Home

କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପୂର୍ବତନ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର,୧୧ା୮(ବ୍ୟୁରୋ): ଲୋକାୟୁକ୍ତଙ୍କ ବିରୋଧରେ ଅଭିଯୋଗ କରିବା ସହିତ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୂର୍ବତନ ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଲୋକାୟୁକ୍ତ ଜଷ୍ଟିସ୍‌ ଅଜିତ ସିଂ ଓ ସଚିବ ମାନସ ତ୍ରିପାଠୀଙ୍କ ବିରୋଧରେ କୋର୍ଟଙ୍କ ପ୍ରଦୀପ ପାଣିଗ୍ରାହୀ। ପାଠକ ବାପ-ପୁଅ ମାମଲାରେ ଗିରଫ ହୋଇଥିବା…

ମେକ୍‌ ଇନ୍‌ ଇଣ୍ଡିଆ ସ୍ବପ୍ନର ଦୁଃଖଦ ଅନ୍ତ

ମୁମ୍ବାଇ,୧୧।୮: ମହାରାଷ୍ଟ୍ରର ୟଭତମାଲରେ ଜଣେ ଯୁବକଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’ ସ୍ବପ୍ନର ଏକ ଦୁଃଖଦ ଅନ୍ତ ଘଟିଛି। ପରୀକ୍ଷଣ ସମୟରେ ‘ମୁନ୍ନା ହେଲିକପ୍ଟର’ ଦୁର୍ଘଟଣାଗ୍ରସ୍ତ ହୋଇଯିବାରୁ ଏହାକୁ ତିଆରି କରିଥିବା ଶେଖ୍‌ ଇସ୍ମାଇଲ ଅରଫ ମୁନ୍ନା ଶେଖଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ,…

ଲୋକ ସଭା କାର୍ଯ୍ୟକାଳ ଶେଷ ହେବା ପରେ ମୋଦି-ଶାହା-ସୋନିଆଙ୍କ ସହ ବୈଠକ କଲେ ବାଚସ୍ପତି

ନୂଆଦିଲ୍ଲୀ,୧୧।୮: ଲୋକ ସଭାକୁ ବୁଧବାର ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯିବା ପରେ ବାଚସ୍ପତି ଓମ ବିର୍ଲା ଏକ ବୈଠକ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ କଂଗ୍ରେସ…

ସାନପୁଅଙ୍କ ନାମ ଜାହାଙ୍ଗୀର ରଖିବାକୁ ନେଇ ଟ୍ରୋଲ ହେଉଛନ୍ତି କରିନା; ଏବେ ନଣନ୍ଦ କହିଲେ ଏମିତି କଥା

ବମ୍ବେ: ପ୍ରଥମ ସନ୍ତାନ ପରେ ଏବେ ଦ୍ୱିତୀୟ ସନ୍ତାନର ନାମକୁ ନେଇ ଚର୍ଚ୍ଚାରେ କରିନା କପୁର ଖାନ। ସାନ ପୁଅଙ୍କ ଅସଲ ନାମ ଜାହାଙ୍ଗୀର ବୋଲି କରିନା ତାଙ୍କ ପୂସ୍ତକରେ କହିଛନ୍ତି। ଏହା ଜଣାପଡ଼ିବା ପରେ ସୋସିଆଲ ମିଡିଆରେ କରିନାଙ୍କୁ ଟ୍ରୋଲ…

ଗାୟତ୍ରୀ ମନ୍ତ୍ର ଜପ କରୁଥିଲେ ରୋଗୀ, ଡାକ୍ତର କରିଦେଲେ ବ୍ରେନ ଟ୍ୟୁମର ଅପରେଶନ

ଜୟପୁର,୧୧।୮: ରାଜସ୍ଥାନର ଜୟପୁରର ଏକ ଘରୋଇ ଡାକ୍ତରଖାନାରେ ଜଣେ ରୋଗୀଙ୍କ ଏକ ନିଆରା ଅପରେଶନ କରିଛନ୍ତି ଡାକ୍ତର। ବିଶେଷ କଥା ହେଉଛି ରୋଗୀକୁ ଚେତାଶୂନ୍ୟ ନ କରି ତାଙ୍କର ବ୍ରେନ୍‌ ଟ୍ୟୁମରର ଅପରେଶନ କରାଯାଇଛି। ଅପରେଶନ ରୋଗୀ ଗାୟତ୍ରୀ ମନ୍ତ୍ର ଜପ…

ପୁଣି ଖୋଲିପାରେ ମଲ୍‌: ଗାଇଡ୍‌ଲାଇନ୍‌କୁ ଅପେକ୍ଷା

ମୁମ୍ବାଇ,୧୧।୮: କରୋନା ଦୈନିକ ସଂକ୍ରମଣ ହ୍ରାସ ପାଇବା ପରେ ଅନେକ ରାଜ୍ୟରେ ଲକ୍‌ଡାଉନ କଟକଣାକୁ କୋହଳ କରାଯାଇଛି। ଇତିମଧ୍ୟରେ ଆର୍ଥିକ ରାଜଧାନୀ ମୁମ୍ବାଇରେ ପୁଣି ଥରେ ମଲ୍‌ ଓ ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ମିଳିପାରେ। ବର୍ତ୍ତମାନ ଧାର୍ମିକସ୍ଥଳକୁ ଖୋଲାଯିବ ନାହିଁ। ଏନେଇ…

ହାତୀ ମୃତ୍ୟୁର କାରଣ ଖୋଜୁଛି ବନ ବିଭାଗ

କେନ୍ଦୁଝର,୧୧ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ସାରୁକୁଦର ଗ୍ରାମ ନିକଟ ପାରାଭାଡି ଜଙ୍ଗଲରେ ମୃତ୍ୟୁ ଘଟିଥିବା ଏକ ମାଈ ହାତୀକୁ ଦେଖିବାକୁ ଡିଏଫ୍‌ଓ ଅଜିତ୍‌ ଶତପଥୀ, ଆରସିସିଏଫ୍‌ ଅରୁଣ କୁମାର ମିଶ୍ର , ଭେଟନାରୀ କଲେଜ, ଭୁବନେଶ୍ୱରର…

ଆଇଏଏସ୍‌ ଟପର୍ସଙ୍କ ଚର୍ଚ୍ଚିତ ପ୍ରେମ କାହାଣୀ ଶେଷ

ଜୟପୁର,୧୧।୮: ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ଟିନା ଡାବି ଏବଂ ତାଙ୍କ ଆଇଏଏସ ସ୍ବାମୀ ଅଥର ଅମିରଙ୍କ ମଧ୍ୟରେ ଛାଡପତ୍ର ହୋଇଛି। ଉଭୟ ପ୍ରାୟ ୬ ମାସ ପୂର୍ବରୁ ଉଭୟ ପାରସ୍ପରିକ ସମ୍ମତି ଦେଇ ଛାଡପତ୍ର ମାଗିଥିଲେ। ଛାଡପତ୍ର ପରେ…

ବ୍ୟବସାୟରୁ ବାର୍ଷିକ ୧୦୦ କୋଟି ରୋଜଗାର କରନ୍ତି ଏହି ଅଭିନେତା, ଖଣ୍ଡାଲାରେ ରହିଛି ୬୨୦୦ ସ୍କୋୟାର ଫୁଟ୍‌ର ହଲିଡେ ହୋମ୍‌…

ବମ୍ବେ: ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟୀଙ୍କ ଆଜି ହେଉଛି ଜନ୍ମଦିନ। ୧୯୬୧ ମସିହା ଆଜିର ଦିନରେ କର୍ନାଟକର ମାଙ୍ଗାଲୋରରେ ତାଙ୍କର ଜନ୍ମ ହୋଇଥିଲା। ସୁନୀଲଙ୍କ ପୁରା ନାମ ସୁନୀଲ ବିରପ୍ପା ସେଟ୍ଟୀ। ଲୋକେ ତାଙ୍କୁ ସ୍ନେହରେ ଅନ୍ନା ବୋଲି ଡାକିଥାନ୍ତି। ୧୯୯୨ରେ…

ପୁଣି ଥରେ ଏହି ଅଭିନେତ୍ରୀଙ୍କ ଫଟୋ ସୋସିଆଲ ଲଗାଇଲା ନିଆଁ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରା ସବୁବେଳେ ନିଜର ଲୁକ୍‌ ଏବଂ ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ ସୋସିଆଲ ମିଡିଆରେ ମଲାଇକା କିଛି ଫଟୋ ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି। ମଲାଇକା ଏହି ଫଟୋରେ ଶାଢ଼ିରେ ନଜର…

ବଚପନ୍‌ କା ପ୍ୟାର ଗୀତ ରିଲିଜ୍‌: ବାଦଶାହଙ୍କ ସହ ଦେଖିବାକୁ ମିଳିଲା ସହଦେବଙ୍କ ସ୍ବାଗ୍‌

ମୁମ୍ବାଇ: ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ‘ବଚପନ କା ପ୍ୟାର’ ଗୀତର ପପୁଲାରିଟି ଏବେ ଆକାଶ ଛୁଇଁଛି। ଯାହାକୁ ଦେଖିଲେ ଏହି ଗୀତ ଗୁଣୁଗୁଣଉଥିବାର ଦେଖିବାକୁ ମିଳେ। ସମସ୍ତଙ୍କ ମୁହଁରେ ଗୋଟିଏ ଗୀତ, ‘ବଚପନ କା ପ୍ୟାର’। ଛତିଶଗଡ଼ର ସହଦେବ ଡିରଡୋଙ୍କ…

ନିଜ ଲଢ଼େଇ ନିଜେ ଲଢୁ ଆଫଗାନିସ୍ତାନ, କହିଲା ଆମେରିକା…

ଓ୍ବାଶିଂଟନ/କାବୁଲ,୧୧।୮: ଆଫଗାନିସ୍ତାନ ଏବଂ ତାଲିବାନ ମଧ୍ୟରେ ଗୃହ ଯୁଦ୍ଧ ଧୀରେଧୀରେ ଭୟଙ୍କର ସ୍ଥିତିରେ ପହଞ୍ଚିଛି। ଆଫଗାନିସ୍ତାନ ସୈନ୍ୟ ବାହିନୀଙ୍କୁ ସହାୟତା ଯୋଗାଉଥିବା ଆମେରିକା କୌଣସି ସାହାଯ୍ୟ ନ କରିବାକୁ କହିଛି। ଆଫଗାନିସ୍ତାନ ନିଜ ଲଢ଼େଇ ନିଜେ ଲଢୁ ବୋଲି ଆମେରିକା କହିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri