Home

ଚାକିରି ନିୟମିତ ଦାବି

କେନ୍ଦୁଝର,୪ା୧୦(ସ୍ବ.ପ୍ର.): ଚାକିରି ନିୟମିତ କରିବାକୁ ବହୁ ଭାଷୀ ଶିକ୍ଷକ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଜଣାଇବା ସହ ସରକାରଙ୍କୁ ଦାବି କରିଛନ୍ତି। ସୋମବାର ଜିଲାର ବହୁଭାଷୀ କନିଷ୍ଠ ଶିକ୍ଷକ ସଂଘର ସଦସ୍ୟା/ସଦସ୍ୟମାନେ ସୁନିଲ କୁମାର ସମାଡଙ୍କ ନେତୃତ୍ୱରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ…

ଏଣିକି ନୂଆ ପଦ୍ଧତିରେ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର, ୪।୧୦(ବ୍ୟୁରୋ): କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଯୁକ୍ତ୨ ପରୀକ୍ଷାକୁ ନୂଆ ପଦ୍ଧତିରେ କରିବାକୁ ନିଷ୍ପତ୍ତି ନେଇଛି। ଦୁଇବର୍ଷ ମଧ୍ୟରେ ୬ଟି ଇଣ୍ଟରନାଲ ଓ ୨ଟି ଆନୁଆଲ ପରୀକ୍ଷା ହେବ। ତିନି ମାସକୁ ଥରେ ହେବାକୁ…

ଘାଟଦେବୀ ଥିଲେ ମା’ ଭଗବତୀ

ଅନେକ ଇତିହାସକାର ଦେବୀ ଗଙ୍ଗେଶ୍ୱରୀ ମନ୍ଦିର ଗଙ୍ଗବଂଶ ରାଜତ୍ୱ କାଳରେ ନିର୍ମିତ ହୋଇଥିଲା ବୋଲି ସମ୍ଭାବନା କରିଛନ୍ତି। ‘ବାୟା ଚକଡ଼ା’ ଅନୁଯାୟୀ ଗଜପତି ନରସିଂହ ଦେବଙ୍କ ଅମଳରେ ଏହା ନିର୍ମାଣ ଆରମ୍ଭ ହୋଇଥିଲା, ଯେତେବେଳେ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ପାଇଁ ଏଠାରେ…

ଲକ୍ଷ୍ମୀପୁର ହିଂସା, ୪୫ ଲକ୍ଷ କ୍ଷତି ପୂରଣରେ ପ୍ରଶାସନ-କୃଷକଙ୍କ ମଧ୍ୟରେ ସହମତି…

ଲକ୍ଷ୍ନୌ,୪।୧୦: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ହିଂସା ଘଟଣାରେ ପ୍ରଶାସନ ଏବଂ କୃଷକଙ୍କ ମଧ୍ୟରେ ସହମତି ହୋଇଛି। ୪ ମୃତକଙ୍କ ପରିବାରଙ୍କୁ ୪୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମିଳିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ପ୍ରଦାନ କରାଯାଇଛି। ସେହିପରି ଆହତଙ୍କୁ ୧୦ ଲକ୍ଷ…

ଗଜପତି ଗସ୍ତରେ ମୁଖ୍ୟମନ୍ତ୍ରୀ: ବାଣ୍ଟିଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ

ଗଜପତି,୪ା୧୦(ଡି.ଏନ୍‌.ଏ.): ଆଜି ଗଜପତି ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିଛନ୍ତି। ଗଜପତିର ୧ ଲକ୍ଷ ୩୭ ହଜାର ପରିବାର ଏହି ସ୍ମାର୍ଟ କାର୍ଡ ଦ୍ୱାରା ଉପକୃତ ହେବେ। ଏହା ସହ ମୁଖ୍ୟମନ୍ତ୍ରୀ…

ପ୍ରିୟଙ୍କା ଅଟକ, ଲଗାଇଲେ ଝାଡୁ…

ଲକ୍ଷ୍ନୌ,୪।୧୦: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ହିଂସା ଘଟଣାରେ ପୀଡ଼ିତଙ୍କୁ ଭେଟିବାକୁ ଯାଉଥିବା କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ପୋଲିସ ପକ୍ଷରୁ ଅଟକ ରଖାଯାଇଛି। ପ୍ରିୟଙ୍କା ଅଟକ ରହିଥିବା ଗେଷ୍ଟ ହାଉସରେ ଝାଡୁ ଲଗାଉଥିବାର ୪୫ ସକେଣ୍ଡର ଭିଡ଼ିଓ ଏବଂ ଫଟୋ…

ଦିନିକିଆ କ୍ରିକେଟ୍‌ର ସବୁଠୁ ଦ୍ରୁତତମ ଶତକ ହାସଲ କରିଥିଲେ ଏହି କ୍ରିକେଟର୍‌

ପାକିସ୍ତାନର ପୂର୍ବତନ ଅଧିନାୟକ ଶହିଦ ଆଫ୍ରିଦିଙ୍କ ପାଇଁ ଆଜି ଏକ ବିଶେଷ ଦିନ। ସେ ୧୯୯୬ର ଆଜିର ଦିନରେ ଶ୍ରୀଲଙ୍କା ବିପକ୍ଷରେ ଏକଦିବସୀୟ ଇନିଂସ ଖେଳିଥିଲେ। ଆଫ୍ରିଦି ଏହି ମ୍ୟାଚରେ ମାତ୍ର ୩୭ ବଲରେ ଏକଦିବସୀୟ କ୍ରିକେଟର ସବୁଠୁ ଦ୍ରୁତତମ ଶତକ…

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର, ଅର୍ଥ ପାଇଁ ଜୁଲମ

ନିମାପଡ଼ା,୪ା୧୦(ଡି.ଏନ୍‌.ଏ.): ନିମାପଡ଼ା ଅଞ୍ଚଳର ଏକ ଘରୋଇ ଚିକିତ୍ସାଳୟରେ ଜଣେ ମହିଳାଙ୍କ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଏବଂ ଚିକିତ୍ସା ବାବଦରେ ଅହେତୁକ ଅର୍ଥ ପାଇଁ ଜୁଲମ କରାଯାଉଥିବା ନେଇ ଶନିବାର ନିମାପଡ଼ା ଥାନାରେ ଅଭିଯୋଗ ହୋଇଛି। ଏନେଇ ସମ୍ପୃକ୍ତ ରୋଗୀଙ୍କ ଦେଢ଼ଶୁରଙ୍କ ଅଭିଯୋଗକ୍ରମେ ପୋଲିସ…

ଚୋରି ପାଇଁ ବନ୍ଦୋବସ୍ତ

ଭୁବନେଶ୍ୱର,୪।୧୦: ୨୦୧୫ ଅଗଷ୍ଟରେ ସ୍ଥାନୀୟ ନୟାପଲ୍ଲୀ ମମ୍‌ତାଜ ହାଇସ୍କୁଲ ସମ୍ମୁଖ ଖୋଲା ନାଳରେ ପଡ଼ି ଜଣେ ଛାତ୍ର ପ୍ରାଣ ହରାଇଥିଲେ। ଉକ୍ତ ଘଟଣାକୁ ନେଇ ସହରବାସୀଙ୍କ ମଧ୍ୟରେ ପ୍ରବଳ କ୍ଷୋଭ ପ୍ରକାଶ ପାଇଥିଲା। ଏପରି କି ସରକାରଙ୍କ ଅପାରଗତା ଯୋଗୁ ଏଭଳି…

ଦୋକାନ କାନ୍ଥ ତାଡ଼ି ଲକ୍ଷାଧିକ ଟଙ୍କାର ମୋବାଇଲ ଲୁଟିନେଲେ ଦୁର୍ବୃତ୍ତ

ପାଟଣା,୪ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସର ଅୟସକାନ୍ତ ନାୟକଙ୍କ ମୋବାଇଲ ଦୋକାନର ପଛପଟ କାନ୍ଥ ତାଡ଼ି ରବିବାର ରାତିରେ କେହି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ମୋବାଇଲ ଓ ସରଞ୍ଜାମ ଲୁଟ୍‌ କରିନେଇଛନ୍ତି। କାନ୍ଥ…

ଏମିତି ସଟ୍‌ ମାରିଲେ ବ୍ୟାଟ୍ସମ୍ୟାନ୍‌, ଭାଙ୍ଗିଗଲା କ୍ୟାମେରା ଲେନ୍ସ; ଦେଖନ୍ତୁ ଭିଡିଓ

ଶାରଜା,୪।୧୦: ଆଇପିଏଲ ୨୦୨୧ର ୪୯ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ବ୍ୟାଟ୍ସମ୍ୟାନ ନୀତୀଶ ରାଣାଙ୍କ ଉଗ୍ର ରୂପ ଦେଖିବାକୁ ମିଳିଥିଲା। ସେ କେବଳ ଚମତ୍କାର ବ୍ୟାଟିଂ କରି ଦଳର ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିନାହାଁନ୍ତି, ବରଂ ତାଙ୍କର ଶକ୍ତିଶାଳୀ…

ଆବେଦନର ୩୦ ଦିନ ମଧ୍ୟରେ ୫୦ ହଜାର ଟଙ୍କା କରୋନା ମୃତ୍ୟୁ ସହାୟତାକୁ ମଞ୍ଜୁରୀ…

ନୂଆଦିଲ୍ଲୀ,୪।୧୦: କରୋନା ମହାମାରୀ ଯୋଗୁ ମୃତ୍ୟୁ ଘଟିଥିବା ଲୋକଙ୍କ ପରିବାର ସଦସ୍ୟଙ୍କୁ ଆବେଦନ କରିବାର ୩୦ ଦିନ ମଧ୍ୟରେ ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବାକୁ ସୁପ୍ରିମ୍‌କୋର୍ଟଙ୍କ ମଞ୍ଜୁରୀ ମିଳିଛି। କରୋନା ମହାମାରୀ ଯୋଗୁ ମୃତ୍ୟୁ ଘଟିଥିବା ଲୋକଙ୍କ ପରିବାର ସଦସ୍ୟଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri