ମଦ ମହଙ୍ଗା
ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ଆଲକୋହଲ ଉପରେ ୧୦୦ ପ୍ରତିଶତ କୃଷି ସେସ୍ ଲାଗୁ କରାଯାଇଥିବା ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ଏହା ଦ୍ୱାରା ମଦ ଦାମ ମହଙ୍ଗା ହେବ। ସେହିପରି ଆଲକୋହଲରୁ ପ୍ରସ୍ତୁତ ହେଉଥିବା ଅନ୍ୟ ଉତ୍ପାଦ…
ପେଟ୍ରୋଲ-ଡିଜେଲ୍ ଉପରେ କୃଷି ସେସ୍
ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ପେଟ୍ରୋଲ ଏବଂ ଡିଜେଲ୍ ଉପରେ କୃଷି ସେସ୍ ଲାଗୁ କରାଯାଇଥିବା ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ପେଟ୍ରୋଲ ଉପରେ ୨ ଟଙ୍କା ୫୦ ପଇସା ଏବଂ ଡିଜେଲ୍ ଉପରେ ୪ ଟଙ୍କା କୃଷି…
ବାଡ଼ିରୁ ମୁଣ୍ଡ ବିହୀନ ଶିଶୁର ମୃତଦେହ ଜବତ
ଯାଜପୁର ଅଫିସ,୧।୨: ଯାଜପୁର ଜିଲା ଅଧିନସ୍ଥ ଚଇନପୁର ଗ୍ରାମପଞ୍ଚାୟତ ବିଦ୍ୟାଧରପୁର ଗ୍ରାମର ଅଶୋକ ତ୍ରିପାଠୀଙ୍କ ବାଡ଼ିରୁ ସୋମବାର ପୂର୍ବାହ୍ନରେ ମୁଣ୍ଡ ବିହୀନ ଶିଶୁର ମୃତଦେହ ଜବତ ହୋଇଛି। ସୂଚନାନୁଯାୟୀ ବାଡ଼ିର ମାଲିକ ଅଶୋକ ତ୍ରିପାଠୀ ସୋମବାର ପୂର୍ବାହ୍ନରେ ମୃତ ଶିଶୁଟି ପଡ଼ିଥିବାର…
ସକାରାତ୍ମକ ମାନସିକତା ଓ ସୁନିଦ୍ରା
ଜଣେ ବ୍ୟକ୍ତି ସୁସ୍ଥ ରହିବା ଅନ୍ତରାଳରେ ସୁନିଦ୍ରାର ମଧ୍ୟ ଭୂମିକା ରହିଛି। କେବଳ ସେତିକି ନୁହେଁ, ଏହାଦ୍ୱାରା ମାନସିକତା ସକାରାତ୍ମକ ରହିଥାଏ ବୋଲି ସଦ୍ୟତମ ଗବେଷଣାରୁ ଜଣାପଡିଛି। ‘ସକାରାତ୍ମକ ମାନସିକତା ଓ ସୁନିଦ୍ରା’ ଶୀର୍ଷକ ବିଷୟକୁ ନେଇ ୟୁନିଭର୍ସିଟି ଅଫ ଓ୍ବାଶିଂଟନର…
ଆରୋଗ୍ୟ ରହିବା ଅନ୍ତରାଳେ…
ଆଜିକାଲିର ଧାଁ ଧପଡ଼ ଜୀବନରେ ଅନେକେ ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ରହି ନ ଥାନ୍ତି। ନିଜର ଦୈନନ୍ଦିନ କାମରେ ବ୍ୟସ୍ତ ରହିବା ଯୋଗୁ ନିୟମିତ ସମୟ ଅନ୍ତରାଳରେ ସ୍ବାସ୍ଥ୍ୟ ପରୀକ୍ଷା, ନିଜ ଖାଦ୍ୟପେୟ ପ୍ରତି ଯତ୍ନବାନ ହେବାକୁ ସେମାନଙ୍କ ନିକଟରେ…
୭୫ବର୍ଷରୁ ଅଧିକ ବୟସ୍କଙ୍କୁ ଆୟକର ଛାଡ
ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ନୂଆ ଘୋଷଣା କରାଯାଇଛି। ୭୫ ବର୍ଷ ଅବା ଏହାଠାରୁ ଅଧିକ ବୟସ୍କ ବରିଷ୍ଠ ନାଗରିକଙ୍କୁ ଆୟକର ଛାଡ କରାଯାଇଛି। ପ୍ରବାସୀ ଭାରତୀୟଙ୍କ ଲାଗି ଟିକସ ନିୟମରେ କେତେକ ପରିର୍ତ୍ତନ କରାଯିବ…
କିମ୍ ଜୋଙ୍ଗ୍ ଉନ୍ଙ୍କ ସ୍ତ୍ରୀ ବର୍ଷେ ହେଲା କେଉଁଆଡ଼େ ଗାଏବ, ଉଠିଲାଣି ଅନେକ ପ୍ରଶ୍ନ
ପ୍ୟୋଙ୍ଗୟାଙ୍ଗ,୧।୨: ଉତ୍ତରକୋରିଆ ଶାସକ କିମ୍ ଜୋଙ୍ଗ ଉନ୍ଙ୍କ ସ୍ତ୍ରୀ ରି-ସୋଲ୍-ଜୁ ବର୍ଷେରୁ ଅଧିକ ହେବ ନଜର ଆସୁନାହାନ୍ତି। ସେ ୨୦୨୦ ଜାନୁୟାରୀ ୨୫ରେ ରି ସୋଲ ଜୁଙ୍କୁ ସ୍ବାମୀ କିମ୍ଙ୍କ ସହ ପ୍ୟୋଙ୍ଗୟାଙ୍ଗରେ ନୂଆବର୍ଷ ଅବସରରେ ଦେଖିବାକୁ ମିଳିଥିଲା। ତେବେ ସେହିଦିନଠାରୁ…
୧ କୋଟି ନୂଆ ଉଜ୍ୱଳା ସଂଯୋଗ, ସ୍ଥାପିତ ହେବ ୭୫୦ ଏକଲବ୍ୟ ମଡେଲ ସ୍କୁଲ
ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ସରକାର ଉଜ୍ୱଳା ଯୋଜନାରେ ୧ କୋଟି ନୂଆ ସଂଯୋଗ ଦିଆଯିବା ନେଇ ଘୋଷଣା କରିଛନ୍ତି। ଆସନ୍ତା ୩ ବର୍ଷରେ ୧୦୦ ଜିଲାରେ ଗ୍ୟାସ୍ ପାଇପ୍ ଲାଇନ୍ ନିର୍ମାଣ କରାଯିବ। ସେହିପରି ପଛୁଆବର୍ଗଙ୍କ ପିଲାଙ୍କ ପାଇଁ ୭୫୦…
ପ୍ରଥମଥର ପାଇଁ ସୋସିଆଲ ମିଡିଆରେ ଝିଅର ଫଟୋ ଶେୟାର କଲେ ଅନୁଷ୍କା, ଲେଖିଲେ ଏମିତି କିଛି…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲି ୧୧ ଜାନୁୟାରୀ ୨୦୨୧ରେ ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ବର୍ତ୍ତମାନ ଅନୁଷ୍କା ଝିଅର ପ୍ରଥମ ଫଟୋ ଫ୍ୟାନ୍ ତଥା ପ୍ରଶଂସକମାନଙ୍କ ପାଇଁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।…
ରେଲୱେ ପାଇଁ ୧.୧୦ ଲକ୍ଷ କୋଟି: ୨୭ ସହରରେ ମେଟ୍ରୋ ସେବା
ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ରେଲଓ୍ବେ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କା ଘୋଷଣା କରାଯାଇଛି। ୨୦୩୦କୁ ଦୃଷ୍ଟିରେ ରଖି ସରକାର ରେଲଓ୍ବେ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଫ୍ରେଟ୍ କୋରିଡୋର ଉପରେ…
ଆଜି ରାଜ୍ୟରେ ୧୦୦ ତଳେ କରୋନା, ଜାଣନ୍ତୁ କେଉଁ ଜିଲାରେ କେତେ କମିଲା
ଭୁବନେଶ୍ୱର,୧।୨(ବ୍ୟୁରୋ): ସୋମବାର ୧୦୦ ତଳେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଆଜି ୭୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୫,୧୫୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ…
କରୋନା ପରବର୍ତ୍ତୀ ଭିତ୍ତିଭୂମି ବିକାଶ : ୩ ବର୍ଷରେ ୭ ନୂଆ ଟେକ୍ସଟାଇଲ ପାର୍କ
ନୂଆଦିଲ୍ଲୀ, ୧।୨: କରୋନା ପରବର୍ତ୍ତୀ ଭିତ୍ତିଭୂମି ବିକାଶ ଉପରେ ଚଳିତ ବଜେଟରେ ଗୁରୁତ୍ୱାରୋପ କରାଯାଇଛି। ଆସନ୍ତା ୩ ବର୍ଷ ମଧ୍ୟରେ ଦେଶରେ ୭ ନୂଆ ଟେକ୍ସଟାଇଲ ପାର୍କ ନିର୍ମାଣ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଆତ୍ମନିର୍ଭର ଭାରତ ନିର୍ମାଣ…
Archives


