Home

ବିବାହ ପୂର୍ବରୁ ୨ ସନ୍ତାନର ପିତା ହୋଇଥିଲେ ଏହି ପ୍ରସିଦ୍ଧ କ୍ରିକେଟର

ଇଂଲଣ୍ଡ ତାରକା ଅଲରାଉଣ୍ଡର ବେନ ଷ୍ଟୋକ୍ସ କ୍ରିକେଟରେ ଅନେକ ଉପଲବ୍ଧି ହାସଲ କରଛନ୍ତି। ଏହି ଖେଳାଳି ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ବିବାଦର ସାମ୍ନା କରିଥିଲେ ମଧ୍ୟ ତାଙ୍କ ପ୍ରେମିକା ସବୁବେଳେ ତାଙ୍କ ସହ ରହିଆସିଛନ୍ତି। ୨୦୧୩ରେ ପ୍ରଥମ ଥର ପାଇଁ…

କାହିଁକି ବିବାହ କରୁନାହାନ୍ତି ବାବା ରାମଦେବ: ମିଳିଥିଲା ଏମିତି ଉତ୍ତର

ସାରା ବିଶ୍ୱରେ ଯୋଗଗୁରୁ ଭାବେ ପସିଦ୍ଧି ଅର୍ଜନ କରିଛନ୍ତି ବାବା ରାମଦେବ। ଖେଳରେ ମଧ୍ୟ ସେ ନିଜ ପାରଦର୍ଶିତା ଦେଖାଇଛନ୍ତି। କୁସ୍ତିଯୋଦ୍ଧାରେ ମଧ୍ୟ ନିଜ ଜଲଓ୍ବା ଦେଖାଇଛନ୍ତି। ସେଲିବ୍ରିଟି ହୋଇଥିବା କାରଣରୁ ସେ ଅନେକ ଷ୍ଟେଜ୍‌ ଶୋ’ରେ ମଧ୍ୟ ଭାଗ ନିଅନ୍ତି।…

୨ ପୁଅଙ୍କୁ ଫିଲ୍ମ ଷ୍ଟାର କରିବାକୁ ଚାହୁଁନାହାନ୍ତି କରୀନା, କାରଣ…

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ ଏବେ ସାନ ପୁଅ ଜାହାଙ୍ଗୀର ଅର୍ଥାତ୍‌ ଜେହକୁ ନେଇ ଚର୍ଚ୍ଚାରେ ଅନ୍ତି। ବେବୋ ଏବଂ ସ୍ବାମୀ ସୈଫ ଏବଂ ଦୁଇ ପୁଅଙ୍କୁ ଧରି ଛୁଟି କାଟିବା ପାଇଁ ଯାଇଛନ୍ତି। ନିକଟରେ, ଜେହଙ୍କ ପ୍ରଥମ ଝଲକ…

ଭାରତୀୟ ଦଳର ଏହି କାର୍ଯ୍ୟ ଦେଖି ହସି ହସି କାନ୍ଦି ପକାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଏକ ସମୟ ଥିଲା ଯେତେବେଳେ ମହେନ୍ଦ୍ର ସିଂ ଧୋନୀ ଡିଆରଏସ୍‌ରେ ବହୁତ ସଫଳତା ପାଇଥିଲେ। ଏପରିକି ସେତେବେଳେ ନିଷ୍ପତ୍ତି ସମୀକ୍ଷା ସିଷ୍ଟମ (ଡିଆରଏସ୍‌)କୁ ଧୋନୀ ସମୀକ୍ଷା ସିଷ୍ଟମ ଭାବରେ କେହି କେହି କହୁଥିଲେ। କିନ୍ତୁ ଏବେ ଡିଆର୍‌ଏସ୍‌ ପାଇଁ ଭାରତ ପ୍ରକୃତରେ…

ଏକାଠି ଚାଲିଗଲେ ମା’ ଝିଅ

ବସ୍ତା,୧୫।୮(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥରେ ରବିବାର ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ରାସ୍ତାରେ ଚାଲିକି ଯାଉଥିବା ମା’ ଝିଅଙ୍କୁ ଏକ ତେଲ ବୋଝେଇ ଟେଙ୍କର ଧକ୍କା ଦେଇ ୩୦ ଫୁଟ ଗଭୀରକୁ ଖସି ପଡିଛି। ଫଳରେ…

ପାକିସ୍ତାନକୁ ଖୋଲା ଚେତାବନୀ ଦେଲେ ଅମରିନ୍ଦର

ଅମୃତସର,୧୫।୮: ସାରା ଦେଶରେ ୭୫ତମ ସ୍ବାଧୀନତା ଦିବସ ଧୂମଧାମରେ ପାଳନ କରାଯାଉଛି। ଏହି ଅବସରରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଅମୃତସରରେ ତ୍ରିରଙ୍ଗା ଉତ୍ତୋଳନ କରି ଦେଶର ଶହୀଦମାନଙ୍କୁ ଅଭିବାଦନ ଜଣାଇଛନ୍ତି। ଏହାସହ ସେ ପାକିସ୍ତାନକୁ ଖୋଲା ଚେତାବନୀ ମଧ୍ୟ…

‘ସଂଗ୍ରାମୀଙ୍କ ତ୍ୟାଗ ଅତୁଳନୀୟ’

ଭଦ୍ରକ ଅଫିସ/ବାସୁଦେବପୁର, ୧୫।୮ (ଡି.ଏନ.ଏ.)-ଭଦ୍ରକ କଲେଜ ପଡ଼ିଆରେ ରବିବାର କରୋନା କଟକଣା ମଧ୍ୟରେ ଜ଼ିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲାପାଳ ତ୍ରିଲୋଚନ ମାଝି ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ଜିଲାପାଳ ଅଭିଭାଷଣ ଦେଇ କହିଥିଲେ,…

‘ଯେପର୍ଯ୍ୟନ୍ତ ଆମେ ଚାଇନା ଉପରେ ନିର୍ଭରଶୀଳ, ସେପର୍ଯ୍ୟନ୍ତ ତା’ ସାମ୍ନାରେ ଆମକୁ ମୁଣ୍ଡ ନୁଆଁଇବାକୁ ପଡିବ’

ମୁମ୍ବାଇ,୧୫।୮: ସ୍ବାଧୀନତା ଦିବସ ଅବସରରେ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତ ମୁମ୍ବାଇର ରାଜା ସ୍କୁଲରେ ପତାକା ଉତ୍ତୋଳନ କରିଛନ୍ତି। ଏହି ସମୟରେ ସେ ଭାରତର ଆର୍ଥିକ ସ୍ବାଧୀନତା ଉପରେ ନିଜର ମତ ରଖିଥିଲେ। ନିଜ ମତରେ…

ଇଂଲଣ୍ଡରେ ତ୍ରିରଙ୍ଗା ଉଡାଇଲେ ବିରାଟସେନା

ଲଣ୍ଡନ,୧୫।୮: ଆଜି ସମଗ୍ର ଭାରତ ଏହାର ୭୫ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଲଣ୍ଡନରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ତାଙ୍କ ସହିତ କୋଚ ରବି ଶାସ୍ତ୍ରୀ, ଦଳର ଅନ୍ୟ ଖେଳାଳି…

ଜୀବନରେ ଖରାପ ସମୟ ଚାଲିଛି କି.. ଆପଣାନ୍ତୁ ଚାଣକ୍ୟଙ୍କ ଏହି ୫ ଉପାୟ; ହେବେ ସଫଳ

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଖରାପ ସମୟ ଆସିଲେ ବ୍ୟକ୍ତିକୁ ପ୍ରଥମେ ନିଜର ଭୟକୁ ଦୂର କରିବାକୁ ପଡିବ। କାରଣ ଭୟ ଆମକୁ ଦୁର୍ବଳ କରିଦିଏ ଏବଂ ଏହା ଧୀରେ ଧୀରେ ଆମ ଜୀବନରେ ପ୍ରାଧାନ୍ୟ ଦେବା ଆରମ୍ଭ କରିଥାଏ। କେବଳ ଜଣେ…

କାହା ପାଇଁ କେଉଁ ଦିଗ, ଜାଣନ୍ତୁ କ’ଣ କୁହେ ବାସ୍ତୁ…

ବାସ୍ତୁ ଶାସ୍ତ୍ରରେ ଘରର ସମସ୍ତ ଦିଗକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଇଥାଏ। ପଶ୍ଚିମ ଏବଂ ଉତ୍ତରର ମଧ୍ୟଭାଗରେ ଅବସ୍ଥିତ ଉତ୍ତର-ପଶ୍ଚିମ ଦିଗକୁ ବାୟବ୍ୟ କୋଣ କୁହାଯାଏ। ସେହିଭଳି ଉତ୍ତର-ପଶ୍ଚିମ ଦିଗ ଆମକୁ ଦୀର୍ଘାୟୁ, ସ୍ବାସ୍ଥ୍ୟ ଏବଂ ଶକ୍ତି ପ୍ରଦାନ କରେ। ଏହି ଦିଗ…

ଆଫଗାନିସ୍ତାନରେ ମହାସଙ୍କଟ: ଦେଶର ସମସ୍ତ ସୀମାକୁ କବ୍‌ଜା କଲା ତାଲିବାନ

କାବୁଲ,୧୫।୮: ଆଫଗାନିସ୍ତାନରେ ତାଲିବାନ ଆତଙ୍କ ଚରମ ସୀମାରେ ପହଞ୍ଚିଛି। ସର୍ବଶେଷ ସୂଚନା ଅନୁଯାୟୀ ତାଲିବାନ ଆତଙ୍କବାଦୀମାନେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ପ୍ରବେଶ କରି ଦେଶର ସମସ୍ତ ସୀମା ଦଖଲ କରିଛନ୍ତି। ଏହାକୁ ଆଫଗାନିସ୍ତାନର ତିନିଜଣ ଅଧିକାରୀ ନିଶ୍ଚିତ କରିଛନ୍ତି। ତାଲିବାନ ଆତଙ୍କବାଦୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?