Home

ସାଧାରଣତନ୍ତ୍ର ଦିବସରେ ମୋ ଉଚ୍ଚତାଠୁ ବଡ଼ ଟ୍ରଫି ପାଇଥିଲି: ସୂର୍ଯ୍ୟମୟୀ ମହାପାତ୍ର…

ସେ ଚ୍ୟାଲେଞ୍ଜ ନେବାକୁ ପସନ୍ଦ କରନ୍ତି। ବିଉଟି ଅପେକ୍ଷା ଟ୍ୟାଲେଣ୍ଟକୁ ବେଶି ଗୁରୁତ୍ୱ ଦିଅନ୍ତି। ସମସ୍ତଙ୍କ ମନରେ ନିଜର ଏକ ସ୍ବତନ୍ତ୍ର ଛାପ ଛାଡିବାକୁ ଚାହାନ୍ତି, ଯାହାକି ତାଙ୍କ ଭିନ୍ନ ସ୍ବାଦର ଚଳଚ୍ଚିତ୍ର ତଥା ସିମ୍‌ଲା ଫିଲ୍ମ ଫେଷ୍ଟିଭାଲ୍‌ରେ ବେଷ୍ଟ ଫିଚର…

ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ ଆରମ୍ଭ, ସର୍ଭେ ରିପୋର୍ଟ…

ନୂଆଦିଲ୍ଲୀ, ୨୩।୧ : ଦେଶରେ ଓମିକ୍ରନ ଭାରିଆଣ୍ଟ୍‌ର ଗୋଷ୍ଠୀ ସଂକ୍ରମଣ ହେବାର ସଙ୍କେତ ମିଳିିଛି। ଇଣ୍ଡିଆନ୍‌ ସାର୍ସ-କୋଭ୍‌-୨ ଜେନୋମିକ୍ସ କନସୋର୍ଟିୟମ୍‌ (ଇନସାକୋଗ୍‌) ଏହାର ସର୍ବଶେଷ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ କୋଭିଡ୍‌-୧୯ର ଓମିକ୍ରନ ଭାରିଆଣ୍ଟ୍‌ ଦେଶରେ ଗୋଷ୍ଠୀସ୍ତରରେ ବ୍ୟାପିବାରେ ଲାଗିଛି।…

୧୦୦ କଏଦୀ ହେବେ ମୁକ୍ତ…

ଲକ୍ଷ୍ନୌ, ୨୩।୧ : ସାଧାରଣତନ୍ତ୍ର ଦିବସ ଅବସରରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଭଲ ଆଚରଣ, ବୃଦ୍ଧାବସ୍ଥାରେ ପହଞ୍ଚିଥିବା ଏବଂ ଗୁରୁତର ରୋଗରେ ପୀଡିତ ୧୦୦ କଏଦୀଙ୍କୁ ସରକାର ମୁକ୍ତ କରିବେ। ଯେଉଁମାନେ ୧୬…

ବିନା ଡ୍ରେସ୍‌ରେ ପୋଜ୍‌ ଦେଇଥିବା ଏହି କୁନି ଶିଶୁ ଆଜି ବଲିଉଡ୍‌ର ସୁପରଷ୍ଟାର

ମୁମ୍ବାଇ: ଆଜିକାଲି ବଲିଉଡ୍‌ ସେଲିବ୍ରିଟିମାନଙ୍କର ପିଲାଦିନର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ମଧ୍ୟ ସେମାନଙ୍କର ପ୍ରିୟ ଷ୍ଟାରମାଙ୍କର ପିଲାଦିନର ଫଟୋ ଦେଖିବାକୁ ଭଲ ପାଆନ୍ତି। ସୋସିଆଲ ମିଡିଆରେ ଏହିପରି ଗୋଟିଏ ଫଟୋ ପୁଣି ଥରେ ସାମ୍ନାକୁ…

ଲାଇନ୍‌ରେ ଛିଡ଼ା ହୋଇ ଦିନକୁ ୧୬ ହଜାର ରୋଜଗାର କରୁଛନ୍ତି ଏହି ଯୁବକ, କିପରି ଜାଣିଲେ…

ଟଙ୍କା ରୋଜଗାର ପାଇଁ ଲୋକମାନେ କିଛି ବି କରିପାରନ୍ତି। ସେଭଳି ଜଣେ ବ୍ୟକ୍ତି ଏବେ ଧାଡ଼ିରେ ଛିଡ଼ା ହୋଇ ମାସକୁ ୧୬ହଜାର ରୋଜଗାର କରୁଛନ୍ତି। ଦିନକରୁ କିଛି ସମୟ କାଢ଼ି ସେ ଏପରି କରୁଛନ୍ତି। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ।…

‘ଫୁଲ୍‌ ଔର୍‌ କାଣ୍ଟେ’ର ଏହି ଅଭିନେତ୍ରୀଙ୍କୁ ଏବେ ଆଉ ଚିହ୍ନି ହେଉନି

ମୁମ୍ବାଇ: ଆପଣ ନିଶ୍ଚିତ ଭାବରେ ଫିଲ୍ମ ‘ଫୁଲ୍‌ ଔର୍‌ କାଣ୍ଟେ’କୁ ମନେ ରଖିଥିବେ। ୧୯୯୧ରେ ଫିଲ୍ମଟି ରିଲିଜ ହୋଇଥିଲା। ଏଥିରେ ଅଜୟ ଦେବଗନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ସେହିପରି ତାଙ୍କ ବିପକ୍ଷରେ ନାୟିକା ମଧୁ ଅଭିନୟ କରିଥିଲେ। କୁହାଯାଏ, ଏହି…

ପରୋକ୍ଷରେ ପ୍ରିୟଙ୍କାଙ୍କୁ ଟାର୍ଗେଟ କଲେ ତସଲିମା, ସରୋଗେସୀକୁ କହିଲେ ‘ରେଡିମେଡ୍‌ ଛୁଆ’

ବମ୍ବେ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ପରୋକ୍ଷରେ କଟାକ୍ଷ କରିଛନ୍ତି ଲୋକପ୍ରିୟ ଲେଖିକା ତସଲିମା ନସରିନ୍‌। ନିକଟରେ ପିସି ମା’ ହୋଇଛନ୍ତି। ସରୋଗେସୀ ଜରିଆରେ ପିସିଙ୍କ ଏକ କନ୍ୟା ସନ୍ତାନ ହୋଇଥିବା କୁହାଯାଉଛି। ଏହି ଖବର ବିଷୟରେ ଅଭିନେତ୍ରୀ ଜଣାଇବା ପରେ ନାଁ…

ପରିବା ବିକୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ କିଛି ଭିଡିଓ ଆମକୁ ଶିକ୍ଷା ଦେଇଥାଏ ତ ଆଉ କିଛି ମନୋରଞ୍ଜନର ଖୋରାକ ଯୋଗାଇଥାଏ। ଲୋକମାନେ ଏହିପରି ଭିଡିଓକୁ ବହୁତ ପସନ୍ଦ କରନ୍ତି। ଏବେ ସେମିତି ଏକ…

ଦେଶରେ ୧୬୧.୯୨ କୋଟିରୁ ଅଧିକ ଡୋଜ୍‌ ଟିକା ଦିଆସରିଲାଣି

ନୂଆଦିଲ୍ଲୀ,୨୩ା୧: ସାରା ଦେଶରେ କରୋନା ଭୂତାଣୁ ରେକର୍ଡ ଭାଙ୍ଗି ଚାଲିଛି। ତେବେ ଭାରତରେ ଟିକାକରଣ ଅଭିଯାନ ମଧ୍ୟ ଜୋର୍‌ସୋରରେ ଚାଲିଛି। ଏହି ପର୍ଯ୍ୟାୟରେ, ଭାରତରେ ଟିକାକରଣ ଅଭିଯାନ ଗୋଟିଏ ପଟେ ରେକର୍ଡ ସୃଷ୍ଟି କରିଛି। ଭାରତରେ ଟିକାକରଣ ଅଭିଯାନ ୧୬୧.୯୨ କୋଟି…

ଦେଖିଲେ ଚିହ୍ନି ହେଉନି

ବମ୍ବେ: ପ୍ରତ୍ୟେକ ଚରିତ୍ରରେ ନିଜକୁ ଢ଼ାଳିବା ଲାଗି କଳାକାରଟିଏ ବହୁତ ପରିଶ୍ରମ କରିଥାଏ। ସେଭଳି ଜଣେ ଅଭିନେତା ହେଲେ ବଲିଉଡ୍‌ରେ ‘ସିରିଏଲ୍‌ କିସର୍‌’ ଭାବେ ପରିଚିତ ଇମ୍ରାନ ହାସମୀ। ଏବେ ସେ ସଲମାନ ଖାନ୍‌ଙ୍କ ସହ ଫିଲ୍ମ ‘ଟାଇଗର ୩’ପାଇଁ ବ୍ୟସ୍ତ।…

ଭାରତମାତାର ସୁଯୋଗ୍ୟ ସନ୍ତାନ ଥିଲେ ସୁଭାଷ ଚନ୍ଦ୍ର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୧(ବ୍ୟୁରୋ): ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ। ୧୮୯୭ ଜାନୁୟାରୀ ୨୩ରେ କଟକରେ ଜନ୍ମଗ୍ରହଣ କରିଥିଲେ ସୁଭାଷ ବୋଷ। ସେହିପରି ଆଜି ହେଉଛି ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ ତମ ଜନ୍ମଜୟନ୍ତୀ । ଏହି ଅବସରରେ…

ଆଉ ୬ ମୁଣ୍ଡ ନେଲା କରେନା

ଭୁବନେଶ୍ୱର,୨୩।୧(ବ୍ୟୁରୋ): ରାଜ୍ୟରେ ଆଉ ୬ ମୁଣ୍ଡ ନେଇଛି କରୋନା। ମୃତକଙ୍କ ମଧ୍ୟରେ ଅନୁଗୋଳର ୬୦ ବର୍ଷୀୟ ବୃଦ୍ଧା,ବାଲେଶ୍ୱରର ୬୩ ବର୍ଷୀୟ ବୃଦ୍ଧ, ଭଦ୍ରକର ୩୦ ବର୍ଷୀୟ ଯୁବକ, କଟକର ୮୫ ବର୍ଷୀୟ ବୃଦ୍ଧା, କନ୍ଧମାଳର ୩୨ ବର୍ଷୀୟ ବ୍ୟକ୍ତି, ସୁନ୍ଦରଗଡ଼ ଜିଲାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri