କରୋନାରୁ ସୁସ୍ଥ ହେବାପରେ ନିଜକୁ ଏହି ଉପହାର ଦେଲେ କାର୍ତ୍ତିକ
ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ନିକଟରେ କରୋନାରୁ ସୁସ୍ଥ ହୋଇଛନ୍ତି। ଏହି ମହାମାରୀରୁ ସୁସ୍ଥ ହେବା ପରେ ସେ ତାଙ୍କର ଅଧା ରହିଯାଇଥିବା କାମକୁ ଶେଷ କରିଛନ୍ତି। ଅର୍ଥାତ୍ ଅଭିନେତା ନିଜ ପାଇଁ ଏକ ନୂଆ କାର ଏବଂ ବାଇକ୍ କିଣିଛନ୍ତି…
କୋଭିଡ୍ କଟକଣା ଉଲ୍ଲଂଘନ: ଭୁବନେଶ୍ୱରର ଘରୋଇ ଶିକ୍ଷାନୁଷ୍ଠାନକୁ ସିଲ୍ କଲା ବିଏମ୍ସି
ଭୁବନେଶ୍ୱର,୬।୪(ବ୍ୟୁରୋ): ଭୁବନେଶ୍ୱର ଏକ ଘରୋଇ ଶିକ୍ଷାନୁଷ୍ଠାନକୁ ମଙ୍ଗଳବାର ବିଏମ୍ସି ପକ୍ଷରୁ ସିଲ୍ କରାଯାଇଛି। କୋଭିଡ୍ କଟକଣା ଉଲ୍ଲଂଘନ ଅଭିଯୋଗରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ତେବେ ପୂର୍ବରୁ ଏହି ଶିକ୍ଷାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା । ହେଲେ ସନ୍ତୋଷଜନକ…
କୁକୁରର ନାମ ଏମିତି ରଖିଲେ ଓ୍ବାଶିଂଟନ୍ ସୁନ୍ଦର: ଏବେ ହେଉଛି ଚର୍ଚ୍ଚା
ଭାରତୀୟ କ୍ରିକେଟର୍ ୱାଶିଂଟନ ସୁନ୍ଦରଙ୍କ ପାଇଁ ଏବେ ଏକ ସୁବର୍ଣ୍ଣ ସମୟ ଚାଳିଛି। ଅଷ୍ଟ୍ରେଲିଆରେ ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତିରେ ତାଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା। ଏହାର ଚମତ୍କାର ଫାଇଦା ଉଠା ସେ ସମtସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଥମ ମ୍ୟାଚ୍ରେ…
୯ ବର୍ଷର ପୁଅକୁ ପାଇଲଟ ହେବାର ଟିପ୍ସ ଦେଲେ ରାହୁଲ ଗାନ୍ଧୀ
ନୂଆ ଦିଲ୍ଲୀ, ୬।୪: ରାହୁଲ ଗାନ୍ଧୀ ବର୍ତ୍ତମାନ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ନିଜର ବ୍ୟସ୍ତ ସମୟ ମଧ୍ୟରୁ ସେ କିଛି ସମୟ ବାହାର କରି ଯୁବକଙ୍କ ସହ ବିତାଇଥାନ୍ତି। ନିକଟରେ ଏମିତି କିଛି ଦେଖିବାକୁ ମିଳିଛି। ଜଣେ ୯ ବର୍ଷର…
ଏହି ଷ୍ଟାଡିୟମରେ ଖେଳାଯାଇପାରେ ଟି-୨୦ ବିଶ୍ୱକପ୍ର ପ୍ରଥମ ମ୍ୟାଚ
ନୂଆଦିଲ୍ଲୀ,୬।୪: ଭାରତରେ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ଧର୍ମଶାଳା କ୍ରିକେଟ ଷ୍ଟାଡିୟମରୁ ଆରମ୍ଭ ହେବାର ସମ୍ଭାବନା ରହିଛି। ବିସିସିଆଇର କୋଷାଧ୍ୟକ୍ଷ ଅରୁଣ ଧୁମାଲ ଏହା କହିଛନ୍ତି। ବିଶ୍ୱକପ୍ରସମସ୍ତ ମ୍ୟାଚ କେବଳ ଭାରତରେ ଅନୁଷ୍ଠିତ ହେବ।…
କରୋନା ସଂକ୍ରମଣ ନେଇ ପ୍ରଚାର ହୋଇଛି ମିଥ୍ୟା ଖବର: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ
ଜେନେଭା,୬।୪: ଭାରତରେ କରୋନା ସଂକ୍ରମଣ ଜାରି ରହିଛି। ତେବେ ଏହାକୁ ନେଇ ମିଥ୍ୟା ଖବର ସୋସିଆଲ୍ ମିଡ଼ିଆରେ ପ୍ରଚାର ହୋଇଥିବା ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ସୋସିଆଲ୍ ମିଡ଼ିଆରେ ପ୍ରଚାର ହୋଇଥିଲା ଯେ, ଏପ୍ରିଲ୍ ୧୫ ସୁଦ୍ଧା ଭାରତରେ କରୋନାରେ…
ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ୪୩ ଲକ୍ଷରୁ ଅଧିକ ଲୋକେ ନେଇଛନ୍ତି କରୋନା ଟିକା
ନୂଆଦିଲ୍ଲୀ,୬।୪: ଗତ ୨୪ ଘଣ୍ଟା ମଧ୍ୟରେ ୪୩ ଲକ୍ଷରୁ ଅଧିକ ଲୋକଙ୍କୁ ଆଣ୍ଟି-କୋଭିଡ ଟିକା ଦିଆଯାଇଛି। ଏହି ଗୋଟିଏ ଏହା ସର୍ବାଧିକ ବୋଲି ଜଣାପଡିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ ସମୁଦାୟ ୮,୩୧,୧୦,୯୨୬ ଡୋଜ ଟିକା ଦିଆଯାଇଛି। ଗତ…
ସେଲୁନରେ କେଶ କାଟିବା ବେଳେ ବାରିକ ଲଗାଇଲେ ଏହି ଗୀତ: ଗ୍ରାହକ କାନ୍ଦି କାନ୍ଦି ବେହାଲ
ସୋସିଆଲ ମିଡିଆରେ ଏକ ସେଲୁନର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ଯେ କେହିବି ହସି ହସି ଗଡ଼ିଯିବେ। ପ୍ରାୟତଃ, ସେଲୁନରେ କେଶ କାଟିବା ସମୟରେ ବାରିକ ସବୁବେଳେ ଗୀତ ଲଗାଇଥାନ୍ତି। ହେଲେ ଏବେ ବାରିକ ଜଣଙ୍କ…
ବିବାହ ଦିନ ଜଣାପଡ଼ିଲା ବର-କନ୍ୟା,ଭାଇ-ଭଉଣୀ
ବେଜିଂ,୬।୪: ଚାଇନାରେ ଆୟୋଜିତ ହୋଇଥିବା ଏକ ବିବାହ ସମାରୋହରେ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକି କେହି କଳ୍ପନା ମଧ୍ୟ କରିପାରିବେ ନାହିଁ। ବିବାହ ଦିନ ବର ଓ କନ୍ୟା ଉଭୟ ଭାଇ ଭଉଣୀ ବୋଲି ଜଣାପଡ଼ିବା ସତ୍ତ୍ୱେ ତାଙ୍କର ବିବାହ…
ମୃତ୍ୟୁ ପରେ ବି ମସ୍ତିଷ୍କ ଜିନ୍ ରୁହେ ସକ୍ରିୟ…
ଓ୍ବାଶିଂଟନ,୬।୪: ମୃତ୍ୟୁ ଘଟିବାର ବହୁଘଣ୍ଟା ପରେ ବି ମସ୍ତିଷ୍କରେ କେତେକ ଜିନ୍ ସକ୍ରିୟ ରହିଥାନ୍ତି। ହୃଦ୍ସ୍ପନ୍ଦନ ବନ୍ଦ ହେବା ସହିତ ମସ୍ତିଷ୍କ ମଧ୍ୟ କାମ କରିବା ବନ୍ଦ କରିଦେଇଥାଏ। ତେବେ ମସ୍ତିଷ୍କର କ୍ରିୟାଶୀଳତା ଲୋପ ପାଇବା ପରେ କେତେକ ଜିନ୍ ହଠାତ୍…
ସ୍ବାମୀଙ୍କ ଶହୀଦ ହେବା କଥା ଶୁଣି ଚେତାଶୂନ୍ୟ ଗର୍ଭବତୀ ସ୍ତ୍ରୀ
ଲକ୍ଷ୍ନୌ,୬।୪: ଛତିଶଗଡର ବିଜାପୁରରେ ନକ୍ସଲ ଆକ୍ରମଣରେ ଉତ୍ତର ପ୍ରଦେଶର ଚାନ୍ଦୁଲିର କୋବ୍ରା ବ୍ୟାଟାଲିଅନର କମାଣ୍ଡୋ ଧର୍ମଦେବ ଶହୀଦ ହୋଇଛନ୍ତି। ତାଙ୍କ ମୃତଦେହ ମଙ୍ଗଳବାର ସକାଳେ ଠେକାହାଁ ଗ୍ରାମରେ ପହଞ୍ଚିଛି। ଏହି ସମୟରେ ହଜାର ହଜାର ଲୋକ ଲୁହ ଭିଜା ଆଖିରେ ଶହୀଦଙ୍କୁ…
ରାକ୍ଷୀ ସାଓ୍ବନ୍ତଙ୍କୁ ଛୋଟ ପ୍ରଶଂସଙ୍କ ଦେଲେ ୧.୪ ଲକ୍ଷର ଉପହାର: ଜାଣନ୍ତୁ କ’ଣ…
ଛୋଟ ପରଦାର ଚର୍ଚ୍ଚିତ ଶୋ’ ‘ବିଗ୍ ବସ୍-୧୪’ର ପ୍ରତିଯୋଗୀ ରହିସାରିଥିବା ରାକ୍ଷୀ ଶାଓ୍ବନ୍ତ ତାଙ୍କ ଡ୍ରାମା ଯୋଗୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏବେ ସେ ଜଣେ ପ୍ରଶଂସକଙ୍କ ପାଇଁ ଖୁବ୍ ଚର୍ଚ୍ଚାରେ। ଜଣେ ଛୋଟ ପ୍ରଶଂସକ ତାଙ୍କୁ ଏକ ଉପହାର…
Archives


