର ଆଇନ ପ୍ରଣୟନ।
୨୦୦୫ରେ ପରିମର୍ଜନ ନେଗି ଅନ୍ତଃରାଷ୍ଟ୍ରୀୟ ଚେସ୍‌ ରେ ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର ହୋଇଥିଲେ।
୨୦୦୭ରେ ପ୍ରତିଭା ପାଟିଲ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୨ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri