ଖାଲିପଡ଼ିଛି ଡାକ୍ତର ପଦବୀ, ରୋଗୀସେବା ବିପର୍ଯ୍ୟସ୍ତ
କର୍ଲାମୁଣ୍ଡା,୨୫।୪(ଡି.ଏନ୍.ଏ.): ସାଧାରଣ ଲୋକଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇବା ଉଦ୍ଦେଶ୍ୟରେ ସରକାର ଡାକ୍ତରଖାନା ଖୋଲିଛନ୍ତି। ହେଲେ ଆବଶ୍ୟକ ଡାକ୍ତର ନିଯୁକ୍ତି ହୋଇ ନ ଥିବାରୁ ରୋଗୀସେବା ବ୍ୟାହତ ହୋଇଛି। ଏଭଳି ପରିସ୍ଥିତି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ରିଷିଡ଼ାସ୍ଥିତ ପୁରାତନ ଡାକ୍ତରଖାନାରେ ଦେଖିବାକୁ…
ଶ୍ରୀଲଙ୍କାରୁ ମିଳିଲା କରୋନାର ନୂଆ ଷ୍ଟ୍ରେନ୍, ଯାହା ସବୁଠୁ ମାରାତ୍ମକ; ଜାଣନ୍ତୁ ଏ ସମ୍ପର୍କରେ…
କଲମ୍ବୋ,୨୫।୪: ଭାରତ ସମେତ ବିଶ୍ୱରେ କରୋନା ସଂକ୍ରମଣ ଅଣାୟତ୍ତ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ଆଉ ଏକ ଦୁଃଖଦ ଖବର ଆସିଛି ପଡ଼ୋଶୀ ଶ୍ରୀଲଙ୍କାରୁ। ଏଠାରେ କରୋନା ଭୂତାଣୁର ଏକ ନୂଆ ଷ୍ଟ୍ରେନ୍ ଦେଖିବାକୁ ମିଳିଛି। ଯାହା ସବୁଠାରୁ ମାରାତ୍ମକ ଅଟେ। ଏହି…
ଘର ଅଗଣାରେ ଏସବୁ ଗଛ ଲଗାଇ ନାହାନ୍ତି ତ? ଜାଣନ୍ତୁ କେଉଁଟି ଲଗାଇବା ଶୁଭ, କେଉଁଟି…
ପ୍ରକୃତି ସହ ଜଡ଼ିତ ପ୍ରତ୍ୟେକଟି ଜିନିଷକୁ ଈଶ୍ୱରଙ୍କର ଗୋଟିଏ ଗୋଟିଏ ସ୍ବରୂପ ଭାବେ ବିବେଚନା କରାଯାଏ। ଯେମିତି କି ବୃକ୍ଷଲତା; ଏହା ବି ଅନେକ ସମୟରେ ସକାରାତ୍ମକ ଉର୍ଜା ଉତ୍ପନ୍ନ କରିଥାଏ… *ତୁଳସୀ ଗଛକୁ ପବିତ୍ରତାର ସ୍ବରୂପ ବୋଲି କୁହାଯାଇଥାଏ। ଘରୁ…
ରାଜଧାନୀରେ ପୁଣି ସପ୍ତାହେ ବଢ଼ିଲା ଲକ୍ଡାଉନ୍…
ନୂଆଦିଲ୍ଳୀ,୨୫।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ରାଜଧାନୀ ଦିଲ୍ଲୀରେ ଅବସ୍ଥା ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଲାଗୁ ହୋଇଥିବା ଲକ୍ ଡ଼ାଉନ୍ ସମୟସୀମାକୁ ପୁଣି ସପ୍ତାହେ ପାଇଁ ବଢ଼ାଇବା ସମ୍ପର୍କରେ ରବିବାର ଘୋଷଣା କରିଛନ୍ତି। ଫଳରେ ଏଠାରେ…
ଧାଡ଼ିଧାଡ଼ି ମୃତଦେହ: କରୋନା ଲଢ଼େଇରେ ହାରି ଯାଉଛନ୍ତି ଆକ୍ରାନ୍ତ…
ଗାଜିଆବାଦ୍,୨୫।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ କୋକୁଆ ଭୟ ଦେଖାଦେଇଛି। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ମୃତକଙ୍କ ଅନ୍ତିମ ସଂସ୍କାର କରିବା ଏକ କଷ୍ଟକର ବ୍ୟାପାର ପାଲଟିଛି। ଉତ୍ତରପ୍ରଦେଶ ଗାଜିଆବାଦ୍ରେ ଶ୍ମଶାନ ନିକଟରେ ଥିବା ରାସ୍ତା କଡ଼ରେ…
୪୩ କୋଟିର ବିଳାସମୟ ବଙ୍ଗଳାରେ ବିବାହ ପ୍ଲାନ କରିଥିଲେ ଏହି ଯୋଡ଼ି, ମାଲିକ ପହଞ୍ଚିଯିବାରୁ…
ଆମେରିକାର ଫ୍ଲୋରିଡାରେ ରହୁଥିବା ଏକ ଯୋଡ଼ି ନିଜ ବିବାହକୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ। ବିବାହକୁ ସ୍ମରଣୀୟ କରିବା ପାଇଁ ଦୁହେଁ ବିଳାସମୟ ବଙ୍ଗଳାରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ସହରର ଏକ କୋଠାକୁ ବାଛି ଥିଲେ। କର୍ଟନୀ ଓ୍ବିଲ୍ସନ…
ଏହି ବଲିଉଡ୍ ଅଭିନେତା କୋଟିଏ ଟଙ୍କା ଦାନ କଲେ …
ମୁମ୍ବାଇ,୨୫।୪: କରୋନା ମହାମାରୀ ସଂକ୍ରମଣ ଅସମ୍ଭାଳ ସ୍ଥିତି ସୃଷ୍ଟି କରିଛି। ସବୁବେଳେ ପୀଡ଼ିତଙ୍କ ପ୍ରତି ସହାନୁଭୁତି ପ୍ରକାଶ କରୁଥିବା ବଲିଉଡ୍ ଅଭିନେତା ଖିଲାଡ଼ି ବୟ ଅକ୍ଷୟ କୁମାର କରୋନା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଆର୍ଥିକ ଅନୁଦାନ ଯୋଗାଇ ଦେବାକୁ ପୂର୍ବତନ…
କାଳିଆ ଘୋଡ଼ାରେ ଚଢ଼ିବି, ମଧୁବାବୁ ସଙ୍ଗେ ଲଢ଼ିବି
‘କାଳିଆ ଘୋଡ଼ାରେ ଚଢ଼ିବି, ମଧୁବାବୁ ସଙ୍ଗେ ଲଢ଼ିବି ।’ ଏହି ଲୋକକଥାଟି ମଧୁବାବୁଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହେବାକୁ ପ୍ରତ୍ୟେକ ଓଡ଼ିଆଙ୍କ ମନଙ୍କୁ ଆହ୍ବାନ କରେ। ଭବିଷ୍ୟତ ଗଢ଼ିବାରେ ପ୍ରେରଣା ଦିଏ। ପୁଣି- ‘ତୁମପରି ଛୋଟ ପିଲାଟିଏ, ଗାଁ ଚାହାଳିର ଚାଟ ସିଏ…
କରୋନାରେ ଚାକିରି ଚାଲିଯିବାରୁ ଶ୍ମଶାନକୁ କଲେ ବାସସ୍ଥାନ; ଏହି ବ୍ୟକ୍ତି କରୁଛନ୍ତି ଶହଶହ କରୋନା ରୋଗୀଙ୍କ ଅନ୍ତିମ ସଂସ୍କାର
କରୋନା ମହାମାରୀ ସମୟରେ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଲମ୍ବା ଲାଇନ୍ ଲାଗୁଛି। ଯେଉଁ ଦୃଶ୍ୟ ବହୁତ ଭୟାନକ। ବନ୍ଧୁ ପରିଜନ କିଛି ସମୟ ପାଇଁ ଶ୍ମଶାନକୁ ଆସନ୍ତି, ପରେ ଚାଲିଯାନ୍ତି। ମାତ୍ର ଜଣେ ବ୍ୟକ୍ତି ପରିବାର ସହ ଶ୍ମଶାନରେ ସବୁବେଳେ…
ମ୍ୟାଲେରିଆର ଏବିସିଡି
ଶ୍ୱ ମ୍ୟାଲେରିଆ ଦିବସ। ଏପ୍ରିଲ ୨୫ରେ ପାଳିତ ହେଉଥିବା ଏହି ଦିବସ ଲାଗି ଚଳିତ ବର୍ଷର ବାର୍ତ୍ତା ରହିଛି ‘ଶୂନ୍ୟ ମ୍ୟାଲେରିଆ, ମୋଠାରୁ ଆରମ୍ଭ।’ ଅର୍ଥାତ୍ ଆସନ୍ତା ୨୦୩୦ ବେଳକୁ ସମଗ୍ର ବିଶ୍ୱରୁ ମ୍ୟାଲେରିଆକୁ ୯୫% ହ୍ରାସ କରିବା ବା ସମ୍ପୂର୍ଣ୍ଣ…
ତାଣ୍ଡବ ରଚି ଆମର ଧର୍ଯ୍ୟ ପରୀକ୍ଷା କରୁଛି କରୋନା: ମୋଦି…
ନୂଆଦିଲ୍ଲୀ,୨୫।୪: କରୋନା ମହାମାରୀ ଘୂର୍ଣ୍ଣି ଝଡ଼ ଭଳି ଦେଶକୁ ବିପର୍ଯ୍ୟସ୍ତ କରି ଦେଇଛି। ଦେଶରେ ତାଣ୍ଡବ ରଚି କରୋନା ଆମର ଧର୍ଯ୍ୟ ପରୀକ୍ଷା କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୭୬ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ…
ଏହି ସୁନ୍ଦରୀଙ୍କ ଆଖିପତାରେ ୫ ଇଞ୍ଚର କେଶ…
ବେଜିଂ,୨୫।୪: ଆଖିପତାରେ ଥିବା କେଶ ସୁନ୍ଦରୀଙ୍କ ସୌନ୍ଦର୍ଯ୍ୟକୁ ବହୁଗୁଣା ବୃଦ୍ଧି କରି ଦେଇଥାଏ। ମସ୍କରା ଲଗାଇ ଏହାକୁ ଅଧିକ ଆକର୍ଷଣୀୟ କରାଯାଇଥାଏ। ସାଧାରଣତଃ ଆଖିପତାରେ ଥିବା କେଶ ଅଧ ସେଣ୍ଟିମିଟର ପର୍ଯ୍ୟନ୍ତ ଅବା ଏହାଠାରୁ କିଛି ଅଧିକ ଲମ୍ବ ହୋଇଥାଏ। ମାତ୍ର…
Archives


