Home

୬୩ ଲକ୍ଷ କାମ: ୬ ମାସ ନ ପୂରୁଣୁ ପୁଣି ୨୪ ଲକ୍ଷ

ପଟ୍ଟାମୁଣ୍ଡାଇ,୭ା୧ (ସ୍ବ.ପ୍ର.):ପଟ୍ଟାମୁଣ୍ଡାଇ ଦଶ ହଜାରୀ ଉତିକଣ ବନ୍ୟାବନ୍ଧ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ୬୩ ଲକ୍ଷ ଟଙ୍କାର କାମ ହୋଇଛି ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି। ହେଲେ ସେହି ରାସ୍ତା ୬ ମାସ ନ ପୂରୁଣୁ…

ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର(ବ୍ୟୁରୋ)/ ମାହାଙ୍ଗା(ସ୍ବ.ପ୍ର.),୭ା୧:ମାହାଙ୍ଗା ଡବଲ ମର୍ଡର ଘଟଣାକୁ ବର୍ଷେ ପୂରିଛି। ଏହି ଅବସରରେ ଗୁରୁବାର ମାହାଙ୍ଗାରେ ଆୟୋଜିତ ଏକ ସ୍ମୃତିସଭାରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବର୍ଷକ ତଳେ ମାହାଙ୍ଗାରେ ଭାଜପା…

ଧଳା କୁମ୍ଭୀର ଶାବକର ନାମ ଦିଆଗଲା ଶ୍ୱେତା

ରାଜନଗର, ୭ା୧(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳଠାରେ ଥିବା ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ୩ ବର୍ଷର ଶାବକ ଧଳା କୁମ୍ଭୀର ପର୍ଯ୍ୟଟକଙ୍କ ମନ ମୋହୁଛି। ଗୁରୁବାର ଶାବକ ଧଳା କୁମ୍ଭୀରର ନାମକରଣ କରାଯାଇ ଶ୍ୱେତା ରଖାଯାଇଛି। ଭିତରକନିକାର…

ଆଜିଠାରୁ ୫୦%ରେ ଚାଲିବ ଅଫିସ

ଭୁବନେଶ୍ୱର,୭ା୧(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ମହାମାରୀର ପ୍ରକୋପ ପୁଣି ବୃଦ୍ଧି ପାଇଛି। କୋଭିଡ୍‌ର ନୂଆ ଭାରିିଆଣ୍ଟ ଓମିକ୍ରନ୍‌ ଯୋଗୁ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାନୁୟାରୀ ମାସ ପାଇଁ କଟକଣାକୁ କଡ଼ାକଡ଼ି କରିଛନ୍ତି। ଶୁକ୍ରବାରଠାରୁ…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି: ଛୁରି ଧରି ମଞ୍ଚ ଉପରକୁ ଚଢିଲେ ଯୁବକ

ଡେରାଡୁନ୍‌,୭।୧: ଉତ୍ତରାଖଣ୍ଡ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ସୁରକ୍ଷାରେ ଏକ ବଡ଼ ଧରଣର ତ୍ରୁଟି ଦେଖିବାକୁ ମିଳିଛି। ଉଧମ ସିଂ ନଗରର କାଶୀପୁରରେ ତାଙ୍କ ସାଧାରଣ ସଭାରେ ଜଣେ ଯୁବକ ହାତରେ ଛୁରି ଧରି ମଞ୍ଚ…

୩୩ ବର୍ଷ ରେକର୍ଡ ଭାଙ୍ଗିଲେ ଅଧିନାୟକ

ଜୋହାନ୍ସବର୍ଗ,୬।୧: ଜୋହାନ୍ସବର୍ଗରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୭ ଉଇକେଟରେ ଭାରତକୁ ପରାସ୍ତ କରିଛି। ଏହି ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଡିନ୍‌ ଏଲଗାର ଜବରଦସ୍ତ ବ୍ୟାଟିଂ କରି ଅପରାଜିତ ୯୬ ରନ କରିଥିଲେ। ଏହି ଇନିଂସ ସହିତ ଏଲଗାର…

ନିର୍ବାଚନୀ ରାଲି ସମ୍ଭବ ନୁହେଁ

ନୂଆଦିଲ୍ଲୀ,୭।୧: କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ବଡ଼ ରାଲି ଓ ରୋଡ୍‌ ଶୋ’ ଆୟୋଜନ କରିବା ସମ୍ଭବ ନୁହେଁ ବୋଲି ନୀତି ଆୟୋଗ ସଦସ୍ୟ ତଥା ଭାରତର କୋଭିଡ୍‌ ଟାସ୍କଫୋର୍ସ ମୁଖ୍ୟ ଭି.କେ. ପଲ୍‌ ଗୁରୁବାର ନିର୍ବାଚନ କମିଶନ (ଇସି)ଙ୍କୁ ଅବଗତ କରାଇଛନ୍ତି।…

ଓମିକ୍ରନ୍ ସଂକ୍ରମିତଙ୍କ ପାଇଁ ଅଭାବ ପଡିଲାଣି ଭେଣ୍ଟିଲେଟର!

ଲସ ଆଞ୍ଜେଲସ,୭ ।୧: ଆମେରିକାରେ ପ୍ରତିଦିନ ୧୦ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ଫଳରେ ହସ୍ପିଟାଲରେ ବେଡ୍‌ର ଅଭାବ ପରିଲକ୍ଷିତ ହେଲାଣି । ଏହାରି ଭିତରେ ଆଇସିୟୁରେ ରୋଗୀଙ୍କ ସଂଖ୍ୟା କମ୍ ଥିବା କୁହାଯାଉଥିଲା । ହେଲେ ଆମେରିକାର…

ଏଲ୍‌ପିଜି ନିଆଁରେ କାଜାଖସ୍ତାନ

ନୂର୍‌ ସୁଲତାନ, ୭ା୧:୧୯୯୧ରେ ସୋଭିଏଟ୍‌ ସଂଘରୁ ଅଲଗା ହୋଇଥିବା କାଜାଖସ୍ତାନ ବିଶ୍ୱର ନବମ ବୃହତ୍ତମ ଦେଶ। ଏହାର ଉତ୍ତରରେ ରୁଷିଆ ଓ ପୂର୍ବରେ ରହିଛି ଚାଇନା ସୀମା। ଭରପୂର ତୈଳ ଉତ୍ସ ରଣନୈତିକ ଓ ଆର୍ଥିକ କ୍ଷେତ୍ରରେ କେନ୍ଦ୍ରୀୟ ଏସିଆରେ କାଜାଖସ୍ତାନର…

୨୦୨୨ ନିର୍ବାଚନ: ଗୋଟିଏ ବୁଥରେ ସର୍ବାଧିକ ୧୨୫୦ଜଣ କରିପାରିବେ ମତଦାନ

ନୂଆଦିଲ୍ଲୀ,୭ ।୧: ଦେଶରେ କରୋନା ମହାମାରୀର ପ୍ରକୋପକୁ ଦେଖି ଦେଶରେ ୫ ରାଜ୍ୟରେ ହେବାକୁ ଯାଉଥିବା ନିର୍ବାଚନକୁ ଶୀଘ୍ର ଶେଷ କରିବାକୁ ନିର୍ବାଚନ କମିଶନ ଚିନ୍ତା କରୁଛନ୍ତି । ଏହାକୁ ନେଇ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ…

ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମା ବଢ଼ିଲା: ଲୋକ ସଭା ପ୍ରାର୍ଥୀ ୯୫ ଲକ୍ଷ, ବିଧାନସଭା ପ୍ରାର୍ଥୀ ୪୦ ଲକ୍ଷ ଯାଏ ବ୍ୟୟ କରିପାରିବେ

ନୂଆଦିଲ୍ଲୀ,୭ା୧: ଲୋକ ସଭା ଓ ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀମାନଙ୍କ ଖର୍ଚ୍ଚ ସୀମାକୁ ବୃଦ୍ଧି କରାଯାଇଛି। ଲୋକ ସଭା ପ୍ରାର୍ଥୀଙ୍କ ଲାଗି ସର୍ବୋଚ୍ଚ ଖର୍ଚ୍ଚ ସୀମା ୭୦ ଲକ୍ଷ ଟଙ୍କା ଥିବାବେଳେ ଏହା ୯୫ ଲକ୍ଷକୁ ବୃଦ୍ଧି ହୋଇଛି। ସେହିପରି ବିଧାନସଭା…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି:ସୁପ୍ରିମକୋର୍ଟରେ ଶୁଣାଣି ଆଜି

ନୂଆଦିଲ୍ଲୀ,୭ା୧:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ବେଳେ ସୁରକ୍ଷାରେ ତ୍ରୁଟିକୁ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି ସମ୍ପର୍କିତ ଏକ ପିଟିଶନର ଶୁଣାଣି ଶୁକ୍ରବାର ସୁପ୍ରିମକୋର୍ଟରେ ହେବ। ଏନେଇ ସର୍ବୋଚ୍ଚ ଅଦାଲତ ଗୁରୁବାର ପଞ୍ଜାବ ସରକାରଙ୍କୁ ନୋଟିସ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବୁଧବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri