ବାଲ୍ୟ ବିବାହର ପଞ୍ଜିକରଣ ମାସେ ମଧ୍ୟରେ ଜରୁରୀ, ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିି ନେଇ ବିରୋଧୀଙ୍କ ପ୍ରତିବାଦ …
ଜୟପୁର,୧୮।୯: ଏଣିକି ରାଜ୍ୟରେ ବାଲ୍ୟ ବିବାହର ପଞ୍ଜିକରଣ ମାସେ ମଧ୍ୟରେ କରିବା ବାଧ୍ୟତାମୂଳକ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ରାଜ୍ୟ ସରକାରଙ୍କପକ୍ଷରୁ ବିବାହ ପଞ୍ଜିକରଣ ଅନିବାର୍ଯ୍ୟ ଆଇନ-୨୦୨୧କୁ ସଂଶୋଧନ କରିଛନ୍ତି। ୧୮ ବର୍ଷରୁ କମ୍…
ଜାଣନ୍ତି ଅନ୍ୟ ବାସନ ଅପେକ୍ଷା ମାଟିପାତ୍ରରେ ଖାଇଲେ ମିଳିଥାଏ ଏସବୁ ଲାଭ
ଆଲୁମିନିୟମ, ଷ୍ଟିଲ୍ ବାସନରେ ରାନ୍ଧିବା ସମୟରେ ଖାଦ୍ୟ ଅନେକ ଥର ଜଳି ଯାଇଥାଏ। ଅବଶ୍ୟ ହଜମ ହେବା ସହଜ କିନ୍ତୁ ସ୍ବାଦ ଏବଂ ପୁଷ୍ଟିକର ଶୂନ୍ୟ ହୋଇଯାଏ। କିନ୍ତୁ କମ୍ ନିଆଁରେ ଏକ ମାଟିପାତ୍ରରେ ସଠିକ୍ ଭାବରେ ରନ୍ଧା ଯାଇପାରେ। ପିତ୍ତଳ…
ଦୈନିକ ସଂକ୍ରମଣ ପୁଣି ବଢୁଛି…
ନୂଆଦିଲ୍ଲୀ,୧୮।୯: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାର ନା ଧରୁନି। ଫଳରେ ଲୋକେ ତୃତୀୟ ଲହର ନେଇ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ପୁଣି ଉପରମୁହାଁ ହୋଇଛି। କେରଳ ଯୋଗୁ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।…
ଆସନ୍ତା ୩ ମାସ ସତର୍କ ନ ରହିଲେ ବିପଦ,ବିଶେଷଜ୍ଞଙ୍କ ଚେତାବନୀ…
ନୂଆଦିଲ୍ଲୀ,୧୮।୯: କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। କରୋନାର ଦ୍ୱିତୀୟ ଲହର ଥମିବାରେ ଲାଗିଛି। କିନ୍ତୁ ଆସନ୍ତା ତିନି ମାସ ମଧ୍ୟରେ ଲୋକମାନେ ସତର୍କ ରହିବା ଆବଶ୍ୟକ। ବିଶେଷଜ୍ଞମାନେ କହିଛନ୍ତି ଯେ ଆସନ୍ତା ତିନି ମାସ ମଧ୍ୟରେ…
ମହିଳା ମନ୍ତ୍ରଣାଳୟ ହେଲା ପାପ-ପୁଣ୍ୟ ମନ୍ତ୍ରଣାଳୟ
କାବୁଲ୍, ୧୮।୯: ଆଫଗାନିସ୍ତାନର ତାଲିବାନ୍ ସରକାର ମହିଳା ମନ୍ତ୍ରଣାଳୟ ନାଁ ବଦଳାଇ ଏହାକୁ ‘ପାପ-ପୁଣ୍ୟ’ ମନ୍ତ୍ରଣାଳୟ ଭାବେ ନାମିତ କରିଛନ୍ତି। ସରକାରୀ ମନ୍ତ୍ରଣାଳୟରେ ପୁରୁଷଙ୍କ ସହ ମହିଳା କର୍ମଚାରୀମାନଙ୍କୁ କାର୍ଯ୍ୟ କରିବା ଲାଗି ଅନୁମତି ମିଳିବ ନାହିଁ ବୋଲି ତାଲିବାନ ପୂର୍ବରୁ…
କୈଳାସ ସତ୍ୟାର୍ଥୀ ଏସ୍ଡିଜି ଆଡଭୋକେଟ
ଜାତିସଂଘ, ୧୮।୯(ପି.ଟି.): ଜାତିସଂଘର ୭୬ତମ ସାଧାରଣ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ନୋବେଲ ଶାନ୍ତି ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀଙ୍କୁ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍ଡିଜି)ର ଆଡଭୋକେଟ ଭାବେ ନିଯୁକ୍ତି ଦିଆଯାଇଛି। ସତ୍ୟାର୍ଥୀଙ୍କ ସମେତ ଏସ୍ଟିଇଏମ୍ କର୍ମୀ ଭାଲେଣ୍ଟିନା ମୁନୋଜ୍ ରବାନାଲ,…
ପୋଲ ତଳେ ୧୦ ହଜାର ଶରଣାର୍ଥୀ
ଓ୍ବାଶିଂଟନ,୧୮।୯: ଡେଲ୍ ରିଓ ଇଣ୍ଟରନ୍ୟାଶନାଲ ବ୍ରିଜ୍। ଆମେରିକା ଯିବା ପାଇଁ ୩୭ ଡିଗ୍ରୀ ତାପମାତ୍ରାରେ ତମ୍ବୁ ତଳେ ଜୀବନ ବିତାଉଛନ୍ତି ହଜାର ହଜାର ହାଇତି ଶରଣାର୍ଥୀ। ସେମାନେ ମେକ୍ସିକୋ ଦେଇ ବ୍ରିଜ୍କୁ ଆସିଥିଲେ। ଅଧିକାରୀମାନେ ଘଉଡ଼ାଇ ଦେଉଥିବାରୁ ପୁଣି ମେକ୍ସିକୋ ଫେରିବାକୁ…
୮ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ନାମ ସୁପାରିସ
ନୂଆଦିଲ୍ଲୀ, ୧୮।୯: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍.ଭି. ରମନାଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ୟୁ.ୟୁ. ଲଲିତ ଏବଂ ଏ.ଏମ୍. ଖାନ୍ଓ୍ବିଲକରଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ କଲେଜିୟମ୍ ୮ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ଲାଗି ନାମ ସୁପାରିସ କରିଛନ୍ତି। ଏକାଥରେ ୮…
ପ୍ରଦୂଷଣ କମାଇବ ବାଉଁଶ
ମଣିଷ ସଭ୍ୟତା ଆରମ୍ଭରୁ ବାଉଁଶର ଯାତ୍ରା ଆରମ୍ଭ ହୋଇଛି। ଯେବେଠୁଁ ମଣିଷ ସ୍ଥାୟୀ ଭାବେ ଘର କରି ରହିବା ଆରମ୍ଭ କଲା, ସେବେଠାରୁ ବାଉଁଶ ଆବଶ୍ୟକ ସାମଗ୍ରୀ ମଧ୍ୟରେ ସାମିଲ ହୋଇ ଯାଇଥିଲା। ଶିକାର କରିବାରେ ବାଉଁଶ ଧନୁତୀର ସହିତ ଅନ୍ୟାନ୍ୟ…
ରୋମାଣ୍ଟିକ୍ ଗୀତର ଶୁଟିଂ କଲେ ସଲମାନ-କ୍ୟାଟ୍ରିନା
ମୁମ୍ବାଇ: ଫିଲ୍ମ ‘ଟାଇଗର-୩’ ପାଇଁ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ୍ ଏକ ଜବରଦସ୍ତ ଶୁଟିଂ କରିଛନ୍ତି। ସଲ୍ଲୁ ଏବଂ କ୍ୟାଟ୍ ଗୁରୁବାର ଲଭ୍ ଲକ୍ ବ୍ରିଜରେ ଏକ ରୋମାଣ୍ଟିକ୍ ଗୀତର ଶୁଟିଂ କରିଛନ୍ତି। ଏହାପୂର୍ବରୁ ଦୁହେଁ ଫିଲ୍ମ ପାଇଁ ଅନେକ…
ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଆଲର୍ଟ ଜାରି
ମୁମ୍ବାଇ,୧୮ ।୯: ନିକଟରେ ଦିଲ୍ଲୀ ସ୍ପେଶାଲ ସେଲ୍ ଦ୍ୱାରା ୬ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯିବା ପରେ ଦେଶରେ ହେବାକୁ ଯାଉଥିବା ବଡ ଧରଣର ଆତଙ୍କବାଦୀ ଆକ୍ରମଣକୁ ଏଡାଇ ଦିଆଯାଇଥିଲା । ହେଲେ ଏମାନଙ୍କ ମଧ୍ୟରେ ମୁମ୍ବାଇ ଧରାବିର ଜଣେ ସନ୍ଦିଗ୍ଧ…
ରୋହିତ୍ ଶର୍ମା ଅଧିନାୟକ ହେଲେ, ଉପଅଧିନାୟକ ହେବେ କିଏ: ରେସ୍ରେ ୩ ଜଣ
ନୂଆଦିଲ୍ଲୀ,୧୭।୯: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଟି -୨୦ ଦଳର ଅଧିନାୟକତ୍ୱ ଛାଡିବାକୁ ଘୋଷଣା କରିଛନ୍ତି। ବିରାଟ କୋହଲି ଟି -୨୦ ବିଶ୍ୱକପ ୨୦୨୧ ପରେ ଅଧିନାୟକତ୍ୱ ଛାଡିବେ। ତାଙ୍କ ସ୍ଥାନରେ ରୋହିତ ଶର୍ମା ଅଧିନାୟକ ଦୌଡ଼ରେ ଆଗରେ…
Archives


