ସ୍ବର୍ଣ୍ଣ ଜିତି ପାରନ୍ତି ଆଦିତି
ଟୋକିଓ,୬।୮: ଟୋକିଓ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ଆଶା ଦେଇଛନ୍ତି ଗଲ୍ଫ ଖେଳାଳି ଆଦିତି ଅଶୋକ। ମହିଳା ବର୍ଗରେ ଆଦିତି ବ୍ୟକ୍ତିଗତ ଷ୍ଟ୍ରୋକ ପ୍ଲେର ତୃତୀୟ ରାଉଣ୍ଡରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏପରି ସ୍ଥିତିରେ ଆଦିତିଙ୍କ ପାଖରେ ସ୍ବର୍ଣ୍ଣ ଜିତିବାର…
ଅଶ୍ଲୀଳ ଭିଡିଓ ମାମଲାରେ ଏହି ଅଭିନେତ୍ରୀଙ୍କୁ ସମନ ପଠାଇଲା ମୁମ୍ବାଇ ପୋଲିସ
ମୁମ୍ବାଇ,୬।୮: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଅଡ଼ୁଆ ବଢ଼ିବାରେ ଲାଗିଛି। ଏହି ମାମଲା ସହ ଜଡିତ ଥିବା ବଲିଉଡ୍ ଅଭିନେତ୍ରୀ ଶେର୍ଲିନ ଚୋପ୍ରାଙ୍କୁ ମୁମ୍ବାଇ ପୋଲିସ ଏକ ସମନ ପଠାଇଛି। ଶୁକ୍ରବାର ଶେର୍ଲିନଙ୍କୁ ପଚାରାଉଚରା ପାଇଁ…
ଏକତା କପୁରଙ୍କ ଏହି ଅଭିନେତ୍ରୀ କରିବେ ବିବାହ; ନିର୍ବନ୍ଧ ପରେ କହିଲେ ‘ଅପେକ୍ଷା କରିବା କଷ୍ଟ’
ବମ୍ବେ: ମନ ଚାହୁଁଥିବା ଜୀବନସାଥୀ ମିଳିଗଲେ ଖୁସିରେ ଆତ୍ମହରା ହୋଇଯିବା ସାଧାରଣ କଥା। ସେଭଳି କିଛି ଘଟିଛି ଟେଲି ଅଭିନେତ୍ରୀ ଶିରିନ ମିର୍ଜାଙ୍କ କ୍ଷେତ୍ରରେ। ଇତିମଧ୍ୟରେ ସେ ପ୍ରେମିକ ହସନ ସରତାଜଙ୍କ ସହ ନିର୍ବନ୍ଧ କରିନେଇଛନ୍ତି। ଏନେଇ ସେ ଇନ୍ଷ୍ଟାଗ୍ରାମରେ ପୋଷ୍ଟ…
ଜିଏସ୍ଟି ଠକେଇ: ଆଉଜଣେ ଗିରଫ
ଭୁବନେଶ୍ୱର,୬।୮(ବ୍ୟୁରୋ): ୬୪୧କୋଟି ଟଙ୍କାର ଜାଲ୍ ବିଲ୍ ମାଧ୍ୟମରେ ୧୨୫.୧୦ କୋଟି ଟଙ୍କାର ଜିଏସ୍ଟି ଠକେଇ ଘଟଣାରେ ରାଜ୍ୟ ଜିଏସ୍ଟି ବିଭାଗର ଏନ୍ଫୋର୍ସମେଣ୍ଟ ଓ୍ବିଙ୍ଗ୍ ଗୁରୁବାର ଆଉଜଣଙ୍କୁ ଗିରଫ କରିଛି। ସେ ହେଲେ ବାରିପଦାର ବସନ୍ତ କୁମାର ପଟ୍ଟନାୟକ। ଏହି ମାମଲାରେ ଗତମାସ…
ରୋଗୀଙ୍କୁ ଘରୋଇ କ୍ଲିନିକ୍ ପଠାଇ ଶୋଷଣ
ପୁରୀ ଅଫିସ,୬ା୮: ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅସ୍ତ୍ରୋପଚାର ଓ ଚିକିତ୍ସା ସୁବିଧା ଥିବା ସତ୍ତ୍ବେ ରୋଗୀଙ୍କୁ ଘରୋଇ କ୍ଲିିନିକ୍ରେ ଅପରେଶନ୍ ପାଇଁ ଡାକ୍ତର ବାଧ୍ୟ କରୁଛନ୍ତି। ଏଭଳି ଭାବେ ରୋଗୀଙ୍କୁ ଶୋଷଣ କରାଯାଉଛି। ପୁରୀ ପେଣ୍ଠକଟାର ହରେକୃଷ୍ଣ ସରାବ ଏହି ଅଭିଯୋଗ ଆଣି…
ପ୍ରେମିକାଙ୍କ ବିକିନ୍ ପିନ୍ଧା ଫଟୋ ଦେଖି ଟାଇଗର୍ କହିଲେ…
ବଲିଉଡର ଫିଟନେସର ରାଣୀ କୁହାଯାଉଥିବା ଥିବା ଦିଶା ପଟାନି ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଥିଲେ। ସମୁଦ୍ର କୂଳରେ ଗୋଲାପୀ ବିକିନ୍ ପିନ୍ଧି ତାଙ୍କୁ ବସିଥିବାର ଦେଖାଯାଇଥିଲା। ଏହି ଫଟୋ ଦେଖି ଅଭିନେତା ତଥା ଦିଶାଙ୍କ ପ୍ରେମିକ ଟାଇଗର…
ଜଗତ୍ସିଂହପୁରରେ ଆଜିଠୁ ଖୋଲିବ ସମସ୍ତ ମନ୍ଦିର
ଜଗତ୍ସିଂହପୁର ଅଫିସ,୬।୮: ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା କଟକଣା କୋହଳ ହେବା ପରେ ଶୁକ୍ରବାରଠାରୁ ମା’ ଶାରଳା, ପ୍ରଭୁ ଗୋରେଖନାଥଙ୍କ ସମେତ ଜଗତ୍ସିଂହପୁର ଜିଲାର ସମସ୍ତ ମନ୍ଦିର ଖୋଲିବାକୁ ଯାଉଛି। ଏଣିକି କୋଭିଡ୍ ମାର୍ଗଦର୍ଶିକା ଅନୁଯାୟୀ ସର୍ବସାଧାରଣ ଦେବଦେବୀଙ୍କ ଦର୍ଶନ କରିପାରିବେ।…
ସାର ଚିନ୍ତାରେ ଡେରାବିଶର ଚାଷୀ
ଡେରାବିଶ,୬।୮(ସ୍ବ.ପ୍ର.): ଡେରାବିଶ ବ୍ଲକ ଅଞ୍ଚଳରେ ସାରର ଅଭାବ ଦେଖାଦେଇଥିବାରୁ ଚାଷୀମାନେ ଚିନ୍ତାରେ ରହିଛନ୍ତି। ଚଳିତ ଖରିଫ ଚାଷ ସମୟରେ ପ୍ରତ୍ୟେକ ସମବାୟ ସମିତି ଜରିଆରେ ଚାଷୀମାନଙ୍କୁ ସରକାରୀ ଧାର୍ଯ୍ୟ ଦରରେ ସାର ଯୋଗାଇ ଦିଆଯିବ ବୋଲି ନିର୍ଦ୍ଦେଶନାମା ରହିଛି। ମାତ୍ର ଡେରାବିଶ…
ଅନ୍ଲାଇନ୍ରେ ଚିହ୍ନଟ ହେବ କରୋନା ଆକ୍ରାନ୍ତଙ୍କ ମୃତଦେହ: ପୋର୍ଟାଲରେ ମିଳିବ ସୂଚନା
ଥିରୁଭାନ୍ତମପୁରମ,୬।୮: କେରଳରେ କରୋନା ଦୈନିକ ସଂକ୍ରମଣ ମାମଲା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଏଥିସହ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ମୃତଦେହ ଚିହ୍ନଟକୁ ନେଇ ସରକାରଙ୍କ ସମସ୍ୟା ବଢ଼ିଯାଇଛି। ଏଣିକି…
ବିକାଶଠୁ ଦୂରରେ ହୁକିଟୋଲା ଦ୍ୱୀପ
ମହାକାଳପଡ଼ା,୬।୮(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ବଙ୍ଗୋସାଗର ପାଶର୍ବ ଏକ ନିର୍ଜନ ସ୍ଥାନରେ ବ୍ରିଟିଶ ସରକାରଙ୍କ ଦ୍ୱାରା ହୁକିଟୋଲା ଦ୍ୱୀପନିର୍ମାଣ କରାଯାଇଥିଲା। ଏହି ଐତିହ୍ୟ ସ୍ଥଳର ବିକାଶ ବହୁ ଦୂରରେ ରହିଥିବା ଅଭିଯୋଗ ହେଉଛି। ସୂଚନା…
ଅଡିଟ୍ ଧରିଲା ୪.୨୧ ଲକ୍ଷ ଟଙ୍କା ଆତ୍ମସାତ
ଯାଜପୁର ଅଫିସ,୬।୮: ଯାଜପୁର ଜିଲା ବଡଚଣା ବ୍ଲକ ଭରତପୁର ଓ ସାମିଆ ପଞ୍ଚାୟତର ୩ ଜଣ ପଞ୍ଚାୟତ ଏକ୍ଜିକ୍ୟୁଟିଭ ଅଫିସର (ପିଇଓ) ଜାଲିଆତି କରି ୪ ଲକ୍ଷ ୨୧ ହଜାର ୩୨୦ ଟଙ୍କା ସରକାରୀ ଅର୍ଥ ଆତ୍ମସାତ କରିଛନ୍ତି। ସେମାନେ ହେଲେ…
ସୋସିଆଲ ମିଡିଆରେ ଉଡିଲା କୋହଲିଙ୍କ ମଜାକ୍: ଜାଣନ୍ତୁ କାହିଁକି
ଲଣ୍ଡନ,୬।୮: ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଜେମ୍ସ ଆଣ୍ଡରସନଙ୍କ ଉପରେ ପ୍ରଶ୍ନ ପଚରାଯାଇଥିଲା। ପ୍ରଶ୍ନ ଥିଲା ଆପଣ ଜେମ୍ସ ଆଣ୍ଡରସନଙ୍କୁ କିପରି ସାମ୍ନା କରିବେ? ଏହା ଉପରେ ବିରାଟ…
Archives


