ଫିଲ୍ମରେ ସୁଯୋଗ ବଦଳରେ ରାତି ବିତାଇବାର ଅଫର୍ ଦେଇଥିଲେ ପ୍ରଯୋଜକ, ଏବେ ଅଭିନେତ୍ରୀ ବଖାଣିଲେ ଦୁଃଖ
ବମ୍ବେ: ଅଭିନୟଜଗତରେ କାଷ୍ଟିଂ କାଉଚ୍ର ଅନେକ ଘଟଣା ସାମ୍ନାକୁ ଆସିଛି। ସେଥିରୁ କିଛିରେ ଅଭିନେତ୍ରୀମାନେ ଫସି ଯାଉଥିବା ବେଳେ ଅନେକେ ରୋକଠୋକ୍ ନା ବୋଲି ଶୁଣାଇଦେଇଥାନ୍ତି। ସେଭଳି ଜଣେ ହେଲେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ…
ମାଧୁରୀ ଦୀକ୍ଷିତଙ୍କୁ କାହିଁକି କ୍ଷମା ମାଗିଥିଲେ ବଲିଉଡ୍ର ଏହି ଲଭର୍ ବୟ? ଟୁଇଟ୍ କରି କହିଥିଲେ ଏଭଳି କଥା…
ବମ୍ବେ: ବଲିଉଡ୍ର ସଫଳ ଅଭିନେତାଙ୍କ ମଧ୍ୟରୁ ଦିବଂଗତ ଅଭିନେତା ଋଷି କପୁର ଜଣେ। କେବଳ ଫିଲ୍ମ ଏବଂ କାମ ପାଇଁ ନୁହେଁ ବରଂ ନିଜର ବୟାନକୁ ନେଇ ସେ ଚର୍ଚ୍ଚାରେ ରହୁଥିଲେ। ୨୦୧୫ରେ ସେ ଏକ ଟୁଇଟ୍ କରିଥିଲେ। ସେଥିରେ ସେ…
ଝିଅକୁ କୋଳରେ ଧରି ଫଟୋ ଉଠାଉଥିଲେ ଏହି ବ୍ୟକ୍ତି, ପଛରୁ ଆସି ହାତୀ କଲା ଏମିତି
ଜୀବଜନ୍ତୁଙ୍କ ସହ ଫଟୋ ଉଠାଇବା ବିପଦପୂର୍ଣ୍ଣ। କାରଣ କେତେବେଳେ ଏମାନଙ୍କ ମୁଣ୍ଡକୁ କ’ଣ ଜୁଟେ ତା’ର କଳନା କରିବା କାଠିକର ପାଠ। ଏବେ ଏମିତି ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟିଛି। ବ୍ୟକ୍ତି ଜଣକ ଚିଡ଼ିଆଖାନା ବୁଲିବାକୁ ଯାଇଥିଲେ। ଝିଅକୁ କୋଳରେ ଧରି…
ମଲ୍ଲିକାଙ୍କୁ ସବୁଠୁ ଖରାପ କିସର୍ ବୋଲି କହିଥିଲେ ଇମରାନ୍: ମିଳିଥିଲା ଏଭଳି ଜବାବ
ବମ୍ବେ: ଅଭିନେତା ଭାବେ କମ୍ ବରଂ ସିରିୟଲ କିସର୍ ଭାବେ ଅଧିକ ଲୋକପ୍ରିୟ ଇମରାନ୍ ହାସମୀ। ତାଙ୍କ ଅଭିନୀତ ପ୍ରତିଟି ଫିଲ୍ମ ଥାଏ ବେଶ୍ ରୋମାଣ୍ଟିକ୍। ୨୦୦୪ରେ ରିଲିଜ ହୋଇଥିବା ଫିଲ୍ମ ‘ମର୍ଡର’ରୁ ତାଙ୍କୁ ମିଳିଥିଲା ଖ୍ୟାତି। ମଲ୍ଲିକାଙ୍କ ସହ ଫିଲ୍ମରେ…
ମୋଦିଙ୍କୁ ‘ମିଛୁଆ’ କହିଲେ ମମତା
କୋଲକତା,୨୪।୩: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ବିଷ୍ଣୁପୁରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ରାଲିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପାକୁ କଡ଼ା ଟାର୍ଗେଟ କରିଥିଲେ। ମମତା ମୋଦିଙ୍କୁ ମିଛୁଆ ବୋଲି କହିଛନ୍ତି। ସେ କହିଛନ୍ତି…
ଆତ୍ମସମର୍ପଣ କଲେ ୨ ମାଓବାଦୀ
ରାୟଗଡ଼ା ଅଫିସ,୨୪।୩: ରାୟଗଡ଼ା ପୋଲିସ ନିକଟରେ ବୁଧବାର ୨ ହାର୍ଡ କୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମାଓବାଦୀ ସଂଗଠନରେ ନିର୍ଯାତନା, ଯୌନ ଶୋଷଣ ଅତ୍ୟାଚାର ବଢ଼ୁଥିବାରୁ ଏହି ଦୁଇ ମାଓବାଦୀ ସଂଗଠନ ଛାଡ଼ି ସମାଜରେ ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ନିଷ୍ପତ୍ତି…
ନୀତିଶଙ୍କୁ ଧ୍ରୁତରାଷ୍ଟ୍ର ସହ ତୁଳନା କଲେ ରାବ୍ରି ଦେବୀ
ପାଟନା,୨୪।୩: ବିହାର ବିଧାନସଭାରେ ହଙ୍ଗାମା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ଧ୍ରୁତରାଷ୍ଟ୍ର ସହ ତୁଳନା କଲେ ରାବ୍ରି ଦେବୀ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି। ରାବିଡି ଟୁଇଟ୍ କରି କହିଛନ୍ତି, ବିହାର ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ଧ୍ରୁତରାଷ୍ଟ୍ର ସହ ତୁଳନା କରିଛନ୍ତି। ବିଧାନସଭାରେ…
ଭାରତୀୟ କ୍ରିକେଟ ଟିମ୍ର ଭବିଷ୍ୟତ ଉଜ୍ଜ୍ୱଳ: ମ୍ୟାଚ୍ ଜିତିବା ପରେ ଦଳର ଶକ୍ତିକୁ ନେଇ କୋହଲି କହିଲେ…
ନୂଆଦିଲ୍ଲୀ,୨୪।୩: ଭାରତୀୟ ଦଳ ପାଖରେ ଭରପୂର ବିକଳ୍ପ ରହିଛି। ଶୀର୍ଷ କ୍ରମରେ ଖେଳିବା ପାଇଁ ଏକରୁ ବଳି ଏକ ପ୍ରତିଭାବାନ କ୍ରିକେଟର ଅଛନ୍ତି। କିଛି ବାହାରେ ନିଜ ପାଳିର ଅପେକ୍ଷାରେ ଥିବା ବେଳେ କିଛି ବେଞ୍ଚରେ ବସି ଏକାଦଶରେ ସାମିଲ ହେବାକୁ…
ଆଗକୁ ହୋଲି-ଇଷ୍ଟର୍-ଇଦ୍: ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୨୪।୩: ଆଗକୁ ହୋଲି, ଶବ୍-ଇ-ବାରାତ୍, ବିହୁ, ଇଷ୍ଟର ଏବଂ ଇଦ୍-ଉଲ୍-ଫିତର ଆଦି ପର୍ବ ପାଳନ କରାଯିବ। ତେବେ ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ମଧ୍ୟ ଜାରି ରହିଛି। ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାରଙ୍କ ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ଆରତି…
ସିଲିଣ୍ଡର ବୋଝେଇ ଟ୍ରକ୍ ଉପରେ ବଜ୍ରପାତ: ୪୫୦ ସିଲିଣ୍ଡରରେ ବିସ୍ଫୋରଣ
ଭୀଲଓ୍ବାଡ଼ା,୨୪।୩: ରାଜସ୍ଥାନର ଭୀଲଓ୍ବାଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ୪୫୦ ସିଲିଣ୍ଡର ନେଇ ଯାଉଥିବା ଏକ ଟ୍ରକ୍ ଉପରେ ବଜ୍ରପାତ ଯୋଗୁ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଟ୍ରକଟି ଜଳି ଯାଇଥିବାବେଳେ ଲଗାତାର ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ବିସ୍ଫୋରଣ ଜାରି ରହିଥିଲା। ଏହାଯୋଗୁ…
ବାହାର ରାଜ୍ୟରୁ ଆସିଲେ ହୋମ୍ ଆଇସୋଲେଶନ ବାଧ୍ୟତାମୂଳକ
ମାଲକାନଗିରି,୨୪।୩(ଡି.ଏନ୍.ଏ.): ବାହାର ରାଜ୍ୟରୁ ମାଲକାନଗିରି ଜିଲାକୁ ଆସିବା ବ୍ୟକ୍ତିଙ୍କ ପାଇଁ ଆଜିଠାରୁ ହୋମ୍ ଆଇସୋଲେଶନରେ ରହିବାକୁ ଜିଲା ପ୍ରଶାସନ ପକ୍ଷରୁ ନିୟମ ଲାଗୁ କରାଯାଇଛି ା ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନଙ୍କୁ ୭ ଦିନ ଗୃହ ସଙ୍ଗରୋଧରେ ରହିବାକୁ ଜିଲାପାଳ ଡଃ.ଓ୍ବାଇ.…
କଂଗ୍ରେସ ଏକ ‘କନଫ୍ୟୁଜ୍ ପାର୍ଟି’: ଶାହା
ଥିରୁଭାନନ୍ତପୁରମ୍,୨୪।୩: କେରଳର ତ୍ରିପୁନିଥୁରାରେ ବୁଧବାର ଏକ ରୋଡ ଶୋ’ ସମୟରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ହେଉଛି ଏକ ‘କନ୍ଫ୍ୟୁଜ୍ ପାର୍ଟି’। ଏଠାରେ କଂଗ୍ରେସ କମ୍ୟୁନିଷ୍ଟଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛି ଏବଂ…
Archives


