ନିଜ ଲଢ଼େଇ ନିଜେ ଲଢୁ ଆଫଗାନିସ୍ତାନ, କହିଲା ଆମେରିକା…
ଓ୍ବାଶିଂଟନ/କାବୁଲ,୧୧।୮: ଆଫଗାନିସ୍ତାନ ଏବଂ ତାଲିବାନ ମଧ୍ୟରେ ଗୃହ ଯୁଦ୍ଧ ଧୀରେଧୀରେ ଭୟଙ୍କର ସ୍ଥିତିରେ ପହଞ୍ଚିଛି। ଆଫଗାନିସ୍ତାନ ସୈନ୍ୟ ବାହିନୀଙ୍କୁ ସହାୟତା ଯୋଗାଉଥିବା ଆମେରିକା କୌଣସି ସାହାଯ୍ୟ ନ କରିବାକୁ କହିଛି। ଆଫଗାନିସ୍ତାନ ନିଜ ଲଢ଼େଇ ନିଜେ ଲଢୁ ବୋଲି ଆମେରିକା କହିଛି।…
କୋହଲିଙ୍କୁ ପଛରେ ପକାଇଲେ ରୁଟ୍
ଲଣ୍ଡନ,୧୧।୮: ନଟିଂହାମ ଟେଷ୍ଟରେ ଭଲ ବ୍ୟାଟିଂ ପାଇଁ ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କୁ ପୁରସ୍କୃତ ହୋଇଛନ୍ତି। ସେ ସଦ୍ୟ ପ୍ରକାଶିତ ଟେଷ୍ଟ ମାନ୍ୟତାରେ ବିରାଟ କୋହଲିଙ୍କୁ ପଛରେ ପକାଇ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ନଟିଂହାମ ଟେଷ୍ଟରେ ରୁଟ ୬୪ ଏବଂ…
ତିହାର ଜେଲ୍ରୁ ଗ୍ୟାଙ୍ଗଷ୍ଟରଙ୍କ ଧମକ, ଜଣଙ୍କ ବଦଳରେ ୪ଙ୍କୁ ହତ୍ୟା କରିବି…
ତିହାର,୧୧।୮: ପଞ୍ଜାବର ମୋହାଲିରେ ଅକାଳୀ ଦଳ ନେତା ବିକ୍ରମଜିତ୍ ଓରଫ୍ ବିକିଙ୍କ ହତ୍ୟା ପାଇଁ ପ୍ରତିଶୋଧ ନେବାକୁ ଆଉ ଦୁଇଟି ଫେସବୁକ ପୋଷ୍ଟ ଏବେ ସାମ୍ନାକୁ ଆସିଛି। ଗୋଟିଏ ପୋଷ୍ଟ ତିହାରରେ ରହୁଥିବା ସମ୍ପାତ୍ ନେହେରାଙ୍କର ରହିଛି। ସେ ଜଣଙ୍କ ବଦଳରେ…
ଭୂସ୍ଖଳନ ଯୋଗୁ ମାଟି ତଳେ ଦବିଗଲା ଯାତ୍ରୀବାହୀ ବସ୍-କାର୍, ଉଦ୍ଧାର କାର୍ଯ୍ୟରେ ସେନା…
ଚାମୋଲି,୧୧।୮: ହିମାଚଳ ପ୍ରଦେଶରେ ଭୂସ୍ଖଳନ ଯୋଗୁ ବସ ଏବଂ କାର ମାଟି ତଳେ ଦବି ଯାଇଛି। ୪୦ରୁ ଅଧିକ ଲୋକଙ୍କ ସହିତ ସ୍ଥଳଭାବରେ ଯୋଗାଯୋଗା ବିଚ୍ଛିନ୍ନ ହୋଇ ଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ ସେନାର ସହାୟତା ଲୋଡା ଯାଇଛି। ବୁଧବାର…
ମୁଖ୍ୟ ଶାସନ ସଚିବଙ୍କ ସହ ମାରପିଟ୍ ମାମଲାରେ କେଜରିଓ୍ବାଲ, ସିସୋଡିଆ ନିର୍ଦ୍ଦୋଷ ସାବସ୍ତ୍ୟ
ନୂଆଦିଲ୍ଲୀ,୧୧।୮: ଦିଲ୍ଲୀର ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସମେତ ଅନ୍ୟ ଲୋକଙ୍କୁ ଆଶ୍ୱସ୍ତି ମିଳିଛି। ବୁଧବାର ଦିଲ୍ଲୀର ରୁଜ ଏଭେନ୍ୟୁ କୋର୍ଟ ଏହି ମାମଲାର…
ଅଲିମ୍ପିକ୍ସରେ ଚମକିଥିବା ଓଡ଼ିଶାର ହକି ଖେଳାଳିଙ୍କୁ ୨.୫ କୋଟି ପୁରସ୍କାର ସହ ଡିଏସ୍ପି ଚାକିରି
ଭୁବନେଶ୍ୱର,୧୧।୮(ବ୍ୟୁରୋ): ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଥିଲା ଭାରତୀୟ ହକି ଦଳ। ଏଥିରେ ସାମିଲ ଥିବା ଓଡ଼ିଶାର ଖେଳାଳିମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ବୁଧବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପୁରୁଷ ଦଳରେ ସାମିଲ ଥିବା ବୀରେନ୍ଦ୍ର…
ନୂଆରୂପରେ ଖୁବ୍ଶୀଘ୍ର ଆରମ୍ଭ ହେବ ‘ଦ କପିଲ ଶର୍ମା ଶୋ’
ମୁମ୍ବାଇ: ଲୋକପ୍ରିୟ କମେଡି ଶୋ ‘ଦ କପିଲ ଶର୍ମା ଶୋ’ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ଏନେଇ କମେଡି କିଙ୍ଗ୍ କପିଲ ଶର୍ମା ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି। ଲୋକମାନଙ୍କୁ ପୁଣି ଥରେ ମନୋରଞ୍ଜନ କରିବା ପାଇଁ କପିଲ…
ପରଦାରେ ଯୋଡ଼ି ଥିଲା ସୁପରହିଟ୍; ହେଲେ ଏହି ସାମାନ୍ୟ କଥାକୁ ନେଇ ଅକ୍ଷୟ କୁମାରଙ୍କ ମୁହଁ ଦେଖିବାକୁ ଚାହୁଁ ନ ଥିଲେ ସୁନିଲ ସେଟ୍ଟୀ…
ବମ୍ବେ: ଏକ ସମୟରେ ପରସ୍ପରର ଭଲ ବନ୍ଧୁ ଥିଲେ ବଲିଉଡ୍ ଅଭିନେତା ସୁନିଲ ସେଟ୍ଟୀ-ଅକ୍ଷୟ କୁମାର। ପରଦାରେ ଉଭୟଙ୍କ ଯୋଡ଼ି ସୁପରହିଟ୍ ହୋଇଥିଲା। ‘ମୋହରା’, ‘ହେରାଫେରି’, ‘ଫିର ହେରା ଫେରି’, ‘ଧଡକନ୍’, ‘ଦିବାନେ ହୁଏ ପାଗଲ’, ‘ସପୁତ’ ଭଳି ଫିଲ୍ମରେ ଦୁହେଁ…
ତାଲିବାନ ପୁଣି ଦଖଲ କଲା ଆଉ ୩ସହର: ବିଶ୍ୱର ସହାୟତା ଲୋଡିଲେ ଏହି କ୍ରିକେଟର
କାବୁଲ,୧୧।୮: ଦିନକୁ ଦିନ ଆଫଗାନିସ୍ତାନ ସ୍ଥିତି ବିଗିଡ଼ିବାରେ ଲାଗିଛି। ଆଫଗାନିସ୍ତାନ ସେନାଙ୍କୁ ତାଲିବାନଙ୍କ ସହ ମୁକାବିଲା କରିବା ଏବେ କଷ୍ଟକର ହୋଇପଡ଼ିଛି। କାରଣ ଗତ ୩ରୁ୪ ଦିନ ମଧ୍ୟରେ ଦେଶରେ ଅନେକ ସହରକୁ ତାଲିବାନ ଦଖଲ କରିବା ସହ ନିଜ ଆଧିପତ୍ୟ…
ସ୍ପେସ୍ରେ ହେବ ପିଜା ପାର୍ଟିି, ରକେଟ ବୋହି ନେଲା ଆବଶ୍ୟକ ସାମଗ୍ରୀ…
ୱାଶିଂଟନ,୧୧।୮: ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନକୁ ପିଜା ନେଇ ଏକ ରକେଟ ଯାତ୍ରା କରିଛି। ଏଥିରେ ୭ ଜଣ ମହାକାଶଚାରୀଙ୍କ ପାଇଁ ଆବଶ୍ୟକ ଖାଦ୍ୟ ସାମଗ୍ରୀ ରହିଛି। ଏବେ ସ୍ପେସ୍ ଷ୍ଟେଶନ୍ରେ ମହାକାଶଚାରୀ ପିଜା ପାର୍ଟି କରିବାର ସୁଯୋଗ ପାଇବେ। ନର୍ଥ୍ରୋପ ଗ୍ରୁମ୍ୟାନ…
ଶ୍ରୀମନ୍ଦିର ଖୋଲିବା ନେଇ ଜାରି ହେଲା ଏସ୍ଓପି: ୧୬ରୁ ଜଗା ଦର୍ଶନ
ପୁରୀ ଅଫିସ,୧୧ା୮: ଶ୍ରୀମନ୍ଦିର ଖୋଲିବା ନେଇ ଏସ୍ଓପି ଜାରି ହୋଇଛି। ଗୁରୁବାରଠୁ ଦୁଇଦିନ ସେବାୟତମାନଙ୍କ ପରିବାରକୁ ଦର୍ଶନ ପାଇଁ ଅନୁମତି ରହିଛି। ଆସନ୍ତା ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କୁ ଦର୍ଶନ ପାଇଁ ଅନୁମତି ରହିଛି। ଆସନ୍ତା ୨୩ ତାରିଖରୁ ସର୍ବସାଧାରଣଙ୍କୁ…
କାଲି ରାତିରେ ଶୋଇପାରି ନାହିଁ, ଭାବୁକ ହୋଇ ଏମିତି କହିଲେ ଉପରାଷ୍ଟ୍ରପତି
ନୂଆଦିଲ୍ଲୀ,୧୧।୮: ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ସଭାପତି ଏମ୍ ଭେଙ୍କେୟା ନାଇଡୁ ବୁଧବାର ଗୃହରେ ଭାବପ୍ରବଣ ହୋଇପଡିଛନ୍ତି। ଗୃହରେ ବିରୋଧୀଙ୍କ ବିରୋଧ ପ୍ରଦର୍ଶନରେ ଦୁଃଖିତ ହୋଇ ସଭାପତି କହିଛନ୍ତି, କାଲି ସଂସଦର ପବିତ୍ରତା ନଷ୍ଟ ହୋଇଯାଇଛି। କିଛି ସଦସ୍ୟ ନିଜ ସିଟ୍…
Archives


