ଫାଇନାଲରେ ପହଞ୍ଚି ବି ଅଧିକ ଖୁସି ନାହାନ୍ତି କେକେଆର୍ ଅଧିନାୟକ; କହିଲେ ‘କିଛି ବି ହୋଇପାରେ’
ଦୁବାଇ,୧୪।୧୦: ଚେନ୍ନାଇ ସହ ଫାଇନାଲ ଖେଳିବ କେକେଆର୍। ବୁଧବାର ଖେଳାଯାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ରୋମାଞ୍ଚକର ବିଜୟ ହାସଲ କରିଥିଲା। ୧୩୫ ରନ୍ର ବିଜୟ ଲକ୍ଷ୍ୟକୁ କୋଲକାତା ୧୯.୫ ଓଭରରେ ୭ ଉଇକେଟ ହରାଇ ହାସଲ…
ରାଜ୍ୟ ସରକାରଙ୍କୁ ରାସ୍ତାରେ ବୁଲୁଥିବା ବେଘର-ରୋଗାକ୍ରାନ୍ତଙ୍କ ରିପୋର୍ଟ ତଲବ…
ଚେନ୍ନାଇ,୧୪।୧୦: ରାସ୍ତାରେ ବୁଲୁଥିବା ବେଘର ମାନସିକ ରୋଗୀ ତଥା ରୋଗାକ୍ରାନ୍ତଙ୍କ ରିପୋର୍ଟ ସରକାରଙ୍କୁ ତଲବ କରିଛନ୍ତି ମାଡ୍ରାସ୍ ହାଇକୋର୍ଟ। ଏହା ସହିତ ସରକାରୀ ଆଶ୍ରୟ ଶିବିରର ନବୀକରଣ ଏବଂ ନିର୍ମାଣ ସମ୍ପର୍କିତ ସବିଶେଷ ତଥ୍ୟ ରାଜ୍ୟ ସରକାରଙ୍କଠାରୁ ମାଗିଛନ୍ତି। ଏସବୁ ଲୋକଙ୍କୁ…
“ପାପର ପ୍ରାୟଶ୍ଚିତ ପାଇଁ ସମାଜ ସେବା କର”: ଦିଲ୍ଲୀ ହାଇକୋର୍ଟ…
ନୂଆଦିଲ୍ଲୀ,୧୪।୧୦: ଜଣେ ମହିଳାଙ୍କୁ ପିଛା କରିବା ଏବଂ ତାଙ୍କ ମୁହଁରେ ଏସିଡ ଫିଙ୍ଗିବାକୁ ଧମକ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ଦାଖଳ କରାଯାଇଥିବା ଏକ ଆବେଦନର ବିଚାର କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, “ପାପର ପ୍ରାୟଶ୍ଚିତ ପାଇଁ ସମାଜ ସେବା କର”।…
୯ ବର୍ଷ ପୂର୍ବେ ଚେନ୍ନାଇ ସହ ଫାଇନାଲ ଖେଳିଥିଲା କୋଲକାତା; ପ୍ରଥମ ଚାମ୍ପିୟନ ଭାବେ ବାଜି ମାରିଥିଲା…
ଦୁବାଇ,୧୪।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର କ୍ୱାଲିଫାୟର-୨ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ବାଜିମାତ କରିଛି କୋଲକାତା ନାଇଟ୍ ରାଇଡର୍ସ। ସିଜନ ସାରା ଚମତ୍କାର ଖେଳି ଆସିଥିଲେ ହେଁ ବୁଧବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଦିଲ୍ଲୀ ଟିମ୍ କୋଲକାତାଠାରୁ ୩ ଉଇକେଟରେ ପରାସ୍ତ…
ସୁରକ୍ଷା ପାଇଁ ଲାଇସେନ୍ସ୍ ବନ୍ଧୁକ ରଖିବା ଆଇନଜୀବୀଙ୍କ ଲାଗି ଉଚିତ ନୁହେଁ…
ଲକ୍ଷ୍ନୌ,୧୪।୧୦: ଜଣେ ଆଇନଜୀବୀ ନିଜ ସୁରକ୍ଷା ପାଇଁ ପାଖରେ ଲାଇସେନ୍ସ୍ ବନ୍ଧୁକ ରଖିବାକୁ କରିଥିବା ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରଛନ୍ତି। କୋର୍ଟ କହିଛନ୍ତି ଯେ, ବିନା କାରଣରେ ଲାଇସେନ୍ସପ୍ରାପ୍ତ ଅସ୍ତ୍ରଶସ୍ତ୍ର ରଖିବାର ଜଣେ ଆଇନଜୀବୀଙ୍କ ଲାଗି ଠିକ ନୁହେଁ। ଏହା…
ଏକଦା ସ୍କୁଲରେ ପାଠ ପଢ଼ାଉଥିଲେ ଏହି ଅଭିନେତା, ଏବେ ଫିଲ୍ମ ପିଛା ଚାର୍ଜ କରୁଛନ୍ତି ୫ କୋଟି
ବମ୍ବେ: ସଫଳତାର ରାସ୍ତା ସେତେଟା ସହଜ ନୁହେଁ। ଏପରି କିଛି କଳାକାର ଅଛନ୍ତି ଯେଉଁମାନେ ସଂଘର୍ଷ କରି ସଫଳ ହୋଇଛନ୍ତି। ସେପରି ଜଣେ ହେଲେ ରାଜକୁମାର ରାଓ। ହରିୟାଣାର ଗୁରୁଗାଓଁରେ ରାଜକୁମାରଙ୍କ ଜନ୍ମ। ତାଙ୍କ ବାପା ରାଜସ୍ବ ବିଭାଗରେ କାମ କରୁଥିଲେ।…
ଘର ଖାଲି କରିବାକୁ ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ନିର୍ଦ୍ଦେଶ, ହରତାଳ କରିବେ କର୍ମଚାରୀ…
ନୂଆଦିଲ୍ଲୀ,୧୪।୧୦: ଏୟାର ଇଣ୍ଡିଆର ନିଲାମ ପରେ ଏହାର କର୍ମଚାରୀଙ୍କ ଉପରେ ଏବେ ସଙ୍କଟ ଘନେଇବାରେ ଲାଗିଛି। ଏୟାର ଇଣ୍ଡିଆ ଟାଟା ସନ୍ସଙ୍କ ହାତକୁ ଯିବା ପରେ ବର୍ତ୍ତମାନ ଏୟାର ଇଣ୍ଡିଆର ୟୁନିଅନ ଧର୍ମଘଟ କରିବାକୁ ଯୋଜନା କରିଛି। ଏୟାର ଇଣ୍ଡିଆର କର୍ମଚାରୀମାନଙ୍କ…
୩ ରାଜ୍ୟ ସୀମାରେ ବିଏସ୍ଏଫ୍ର କ୍ଷମତା ବୃଦ୍ଧି, ପଶ୍ଚିମବଙ୍ଗ-ପଞ୍ଜାବ କଲେ ବିରୋଧ…
ନୂଆଦିଲ୍ଲୀ,୧୪।୧୦: ପାକିସ୍ତାନ ଏବଂ ବାଂଲାଦେଶ ସହିତ ଆନ୍ତର୍ଜାତୀୟ ସୀମା ରହିଥିବା ତିନୋଟି ରାଜ୍ୟ ମଧ୍ୟରେ ୫୦ କିଲୋମିଟର ପର୍ଯ୍ୟନ୍ତ ବିଏସ୍ଏଫ୍ କ୍ଷମତା ବୃଦ୍ଧି ପାଇବ। ଆସାମ, ପଞ୍ଜାବ, ପଶ୍ଚିମବଙ୍ଗ ସୀମାରେ ବିଏସଏଫର ଅଧିକାର ବୃଦ୍ଧି ହେବ। ଏବେ ୧୫ କିଲୋମିଟର ପର୍ଯ୍ୟନ୍ତ…
ପୁଣି ବଢ଼ିଲା ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ,୧୪।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ପାର୍ବଣ ଯୋଗୁ ବୃଦ୍ଧି ପାଉଥିବା ଭିଡ଼କୁ ନେଇ ସଂକ୍ରମଣ ବଢ଼ିବାର ଆଶଙ୍କା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ…
ଅରୁଣାଚଳକୁ ନେଇ ଚାଇନାର ଦାଦାଗିରି
ନୂଆଦିଲ୍ଲୀ, ୧୪ା୧୦: ବିସ୍ତାରବାଦୀ ଚିନ୍ତାଧାରା ରଖି ଦାଦାଗିରି ଦେଖାଇବାରେ ଲାଗିଛି ଚାଇନା। ଭାରତ ସୀମାରେ ବେଆଇନ ପ୍ରବେଶକୁ ନେଇ ଉଭୟ ଦେଶର ସୈନ୍ୟ ବାରମ୍ବାର ମୁହାଁମୁହିଁ ହେଉଛନ୍ତି। ଲଦାଖ ସୀମାରେ ବିବାଦ ସମାଧାନ ପାଇଁ କମାଣ୍ଡସ୍ତରୀୟ ବୈଠକ ବସୁଛି। ହେଲେ ସ୍ଥିରତା…
ଗର୍ଭପାତ ସମୟ ସୀମା ବଢ଼ିଲା
ନୂଆଦିଲ୍ଲୀ, ୧୪ା୧୦: ଗର୍ଭପାତ ସମ୍ପର୍କରେ କେନ୍ଦ୍ର ସରକାର ନିୟମରେ ସଂଶୋଧନ ଆଣିଛନ୍ତି। ଏଥିରେ କିଛି ନିର୍ଦ୍ଦିଷ୍ଟ ଶ୍ରେଣୀର ମହିଳାଙ୍କ ନିମନ୍ତେ ଗର୍ଭପାତ ସମୟ ୨୦ରୁ ୨୪ ସପ୍ତାହକୁ ବୃଦ୍ଧି କରାଯାଇଥିବା ନେଇ ବୁଧବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ମେଡିକାଲ ଟର୍ମିନେଶନ…
କନ୍ୟା ବିକି ଚଳୁଛନ୍ତି ଆଫଗାନ୍
କାବୁଲ, ୧୪ା୧୦: ଦାରିଦ୍ର୍ୟ, ବେରୋଜଗାରୀ, ଗମ୍ଭୀର ଅର୍ଥନୀତି ସଙ୍କଟ ଯୋଗୁ ଆଫଗାନିସ୍ତାନର ଘୁର୍ ପ୍ରାନ୍ତରେ ସ୍ଥିତି ଉଦ୍ବେଗଜନକ ରହିଛି। ଅର୍ଥ, ଘରୋଇ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଆଦି ବଦଳରେ ନିଜ ନାବାଳିକା ଝିଅ ଏପରିକି ଶିଶୁକନ୍ୟାଙ୍କୁ ମଧ୍ୟ ବିକି ଦେଉଛନ୍ତି ସେଠାକାର ବାସିନ୍ଦା।…

