Home

ବରଙ୍କୁ ନେଇ ଭୟରେ ଦୌଡ଼ିଲା ଘୋଡ଼ୀ, ପଛରେ ଦୌଡ଼ିଲେ ବରଯାତ୍ରୀ…

ଆଜମେର,୨୨।୭: ରାଜସ୍ଥାନ ଆଜମେରର ଏକ ବିବାହ ଉତ୍ସବର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବିବାହ କରିବାକୁ ଯାଉଥିବା ବର ଘୋଡ଼ୀରେ ବସିଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ହଠାତ୍‌ ବାଣ ଫୁଟିବାରୁ ଭୟରେ ଘୋଡ଼ୀ ବରଙ୍କୁ ଦୌଡ଼ିଥିଲା। ବରଙ୍କ…

ନିଜକୁ ବ୍ରାହ୍ମଣ ବୋଲି କହି ଫସିଗଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଏକ ନୂଆ ବିବାଦରେ ଛନ୍ଦି ହୋଇ ପଡିଛନ୍ତି। ରାଇନା ନିଜର ଏକ ବିବୃତ୍ତି ଯୋଗୁ ସୋସିଆଲ ମିଡିଆରେ ତାଙ୍କୁ ଟାର୍ଗେଟ କରାଯାଇଛି। ଉତ୍ତରପ୍ରଦେଶରୁ ଆସିଥିବା ରାଇନାଙ୍କୁ ତାମିଲନାଡୁ ପ୍ରିମିୟର ଲିଗ (ଟିଏନ୍‌ପିଏଲ)ର ପଞ୍ଚମ ସିଜିନର…

ମନ୍ଦିରରୁ ଚୋରି: ସିସିଟିଭିରେ କଏଦ ହେଲା ସମସ୍ତ ଦୃଶ୍ୟ

ଭଦ୍ରକ ଅଫିସ,୨୨।୭: ମନ୍ଦିରରେ କଳାକନା ବୁଲାଇଲେ ଡକାୟତ। ଭଦ୍ରକ ଜାନୁଗଞ୍ଜସ୍ଥିତ ଶନି ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ମନ୍ଦିରରୁ ଦୁର୍ବୃତ୍ତମାନେ ଚୋରି କରୁଥିବା ସମୟର ଏକ ଭିଡିଓ ସିସିଟିଭିରେ କଏଦ ହୋଇଛି। ମନ୍ଦିରର ଦାନ ବାକ୍ସକୁ ଭାଙ୍ଗି ବାହାରେ…

ହାତରେ ଏକେ-୪୭ ଧରି କାମ କରୁଛନ୍ତି ଚାଇନା ଇଞ୍ଜିନିୟର…

କରାଚି,୨୨।୭: ଆତଙ୍କବାଦୀଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ପାଲଟିଥିବା ପାକିସ୍ତାନରେ ଏବେ ସଙ୍କଟ ସୃଷ୍ଟି ହୋଇଛି। ଏଠାରେ ଆତଙ୍କବାଦୀ ଆକ୍ରମଣ ଜାରି ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ତାନର ଚାଇନା-ପାକିସ୍ତାନକୋନୋମିକ୍‌ କୋରିଡୋର (ସିପିଇସି) ପ୍ରୋଜେକ୍ଟରେ କାମ କରୁଥିବା ଚାଇନା ଇଞ୍ଜିନିୟର ଏବଂ ଅନ୍ୟ କର୍ମଚାରୀମାନେ…

ସତେଜତା ଅନୁଭବ ପାଇଁ…

ଉତ୍ତର ଗୋଲାର୍ଦ୍ଧରେ ଜୁଲାଇ ମାସରେ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହୋଇଥାଏ। ଉତ୍ତାପଜନିତ କାରଣରୁ ବ୍ୟତିବ୍ୟସ୍ତ ଲାଗିଥାଏ। ସତେଜତା ଅନୁଭବ ପାଇଁ ସମସ୍ତେ ବ୍ୟାକୁଳ ହୋଇ ଉଠନ୍ତି। ଏହି ପରିପ୍ରେକ୍ଷୀରେ ଜୁଲାଇ ମାସର ୪ର୍ଥ ଗୁରୁବାର(ଚଳିତ ବର୍ଷ ୨୨ତାରିଖ)କୁ ନାଶନାଲ ରିଫ୍ରେଶ୍‌ମେଣ୍ଟ ଡେ’…

ଖୁବ୍‌ଶୀଘ୍ର ‘ଭିଷ୍ଟାଡୋମ୍‌ କୋଚ୍‌’

ଭାରତୀୟ ରେଳ ଇତିହାସ ଯେତିକି ଚର୍ଚ୍ଚିତ, ସେତିକି ଘଟଣାବହୁଳ ଏହାର କ୍ରମବିକାଶ। ବ୍ରିଟିଶ ଅମଳର ଷ୍ଟିମ୍‌ ଇଞ୍ଜିନ୍‌ରୁ ପ୍ରସ୍ତାବିତ ବୁଲେଟ୍‌ ଟ୍ରେନ୍‌ ଯାଏ ଏହି ଦୀର୍ଘ ଯାତ୍ରା ଭିତରେ ବଦଳିଯାଇଛି ଦେଶର ଅର୍ଥନୀତିର ରୂପରେଖ। ଏତେ ସବୁ ସତ୍ତ୍ୱେ ସେବା, ସମୟାନୁବର୍ତ୍ତିତାକୁ…

ଜୁଲାଇରେ ୧୬ ଏନ୍‌କାଉଣ୍ଟର, ୩୬ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି…

ଶ୍ରୀନଗର,୨୨।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧ ଅପରେଶନ୍‌ ଜାରି ରହିଛି। ଚଳିତ ଜୁଲାଇ ମାସରେ ବର୍ତ୍ତମାନ ସୁଦ୍ଧା ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ୧୬ଥର ଅନ୍‌କାଉଣ୍ଟର୍‌ କରାଯାଇଛି। ଏଥିରେ ୩୬ ଆତଙ୍କବାଦୀଙ୍କ ମୁଣ୍ଡ ଗଡିଛି। ଗତ ୬ ସପ୍ତାହ ମଧ୍ୟରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ସକ୍ରିୟ…

୪ଦିନ ହେଲାଣି ଆମ୍ବୁଲାନ୍ସରେ ମୃତଦେହ

ବାହାନଗା,୨୨ା୭(ଡି.ଏନ.ଏ.): ତାମିଲନାଡୁରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ବାଲେଶ୍ୱର ଜିଲା ବାହାନଗା ବ୍ଲକ କୁରୁଡା ଗ୍ରାମର ସଞ୍ଜୟ କୁମାର ଦାସ ନାମକ ଯୁବକଙ୍କ ମୃତ୍ୟୁ ହୋଇଛି। ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ସୋର ଥାନାରେ ଅଭିଯୋଗ କରିଛନ୍ତି।…

କଲରାପତରିଆ ବାଘଛାଲ ଜବତ: ୪ ଗିରଫ

ଦେବଗଡ଼/ରିଆମାଳ, ୨୨ା୭(ଡି.ଏନ.ଏ.): କଲରାପତରିଆ ବାଘଛାଲ ଚୋରା କାରବାର ଅଭିଯୋଗରେ ଦେବଗଡ଼ ବନ ବିଭାଗ ବୁଧବାର ୪ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ସମସ୍ତେ ସମ୍ବଲପୁର ଜିଲାର। ସେମାନେ ହେଲେ ଜମନକିରା ଥାନା ତୁଲୁବ ଗ୍ରାମର ମନୋହର ମାଝି, ନାକଟିଦେଉଳ ଥାନା…

ଟି-୨୦ରେ ଗେଲ୍‌-କୋହଲିଙ୍କଠାରୁ ଆହୁରି ବିପଜ୍ଜନକ ଏହି ବ୍ୟାଟ୍ସମ୍ୟାନ୍‌

ଲଣ୍ଡନ,୨୨।୭: ପାକିସ୍ତାନର ଉଇକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ ଟି -୨୦ କ୍ରିକେଟରେ ଦଳର ସବୁଠାରୁ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଭାବରେ ଉଭା ହୋଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଶେଷ ଟି -୨୦ ମ୍ୟାଚରେ ଅପରାଜିତ ୭୬ ରନ୍‌ର ଇନିଂସ…

ବାଘ ଶିକାରୀଙ୍କୁ ବାନ୍ଧିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର(ବ୍ୟୁରୋ)/ବାଉଁଶୁଣୀ (ଡି.ଏନ୍‌.ଏ),୨୨ା୭(ବ୍ୟୁରୋ): ରାଜ୍ୟରେ ଥମୁନି ବାଘ ଶିକାର। ବିଲୁପ୍ତ ପ୍ରାୟ ହେବାକୁ ବସିଲାଣି ବାଘବଂଶ। ବାଘଙ୍କୁ ସୁରକ୍ଷା ତଥା ଶିକାର ରୋକିବା ଦିଗରେ ବନ ବିଭାଗ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛି। ଅପରପକ୍ଷରେ କ୍ରାଇମବ୍ରାଞ୍ଚର ସ୍ପେଶାଲ୍‌ ଟାସ୍କ ଫୋର୍ସ(ଏସ୍‌ଟିଏଫ) ବିଭିନ୍ନ…

କୁକୁର ବାହାଘର, ଭିଡ଼ିଓ ଭାଇରାଲ…

ନୂଆଦିଲ୍ଲୀ,୨୨।୭: ଏବେ ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ କୁକୁର ବାହାଘର କରାଯାଉଛି। ଗୋଟିଏ କୁକୁର କନିଆ ବେଶ ହୋଇ ବସିଥିବାବେଳେ ଅନ୍ୟଟି ବର ଭଳି ମୁଣ୍ଡରେ ମୁକୁଟ ପିନ୍ଧି ବସିଛି। ୨୪ ବାର୍ଡ ଆନିମଲ୍‌ ନାମକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri