Home

ସଂକ୍ରମଣର ସୁନାମୀ ଆସିଲେ ବି ଆମେ ପ୍ରସ୍ତୁତ

ମୁମ୍ବାଇ,୪।୧: କୋଭିଡ୍‌-୧୯ର ତୃତୀୟ ଲହର ପାଇଁ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏପରି କି ସଂକ୍ରମଣର ସୁନାମୀ ଆସିଲେ ବି ଆମେ ସଫଳତାର ସହିତ ତା’ର ସମ୍ମୁଖୀନ ହେବୁ। ଏଭଳି ଦୃଢ଼ୋକ୍ତି ଦେଇଛନ୍ତି ମୁମ୍ବାଇ ମେୟର କିଶୋରୀ ପେଡନେକର।…

ଆପଣ-ଶାଶୁ ଯେମିତି ଭଲରେ ଅଛନ୍ତି, ଆମକୁ ସେମିତି ରହିବାକୁ ଦିଅନ୍ତୁ: ତପସ୍ବିନୀ

ବ୍ରହ୍ମପୁର ଅଫିସ,୪।୧: ଯାହା ଚାହୁଁଥିଲେ ତାହା ହିଁ ହେଲା। ଦୀର୍ଘ ୪୪ ଦିନ ଧାରଣାରେ ବସିବା ପରେ ଛତ୍ରପୁର କୋର୍ଟଙ୍କ ରାୟ ତପସ୍ବିନୀ ଦାଶଙ୍କ ସପକ୍ଷରେ ଆସିଛି। ଏହା ଶୁଣିବା ପରେ ଖୁସିରେ କାନ୍ଦି ପକାଇଛନ୍ତି ସେ। ପ୍ରତିକ୍ରିୟା ଦେଇ ଧର୍ମର…

ସନ୍ତାନଙ୍କୁ ଜନ୍ମ ଦେବା ଅବା ନଦେବା ନିଷ୍ପତ୍ତି ମା‘ଙ୍କର ବ୍ୟକ୍ତିଗତ ମୌଳିକ ଅଧିକାର…

ନୂଆଦିଲ୍ଲୀ,୨୫।୧୧: ଏକ ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ସନ୍ତାନଙ୍କୁ ଜନ୍ମ ଦେବା ଅବା ନ ଦେବା ମହିଳାଙ୍କର ବ୍ୟକ୍ତିଗତ ମୌଳିକ ଅଧିକାର। ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୧ ଅନ୍ତର୍ଗତ ଏହି ଅଧିକାରରେ…

ଘଣ୍ଟ ବଜାଇଲେ ପ୍ରଧାନମନ୍ତ୍ରୀ

ଇମ୍ଫାଲ,୪।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନିକିଆ ଉତ୍ତର-ପୂର୍ବ ରାଜ୍ୟ ମଣିପୁର ଗସ୍ତ କରିଛନ୍ତି। ମଣିପୁରରେ ୪୮୦୦ କୋଟିରୁ ଅଧିକ ମୂଲ୍ୟର ୨୨ ଟି ପ୍ରକଳ୍ପର ମୂଳଦୁଆ ପ୍ରଧାନମନ୍ତ୍ରୀ ସ୍ଥାପନ କରିଛନ୍ତି। ଇମ୍ଫାଲରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ…

୪୪ ଦିନ ଧାରଣାରେ ପୂର୍ଣ୍ଣଚ୍ଛେଦ: ସୁମିତଙ୍କ ଘରେ ରହିବେ ତପସ୍ବିନୀ

ବ୍ରହ୍ମପୁର ଅଫିସ,୪।୧: ଶେଷରେ ୪୪ ଦିନ ଧାରଣାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ବହୁଚର୍ଚ୍ଚିତ ତପସ୍ବିନୀ ଦାଶ-ସୁମିତ ସାହୁ ବୈବାହିକ ଜୀବନରେ ବିବାଦ ମାମଲାରେ ଛତ୍ରପୁର ଜିଲା କୋର୍ଟ ମଙ୍ଗଳବାର ବଡ଼ ରାୟ ଦେଇଛନ୍ତି। ସୁମିତଙ୍କ ବ୍ରହ୍ମାନଗରସ୍ଥିତ ଘରେ ତପସ୍ବିନୀ ରହିବେ। ଏହାଛଡ଼ା ସୁମିତ…

ତୃତୀୟଥର କରୋନା ଆକ୍ରାନ୍ତ ହେଲେ ବାବୁଲ ସୁପ୍ରିୟୋ

କୋଲକତା,୪।୧: ପୂର୍ବତନ ଭାଜପା ଏମ୍‌ପି ତଥା ଟିଏମସି ନେତା ବାବୁଲ ସୁପ୍ରିୟୋ ପୁଣି ଥରେ କରୋନା ସଂକ୍ରମିତ ହୋଇଛନ୍ତି। ସେ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଟୁଇଟର ମାଧ୍ୟମରେ ସେ କହିଛନ୍ତି, ତାଙ୍କ ସ୍ତ୍ରୀ, ବାପା ଏବଂ ଅନେକ କର୍ମଚାରୀ…

ବିହାରରେ ଆତଙ୍କବାଦୀ ସଂଗଠନକୁ ସକ୍ରିୟ କରୁଛନ୍ତି ଚାଇନା-ପାକିସ୍ତାନ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଗଲା ଗୁପ୍ତ ସୂଚନା…

ନୂଆଦିଲ୍ଲୀ, ୪।୧ : ଇଣ୍ଡିଆନ୍‌ ମୁଜାହିଦ୍ଦିନ (ଆଇଏମ) ଆତଙ୍କବାଦୀ ସଂଗଠନ ନେପାଳରେ ଆଶ୍ରୟ ନେଇଛି। ସଂଗଠନ ବିହାର ଏବଂ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ବେଶ୍‌ ସକ୍ରିୟ ହେବାରେ ଲାଗିଛି। ଏନେଇ ସୀମା ପାରରୁ ଚାଇନା ଏବଂ ପାକିସ୍ତାନର ସହାୟତା ମଧ୍ୟ ଇଣ୍ଡିଆନ୍‌…

୧୦୦ ବର୍ଷ ମଧ୍ୟରେ ଦ୍ୱିତୀୟ କ୍ରିକେଟର୍‌ ଭାବେ ଏମିତି ରେକର୍ଡ କଲେ ପୂଜାରା

ଜୋହାନ୍ସବର୍ଗ,୪।୧:ଭାରତୀୟ କ୍ରିକେଟର୍‌ ଚେତେଶ୍ୱର ପୂଜାରାଙ୍କ କ୍ୟାରିୟର୍‌ ଏବେ ବିପଦଳରେ ରହିଛି। ଲଗାତାର ସେ ବ୍ୟାଟିଂ ଫ୍ଲପ୍‌ ସାବ୍ୟସ୍ତ ହୋଇଛନ୍ତି। ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ଦଳରୁ ହଟାଇବାକୁ ଦାବି କରୁଛନ୍ତି। ପୂଜାରା ଦୀର୍ଘ ଦିନ ହେବ ଏକ ଶତକ ସ୍କୋର କରିନାହାଁନ୍ତି…

ଚର୍ଚ୍ଚାରେ କ୍ୟାଟ୍ରିନାଙ୍କ ମଙ୍ଗଳସୁତ୍ର: ଦାମ୍‌ ରହିଛି…

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ବିବାହ ପରେ ସୋସିଆଲ ମିଡିଆରେ ସକ୍ରିୟ ହୋଇପଡିଛନ୍ତି। ପ୍ରଶଂସକଙ୍କ ସହ ନୂଆ ନୂଆ ଫଟୋ ମଧ୍ୟ ଶେୟାର କରୁଛନ୍ତି। ନିକଟରେସେ ସେ ଶୀତବସ୍ତ୍ର ପିନ୍ଦି ଏକ ଫଟୋ ଶେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ…

ସୂର୍ଯ୍ୟ ନମସ୍କାର ନେଇ ବିବାଦ…

ନୂଆଦିଲ୍ଲୀ, ୪।୧ : ଦେଶରେ ସ୍ବାଧୀନତା ଦିବସର ୭୫ ତମ ବାର୍ଷିକୀ ପାଳନ ଅବସରରେ ବିଭିନ୍ନ ବିଦ୍ୟାଳୟରେ ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଭାରତ ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ନିର୍ଦ୍ଦେଶ ଜାରି କରାଯାଇଥିଲା।…

ଗର୍ଭସ୍ଥ ସନ୍ତାନଠାରେ ସମସ୍ୟା ଥିଲେ ଗର୍ଭପାତ କରାଯାଇ ପାରିବ, ହାଇକୋର୍ଟଙ୍କ ରାୟ

ମୁମ୍ବାଇ,୨୫।୧୧: ଏକ ମାମଲାର ବିଚାର କରି ମୁମ୍ବାଇ ହାଇକୋର୍ଟ କହିଛନ୍ତି ଯେ, ଗର୍ଭସ୍ଥ ସନ୍ତାନଠାରେ ସମସ୍ୟା ଥିଲେ ଗର୍ଭପାତ କରାଯାଇ ପାରିବ। ବିଚାରପତି ଏସ.ଜେ.କାଥଓ୍ବାଲା ଏବଂ ମାଧବ ଜାମଦାରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଗର୍ଭସ୍ତ ସନ୍ତାନଠାରେ ସମସ୍ୟା ଥିଲେ…

ଗାଭାସ୍କରଙ୍କ ବଡ଼ ଭବିଷ୍ୟବାଣୀ

ଜୋହାନ୍ସବର୍ଗ,୪।୧: ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ସାମ୍ନା କରୁଛି। ଏହି ସିରିଜର ପ୍ରଥମ ମ୍ୟାଚ ଜିତିବା ପରେ ଭାରତ ଏବେ ୧-୦ରେ ଆଗୁଆ ରହିଛି। କିନ୍ତୁ ଟିମ ଇଣ୍ଡିଆର କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?