ସେଦିନ ସୌମ୍ୟାଶ୍ରୀଙ୍କ ସହ କ’ଣ ହୋଇଥିଲା: ସବୁ ସତ ଓଗାଳିବେ ICC ସଦସ୍ୟ
ବାଲେଶ୍ୱର,୧୮।୭ (ବାଞ୍ଛାନିଧି ଦେ):ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍ ବିଏଡ୍ର ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ମାମଲାରେ ଆଭ୍ୟନ୍ତରୀଣ କମିଟି (ICC) ସଦସ୍ୟଙ୍କୁ ବ୍ୟକ୍ତିଗତ ହାଜର ନିର୍ଦ୍ଦେଶ ଦିଆଯାଇଛି। ଆଜି ଓ ଆସନ୍ତାକାଲି FM କଲେଜରେ ବ୍ୟକ୍ତିଗତ…
ପାକିସ୍ତାନକୁ ଜୋରଦାର ଝଟ୍କା ଦେଲା ଆମେରିକା: ଭାରତ ପାଇଁ ଖୁସି ଖବର
ଓ୍ବାଶିଂଟନ୍,୧୮।୭:ପାକିସ୍ତାନର ଆତଙ୍କବାଦୀ ଉଦ୍ଦେଶ୍ୟକୁ ଆମେରିକା ଏକ ଜୋରଦାର ଝଟ୍କା ଦେଇଛି। ସେ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (TRF)କୁ ଏକ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି। TRF ହେଉଛି ପାକିସ୍ତାନ ସ୍ଥିତ ଲସ୍କର-ଏ-ତୋଇବାର ଏକ ସଂଗଠନ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ…
ନାବାଳିକାଙ୍କୁ ବଳାତ୍କାର କରି ଥିଲେ ଫେରାର: ଚେନ୍ନାଇରେ ମାଡ଼ିବସିଲା ପୋଲିସ
ଦେବଗଡ,୧୮।୭(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୬ ବର୍ଷର ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ଫେରାର ଥିବା ଜଣେ ଯୁବକଙ୍କୁ ଗୁରୁବାର ବାରକୋଟ ଥାନା ପୋଲିସ ଚେନ୍ନାଇରୁ ଗିରଫ କରିଛି । ଗିରଫ ଯୁବକ ଜଣକ ଅନୁଗୋଳ ଜିଲା ପାଲଲହଡା ଥାନା…
ପୁଣି ରୋଚକ ମୋଡ଼ରେ ମହାରାଷ୍ଟ୍ର ରାଜନୀତି: ଏକୁଟିଆ ହୋଇଗଲେ ଏକନାଥ, ଉଦ୍ଧବଙ୍କ ନିକଟତର ଦେବେନ୍ଦ୍ର
ମୁମ୍ବାଇ,୧୮ା୭:ମହାରାଷ୍ଟ୍ର ବିଧାନ ପରିଷଦ ବିରୋଧୀ ଦଳ ନେତା ଶିବସେନା ୟୁବିଟିର ଅମ୍ବାଦାସ ଦାନ୍ଭେଙ୍କୁ ବୁଧବାର ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ ସମ୍ବୋଧିତ କରି ଶିବସେନା ୟୁବିଟି ମୁଖ୍ୟ ଉଦ୍ଧବ ଠାକ୍ରେଙ୍କୁ କହିଥିଲେ, ଉଦ୍ଧବଜୀ ୨୦୨୯ ପର୍ଯ୍ୟନ୍ତ…
ବ୍ରିଟେନ୍ରେ ମତଦାନ ବୟସ ୧୬କୁ ହ୍ରାସ
ଲଣ୍ଡନ,୧୮ା୭:ଗଣତାନ୍ତ୍ରିକ ଭାଗୀଦାରିତା ବଢ଼ାଇବା ନିମନ୍ତେ ଆଗାମୀ ଜାତୀୟ ନିର୍ବାଚନରେ ମତଦାନ ପାଇଁ ସର୍ବନିମ୍ନ ବୟସସୀମା ୧୮ରୁ ୧୬କୁ ହ୍ରାସ କରିବାକୁ ବ୍ରିଟେନ ସରକାର ଗୁରୁବାର ଘୋଷଣା କରିଛନ୍ତି। ୨୦୨୪ ଜୁଲାଇରେ ଲେବର ପାର୍ଟି ବିଜୟୀ ହେବା ପୂର୍ବରୁ ବ୍ରିଟେନ୍ ପାର୍ଲାମେଣ୍ଟ ନିର୍ବାଚନ…
ବିଟ୍ ରୁଟକୁ କଞ୍ଚା ଖାଇବା ଠିକ ନା ସିଝାଇ ଖାଇବା ଠିକ? ଜାଣନ୍ତୁ ଏହାର ସଠିକ ଉପାୟ ନଚେତ ହୋଇପାରେ ବଡ଼ ସମସ୍ୟା
ଅଧିକାଂଶ ଲୋକ ବିଟ ରୁଟ ରସ ପିଇବାକୁ ପସନ୍ଦ କରନ୍ତି, ଅନେକ ଲୋକ ବିଟ ରୁଟକୁ ସାଲାଡ ଭାବରେ ଖାଆନ୍ତି। କଞ୍ଚା ବିଟ ରୁଟ ଉଭୟ ଜିନିଷରେ ବ୍ୟବହାର କରାଯାଏ। ବିଟ ରୁଟ ଏକ ପୁଷ୍ଟିକର ପରିବା, ଯେଉଁଥିରେ ଆଇରନ, ଫାଇବର,…
ନନ୍-ଭେଜ୍ କ୍ଷୀର କ’ଣ? କାହିଁକି ଏହାକୁ ଭାରତରେ ବିକିବାକୁ ଚାହୁଁଛି ଆମେରିକା? ଜାଣନ୍ତୁ…
ନୂଆଦିଲ୍ଲୀ,୧୭।୭: ଆମେରିକା ଏବଂ ଭାରତ ମଧ୍ୟରେ ହୋଇଥିବା ବାଣିଜ୍ୟ ଚୁକ୍ତି ଆଲୋଚନାରେ ଅଛି। ଆମେରିକା ଭାରତର ଦୁଗ୍ଧ ଶିଳ୍ପରେ ପ୍ରବେଶ କରିବାକୁ ଚାହୁଁଛି, କିନ୍ତୁ ଭାରତ ସବୁଜ ସଙ୍କେତ ଦେଉନାହିଁ। ଏହାର କାରଣ ହେଉଛି ନନ-ଭେଜ୍ କ୍ଷୀର। ଅନେକ ଗଣମାଧ୍ୟମ ରିପୋର୍ଟରେ…
ମହମ୍ମଦ ଶାମିଙ୍କ ସାବତ ଝିଅ ଅର୍ଶୀ ଜାହାଁ କିଏ? ଯାହାଙ୍କ ଉପରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହେବା ପରେ…
ନୂଆଦିଲ୍ଲୀ,୧୭।୭: ଅନେକ ସମୟରେ ହସିନ ଜାହାଁଙ୍କ ବିଷୟରେ ଖବର ଆସିଥାଏ। ହେଲେ ଏବେ ଭିନ୍ନ କାରଣକୁ ନେଇ ଟିମ ଇଣ୍ଡିଆର ଫାଷ୍ଟ ବୋଲର ମହମ୍ମଦ ଶାମିଙ୍କ ସାବତ ଝିଅ ଅର୍ଶୀ ଜାହାଁ ଚର୍ଚ୍ଚାରେ। କାରଣ ଏବେ ତାଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା…
ସ୍ବାସ୍ଥ୍ୟ ପାଇଁ ଅମୃତ ଚିଆ ସିଡ୍ସ; ଭୁଲ୍ରେ ବି ଏସବୁ ଖାଦ୍ୟ ସହ କରନ୍ତୁ ନାହିଁ ସେବନ, ଲାଭ ବଦଳରେ….
ସିଡ୍ସ ସେବନ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। କାରଣ ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ, ଆଣ୍ଟି ଅକ୍ସିଡାଣ୍ଟ, ସ୍ବାସ୍ଥ୍ୟକର ଫ୍ୟାଟ୍ସ ଏବଂ ପ୍ରୋଟିନ ରହିଥାଏ। ଏସବୁ ପୋଷକ ତତ୍ତ୍ୱ ପାଚନତନ୍ତ୍ରକୁ ସୁସ୍ଥ ରଖିଥାଏ। ସିଡ୍ସ ଖାଇବା ଦ୍ୱାରା ଇମ୍ୟୁନିଟି ବୃଦ୍ଧି ପାଇଥାଏ।…
ସ୍ବାମୀ ଥାଉ ଥାଉ ଅନ୍ୟଜଣେ ପୁରୁଷ ସହ…ବଳାତ୍କାର ଅଭିଯୋଗ ଆଣିଥିବା ମହିଳାଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୭।୭: ସୁପ୍ରିମକୋର୍ଟ ଜଣେ ବଳାତ୍କାର ଅଭିଯୋଗ ଆଣିଥିବା ମହିଳାଙ୍କ ଉପରେ ବର୍ଷିଛନ୍ତି। ଏକ ମାମଲାର ଶୁଣାଣି ସମୟରେ, ବିଚାରପତି ଏମଏମ ସୁନ୍ଦରେଶ ଏବଂ ବିଚାରପତି ଏନ. କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ ପୀଡିତ ମହିଳାଙ୍କୁ ଭର୍ତ୍ସନା କରିଥିଲେ। କାରଣ ମହିଳା ଜଣଙ୍କ ନିଜ…
ପୁଣି ଧରାପଡ଼ିଲା ପାକିସ୍ତାନର ମିଛ: ଦୁନିଆ ଆଗରେ ହେଲା ଅପମାନିତ
ଇସଲାମାବାଦ୍,୧୭।୭: ପାକିସ୍ତାନୀ ଗଣମାଧ୍ୟମ ପୁଣିଥରେ ସାରା ବିଶ୍ୱରେ ମିଛ ପ୍ରଚାର କରିବା ମାମଲାରେ ଫସି ଯାଇଛି। ଅସୀମ ମୁନିରଙ୍କ ଆତିଥ୍ୟ ପରେ ଏବେ ସେପ୍ଟେମ୍ବରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସଲାମାବାଦ ଗସ୍ତ କରିବେ ବୋଲି ପାକିସ୍ତାନ ଗଣମାଧ୍ୟମ ଦାବି କରିଥିଲା।…
ରାଜ୍ୟରେ ଚାଲିଛି ଗୁଣ୍ଡାରାଜ୍: ହସ୍ପିଟାଲରେ ପଶି ରୋଗୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଦେଖନ୍ତୁ LIVE VIDEO
ପାଟନା,୧୭।୭: ପାଟନାର ପାରସ ହସ୍ପିଟାଲରେ ଚନ୍ଦନ ନାମକ ଜଣେ ଅପରାଧୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଗୁଳିବିନିମୟର ଏକ ଲାଇଭ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଅପରାଧୀଙ୍କ ଫଟୋ କଏଦ ହୋଇଛି। ସିସିଟିଭି ଫୁଟେଜରେ ଦେଖାଯାଉଛି ଯେ, ପାଞ୍ଚ ଜଣ…
Archives


