ଭଣ୍ଡାରିପୋଖରୀରେ ୭୪ତମ ସ୍ବାଧୀନତା ଦିବସ
ଭଣ୍ଡାରିପୋଖରୀ,୧୫ା୮(ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୭୪ ତମ ସ୍ବାଧୀନତା ଦିବସ କରୋନା ଯୋଗୁ ନିରାଡମ୍ବର ଭାବରେ ପାଳିତ ହୋଇଛି। ବ୍ଲକ ପରିସରରେ ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା, ବିଡିଓ ବିଜୟ କୁମାର ସାହୁ ଯୋଗ…
ବନ୍ୟା ପାଣି ଭିତରେ ଠିଆ ହୋଇ ପତାକା ଉତ୍ତୋଳନ କଲେ ପୋଲିସ କର୍ମୀ
ବହରାଇଚ୍,୧୫।୮: ସମଗ୍ର ଦେଶରେ ୭୪ତମ ସ୍ବାଧିତନା ଦିବସ ପାଳିତ ହୋଇଛି। କରୋନା ପ୍ରକୋପ ଯୋଗୁଁ ଲୋକମାନେ ସାମାଜିକ ଦୂରତ୍ୱ ରକ୍ଷା କରି ଏହି ଉତ୍ସବ ପାଳନ କରିଛନ୍ତି। ଏହି ସମୟରେ କିଛି ଏଭଳି ଏକ ଦୃଶ୍ୟ ଆସିଛି, ଯାହାକୁ ଦେଖିଲେ ଲାଗିବ…
ଲାଲକିଲାରେ କୁନି ପିଲାଙ୍କୁ ମନେପକାଇଲେ ମୋଦି
ନୂଆଦିଲ୍ଲୀ,୧୫।୮: କରୋନା କାଳରେ ଦେଶରେ ୭୪ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ସାଢ଼େ ୭ଟାରେ ଲାଲକିଲାରେ ପହଞ୍ଚି ପତାକା ଉତ୍ତୋଳନ କରିଥିଲେ। ଏହାପରେ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ସମ୍ବୋଧନ ଆରମ୍ଭରୁ ତାଙ୍କୁ କୁନି…
ଚୌଦ୍ୱାର ସହରର ବିଭିନ୍ନ ସ୍ଥାନରେ ନିରାଡମ୍ବର ଭାବେ ସ୍ବାଧୀନତା ଦିବସ ପାଳିତ
ଚୌଦ୍ୱାର,୧୫।(ଡି.ଏନ୍.ଏ): କଟକ ଜିଲା ଚୌଦ୍ୱାର ସହରର ବିଭିନ୍ନ ସ୍ଥାନରେ କରୋନା କଟକଣାକୁ ଦୃଷ୍ଟିରେ ରଖି ନିରାଡମ୍ବର ଭାବେ ଶନିବାର ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଚୌଦ୍ୱାର ପୌରକାର୍ଯାଳୟ ପରିସରରେ ନିର୍ବାହୀ ଅଧିକାରୀ ପବିତ୍ର ବେହେରା ପତାକା ଉତ୍ତୋଳନ କରିଥିଲେ । ସେହିପରି…
ଜିଲାପାଳଙ୍କ ନିର୍ଦ୍ଦେଶକୁ ବେଖାତିର: ସ୍ବାଧୀନତା ଦିବସରେ ଉପସ୍ଥିତ ହେଲେ ୫୦ରୁ ଊର୍ଦ୍ଧ୍ୱ କର୍ମକର୍ତ୍ତା
ବଡ଼ବିଲ,୧୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ଶନିବାର ୭୪ ତମ ସ୍ବାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଦିବସ ପାଳନ ସମିତି ସଭାପତି ତଥା ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସମିତି ସମ୍ପାଦକ ତଥା ପୌର…
କରୋନା କଟକଣା ଯୋଗୁ ପାଟଣା ବ୍ଲକରେ ନିରାଡମ୍ବରେ ପାଳିତ ହେଲା ସ୍ବାଧୀନତା ଦିବସ
ପାଟଣା,୧୫।୮(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଶନିବାର ୭୪ତମ ସ୍ବାଧୀନତା ଦିବସ କରୋନା କଟକଣା ଯୋଗୁ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି। ମୁଖ୍ୟାଳୟ ଷ୍ଟାଡିୟମ୍ଠାରେ ମୁଖ୍ୟ ଅତିଥିଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା…
ସୋସିଆଲ ମିଡ଼ିଆରେ ସ୍ବାଧୀନତାର ରଙ୍ଗ
ସ୍ବାଧୀନତା ଦିବସର ରଙ୍ଗ ଏବେ ସୋସିଆଲ ମିଡ଼ିଆରେ ବୋଳି ହୋଇ ଯାଇଛି। ବର୍ତ୍ତମାନ ଫେସବୁକ୍ ଆଉ ହ୍ବାଟ୍ସଆପ୍ର ସମୟ। ପ୍ରତ୍ୟେକ ହାତରେ ସ୍ମାର୍ଟଫୋନ୍। ଆଉ ପ୍ରତ୍ୟେକଙ୍କ ନାମରେ ଫେସ୍ବୁକ୍ ତଥା ହ୍ବାଟ୍ସଆପ୍ରେ ଗୋଟିଏ ଲେଖାଏଁ ଆକାଉଣ୍ଟ। ସେହି ଫେସ୍ବୁକ୍ ହ୍ବାଟ୍ସଆପ୍ରେ ସ୍ବାଧୀନତାକୁ…
ମୁକ୍ତି ସଂଗ୍ରାମରେ…
ଭାରତୀୟ ମୁକ୍ତି ସଂଗ୍ରାମରେ କଟକ ନଗରର ଅବଦାନ ଅନେକ। ଏହିଠାରୁ ରାଜ୍ୟର କୋଣ ଅନୁକୋଣକୁ ପ୍ରତିଧ୍ୱନିତ୍ୱ ହେଉଥିଲା ସଂଗ୍ରାମର ଡାକ ଓ ରାଜ୍ୟବ୍ୟାପୀ ସୃଷ୍ଟି କରୁଥିଲା ନବଜାଗରଣ। ସ୍ବାଧୀନତା ଆନ୍ଦୋଳନର ଅନେକ ଶିଖର ପୁରୁଷଙ୍କ ପାଦ କଟକ ମାଟିରେ ପଡ଼ିଛି ଓ…
ଦିଗପହଣ୍ଡିରେ ପାଳିତ ହେଲା ସ୍ବାଧୀନତା ଦିବସ
ଦିଗପହଣ୍ଡି,୧୫।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ପୁରପଲ୍ଲୀରେ ଶନିବାର ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି କୋର୍ଟରେ ମାଜିଷ୍ଟ୍ରେଟ ସଞ୍ଜୟ ଶୁଭବ୍ରତ ଆଚାର୍ଯ୍ୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସ୍ଥାନୀୟ ଏନଏସି କାର୍ଯ୍ୟାଳୟ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ…
ସଂଗ୍ରାମୀଙ୍କ ଗାଁ କୃଷ୍ଣନଗର
କୃଷ୍ଣନଗର, ସ୍ବାଧୀନତା ସଂଗ୍ରାମ ଇତିହାସରେ ଏହି ଗାଁର ରହିଛି ସ୍ବତନ୍ତ୍ର ସ୍ଥାନ। ଯାଜପୁର ଜିଲା ବରୀ ଅଞ୍ଚଳର ଏହି ଗାଁଟି ସଂଗ୍ରାମୀଙ୍କ ଗାଁ ଭାବେ ବିଦିତ। ୧୯୪୨ ଅଗଷ୍ଟ ୨୬ରେ କଳାମାଟିଆ ଠାରେ ହୋଇଥିବା ଗୁଳିକାଣ୍ଡରେ ଶହୀଦ ହୋଇଥିଲେ ୪ଜଣ ସଂଗ୍ରାମୀ।…
କାହିଁ ଗାନ୍ଧୀଙ୍କ କୁଟୀରଶିଳ୍ପ ନୀତି
ଭଦ୍ରକ ଜିଲା ଧାମନଗର ବ୍ଲକର ସ୍ବାଧୀନତା ସଂଗ୍ରାମୀ ରାମହରି ଗୋସ୍ବାମୀ। କୃଷ୍ଣ ଚନ୍ଦ୍ର ଗୋସ୍ବାମୀ ଏବଂ ମାତା ସଚୀ ଦେଈଙ୍କଠାରୁ ୧୯୨୬ରେ ଧୂଷୁରୀ ପଞ୍ଚାୟତର ସଂଗ୍ରାମୀ ମାଟି ସୂର୍ଯ୍ୟପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଛାତ୍ରାବସ୍ଥାରେ ଅର୍ଥାତ୍ ମାତ୍ର ୧୬/୧୭ ବର୍ଷ ବୟସରେ…
ବରଗଡ଼ରେ ପତାକା ଉତ୍ତୋଳନ କଲେ ଜିଲାପାଳ: ପ୍ଲାଜମା ଦାନ କରିଥିବା ୨ଜଣଙ୍କୁ କରାଗଲା ସମ୍ବର୍ଦ୍ଧନା
ବରଗଡ଼ ଅଫିସ,୧୫।୮: ବରଗଡ ଜିଲା ଜର୍ଜ ହାଇସ୍କୁଲ ପଡିଆରେ ଶନିବାର ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଜାତୀୟ ପତାକା ଉତ୍ତୋଳନ ସହିତ ଜିଲାବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିଥିଲେ। ସହିଦ ସ୍ବାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିଚାରଣ ସହିତ କରୋନା…

