Home

୧୪ ବର୍ଷ ତଳେ ବଞ୍ଚାଇଥିଲେ, ସେହି ବନ୍ଧୁଙ୍କ କୋଳରେ ଗଲା…

ବନ୍ଧୁଙ୍କ ବାହୁରେ ଏକ ସିମ୍ପାଞ୍ଜିର ଜୀବନ ଯାଇଛି। ଏହି ସିମ୍ପାଞ୍ଜି ଫରେଷ୍ଟ ରେଞ୍ଜରଙ୍କ ସହିତ ସେଲ୍‌ଫି ନେଇ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିଲା। ପୂର୍ବକାଙ୍ଗୋର ବିରୁଙ୍ଗା ନ୍ୟାଶନାଲ ପାର୍କରେ ରହୁଥିବା ସିମ୍ପାଞ୍ଜି ନିଜର ୪୯ ବର୍ଷୀୟ କାର୍ଯ୍ୟବାହକ ଆଣ୍ଡ୍ରେ ବାଉମାଙ୍କ…

‘ଭାବି ନ ଥିଲି କେବେ ପ୍ରଧାନମନ୍ତ୍ରୀ ହେବି’

ନୂଆଦିଲ୍ଲୀ,୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୭ ଅର୍ଥାତ୍‌ ଆଜି ତାଙ୍କର ସାମ୍ବିଧାନିକ ପଦବୀର ୨୦ବର୍ଷ ପୂରଣ କରିବାକୁ କରିଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ୩୫ ଅମ୍ଳଜାନ ପ୍ଲାଣ୍ଟର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ଗୁରୁବାର ଉତ୍ତରପ୍ରଦେଶର ରିଷିକେଶରୁ ଆସିଥିଲେ। ଏହି ଅବସରରେ…

ନବଜାତ ଶିଶୁର ମୃତଦେହକୁ ଝୁଣି ଖାଉଛି କୁକୁର, ବିଚଳିତ କରୁଛି ଦୃଶ୍ୟ

ବଲାଙ୍ଗୀର ଅଫିସ, ୭।୧୦- ବଲାଙ୍ଗୀର ସହରରେ ଗୁରୁବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଏକ ନବଜାତ ଶିଶୁର ମୃତଦେହକୁ ବୁଲା କୁକୁର ପାଟିରେ ଧରି ସହର ଭିତରେ ବୁଲୁଥିବା ଓ ଝୁଣି ଖାଉଥିବା ଦୃଶ୍ୟ ଅନେକଙ୍କୁ ବିଚଳିତ କରିଛି।…

ଅନସ୍କ୍ରିନ୍‌ ମା’ଙ୍କ ପ୍ରେମରେ ପଡିଛନ୍ତି ଏହି ଅଭିନେତା

ବିଗ୍‌ବସ୍‌ ଓଟିଟିରେ ଭାଗ ନେଇଥିବା ଜିଶାନ ଖାନ୍‌ ନିଜ ପ୍ରେମ ସମ୍ପର୍କ ସାର୍ବଜନୀନ କରିଛନ୍ତି। ଦୀର୍ଘ ଦିନ ହେବ ଜିଶାନ କୁମକୁମ ଭାଗ୍ୟ ଫେମ୍‌ ରେହାନା ପଣ୍ଡିତଙ୍କୁ ଡେଟ୍‌ କରୁଛନ୍ତି। ଜିଶାନ୍‌ ଇନ୍‌ଷ୍ଟାଗ୍ରାମରେ ରେହାନାଙ୍କ ସହ ଏକ ରୋମାଣ୍ଟିକ୍‌ ଫଟୋ ଶେୟାର…

୨୦୨୨ରେ ମିଲିଟାରୀ ସ୍କୁଲରେ ନାମ ଲେଖାଇବେ ଝିଅ…

ନୂଆଦିଲ୍ଲୀ,୭।୧୦: ଆସନ୍ତା ୨୦୨୨ ବର୍ଷ ଜୁନ୍‌ରେ ଝିଅମାନେ ମିଲିଟାରୀ ସ୍କୁଲରେ ନାମ ଲେଖାଇ ପାରିବେ। ଏନେଇ ଗୁରୁବାର ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଫଳରେ ୨୦୨୧ ଡିସେମ୍ବର ୧୮ରେ ହେବାକୁ ଥିବା ରାଷ୍ଟ୍ରୀୟ ଇଣ୍ଡିଆନ୍‌ ମିଲିଟାରୀ କଲେଜ (ଆର୍‌ଆଇଏମ୍‌ସି) ପ୍ରବେଶିକା…

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୭ା୧୦(ବ୍ୟୁରୋ): ରାଜ୍ୟ ସରକାର ଓ ପ୍ରଶାସନିକ ସେବା (ଓଏଏସ୍‌) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ୯ ଜଣ (ଓଏଏସ୍‌) ଅଫିସରଙ୍କ ବଦଳି କରାଯାଇଛି । ଝାରସୁଗୁଡ଼ା ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁଙ୍କୁ ସମ୍ବଲପୁର ମହାନଗର ନିଗମ…

ବିଶ୍ୱକପ୍‌ ପରେ ଭାରତର ହାତ ଛାଡିବେ ଆଉ ଜଣେ କୋଚ୍‌

ନୂଆଦିଲ୍ଲୀ,୭।୧୦: ୨୦୨୧ ଟି -୨୦ ବିଶ୍ୱକପ ପରେ ଭାରତୀୟ ଦଳ ଏକ ନୂତନ କୋଚ ପାଇବ ବୋଲି ଆଶା କରାଯାଉଛି। ବିଶ୍ୱକପ ପରେ କୋଚ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେଉଛି। ବିସିସିଆଇ ଏକ ନୂଆ କୋଚ ଖୋଜୁଛି। ଏହି ସମୟରେ…

ଭାଜପା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ମାନେକା-ବରୁଣ ବାହାର…

ନୂଆଦିଲ୍ଲୀ,୭।୧୦: ଭାଜପାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ମାନେକା ଗାନ୍ଧୀ ଏବଂ ବରୁଣ ଗାନ୍ଧୀଙ୍କୁ ବାହାର କରାଯାଇଛି। ବରୁଣ ଲଗାତାର ସରକାରଙ୍କର ବିଭିନ୍ନ ନୀତିର ସମାଲୋଚନା ଜାରି ରଖିଥିଲେ। ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖିରି ହିଂସାରେ ବରୁଣ ଗୁରୁବାର ନିଜ ଟୁଇଟର ହ୍ୟାଣ୍ଡେଲରେ ଏକ ଭିଡ଼ିଓ…

ମୁଣ୍ଡଳି ଟ୍ରାଜେଡି: ଆସିଲା ହାତୀର ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ, ଏହି କାରଣରୁ ହୋଇଥିଲା ମୃତ୍ୟୁ

କଟକ ଅଫିସ,୭ା୧୦: ମୁଣ୍ଡଳି ଦନ୍ତାହାତୀ ମୃତ୍ୟୁ ଘଟଣାର ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ମାନସିକ ଆଘାତ ଯୋଗୁ ହାତୀର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ମୃତ୍ୟୁର ୩ ଦିନ ଅର୍ଥାତ ୭୨ ଘଣ୍ଟା ପୂର୍ବରୁ ହାତୀର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏନେଇ…

ନକଲି ବନ୍ଧୁକ ଧରି ଚୋରି କରିବାକୁ ଆସିଥିଲେ ଦୁର୍ବୃତ୍ତ, ନିର୍ଧୂମ ଛେଚିଲେ ଗ୍ରାମବାସୀ

ମାଲକାନଗିରି,୭ା୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ପଦ୍ମଗିରି ପଞ୍ଚାୟତରେ ବୁଧବାର ବିଳମ୍ବିତ ରାତିରେ ସୀମାନ୍ତ ଛତିଶଗଡ଼ ରାଜ୍ୟର କିଛି ଚୋର ଗାଁକୁ ଚୋରି କରିବା ଉଦ୍ଦେଶ୍ୟରେ ପଶି ଆସିଥିଲେ। ଚୋରମାନେ ପଦ୍ମଗିରି ଗ୍ରାମରେ ପଶି ଚୋରି କରିବାକୁ ଯାଉଥିବା ବେଳେ ଗ୍ରାମର କିଛି ଲୋକ…

୧୫୨.୯୫ କିମି ପ୍ରତି ଘଣ୍ଟା: ଜାଣନ୍ତୁ ସବୁଠାରୁ ଦ୍ରୁତ ବୋଲିଂ କରି ଚର୍ଚ୍ଚାରେ ଥିବା ଉମ୍‌ରାନ୍‌ କିଏ, କୋହଲି ବି ଏବେ…

ଆବୁଧାବି,୭।୧୦: ରାତାରାତି ଖେଳାଳିଙ୍କ ଭାଗ୍ୟ ବଦଳାଇଥାଏ ଆଇପିଏଲ୍‌। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଅନେକ ଯୁବ କ୍ରିକେଟର ଏହି ପ୍ଲାଟଫର୍ମରୁ ନିଜର କ୍ୟାରିୟର ଆରମ୍ଭ କରି ଏବେ ଦୁନିଆର ଶ୍ରେଷ୍ଠ ଖେଳାଳି ଭାବେ ପରିଗଣିତ ହେଉଛନ୍ତି। ଏଭଳି କିଛି ଘଟିଛି…

ଅଭିଯୁକ୍ତ କିଏ, ସେ ଗିରଫ ହୋଇଛନ୍ତି କି: ଯୋଗୀ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ …

ନୂଆଦିଲ୍ଲୀ,୭।୧୦: ଉତ୍ତରପ୍ରଦେଶ ଲକ୍ଷ୍ମୀପୁୁର ହିଂସା ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ କଡ଼ା ପ୍ରଶ୍ନ ପଚରା ଯାଇଛି। ଏହି କାଣ୍ଡର ଅଭିଯୁକ୍ତ କିଏ? ତାଙ୍କୁ ଗିରଫ କରାଯାଇଛି କି ବୋଲି ପ୍ରଧାନ ବିଚାରପତି ଏନ.ଭି. ରମନାଙ୍କ ନେତୃତ୍ୱରେ ଗଠିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri