Home

ସ୍ତ୍ରୀ-ବଡ଼ ପୁଅକୁ ହାଣିଲେ, ୨ ବର୍ଷର ପୁଅକୁ ଖୁଣ୍ଟରେ ପିଟି ଫେରାର ହୋଇଗଲେ ବ୍ୟକ୍ତି, ମୁମୂର୍ଷୁ ଅବସ୍ଥାରେ କଟକ ସ୍ଥାନାନ୍ତର

ଭୋଗରାଇ,୧୬ା୬(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅଧୀନ ଆରୁହାବୃତ୍ତି ୨ (ଦହମୁଣ୍ଡା ) ଗ୍ରାମର ରବିବାର ବିଳମ୍ବିତ ରାତିରେ ଏକ ବୀଭତ୍ସ କାଣ୍ଡ ଘଟିଛି। ଉକ୍ତ ଗ୍ରାମର ପ୍ରଶାନ୍ତ ଜେନା ଓରଫ ପଲଟୁ ଜେନା (୪୪ )…

ମଡେଲଙ୍କଠାରୁ ରାଇଟର ପର୍ଯ୍ୟନ୍ତ… ଶହବାଜ ସରିଫଙ୍କ କେତେଜଣ ସ୍ତ୍ରୀ? ଜାଣନ୍ତୁ କାହିଁକି ଚର୍ଚ୍ଚାକୁ ଆସିଛି ପାକ୍‌ ପ୍ରଧାନମନ୍ତ୍ରୀଙ୍କ ବିବାହ

ସଲାମାବାଦ,୧୬।୬: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ କେବଳ ତାଙ୍କ ବୟାନ ଏବଂ ମିଥ୍ୟା ଦାବି ପାଇଁ ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଖବରରେ ଅଛନ୍ତି। ସେ ଆନୁଷ୍ଠାନିକ ଭାବରେ ଚାରିଥର ବିବାହ କରିଛନ୍ତି, କିନ୍ତୁ ତାଙ୍କ ନାମ…

2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି: ଜାଣନ୍ତୁ କେବେଠାରୁ ଆରମ୍ଭ ହେବ

ନୂଆଦିଲ୍ଲୀ,୧୬।୬: ଭାରତ ସରକାର ଘୋଷଣା କରିଛନ୍ତି ଯେ ଦେଶର ପରବର୍ତ୍ତୀ ଜନଗଣନା 2027ରେ କରାଯିବ। ଏଥିପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଦେଶର ଅଧିକାଂଶ ଅଞ୍ଚଳରେ, ୧ ମାର୍ଚ୍ଚ ୨୦୨୭ ମଧ୍ୟରାତ୍ରିକୁ ଜନଗଣନା ପାଇଁ ମୂଳ ତାରିଖ…

ବାପାଙ୍କ ସମ୍ପତ୍ତିରେ ନାହିଁ ଝିଅର ଅଧିକାର, ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ,୧୬।୬: ଭାରତୀୟ ସମାଜରେ, ଝିଅମାନଙ୍କୁ ଶତାବ୍ଦୀ ଧରି ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଏ। ସେମାନଙ୍କୁ ପରିବାରର ଉଜ୍ଜ୍ୱଳତା, ସ୍ନେହ ଏବଂ ମୂଲ୍ୟବୋଧର ପ୍ରତୀକ ଭାବରେ ବିବେଚନା କରାଯାଏ। ପରିବର୍ତ୍ତନଶୀଳ ସମୟ ସହିତ, ଝିଅମାନଙ୍କୁ ଅଧିକାର ଦେବା ପାଇଁ ଗମ୍ଭୀର ପଦକ୍ଷେପ ନିଆଯାଇଛି।…

ବଡ଼ ଖବର: ନେତାନ୍ୟାହୁଙ୍କ ବେଡ୍‌ ରୁମ୍‌ ଉପରେ ମିଶାଇଲ୍‌ ମାଡ଼ କଲା ଇରାନ

ତେଲ ଅଭିଭ,୧୬।୬: ଇରାନ ସହିତ ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି। ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, ଇରାନ ମୋତେ ହତ୍ୟା କରିବାକୁ ଚେଷ୍ଟା କରିଥିଲା। ତେହେରାନରୁ ଏକ ମିଶାଇଲ୍‌ ମୋ ବେଡ୍‌ରୁମ୍‌ର…

ମିଳିଲା ଦ୍ୱିତୀୟ ବ୍ଲାକ ବକ୍ସ, ଏବେ ଜଣାପଡିବ ଅହମଦାବାଦ ବିମାନ ଦୁର୍ଘଟଣାର ଅସଲ କାରଣ

ନୂଆଦିଲ୍ଲୀ,୧୬।୬: ଜୁନ ୧୨ ତାରିଖରେ ଅହମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ଫ୍ଲାଇଟ AI171 ର ଦ୍ୱିତୀୟ ବ୍ଲାକ ବକ୍ସ କକପିଟ ଭଏସ ରେକଡର୍ର୍‌ (CVR) ବର୍ତ୍ତମାନ ସୁରକ୍ଷିତ ଭାବରେ ମିଳିଛି। ପୂର୍ବରୁ ମିଳିଥିବା ଫ୍ଲାଇଟ ଡେଟା ରେକଡର୍ର୍‌ (FDR) ସହିତ…

ସ୍ବାସ୍ଥ୍ୟକେନ୍ଦ୍ର ସ୍ଥିତି ଦେଖି ତାଗିଦ୍‌ କଲେ ସ୍ବାସ୍ଥ୍ୟ ସଚିବ

ଧର୍ମଶାଳା,୧୬ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାର ପୂର୍ବାହ୍ନରେ ସ୍ବାସ୍ଥ୍ୟ ସଚିବ ଆଶ୍ୱତି ଏସ୍‌ ପହଞ୍ଚି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥିତି ଦେଖି ଅସନ୍ତୋଷ ପ୍ରକାଶ କରିବା ସହ ଉପସ୍ଥିତ ଅଧିକାରୀ ଓ ଡାକ୍ତରମାନଙ୍କୁ ତାଗିଦ୍‌କରିଛନ୍ତି। ଦିନକୁ ଦିନ…

ବୁଲିବାକୁ ଆସି ଜଳପ୍ରପାତରେ ବୁଡ଼ିଗଲେ ୨ ନାବାଳକ: ଜଣେ ମୃତ, ଜଣଙ୍କର ପତ୍ତା ମିଳୁନି

କୋଟପାଡ଼,୧୬ା୬(ରାଜଶେଖର): କୋରାପୁଟ ଜିଲା କୋଟପାଡ଼ ଛୋତର୍ଲା ପଞ୍ଚୟତ ନିକଟସ୍ଥ ଗୁଲମୀ ଜଳପ୍ରପାତରେ ଜଣେ ନାବାଳକ ବୁଡ଼ି ଯାଇ ପ୍ରାଣ ହରାଇଥିବାବେଳେ ଆଉ ଜଣେ ନିଖୋଜ ଅଛନ୍ତି। ମୃତ ନାବାଳକ ଜଣକ ହେଲେ ଆଲୋକ ରାଜ ସୁନା(୧୫)। କୋଟପାଡ଼ ଗୁଲମୀ ଜଳପ୍ରପାତଙ୍କୁ ରବିବାର…

ଷ୍ଟାଡିୟମ୍‌ରେ ଢକ ଢକ କରି ମଦ ପିଇଲେ ଏହି କ୍ରିକେଟର୍‌: ଭିଡିଓ ଭାଇରାଲ୍‌ ହେବାପରେ…

ନୂଆଦିଲ୍ଲୀ,୧୬।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ପରେ, ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ପଡ଼ିଆରେ ହିଁ ସେଲିବ୍ରେଶନ କରିଥିଲା। ଦଳର ଅଧିନାୟକ ଟେମ୍ବା ବାଭୁମା ସମ୍ପୂର୍ଣ୍ଣ ସମୟ ପାଇଁ ବିଜୟୀ ଟ୍ରଫି ନିଜ ପାଖରେ ରଖିଥିବା…

ପାକିସ୍ତାନ କହୁଛି ମୁଁ ନୁହେଁ ଅନ୍ୟମାନେ କହୁଛନ୍ତି ମିଛ, କାହିଁକି ଏମିତି କହିଲା ପାକିସ୍ତାନ? ଜାଣନ୍ତୁ…

ଇସଲାମାବାଦ,୧୬।୬: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନାର ପରିସ୍ଥିତି ଜାରି ରହିଛି। ଇରାନ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ସାହାଯ୍ୟରେ ଇସ୍ରାଏଲର ଆକ୍ରମଣର ଜବାବ ଦେଇଥିଲା। ଏହି ସମୟରେ, ଇରାନ ପକ୍ଷରୁ ଏକ ବଡ଼ ଦାବି କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ଯଦି…

ଗଜାମରୁଡ଼ି ଆଶଙ୍କା, ବିହନ ଚିନ୍ତାରେ ଚାଷୀ

କେନ୍ଦ୍ରାପଡ଼ା, ୧୬ା୬ (ଜଗନ୍ନାଥ ଧଳ): ଓଡ଼ିଶାକୁ ମୌସୁମୀ ପ୍ରବାହ ସତ୍ତ୍ୱେ କେନ୍ଦ୍ରାପଡ଼ା ଜିଲାର ଖରିଫ ଚାଷ ପାଇଁ ଆଶାନୁରୂପକ ବର୍ଷା ହୋଇନାହିଁ। ଆଗାମୀଦିନରେ ଲଗାତର ଭାବେ ବର୍ଷା ନ ହେଲେ ଖରିଫ ଚାଷ ପ୍ରଭାବିତ ହେବ। ଏହାଛଡ଼ା ଜିଲା କୃଷି ବିଭାଗ…

ପରିତ୍ୟକ୍ତ ଅବସ୍ଥାରେ ବୃହଦାଗାର ବହୁମୁଖୀ ସମବାୟ ସମିତିର ଗୋଦାମ ଗୃହ

ଦାରିଙ୍ଗବାଡ଼ି,୧୬ା୬(ଅରୁଣ ସାହୁ): ସରକାରଙ୍କ ସାଧାରଣ ବଣ୍ଟନ ଦାୟିତ୍ୱରେ ଦାରିଙ୍ଗବାଡ଼ି ବୃହଦାକାର ବହୁମୁଖୀ ସମବାୟ ସମିତି ଦାୟିତ୍ୱ ନେଇଛି। ଉକ୍ତ ସମିତି ୧୭ଟି ପଞ୍ଚାୟତରେ ସାଧାରଣ ସାମଗ୍ରୀ ତଥା ଚାଉଳ, ଗହମ, କିରୋସିନି ଆଦି ବଣ୍ଟନ କରୁଥିବା ବେଳେ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri