ମହିଳାଙ୍କୁ କରୋନା ଟିକାର ଗୋଟିଏ କି ଦୁଇଟି ନୁହେଁ ୬ ଡୋଜ୍ ଦେଇଦେଲେ ସ୍ବାସ୍ଥ୍ୟକର୍ମୀ, ଆଉ ଏବେ…
ମହାମାରୀ କରୋନା ସଂକ୍ରମଣ ରୋକିବା ଦିଗରେ ଏକମାତ୍ର ପ୍ରଭାବଶାଳୀ ପ୍ରତିକାର ହେଉଛି ଟିକା। ଏହାକୁ ଦୃଷ୍ଟିରେ ରଖି ବିଶ୍ୱର ବିଭିନ୍ନ ଦେଶରେ ଟିକାକରଣ ଦ୍ରୁତ ଗତିରେ ଚାଲିଛି। କରୋନା ସହ ଯୁଦ୍ଧରେ ଯେକୌଣସି ଟିକାର ଦୁଇଟି ଡୋଜ୍ ଆବଶ୍ୟକ ବୋଲି କୁହାଯାଉଛି।…
ଧୂମଧାମରେ ହୋଇଥିଲା ବିବାହ; ପରଦିନ କରୋନା ସଂକ୍ରମିତ ହେଲେ ବର: ୯ମ ଦିନରେ…
ନୂଆଦିଲ୍ଲୀ,୧୧।୫: ସହର ପରେ ଏବେ ଗାଁ ମୁହାଁ କରୋନା। ଫଳରେ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି। ଏହାସତ୍ତ୍ୱେ ଗାଁମାନଙ୍କରେ ଠିକ୍ ଭାବେ କରୋନା ଗାଇଡ୍ଲାଇନ୍ ପାଳନ କରାଯାଉନାହିଁ। ସଚେତନତା ଅଭାବରୁ ଗ୍ରାମୀଣ ଅଞ୍ଚଳର ଅଧିକାଂଶ ଲୋକ କରୋନାରେ ସଂକ୍ରମିତ ହୋଇ…
ରାଜଧାନୀରେ କରୋନାର ଭୟାବହତା: କେବଳ ଏପ୍ରିଲରେ ୯,୪୦୦ ଲୋକଙ୍କ ସରିଲାଣି ଅନ୍ତିମ ସଂସ୍କାର
ନୂଆଦିଲ୍ଲୀ,୧୧।୫: ରାଜଧାନୀ ଦିଲ୍ଲୀରେ କରୋନାର ଦ୍ୱିତୀୟ ଲହରର ଆତଙ୍କ ଦେଖିବାକୁ ମିଳିଛି। କେବଳ ଏପ୍ରିଲ ମାସରେ ରାଜଧାନୀ ମ୍ୟୁନିସିପାଲିଟି କର୍ପୋରେଶନ ଦ୍ୱାରା ପରିଚାଳିତ ୨୮ କୋଭିଡ୍ ନାମିତ ଶବଦାହ କେନ୍ଦ୍ରରେ ୯,୪୦୦ରୁ ଅଧିକ ଲୋକଙ୍କ କରୋନା ପ୍ରୋଟୋକଲ୍ ଅଧୀନରେ ଶତ୍କାର କରାଯାଇଛି।…
ଭାଙ୍ଗିଗଲା କି ୬ ମାସର ବାହାଘର! ନେହା କକ୍କର-ରୋହନପ୍ରୀତ ସିଂଙ୍କ ମଧ୍ୟରେ ପ୍ରବଳ ମାରପିଟ୍
ବଲିଉଡ ଗାୟିକ ନେହା କକ୍କରଙ୍କ ବିବାହକୁ ମାତ୍ର ୬ ମାସ ହୋଇଛି। ଏବେ ସ୍ବାମୀ ରୋହନପ୍ରୀତ ସିଂଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଛି। ନେହା ନିଜେ ସୋସିଆଲ ମିଡିଆରେ ଏହାର ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଦୁହେଁ ପରସ୍ପରକୁ ମାରୁଥିବା…
୨୦୦ ମାଓବାଦୀ କରୋନାରେ ଆକ୍ରାନ୍ତ: ୧୦ ଜଣଙ୍କର ଘଟିଲାଣି ମୃତ୍ୟୁ…
ବସ୍ତର,୧୧।୫: ଜଙ୍ଗଲରେ ବିନା ସ୍ବାସ୍ଥ୍ୟ ସୁରକ୍ଷାରେ ଥିବା ମାଓବାଦୀଙ୍କ ମଧ୍ୟରୁ ପ୍ରାୟ ୨୦୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବସ୍ତର ଜିଲାର ଏସ୍ପି ଅଭିଷେକ ପଲ୍ଲବ ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଇତି ମଧ୍ୟରେ ୧୦ ଜଣଙ୍କ ମୃତ୍ୟୁ ଘଟି ସାରିଛି।…
ଗାଁ ପାଲଟୁଛି କରୋନା ହଟ୍ସ୍ପଟ୍: ସଚେତନତା ଅଭାବରୁ ବଢୁଛି ସଂକ୍ରମଣ…
ନୂଆଦିଲ୍ଲୀ,୧୧।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ସଙ୍କଟ ସୃଷ୍ଟି କରିଛି। ବିଭିନ୍ନ ସହରାଞ୍ଚଳରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହୋଇଥିବାବେଳେ ଧୀରେଧୀରେ ଏଭଳି ସ୍ଥିତି ଗ୍ରାମାଞ୍ଚଳରେ ଦେଖିବାକୁ ମିଳୁଛି। ସହରରେ କରୋନା ମାର୍ଗଦର୍ଶିକା ପାଳନ ପାଇଁ ପ୍ରଶାସନ…
କରୋନା ମହାମାରୀ ସମୟରେ କଂଗ୍ରେସର ଆଚରଣକୁ ମନେ ରଖିବେ ଜନତା: ଜେପି ନଡ୍ଡା
ନୂଆଦିଲ୍ଲୀ,୧୧।୫: ଦେଶରେ କରୋନା ବିପର୍ଯ୍ୟୟ ଜାରି ରଖିଛି। କିନ୍ତୁ କରୋନା ଉପରେ ରାଜନୀତି ଥମିବାର ନାଁ ନେଉନାହିଁ। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ରାଜନୀତି ନ କରିବାକୁ ପରାମର୍ଶ…
ଟିକା ନେବା ପରେ ୭ ଜଣରେ ଜଣେ ହସ୍ପିଟାଲ କର୍ମଚାରୀ ହେଉଛନ୍ତି କରୋନାରେ ଆକ୍ରାନ୍ତ…
ନୂଆଦିଲ୍ଲୀ,୧୧।୫: ଦେଶରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ସାଧାରଣ ଲୋକଙ୍କ ସହିତ ହସ୍ପିଟାଲ କର୍ମଚାରୀମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ତେବେ ଟିକା ନେବା ପରେ ପ୍ରତି ୭ ଜଣରେ ଜଣେ ହସ୍ପିଟାଲ କର୍ମଚାରୀ କରୋନାରେ ଆକ୍ରାନ୍ତ…
କ୍ରିକେଟର କ୍ରିସ୍ଙ୍କ କାନ୍ଦୁଥିବା ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ…
ନୂଆଦିଲ୍ଲୀ,୧୧।୫: ଏବେ ଓ୍ବେଷ୍ଟଇଣ୍ଡିଜ୍ର ବିସ୍ଫୋରକ ବ୍ୟାଟ୍ସ୍ ମ୍ୟାନ୍ କ୍ରିସ୍ ଗେଲ୍ଙ୍କ କାନ୍ଦୁ ଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବିଶ୍ୱ ମାତୃ ଦିବସ ଅବସରରେ ଗେଲ୍ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ୧୦ ସେକେଣ୍ଡର ଏକ ଭିଡ଼ିଓ ଅପ୍ଲୋଡ୍ କରିଛନ୍ତି।…
ଏହି ଅଭିନେତାଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି ଡ୍ରାମା କୁଇନ୍
ବିଗ ବସ ୧୪ର ପ୍ରତିଯୋଗୀ ତଥା ବଲିଉଡର ଡ୍ରାମା କୁଇନ୍ ଭାବେ ପରିଚିତ ରାକ୍ଷୀ ସାୱନ୍ତ ପ୍ରାୟତଃ ତାଙ୍କ ମନ୍ତବ୍ୟ ପାିଁ ଚର୍ଚ୍ଚାରେ ଥାନ୍ତି। ସୋସିଆଲ ମିଡିଆରେ ରାକ୍ଷୀଙ୍କ ଭିଡିଓ ଭାଇରାଲ ହୋଇଥାଏ। ନିକଟରେ ସେ ଏପରି ମନ୍ତବ୍ୟ ଦେଇ ଚର୍ଚ୍ଚାକୁ…
ମାଲିକାଣୀଙ୍କ ସହ ଫଟୋ ଶେୟାର କରି ଏମିତି କହିଲେ କ୍ରିକେଟର୍
ପଞ୍ଜାବ କିଙ୍ଗ୍ସର ଉଦୀୟମାନ ଖେଳାଳି ଶାହରୁଖ ଖାନ କ୍ରିକେଟ ଜଗତରେ ନିଜ ଜଲଓ୍ବା ଦେଖାଇବାରେ ବ୍ୟସ୍ତ ଅଛନ୍ତି। ଘରୋଇ କ୍ରିକେଟରେ ତାମିଲନାଡୁ ପାଇଁ ଚମତ୍କାର ପ୍ରଦର୍ଶନ କରିବା ପରେ ସେ ଆଇପିଏଲ ୨୦୨୧ ନିଲାମରେ ନିଜର ମୂଳ ମୂଲ୍ୟ ୨୦ ଲକ୍ଷ…
ଆରମ୍ଭ ହେଲା ଅକ୍ସିଜେନ୍ ବ୍ୟାଙ୍କ: ୨୫୦୦ ପୈଠ କରି ନିଅନ୍ତୁ ସିଲିଣ୍ଡର…
ନୋଏଡା,୧୧।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ବିଭିନ୍ନ ହସ୍ପିଟାଲରେ ସୃଷ୍ଟି ହୋଇଥିବା ଅକ୍ସିଜେନ୍ ଅଭାବ ସ୍ଥିତିକୁ ଅଧିକ ଜଟିଳ କରିଛି। ନୋଏଡାରେ ଏନେଇ ଅକ୍ସିଜେନ୍ ବ୍ୟାଙ୍କର ଶୁଭାରମ୍ଭ କରାଯାଇଛି। ଏଥିପାଇଁ ସିକ୍ୟୁରିଟି ମନି ଭାବେ ୨୫୦୦ ଟଙ୍କା…
Archives


