ତୃତୀୟ ଲହର ଆଶଙ୍କା କମ୍, ସ୍କୁଲ ଖୋଲିବା ନିଷ୍ପତ୍ତି ବୁଝି ବିଚାରି କରିବା ଆବଶ୍ୟକ …
ନୂଆଦିଲ୍ଲୀ,୧୩।୯: ଦେଶରେ କରୋନା ମହାମାରୀର ତୃତୀୟ ଲହର ଆସିବା ଆଶଙ୍କା କମ୍ ରହିଛି। ତେବେ ସ୍କୁଲ ଖୋଲିବା ନେଇ ସରକାର ବୁଝି ବିଚାରି ନିଷ୍ପତ୍ତି ଗ୍ରହଣ କରିବା ଆବଶ୍ୟକ ବୋଲି ଆଇସିଏମ୍ଆର୍ର ପୂର୍ବତନ ବୈଜ୍ଞାନିକ ଡ. ରମନ ଗଙ୍ଗାଖେଡ଼କର କହିଛନ୍ତି। କରୋନା…
ପ୍ରକାଶ ପାଇଲା +୨ କଟ୍ ଅଫ୍ ମାର୍କ
ଭୁବନେଶ୍ୱର,୧୩।୯(ବ୍ୟୁରୋ):ଯୁକ୍ତ ଦୁଇ କଲେଜରେ ନାମଲେଖା ପାଇଁ ସୋମବାର ପ୍ରକାଶ ପାଇଛି ପ୍ରଥମ ମେରିଟ ଲିଷ୍ଟ। ଦିନ ସାଢେ ୧୧ଟାରେ ସାମସ ୱେବସାଇଟ (www.samsodisha.gov.in)ରେ ତାଲିକା ପ୍ରକାଶ ପାଇଛି। ସେଠାରୁ ଛାତ୍ରୀଛାତ୍ର ମେଧା ତାଲିକା ଦେଖିପାରିବେ। ମେରିଟ ଲିଷ୍ଟରେ ଥିବା ଛାତ୍ରୀଛାତ୍ର ଆସନ୍ତାକାଲିଠୁ…
ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହରେ ପାଣି,ଅର୍ଦ୍ଧାଧିକ ବୁଡିଲା ବିଗ୍ରହ
ଆରଡି, ୧୩।୯, (ଡି.ଏନ.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ ସୋମବାର ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପ୍ରାୟ ୧ ଫୁଟ ଉଚ୍ଚତାରେ ପାଣି ଥିବାରୁ ମଣିବାବାଙ୍କ ବିଗ୍ରହ ଅର୍ଦ୍ଧାଧିକ ବୁଡିଯାଇଛି। ଫଳରେ ମଙ୍ଗଳ ଆଳତି ସହ ଦୈନନ୍ଦିନ ନୀତିକାନ୍ତି ପୂଜାରେ ବିଳମ୍ବ…
ଦେବାଳିଆ ମାମଲାର ବିଚାର ୩୩୦ ଦିନ ମଧ୍ୟରେ ଶେଷ କରିବାକୁ ଏସ୍ସିଙ୍କ ନିର୍ଦ୍ଦେଶ…
ନୂଆଦିଲ୍ଲୀ,୧୩।୯: ଦେବାଳିଆ ମାମଲାର ବିଚାର ୩୩୦ ଦିନ ମଧ୍ୟରେ ଶେଷ କରିବାକୁ ସୁପ୍ରିମ୍କୋର୍ଟ (ଏସ୍ସି) ସୋମବାର କହିଛନ୍ତି। ନ୍ୟାଶନାଲ କମ୍ପାନୀ ଲ ଆପେଲେଟ୍ ଟ୍ରିବ୍ୟୁନାଲକୁ ଏନେଇ କଡ଼ା ପଦକ୍ଷେପ ଗ୍ରହଣ କରିବା ଉପରେ ଶୀର୍ଷ କୋର୍ଟ ଗୁରୁତ୍ୱରୋପ କରିଛନ୍ତି। ଆଇନଗତ ବ୍ୟବସ୍ଥା…
ଆହୁରି ଛେଚିବ: ୫ ଜିଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି
ଭୁବନେଶ୍ୱର,୧୩।୯(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇ ଚାନ୍ଦବାଲି ଦେଇ ଆଜି ସକାଳେ ସ୍ଥଳପଥ ଅତିକ୍ରମ କରିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତମପଶ୍ଚିମ ଦିଗରେ ଉତ୍ତର ଓ ଉତ୍ତର ଛତିଶଗ ଓ…
ବର୍ଷା ନେଲା ୩ ଜୀବନ
କେନ୍ଦ୍ରାପଡ଼ା ଅଫିସ୍,୧୩।୯: କେନ୍ଦ୍ରାପଡା ଜିଲାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ବଙ୍ଗୋପସାଗରରେ ଲଘୁପାତଜନିତ ବର୍ଷା ବିପତ୍ାତ କେନ୍ଦ୍ରାପଡା ଜିଲାରେ ପ୍ରଭାବ ପକାଇଛି ା ଲଗାଣ ବର୍ଷା ୩ ଜଣଙ୍କର ଜୀବନ ନେଇଛି ା କାନ୍ଥ ପଡି ୨ ଜଣଙ୍କର ମୃତ୍ୟୁ…
ସୀମା ଉପରେ ରହିଛି କଡ଼ା ନଜର, ସୂଚନା ଦେଲା ବିଏସ୍ଏଫ୍…
ଶ୍ରୀନଗର,୧୩।୯: ଆଫଗାନିସ୍ତାନରେ ତାଲିବାନ୍ କ୍ଷମତା ଦଖଲ ପରେ ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ କଡ଼ା ନଜର ରଖାଯାଇଛି। ଏନେଇ ବିଏସ୍ଏଫ୍ ପକ୍ଷରୁ କୁହାଯାଇଛି। ଭାରତରେ ଅନୁପ୍ରବେଶ ପାଇଁ ପାକିସ୍ତାନର ଷଡ଼ଯନ୍ତ୍ରକୁ ରୋକିବା ପାଇଁ ମିଳିତ ସୁରକ୍ଷା କର୍ମୀ ସଜାଗ ରହିଛନ୍ତି।…
ଗୋଟିଏ ଘଟଣା ଯୋଗୁ ବଦଳିଯାଇଥିଲା ଏହି ମହାନ କ୍ରିକେଟ୍ରଙ୍କ ଜୀବନ:ପାଇଥିଲେ ‘କିଙ୍ଗ ଅଫ ସ୍ପିନ’ ଆଖ୍ୟ
ଦୁନିଆର ମହାନ ସ୍ପିନର ସେନ୍ ୱାର୍ନ ଆଜି ଅର୍ଥାତ୍ ୧୩ ସେପ୍ଟେମ୍ବର ୨୦୨୧ରେ ୫୨ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। କ୍ରିକେଟରେ ତାଙ୍କର ସଫଳତା ଦୁନିଆର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ଉଦାହରଣ। ୱାର୍ନ ଛୋଟ ଥିବାବେଳେ ଫୁଟବଲ ଏବଂ…
ସନ୍ଦିଗ୍ଧ ବ୍ୟାଗ୍ରୁ ୪ ଗ୍ରେନେଡ୍ ଜବତ…
ଶ୍ରୀନଗର,୧୩।୯: ଜମ୍ମୁ-କଶ୍ମୀରର ଶ୍ରୀନଗରରୁ ଏକ ସନ୍ଦିଗ୍ଧ ବ୍ୟାଗ୍ରୁ ୪ ଗ୍ରେନେଡ୍ ଜବତ ହୋଇଛି। ସିଆର୍ପିଏଫ୍ ଟିମ୍ ପକ୍ଷରୁ ସ୍ଥାନୀୟ ବେମିନା ଅଞ୍ଚଳରେ ଥିବା ଏକ ପବ୍ଲିକ୍ ସ୍କୁଲ୍ ପରିସରରୁ ବ୍ୟାଗ୍ଟି ମିଳିଛି। ସ୍କୁଲ୍ ନିକଟରେ ଥିବା ରୋଡ୍ ଡିଭାଇଡରଠାରେ ବ୍ୟାଗ୍ ପଡ଼ିଥିବା…
ଏକଛତ୍ରବାଦୀ ଶାସକ ପରୀକ୍ଷା କଲେ କ୍ରୁଜ୍ କ୍ଷେପଣାସ୍ତ୍ର…
ପୋୟଙ୍ଗୟାଙ୍ଗ୍,୧୩।୯: ଆମେରିକା ସହିତ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ଦୀର୍ଘ ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛନ୍ତି। ଏପରି କରି ସେ ଆମେରିକାକୁ ଚେତାବନୀ ଦେଇଛନ୍ତି। ଉତ୍ତରକୋରିଆର ସରକାରୀ ଗଣମାଧ୍ୟମ ସଂସ୍ଥା…
ଆଜି କରୋନା ନେଲା ୬ ଜୀବନ
ଭୁବନେଶ୍ୱର,୧୩।୯(ବ୍ୟୁରୋ):ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୬ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଖ୍ୟା ୮,୧୦୪ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ପାରାଦୀପରେ ବର୍ଷା ସାଙ୍ଗକୁ ପବନ: ସମୁଦ୍ର ଅଶାନ୍ତ
ପାରାଦୀପ,୧୩।୯(ସ୍ବ.ପ୍ର): ଜଗତସିଂହପୁର ଜିଲାରେ ଲଗାଣ ବର୍ଷାରେ ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ପାରାଦୀପରେ ଜୋରରେ ବର୍ଷା ହେଉଥିବା ବେଳେ ସମୁଦ୍ର ଅଶାନ୍ତ ହୋଇପଡିଛି। ବର୍ଷା ସାଙ୍ଗକୁ ପବନ ଯୋଗୁ ଘରୁ ବାହାରିବା ମୁସ୍କିଲ ହୋଇପଡିଛି। ମଧୁବନ ଅଞ୍ଚଳବାସୀ ସମ୍ପୂର୍ଣ୍ଣ ଭାବେ ଜଳବନ୍ଦୀ ହୋଇଯାଇଛନ୍ତି।…
Archives


