କୋଭିଡ୍ ନିୟମ ପାଳନ କରାଯାଇ ଉଡ଼ାଗଲା ତ୍ରିରଙ୍ଗା
ଡାବୁଗାଁ,୧୫ା୮(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଥାନା, ପୋଷ୍ଟ ଅଫିସ, ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ, ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ଓ ବିଦ୍ୟାଳୟରେ ସରକାରଙ୍କ କୋଭିଡ-୧୯ ନିୟମ ପାଳନ କରାଯାଇ ସାମାଜିକ ଦୂରତା...
୮ କରୋନା ଯୋଦ୍ଧା ସମ୍ବର୍ଦ୍ଧିତ
ରାୟଗଡ଼ା ଅଫିସ,୧୫ା୮: ରାୟଗଡ଼ାରେ ଜିଲାସ୍ତରୀୟ ୭୪ ତମ ସ୍ବାଧୀନତା ଦିବସ ସ୍ଥାନୀୟ ଜିିସିଡି ପଡ଼ିଆଠାରେ ଶନିବାର ନିରାଡମ୍ବର ଭାବେ ପାଳିତ ହୋଇଯାଇଛି। ଏଥିରେ ଦକ୍ଷତା ବିକାଶ ବୈଷୟିକ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା...
ମାଲକାନଗିରିରେ ଉଡ଼ିଲା ତ୍ରିରଙ୍ଗା
ମାଲକାନଗିରି,୧୫ା୮: ମାଲକାନଗିରି ଜିଲା ସଦରମହକୁମା ଡିଏନ୍କେ ଖେଳପଡ଼ିଆରେ ଜିଲାସ୍ତରୀୟ ୭୪ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପଞ୍ଚାୟତିରାଜ, ପାନୀୟ ଜଳ, ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ...
ଭଣ୍ଡାରିପୋଖରୀରେ ୭୪ତମ ସ୍ବାଧୀନତା ଦିବସ
ଭଣ୍ଡାରିପୋଖରୀ,୧୫ା୮(ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୭୪ ତମ ସ୍ବାଧୀନତା ଦିବସ କରୋନା ଯୋଗୁ ନିରାଡମ୍ବର ଭାବରେ ପାଳିତ ହୋଇଛି। ବ୍ଲକ ପରିସରରେ ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା, ବିଡିଓ ବିଜୟ କୁମାର ସାହୁ...
ବନ୍ୟା ପାଣି ଭିତରେ ଠିଆ ହୋଇ ପତାକା ଉତ୍ତୋଳନ କଲେ ପୋଲିସ କର୍ମୀ
ବହରାଇଚ୍,୧୫।୮: ସମଗ୍ର ଦେଶରେ ୭୪ତମ ସ୍ବାଧିତନା ଦିବସ ପାଳିତ ହୋଇଛି। କରୋନା ପ୍ରକୋପ ଯୋଗୁଁ ଲୋକମାନେ ସାମାଜିକ ଦୂରତ୍ୱ ରକ୍ଷା କରି ଏହି ଉତ୍ସବ ପାଳନ କରିଛନ୍ତି। ଏହି ସମୟରେ କିଛି ଏଭଳି ଏକ ଦୃଶ୍ୟ ଆସିଛି, ଯାହାକୁ ଦେଖିଲେ...
ଲାଲକିଲାରେ କୁନି ପିଲାଙ୍କୁ ମନେପକାଇଲେ ମୋଦି
ନୂଆଦିଲ୍ଲୀ,୧୫।୮: କରୋନା କାଳରେ ଦେଶରେ ୭୪ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ସାଢ଼େ ୭ଟାରେ ଲାଲକିଲାରେ ପହଞ୍ଚି ପତାକା ଉତ୍ତୋଳନ କରିଥିଲେ। ଏହାପରେ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ସମ୍ବୋଧନ ଆରମ୍ଭରୁ ତାଙ୍କୁ...
ଚୌଦ୍ୱାର ସହରର ବିଭିନ୍ନ ସ୍ଥାନରେ ନିରାଡମ୍ବର ଭାବେ ସ୍ବାଧୀନତା ଦିବସ ପାଳିତ
ଚୌଦ୍ୱାର,୧୫।(ଡି.ଏନ୍.ଏ): କଟକ ଜିଲା ଚୌଦ୍ୱାର ସହରର ବିଭିନ୍ନ ସ୍ଥାନରେ କରୋନା କଟକଣାକୁ ଦୃଷ୍ଟିରେ ରଖି ନିରାଡମ୍ବର ଭାବେ ଶନିବାର ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଚୌଦ୍ୱାର ପୌରକାର୍ଯାଳୟ ପରିସରରେ ନିର୍ବାହୀ ଅଧିକାରୀ ପବିତ୍ର ବେହେରା ପତାକା ଉତ୍ତୋଳନ କରିଥିଲେ ।...
ଜିଲାପାଳଙ୍କ ନିର୍ଦ୍ଦେଶକୁ ବେଖାତିର: ସ୍ବାଧୀନତା ଦିବସରେ ଉପସ୍ଥିତ ହେଲେ ୫୦ରୁ ଊର୍ଦ୍ଧ୍ୱ କର୍ମକର୍ତ୍ତା
ବଡ଼ବିଲ,୧୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ଶନିବାର ୭୪ ତମ ସ୍ବାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଦିବସ ପାଳନ ସମିତି ସଭାପତି ତଥା ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସମିତି ସମ୍ପାଦକ ତଥା...
କରୋନା କଟକଣା ଯୋଗୁ ପାଟଣା ବ୍ଲକରେ ନିରାଡମ୍ବରେ ପାଳିତ ହେଲା ସ୍ବାଧୀନତା ଦିବସ
ପାଟଣା,୧୫।୮(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଶନିବାର ୭୪ତମ ସ୍ବାଧୀନତା ଦିବସ କରୋନା କଟକଣା ଯୋଗୁ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି। ମୁଖ୍ୟାଳୟ ଷ୍ଟାଡିୟମ୍ଠାରେ ମୁଖ୍ୟ ଅତିଥିଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ...
ସୋସିଆଲ ମିଡ଼ିଆରେ ସ୍ବାଧୀନତାର ରଙ୍ଗ
ସ୍ବାଧୀନତା ଦିବସର ରଙ୍ଗ ଏବେ ସୋସିଆଲ ମିଡ଼ିଆରେ ବୋଳି ହୋଇ ଯାଇଛି। ବର୍ତ୍ତମାନ ଫେସବୁକ୍ ଆଉ ହ୍ବାଟ୍ସଆପ୍ର ସମୟ। ପ୍ରତ୍ୟେକ ହାତରେ ସ୍ମାର୍ଟଫୋନ୍। ଆଉ ପ୍ରତ୍ୟେକଙ୍କ ନାମରେ ଫେସ୍ବୁକ୍ ତଥା ହ୍ବାଟ୍ସଆପ୍ରେ ଗୋଟିଏ ଲେଖାଏଁ ଆକାଉଣ୍ଟ। ସେହି ଫେସ୍ବୁକ୍ ହ୍ବାଟ୍ସଆପ୍ରେ...
ମୁକ୍ତି ସଂଗ୍ରାମରେ…
ଭାରତୀୟ ମୁକ୍ତି ସଂଗ୍ରାମରେ କଟକ ନଗରର ଅବଦାନ ଅନେକ। ଏହିଠାରୁ ରାଜ୍ୟର କୋଣ ଅନୁକୋଣକୁ ପ୍ରତିଧ୍ୱନିତ୍ୱ ହେଉଥିଲା ସଂଗ୍ରାମର ଡାକ ଓ ରାଜ୍ୟବ୍ୟାପୀ ସୃଷ୍ଟି କରୁଥିଲା ନବଜାଗରଣ। ସ୍ବାଧୀନତା ଆନ୍ଦୋଳନର ଅନେକ ଶିଖର ପୁରୁଷଙ୍କ ପାଦ କଟକ ମାଟିରେ ପଡ଼ିଛି...
ଦିଗପହଣ୍ଡିରେ ପାଳିତ ହେଲା ସ୍ବାଧୀନତା ଦିବସ
ଦିଗପହଣ୍ଡି,୧୫।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ପୁରପଲ୍ଲୀରେ ଶନିବାର ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି କୋର୍ଟରେ ମାଜିଷ୍ଟ୍ରେଟ ସଞ୍ଜୟ ଶୁଭବ୍ରତ ଆଚାର୍ଯ୍ୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସ୍ଥାନୀୟ ଏନଏସି କାର୍ଯ୍ୟାଳୟ ପକ୍ଷରୁ ପ୍ରତିବର୍ଷ ଭଳି...
Archives


