ଜମ୍ମୁ ସତଓ୍ବାରିରେ ପୁଣି ଡ୍ରୋନ୍
ଶ୍ରୀନଗର,୨୧।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ସଂଗଠନ ଲଗାତର ଭାବେ ବର୍ତ୍ତମାନ ଜମ୍ମୁ ଅଞ୍ଚଳକୁ ଟାର୍ଗେଟ କରି ଷଡ଼ଯନ୍ତ୍ର ରଚୁଛନ୍ତି। ଏଥିପାଇଁ ସୀମାରେ ଡ୍ରୋନ୍ର ବ୍ୟବହାର କରାଯାଉଛି। ବୁଧବାର ଜମ୍ମୁରେ ପୁଣି ଥରେ ଡ୍ରୋନ୍ର ଗତିବିଧି ନଜର ଆସିଛି। ଭୋର ପ୍ରାୟ ୪ଟା ୧୫ମିନିଟ୍ରେ…
ରାଜ୍ କୁନ୍ଦ୍ରାଙ୍କ ଅଶ୍ଳୀଳ ଭିଡିଓ ପ୍ରସ୍ତୁତିକୁ ନେଇ ମୁହଁ ଖୋଲିଲେ ଏହି ଅଭିନେତ୍ରୀ
ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ କେସ୍ରେ ଗହନା ବଶିଷ୍ଠଙ୍କ ନାମ ଆସିଛି। ଗହନାଙ୍କ ଉପରେ ମଧ୍ୟ ଆଡଲ୍ଟ ଫିଲ୍ମ ଶୁଟିଂ ଏବଂ ଗ୍ୟାଙ୍ଗ୍ ରେପ୍ ପରି ଅଭିଯୋଗ ଆସିଛି। ସେ କିଛିମାସ ତଳେ…
ଭାରତରେ କରୋନାଜନିତ ୫୦ଲକ୍ଷ ମୃତ୍ୟୁ: ରିପୋର୍ଟ
ଓ୍ବାଶିଂଟନ୍,୨୧।୭: କରୋନା ଦ୍ୱିତୀୟ ଲହର ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। କରୋନା ଦୈନିକ ସଂକ୍ରମଣ ସ୍ଥିର ରହୁଥିବା ବେଳେ ସମ୍ଭାବ୍ୟ ତୃତୀୟ ଲହରର ବିପଦ ଏବେ ବଢ଼ିବାରେ ଲାଗିଛି। ପୂର୍ବରୁ କରୋନା ଦ୍ୱିତୀୟ ଲହର ଭାରତରେ ତାଣ୍ଡବ ରଚିଥିବା ବେଳେ…
ରାଜ୍ୟବାସୀଙ୍କୁ ଇଦ୍ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୧ା୭(ବ୍ୟୁରୋ): ଆଜି ହେଉଛି ପବିତ୍ର ଇଦ୍-ଉଜ୍-ଜୁହା। ଏହି ଅବସରରେ ସମସ୍ତ ମୁସଲମାନ ଭଉଣୀଭାଇଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟରୁ କରୋନା ସମ୍ପୂର୍ଣ୍ଣ ଭାବେ ଦୂର ହୋଇନାହିଁ।…
ଆଜିଠୁ ଲାଲକିଲ୍ଲା ବନ୍ଦ
ନୂଆଦିଲ୍ଲୀ,୨୧।୭: ସ୍ବାଧୀନତା ଦିବସ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ସାଧାରଣ ନାଗରିକଙ୍କ ପାଇଁ ଲାଲକିଲ୍ଲା ଆଜିଠୁ ବନ୍ଦ ରହିଛି। ଜୁଲାଇ ୨୧ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଲାଲକିଲ୍ଲା ପରିଦର୍ଶନ ବନ୍ଦ ରହିବ। ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ ଇଣ୍ଡିଆ (ଏଏସଆଇ) ପକ୍ଷରୁ ଏନେଇ ସୂଚନା…
ସିଦ୍ଧୁଙ୍କ ଶକ୍ତି ପ୍ରଦର୍ଶନ: ୬୨ ବିଧାୟକ ଅମୃତସରରେ ପହଞ୍ଚିଲେ
ଚଣ୍ଡିଗଡ,୨୧।୭।ପଞ୍ଜାବ କଂଗ୍ରେସର ସଙ୍କଟ ମଧ୍ୟରେ ଦଳର ନବନିଯୁକ୍ତ ସଭାପତି ନବଜୋତ ସିଂ ସିଦ୍ଧୁ ବୁଧବାର ଅମୃତସରରେ ପ୍ରଥମ ବୈଠକ ଡାକିଥିଲେ। ଏହାପୂର୍ବରୁ ସିଦ୍ଧୁ କଂଗ୍ରେସ ମନ୍ତ୍ରୀ, ବିଧାୟକ ତଥା ରାଜ୍ୟର ବରିଷ୍ଠ ନେତାଙ୍କ ସହ ପୁନଃସମନ୍ବୟ ଅଭିଯାନରେ ଜଡିତ ଥିଲେ। ଏଭଳି…
ଆସନ୍ତା ସପ୍ତାହରେ ଭାରତ ଆସିପାରନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ,୨୧।୭: ଭାରତ ଗସ୍ତରେ ଆସିପାରନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନ୍। ଆସନ୍ତା ସପ୍ତାହରେ ସେ ଆସିବା ନେଇ ଭାରତ ଓ ଆମେରିକା ମଧ୍ୟରେ ବିଚାର ବିମର୍ଶ ଚାଲିଛି। ଉଭୟ ପକ୍ଷରୁ ଗସ୍ତର ତାରିଖ ଏବଂ ଅନ୍ୟାନ୍ୟ ଆନୁସାଙ୍ଗିକ ବିବରଣୀ ଚୂଡ଼ାନ୍ତ…
ଏହି ଆଇପିଏସ୍ କହିଲେ ଜିଲାପି ଖାଇବାକୁ ଦେଉନାହାନ୍ତି ସ୍ତ୍ରୀ, ଫଟୋ ଭାଇରାଲ
ଜିଲାପି ଖାଇ ନ ପାରିବାର କଷ୍ଟ ତାମିଲନାଡୁର ଆଇପିଏସ୍ ଅଧିକାରୀ ଟୁଇଟରରେ ଶେୟାର କରିଛନ୍ତି। ଯାହା ବର୍ତ୍ତମାନ ଭାଇରାଲ ହେଉଛି। ଏହି ଆଇପିଏସ୍ ଅଧିକାରୀ ଟୁଇଟ୍ କରି କହିଥିଲେ ପିଲାଦିନେ ତାଙ୍କର ଜିଲାପି ବହୁତ ପସନ୍ଦ ଥିଲା। ଏହି ସମୟରେ ସେ…
‘ମୁଖ୍ୟମନ୍ତ୍ରୀ ଚେହେରା ନାହିଁ, ଦଳ ପାଇଁ ମିଳିମିଶି କାମ କର’
ବେଙ୍ଗାଲୁରୁ,୨୧।୭: ୨୦୨୩ ବିଧାନସଭା ନିର୍ବାଚନ ପୂର୍ବରୁ କର୍ନାଟକରେ କଂଗ୍ରେସ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। କଂଗ୍ରେସ ନେତା ସିଦ୍ଧରମୈୟା ଏବଂ କର୍ନାଟକ ୟୁନିଟ ସଭାପତି ଡି.କେ ଶିବକୁମାର ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ୨୦୨୩ ନିର୍ବାଚନ ପାଇଁ ଦଳ ମୁଖ୍ୟମନ୍ତ୍ରୀ ଚେହେରା…
ଅବକାରୀ ବିଭାଗର ଚଢ଼ାଉ, ୪ ଜଣଙ୍କୁ ଉଠାଇ ନେଲା ଟିମ୍
ଗଞ୍ଜାମ,୨୧ା୭(ଡି.ଏନ୍.ଏ.): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅଧିକାଂଶ ସମୟରେ ବେଆଇନ ମଦ ବିକ୍ରି ଅଭିଯୋଗ ହେଉଛି। ତେବେ ଏହି ଅଭିଯୋଗକୁ ଆଧାର କରି ପୂର୍ବ ଓ୍ବାରେଣ୍ଟ ଥିବା ୪ ଜଣଙ୍କୁ ବୁଧବାର ସ୍ବତନ୍ତ୍ର ଅବକାରୀ ଟିମ୍ ଉଠାଇ ନେଇଥିବା ଜଣାପଡିଛି…
ମଣିପୁରରେ କଂଗ୍ରେସର ବଢିଲା ସଙ୍କଟ: ଭାଜପାରେ ସାମିଲ ହୋଇପାରନ୍ତି ୮ ବିଧାୟକ
ଇମ୍ଫାଲ,୨୧।୭: ମଣିପୁରରେ କଂଗ୍ରେସ ଉପରେ ସଙ୍କଟ ଦେଖାଦେଇଛି। ନମଣିପୁର କଂଗ୍ରେସ କମିଟି ସଭାପତି ଗୋବିନ୍ଦଦାସ କୋନ୍ଥୁଜାମ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ବୁଧବାର ୮ ଜଣ କଂଗ୍ରେସ ବିଧାୟକ ଭାଜପାରେ ଯୋଗ ଦେଇପାରନ୍ତି ଚର୍ଚ୍ଚା ହେଉଛି। ଗୋବିନ୍ଦ ବିଷ୍ଣୁପୁର…
ବାର୍ଡ ଫ୍ଲୁରେ ୧୧ବର୍ଷର ପିଲାର ମୃତ୍ୟୁ
ନୂଆଦିଲ୍ଲୀ,୨୧।୭: କରୋନା ପ୍ରକୋପ ମଧ୍ୟରେ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଦିଲ୍ଲୀର ଏମ୍ସ ହସ୍ପିଟାଲରେ ବାର୍ଡ ଫ୍ଲୁ ବା ଏଭିଆନ୍ ଇନ୍ଫ୍ଲୁଏନ୍ଜା (ଏଚ୍୫ଏନ୍୧)ଆକାନ୍ତଙ୍କ ପ୍ରଥମ ମୃତ୍ୟୁ ଘଟିଛି। ଦିଲ୍ଲୀ ଏମ୍ସରେ ବାର୍ଡ ଫ୍ଲୁ ଯୋଗୁ ଜଣେ ୧୧ବର୍ଷର ପିଲାର ମୃତ୍ୟୁ…
Archives


