Home

ଏକୁଟିଆ ଲଢିବ କଂଗ୍ରେସ

ପାଟନା,୨୨।୧୦: ବିବାହରରେ ମହାମେଣ୍ଟର ବ୍ରେକ ଅପ ଖବର ସାମ୍ନାକୁ ଆସିଛି।ରାଜ୍ୟ କଂଗ୍ରେସ ଦାୟିତ୍ୱରେ ଥିବା ଭକ୍ତ ଚରଣ ଦାସ ଏହି ପ୍ରସଙ୍ଗରେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ ପାଟନାରେ ପହଞ୍ଚିବା ମାତ୍ରେ କହିଛନ୍ତି, ମହାମେଣ୍ଟ ଭାଙ୍ଗିବା ପାଇଁ କେବଳ ଆନୁଷ୍ଠାନିକ…

ଶାଢ଼ି ପିନ୍ଧି ଫଟୋ ଶୁଟ୍‌ କଲେ ଏହି ଅଭିନେତ୍ରୀ,ପ୍ରଶଂସକ କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ସେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ଅନେକ ସମୟରେ ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ପ୍ରଶଂସକମାନେ ମଧ୍ୟ ଶ୍ରଦ୍ଧାଙ୍କ ସୌନ୍ଦର୍ଯ୍ୟରେ ପାଗଳ। ନିକଟରେ ସେ…

ପାକିସ୍ତାନ ଟିମ୍‌ ପାଖରେ ହରାଇବାକୁ କିଛି ନାହିଁ, କିନ୍ତୁ ଟିମ୍‌ ଇଣ୍ଡିଆର ସ୍ଥିତି ଖରାପ: ଶୋଏବ

ନୂଆଦିଲ୍ଲୀ,୨୨।୧୦: ପାକିସ୍ତାନ ବିପକ୍ଷରେ ଅକ୍ଟୋବର ୨୪ରେ ଟି-୨୦ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ ଖେଳିବ ଭାରତ। ଏହି ମୁକାବିଲାକୁ ନେଇ ଏବେଠାରୁ ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି। ଗୋଟିଏ ପଟେ ଦୁଇଟିଯାକ ଅଭ୍ୟାସ ମ୍ୟାଚ୍‌ରେ ବିଜେତା ହୋଇ ଭାରତର ମନୋବଳ ଦୃଢ଼ ରହିଥିବା…

ଅମିତାଭଙ୍କ ଘରେ ଭଡ଼ାରେ ରହିବେ ଏହି ଅଭିନେତ୍ରୀ

ବମ୍ବେ: ଘର ଖୋଜୁଥିଲେ ବଲିଉଡ୍‌ ଅଭିନେତ୍ରୀ କ୍ରିତି ସେନନ। ଚାରିଆଡେ ଖୋଜି ଖୋଜି ଥକି ଯାଇଥିଲେ ହେଁ ମନଲାଖି ଘର ଖଣ୍ଡିଏ ମିଳୁ ନ ଥିଲା। ଶେଷରେ ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ଏକ ନୂଆ ଡୁପ୍ଲେକ୍ସକୁ ଘରଭଡ଼ାରେ ନେଇଛନ୍ତି କ୍ରିତି। ଯେଉଁ…

ଅର୍ଥାଭାବ, ସ୍ତ୍ରୀସ୍ବାମୀ ଭିତରେ ଝଗଡ଼ା ଲାଗି ରହୁଛି କି? କର୍ପୂରକୁ ଏଭଳି ବ୍ୟବହାର କରି ଦେଖନ୍ତୁ ପରିଣାମ…

ସାଧାରଣତଃ କର୍ପୂରର ବ୍ୟବହାର ପୂଜା ସମୟରେ କରାଯାଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ କର୍ପୂର ଘରେ ଥିବା ନକରାତ୍ମକ ଶକ୍ତିକୁ ଶେଷ କରିଥାଏ। ଏହାଦ୍ୱାରା ପରିବାରରେ ହସଖୁସିର ପରିବେଶ ଥାଏ। କେବଳ ଏତିକି ନୁହେଁ କର୍ପୂର ଧନ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ କାରିଗର…

ପରିବାର ବଢ଼ାଇବା ପାଇଁ ଏହି ସହରରେ ମାଗଣାରେ ମିଳୁଛି ଜମି, ରହିଛି ଏଭଳି ସର୍ତ୍ତ

କାନବେରା,୨୨ା୧୦: ଭାରତର ଜନସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। କିନ୍ତୁ କିଛି ଦେଶ ଅଛି ଯେଉଁଠି ଏହାର ବିପରୀତ। ସମ୍ପ୍ରତି ଅଷ୍ଟ୍ରେଲିଆର କ୍ୱିଲିପ୍‌ ସହରରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜନସଂଖ୍ୟା ବହୁତ କମ୍‌ ଅଟେ। ପରିସଂଖ୍ୟାନ ଅନୁଯାୟୀ,…

୨୨ ବର୍ଷରେ ୭୨ କୋଟି ଟଙ୍କାର ମାଲିକାଣୀ ଅନନ୍ୟା

ଡ୍ରଗ୍ସ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଅଢେଇ ଘଣ୍ଟା ପଚରାଉଚରା କରିବା ପରେ ଏନସିବି ଆଜି ତାଙ୍କୁ ପୁଣି ପଚରାଉଚରା ପାଇଁ ଡାକିଛି। ଅନନ୍ୟାଙ୍କୁ ସକାଳ ୧୧ ଟାରେ ଯାଞ୍ଚ୍‌ ଏଜେନ୍ସିରେ ହାଜର ହେବାକୁ ପଡିବ। ୨୨ ବର୍ଷୀୟ ଅନନ୍ୟା…

ଅଭିନେତା ନୁହେଁ ବରଂ ଜଣେ ଡାକ୍ତରଙ୍କୁ ଭଲପାଇ ବସିଥିଲେ ଏହି ଅଭିନେତ୍ରୀ, ପ୍ରଥମ ଡେଟ୍‌ରେ ଡରିଯାଇ…

ବମ୍ବେ: ବଲିଉଡ୍‌ର ଅନେକ ଅଭିନେତାଙ୍କ ସହ କାମ କରିଥିଲେ ସେ, ହେଲେ ମନ ଦେଇଥିଲେ ଜଣେ ଡାକ୍ତରଙ୍କୁ। ଆମେ କଥା ହେଉଛୁ ଚୁଲବୁଲି ମାଧୁରୀ ଦିକ୍ଷୀତଙ୍କ କଥା। ଯେତେବେଳେ ସେ ଜଣେ ଡାକ୍ତରଙ୍କ ପ୍ରେମରେ ପଡ଼ିଛନ୍ତି ବୋଲି ଜଣାପଡ଼ିଥିଲା, ପ୍ରଶଂସକ ଚକିତ…

ରୋହିଙ୍ଗ୍ୟା ଶରଣାର୍ଥୀ କ୍ୟାମ୍ପ୍‌ ଉପରେ ଆକ୍ରମଣ: ୭ ମୃତ

ଢାକା,୨୨।୧୦: ବାଂଲାଦେଶର ରୋହିଙ୍ଗ୍ୟା ଶରଣାର୍ଥୀ କ୍ୟାମ୍ପରେ ଶୁକ୍ରବାର ଏକ ବଡ଼ ବିସ୍ଫୋରଣ ଘଟିଛି। ଏଠାରେ ଥିବା କ୍ୟାମ୍ପ୍‌ରେ ଆକ୍ରମଣ ହୋଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏହି ରୋହିଙ୍ଗ୍ୟା କ୍ୟାମ୍ପରେ ଥିବା ମଦ୍ରାସା ଉପରେ ଏହି ଆକ୍ରମଣ କରାଯାଇଥିଲା। ଘଟଣାସ୍ଥଳରେ…

ବିନା ଚାଳକରେ ରାସ୍ତାରେ ଗଡୁଛି ବାଇକ୍‌, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। କିଛି ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତି ଏକ ବାଇକ୍‌ ସିଟ୍‌ ଉପରେ ବସିଛନ୍ତି ଏବଂ ବାଇକ୍‌ଟି ମନକୁ ମନ ଚାଲୁଛି।…

ଦିନେ ବଢିଲେ, ଦିନେ କମୁଛି

ନୂଆଦିଲ୍ଲୀ,୨୨।୧୦: ଦେଶରେ କରୋନା ସଂକ୍ରମିତଙ୍କ ସଖ୍ୟର ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୧୫,୭୮୬ଟି ମାମଲା ସାମ୍ନାକୁ ଆସିଥିବାବେଳେ ୨୩୧ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ…

ଅକ୍ଟୋବର ୨୪ରେ ସୋସିଆଲ ମିଡିଆରୁ ଗାଏବ ହୋଇଯିବେ ସାନିଆ ମିର୍ଜା: ଜାଣନ୍ତୁ କାହିଁକି

ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ଆଇସିସି ଟି -୨୦ ବିଶ୍ୱକପ ୨୦୨୧ରେ ପାକିସ୍ତାନ ଆନୁଷ୍ଠାନିକ ଭାବେ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ଟେନିସ ତାରକା ତଥା ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ସ୍ତ୍ରୀ ସାନିଆ ମିର୍ଜା ଏହି ଟୁର୍ଣ୍ଣାମେଣ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri