Home

ଆଉ ନାହାନ୍ତି ପାଣ୍ଡୁ

କରୋନାରେ ପ୍ରାଣ ହରାଇଛନ୍ତି ଆଉ ଜଣେ ଅଭିନେତା। ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ହାସ୍ୟ ଅଭିନେତା ପାଣ୍ଡୁ ୭୪ ବର୍ଷ ବୟସରେ ଶେଷନିଶ୍ୱାସ ତ୍ୟାଗ କରିଛନି। ପାଣ୍ଡୁ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ। ପାଣ୍ଡୁ ଏବଂ ତାଙ୍କ ସ୍ତ୍ରୀ କୁମୁଧାଙ୍କ…

ଏମ୍ସ୍‌ର ବିଦେଶୀ ଡାକ୍ତର ବର୍ଷେ ହେଲା ବିନା ଦରମାରେ…

ନୂଆଦିଲ୍ଲୀ,୬।୫: ଦେଶରେ କରୋନାର ତାଣ୍ଡବ ଜାରି ରହିଛି। ଏପରିସ୍ଥଳେ ନୂଆଦିଲ୍ଲୀସ୍ଥିତ ଏମ୍ସ୍‌ରେ କାର୍ଯ୍ୟ କରୁଥିବା ୬୫ ଜର ବିଦେଶୀ ଡାକ୍ତରଙ୍କୁ ବର୍ଷେ ହେଲା ଦରମା ମିଳି ନାହିଁ। ସେମାନେ ବିନା ଦରମାରେ କାମ କରୁଥିବା ରେସିଡେଣ୍ଟ୍‌ ଡକ୍ଟରର୍ସ ଆସୋସିଏଶନ୍‌ ପକ୍ଷରୁ ସୂଚନା…

ଶବାଗାରରେ ମହିଳାଙ୍କ ମୃତଦେହ ମୂଷା ଖାଇଗଲେ

ଆଜମଗଡ଼, ୬।୫: ଉତ୍ତରପ୍ରଦେଶର ଆଜମଗଡ଼ ଜିଲାର ଏକ ହସ୍ପିଟାଲ ଶବାଗାରରେ ଜଣେ ମହିଳାଙ୍କ ମୃତଦେହ ୪ ଦିନ ପଡ଼ିରହିବା ଫଳରେ ଏହାକୁ ମୂଷା ଓ ପିମ୍ପୁଡ଼ି ଖାଇଯାଇଛନ୍ତି। ଦୁର୍ଘଟଣାରେ ଆହତ ଅପରିଚିତ ମହିଳାଙ୍କୁ ଗତ ମାସ ୨୯ରେ ବଳରାମପୁର ମଣ୍ଡଲ୍ୟ ହସ୍ପିଟାଲରେ…

ନୂଆ ସରକାର ଗଢ଼ିବାରେ ନେତାନ୍ୟାହୁ ବିଫଳ

ଜେରୁଜେଲମ୍‌, ୬।୫(ପି.ଟି.): ଦୀର୍ଘଦିନ ଧରି ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ଥିବା ବେଞ୍ଜାମିନ ନେତାନ୍ୟାହୁ ଧାର୍ଯ୍ୟ ସମୟସୀମା ମଧ୍ୟରାତ୍ର ସୁଦ୍ଧା ନୂଆ ସରକାର ଗଢ଼ିବାରେ ବିଫଳ ହୋଇଛନ୍ତି। ଫଳରେ ତାଙ୍କ ବିରୋଧୀମାନଙ୍କୁ ସରକାର ଗଢ଼ିବା ନେଇ ଏକ ସୁଯୋଗ ମିଳିଯାଇଛି। ୨୦୦୯ରୁ କ୍ଷମତାରେ ଥିବା…

ବ୍ରିଟେନ ଯୁବତୀଙ୍କୁ ପାକିସ୍ତାନରେ ହତ୍ୟା

ଲାହୋର, ୬ା୫: ବିବାହ ପାଇଁ ରାଜି ନ ହେବାରୁ ପାକିସ୍ତାନ ସ୍ଥିତ ଲାହୋରର ଗ୍ୟାଙ୍ଗ୍‌ଷ୍ଟର ଲଣ୍ଡନର ଜଣେ ଯୁବତୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମାହିରା ଜୁଲଫିକର ନାମ୍ନୀ ୨୬ ବର୍ଷୀୟା ଯୁବତୀଙ୍କ ମୃତଦେହ ସୋମବାର ଏକ ପୋଖରୀରୁ ଜବତ କରାଯାଇଛି।…

ଖୁବ୍‌ଶୀଘ୍ର ଦ୍ୱିଗୁଣିତ ହେବ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ, ୬ା୫: ଭାରତରେ ଦୈନିକ କରୋନା ମୃତ୍ୟୁସଂଖ୍ୟା ରେକର୍ଡ ଭାଙ୍ଗି ଚାଲିଛି। ଯଦି ଏହି କ୍ରମାଗତ ଜାରି ରୁହେ ତେବେ ଆଗାମୀ କିଛି ସପ୍ତାହ ମଧ୍ୟରେ ଦେଶରେ ମୃତ୍ୟୁ ସଂଖ୍ୟା ଦ୍ୱିଗୁଣ ହୋଇପାରେ ବୋଲି ବାଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସର…

ନେପାଳ ସରକାର ସଂଖ୍ୟାଲଘୁ

କାଠମାଣ୍ଡୁ, ୬।୫(ଆଇଏଏନ୍‌ଏସ୍‌): କମ୍ୟୁନିଷ୍ଟ ପାର୍ଟି ଅଫ୍‌ ନେପାଳ (ମାଓଇଷ୍ଟ ସେଣ୍ଟର) ସମର୍ଥନ ପ୍ରତ୍ୟାହାର କରିନେବା ପରେ କେ.ପି. ଶର୍ମା ଓଲିଙ୍କ ନେତୃତ୍ୱାଧୀନ ନେପାଳ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଛି। ଆସନ୍ତା ୧୦ ତାରିଖରେ ଆସ୍ଥା ଭୋଟର ସମ୍ମୁଖୀନ ହେବା ପାଇଁ ଓଲିଙ୍କ…

ପୁଣି କରୋନା ଭାଙ୍ଗିଲା ସବୁ ରେକର୍ଡ: ଗୋଟିଏ ଦିନରେ ମୃତ୍ୟୁ ସଂଖ୍ୟା ୩୯୦୦ ଟପିଲା…

ନୂଆଦିଲ୍ଲୀ,୬।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ଅଣାୟତ୍ତ ସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ବେକାବୁ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସହିତ ମୃତକଙ୍କ ସଂଖ୍ୟା…

କରୋନାରେ ଅଜିତ୍‌ ସିଂଙ୍କ ପରଲୋକ…

ନୂଆଦିଲ୍ଲୀ,୬।୫: ରାଷ୍ଟ୍ରୀୟ ଲୋକଦଳ ମୁଖ୍ୟ ତଥା ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ଚୌଧୁରୀ ଅଜିତ୍‌ ସିଂଙ୍କର ଗୁରୁବାର ସକାଳ ୬ଟାରେ ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଗତ ମଙ୍ଗଳବାର ରାତ୍ରରେ…

ଅକ୍ସିଜେନ୍‌ ପ୍ଲାଣ୍ଟରେ ବିସ୍ଫୋରଣ: ୩ ମୃତ

ଲକ୍ଷ୍ନୌ, ୬।୫: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଚିନହାଟ ଅଞ୍ଚଳରେ ଥିବା ଏକ ଅକ୍ସିଜେନ୍‌ ରିଫିଲିଂ ପ୍ଲାଣ୍ଟରେ ବୁଧବାର ଅପରାହ୍ନରେ ବିସ୍ଫୋରଣ ଘଟି ୩ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୫ ଜଣ ଆହତ ହୋଇଛନ୍ତି। କର୍ମଚାରୀମାନେ ଗୋଟିଏ ସିଲିଣ୍ଡର ରିଫିଲିଂ…

ମରାଠା କୋଟା ଆଇନ ଖାରଜ

ନୂଆଦିଲ୍ଲୀ, ୬।୫: ମରାଠାମାନଙ୍କ ପାଇଁ ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ନିମନ୍ତେ ମହାରାଷ୍ଟ୍ର ସରକାର ଆଣିଥିବା ଆଇନକୁ ସୁପ୍ରିମକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ସଂରକ୍ଷଣକୁ ୫୦ ପ୍ରତିଶତରୁ ଅଧିକ କରାଯାଇପାରିବ ନାହିଁ ବୋଲି ୧୯୯୨ରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ। ଏହି…

ତୃତୀୟ ଲହର: ଜଣାନାହିଁ କେବେ, ନିଶ୍ଚିତ ଆସିବ

ନୂଆଦିଲ୍ଲୀ, ୬।୫: ଦେଶରେ କରୋନା ସଂକ୍ରମଣର ତୃତୀୟ ଲହର ଅବଶ୍ୟମ୍ଭାବୀ ବୋଲି କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଡ. କେ. ବିଜୟରାଘବନ ବୁଧବାର ସତର୍କ କରାଇ ଦେଇଛନ୍ତି। ତେବେ କେବେଠାରୁ ତୃତୀୟ ଲହର ଆରମ୍ଭ ହେବ ସେ ନେଇ କୌଣସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri