୮୯୯ ଜଣଙ୍କୁ ଏକ୍ସପାୟର ଭାକ୍ସିନ୍: ପୁଣି ଦିଆଯିବ ଡୋଜ୍…
ଓ୍ବାଶିଂଟନ,୧୬।୬: ଆମେରିକାରେ ଜାରି ରହିଥିବା ସାବର୍ଜନୀକ ଟିକାକରଣ ଅଭିଯାନରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଟାଇମ୍ସ୍ ସ୍କୋୟାରଠାରେ ଥିବା ଟିକାଦାନ କେନ୍ଦ୍ରରେ ୮୯୯ ଜଣଙ୍କ ଫାଇଜର ଭାକ୍ସିନ୍ର ଏକ୍ସପାୟର ଡୋଜ୍ ଦିଆଯାଇଛି। ଜୁନ୍ ୫ରୁ ଜୁନ୍ ୧୦ ମଧ୍ୟରେ ଏଭଳି…
ସମସ୍ତ ପ୍ରସ୍ତୁତି ସରିଥିଲା, ଶେଷ ମୁହର୍ତ୍ତରେ ଫୋନ୍ କରି ବିବାହ ପାଇଁ ମନା କରିଦେଇଥିଲେ ପ୍ରେମିକ
ବମ୍ବେ: ପ୍ରସ୍ତୁତି ସରିଥିଲା। ଦିଲ୍ଲୀରେ ବିବାହ ପୋଷାକ ବି ପ୍ରସ୍ତୁତ କରିବାକୁ ଦିଆଯାଇଥିଲା। ହେଲେ ଗୋଟିଏ ଫୋନ କଲ୍ ସବୁକିଛି ବଦଳାଇ ଦେଇଥିଲା। କାରଣ ପ୍ରେମିକ ବିବାହ କରିବେ ନାହିଁ ବୋଲି ମନା କରିଦେଇଥିଲେ। ଆମେ କଥା ହେଉଛୁ ଅଭିନେତ୍ରୀ ନୀନା…
ଶ୍ରୀମନ୍ଦିର ହେବ ଆଲୋକୀକରଣ
ପୁରୀ ଅଫିସ,୧୬।୬: ଶ୍ରୀମନ୍ଦିରକୁ ଆଲୋକୀକରଣ କରାଯିବ। ରଙ୍ଗବେରଙ୍ଗ ଆଲୋକରେ ଶ୍ରୀମନ୍ଦିର ଚୂଡ଼ାରୁ ତଳ ଭାଗ ପର୍ଯ୍ୟନ୍ତ ଝଲସିବ। ଏନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍ଆଇ)ର ପାଞ୍ଚଜଣିଆ ବୈଷୟିକ ଟିମ୍ ମଙ୍ଗଳବାର ଶ୍ରୀମନ୍ଦିର ଭିତରକୁ ଯାଇ ଆଲୋକୀକରଣ ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ନାଟମଣ୍ଡପ,…
ଏହି ଖେଳାଳିଙ୍କ ଉପରେ ଲାଗିଥିବା ଆଜୀବନ ପ୍ରତିବନ୍ଧକକୁ ହଟାଇଲା ବିସିସିଆଇ; ପୁଣି ଖେଳି ପାରିବେ…
ମୁମ୍ବାଇ,୧୬।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଙ୍କିତ ଚାଭାନଙ୍କ ଉପରେ ଲଗାଯାଇଥିବା ଆଜୀବନ ପ୍ରତିବନ୍ଧକକୁ ହଟାଇବାକୁ ନିଷ୍ପତ୍ତି ନେଇଛି। ଏଣୁ ମୁମ୍ବାଇର ଏହି ସ୍ପିନର ଏବେ ବୃତ୍ତିଗତ କ୍ରିକେଟ ଖେଳିପାରିବେ। ୨୦୧୩ରେ ଆଇପିଏଲ୍-୬ ସମୟରେ ସେ ସ୍ପଟ୍ ଫିକ୍ସିଂ ପାଇଁ ଚାଭାନଙ୍କୁ…
ତୃତୀୟ ଲହର ମୁକାବିଲା ପ୍ରସ୍ତୁତି: ୫ହଜାର ସ୍ବାସ୍ଥ୍ୟସହାୟକଙ୍କୁ ଦିଆଯିବ ତାଲିମ୍
ନୂଆଦିଲ୍ଲୀ,୧୬।୫: କରୋନାର ସମ୍ଭାବ୍ୟ ତୃତୀୟ ଲହର ସହ ମୁକାବିଲା ନେଇ ଦିଲ୍ଲୀ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଡାକ୍ତରୀ କର୍ମଚାରୀଙ୍କ ଅଭାବକୁ ଧ୍ୟାନରେ ରଖି ସରକାର ୫ହଜାର ସ୍ବାସ୍ଥ୍ୟସହାୟକଙ୍କୁ ତାମିଲ ଦେବା ପାଇଁ ଯୋଜନା କରିଛନ୍ତି। ଏନେଇ ବୁଧବାର ଆୟୋଜିତ…
ପ୍ରଥମ ପାଳିରେ ମାତ୍ର ୧୫ ରନ୍ ଅଲଆଉଟ୍ ହୋଇଯାଇଥିଲା ଏହି ଦଳ, ତଥାପି ୧୫୫ ରନ୍ରେ ଜିତିଥିଲା ମ୍ୟାଚ୍: ଜାଣନ୍ତୁ କେମିତି
କ୍ରିକେଟ ପଡ଼ିଆରେ ଅନେକ ସମୟରେ ଚମତ୍କାର ଘଟେ। ଅନେକ ମ୍ୟାଚ ଏପରି ଖେଳାଯାଇଛି ଯେତେବେଳେ ଏକ ଦଳର ପରାଜୟ ନିଶ୍ଚିତ ମନେହୁଏ, କିନ୍ତୁ ଏହା ସତ୍ତ୍ୱେ ଦଳ ଏକ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ ଜିତିଥାଏ । କିନ୍ତୁ ଗୋଟିଏ ଦଳ…
ରସୁଲଗଡ଼ ଓଭରବ୍ରିଜ୍ରେ ଦୁର୍ଘଟଣା: ପିସିଆର ଭ୍ୟାନକୁ ପଛରୁ ପିଟିଲା ଟ୍ରକ, ୨ ପୋଲିସ କର୍ମଚାରୀ ଆହତ
ଭୁବନେଶ୍ୱର,୧୬ା୬(ବ୍ୟୁରୋ): ରସୁଲଗଡ଼ ଓଭରବ୍ରିଜ ଉପରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ପିସିଆର ଭ୍ୟାନକୁ ପଛ ପଟୁ ଏକ ମାଲ୍ବୋଝେଇ ଟ୍ରକ୍ ଧକ୍କା ଦେବାରୁ ଦୁର୍ଘଟଣାରେ ୨ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଆଉ ୫ ଜଣ…
ବିବାହର ଚାରି ମାସ ପରେ ଘରକୁ ଆସିଥିଲା କୁନି ଅତିଥି; ପୁଅର ଫଟୋ ଶେୟାର କରି…
ବମ୍ବେ: ଇତିମଧ୍ୟରେ ଅଭିନେତା ବରୁଣ ଧଓ୍ବନ ଏବଂ ନତାଶା ଦଲାଲଙ୍କ ବିବାହକୁ ପୁରିଛି ଚାରି ମାସ। ଏବେ ତାଙ୍କ ଘରକୁ ଆସିଛି କୁନି ଅତିଥି। ତାଙ୍କୁ ସ୍ବାଗତ କରିବାକୁ ଯାଇ ବରୁଣ ଏକ ଭିଡିଓ ଶେୟାର କରିଛନ୍ତି। ଏଥିସହ କି ନାମ…
ଚତୁର୍ଥୀ ରାତିରେ ଚାଲିଗଲା କନ୍ୟାଙ୍କ ଜୀବନ, ଜାଣିଲେ…
ବ୍ରାସିଲିଆ,୧୬ା୬: ବିବାହ ପରେ ବରକନ୍ୟାଙ୍କ ଜୀବନରେ ପ୍ରଥମ ରାତିକୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ମାତ୍ର ବ୍ରାଜିଲରେ ଏକ ନବଦମ୍ପତିଙ୍କ ସହ ଏମିତି ଘଟିଛି ଯାହା କେବେ କଳ୍ପନା କରି ହେବ ନାହିଁ। ଏକ ରିପୋର୍ଟ ଅନୁଯାୟୀ, ବିବାହ ପରେ ନବଦମ୍ପତି…
ଗୋଟିଏ ଭୁଲ୍ ପାଇଁ କ୍ଷତି ହେଲା ୩୦ ହଜାର କୋଟି…
ଲିସବନ୍,୧୬।୬: ଗୋଟିଏ ଭୁଲ୍ ପାଇଁ ସାଙ୍ଗେ ସାଙ୍ଗେ ୩୦ ହଜାର କୋଟି ଟଙ୍କାର କ୍ଷତି ହୋଇଥିଲା। ପର୍ତ୍ତୁଗାଲ ଫୁଟବଲ ଟିମ୍ର ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଭୁଲ୍ ଯୋଗୁ କୋକା କୋଲା କମ୍ପାନୀର ଶେୟାରରେ ଅଳ୍ପ କିଛି ମିନିଟ୍ ମଧ୍ୟରେ ୨୯,୩୦୦ କୋଟି…
ଆଇଆଇଟି ଛାତ୍ରଙ୍କୁ ପ୍ରଥମେ ବିବାହ କରିଥିଲେ ନୀନା; ବର୍ଷେ ପରେ…
ବମ୍ବେ: ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଅଟୋବାୟୋଗ୍ରାଫି ‘ସଚ କହୁଁ ତୋ’ ରିଲିଜ ହୋଇଛି। ଏଥିରେ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ରହସ୍ୟ ଉପରୁ ପରଦା ଉଠାଇଛନ୍ତି। ସେଥିରୁ ଗୋଟିଏ ହେଲା ତାଙ୍କର ପ୍ରଥମ ବିବାହ। ନୀନା ପ୍ରଥମେ ଜଣେ…
ଚଢ଼େଇ ମଣିଷ ସହିତ ଗୋଟିଏ ଥାଳିରେ କରୁଛି ଭୋଜନ: ଭିଡ଼ିଓ ଭାଇରାଲ…
ନୂଆଦିଲ୍ଲୀ,୧୬।୬: ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଏକ ହୋଟେଲରେ ଜଣେ ଲୋକଙ୍କ ସହିତ ଗୋଟିଏ ଥାଳିରେ ଚଢ଼େଇ ଭୋଜନ କରୁଥିବାର ଦେଖିବାକୁ ମିଳୁଛି। ଲୋକ ଜଣକ ଏଥିରେ ବିରକ୍ତ ନ ହୋଇ ଆନନ୍ଦରେ ଚଢ଼େଇ…
Archives


