Home

ଗଞ୍ଜାମ ଏନ୍‌ଏସିରେ କାଉନସିଲର ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି

ଗଞ୍ଜାମ,୫ା୩(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସିରେ ଆଗାମୀ ପୌର ନିର୍ବାଚନ ପାଇଁ ଚେୟାରମ୍ୟାନ ଓ କାଉନସିଲର ପ୍ରାର୍ଥୀଙ୍କ ନାମ ଶନିବାର ଘୋଷଣା କରିଛନ୍ତି ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା। ଗଞ୍ଜାମ ସହର ଓ୍ବାର୍ଡ ନଂ ୧ରେ ଝୁଲି ପାତ୍ର ଚେୟାରମ୍ୟାନ ପ୍ରାର୍ଥୀ ହୋଇଛନ୍ତି।…

ପୁଟିନ୍‌ଙ୍କ ଅସ୍ତ୍ରବିରତି ପଛରେ ମୋଦିଙ୍କ ହାତ…

ନୂଆଦିଲ୍ଲୀ, ୫।୩ : ରୁଷିଆ ୟୁକ୍ରେନ୍‌ର ମାରିଓପୋଲ ଏବଂ ଭଲଭୋନାଖାରେ ଅସ୍ତ୍ରବିରତି ଘୋଷଣା କରିଛି। ଗୋଟିଏ ଦିନ ପୂର୍ବରୁ ଅସ୍ତ୍ରବିରତି ଘୋଷଣା କରିବାକୁ ଭାରତ ଅନୁରୋଧ କରିଥିଲା। ଯାହା ଦ୍ୱାରା ପ୍ରାୟ ୩୦୦୦ ଭାରତୀୟ ନାଗରିକଙ୍କୁଏୟାର ଲିଫ୍ଟ କରାଯାଇପାରିବ। ବିଶେଷକରି ପୂର୍ବ…

ୟୁକ୍ରେନ୍‌ ଫେରନ୍ତା ମେଡ଼ିକାଲ ଛାତ୍ରୀଛାତ୍ରଙ୍କ ପାଇଁ ଏଫ୍‌ଏମ୍‌ଜିଇରେ ପରିବର୍ତ୍ତନ ଆଣିବେ କେନ୍ଦ୍ର ସରକାର, ଆଲୋଚନା ଜାରି…

ନୂଆଦିଲ୍ଲୀ,୫।୩ : ୟୁକ୍ରେନରୁ ସ୍ବଦେଶ ଫେରିଥିବା ଭାରତୀୟ ଡାକ୍ତରୀ ଛାତ୍ରୀଛାତ୍ରମାନଙ୍କୁ ଭାରତର କଲେଜଗୁଡ଼ିକରେ ଅଧ୍ୟୟନ କରିବା ପାଇଁ କେନ୍ଦ୍ର ଜାତୀୟ ମେଡିକାଲ କମିଶନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଆଲୋଚନା କରୁନ୍ତି। ଯାହା ଦ୍ୱାରା ସେମାନଙ୍କର ଅଧ୍ୟୟନ ଜାରି ରହି…

ବିମାନ ବନ୍ଦରରେ ଜନ୍ମଦିନ ପାଳିଲେ ୟୁକ୍ରେନରୁ ଫେରିଥିବା ଛାତ୍ର

ନୂଆଦିଲ୍ଲୀ,୫।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନି। ଇତିମଧ୍ୟରେ ଯୁଦ୍ଧ ଅଞ୍ଚଳରେ ଫସି ରହିଥିବା ଭାରତୀୟ ଛାତ୍ର ଓ ନାଗରିକଙ୍କ ଉଦ୍ଧାର କାର୍ଯ୍ୟ ରହିଛି। ସ୍ବଦେଶକୁ ଫେରିବା ପରେ ଛାତ୍ର ଓ ତାଙ୍କ ପରିବାର ମଧ୍ୟରେ…

୬ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୫।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି। ଦୈନିକ ସଂକ୍ରମଣ ୬ ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୫ ହଜାର ୯୨୧…

ସଫଳତାର ସହ ଲକ୍ଷ୍ୟସ୍ଥଳକୁ କଲା ଭେଦ କଲା କ୍ରୁଜ୍‌ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ,୫।୩: ଭାରତୀୟ ନୌସେନା ଶନିବାର ବ୍ରହ୍ମୋସର ଏକ ଉନ୍ନତ ସଂସ୍କରଣ କ୍ରୁଜ୍‌ କ୍ଷେପଣାସ୍ତ୍ରକୁ ସଫଳ ପରୀକ୍ଷା କରିଛି। ପରୀକ୍ଷଣ ସମୟରେ, କ୍ଷେପଣାସ୍ତ୍ର ଲକ୍ଷ୍ୟକୁ ସଠିକ୍‌ ଭାବେ ଲକ୍ଷ୍ୟସ୍ଥଳକୁ ଭେଦ କରିଥିବା ଜଣାପଡ଼ିଛି। ବ୍ରହ୍ମୋସ କ୍ଷେପଣାସ୍ତ୍ରର ଏହା ଏକ ଉନ୍ନତ ସଂସ୍କରଣ। ଏଥିରେ…

ମଣିପୁରରେ ନିର୍ବାଚନୀ ହିଂସା, ଜଣେ ମୃତ

ଇମ୍ଫାଲ,୫।୩: ମଣିପୁରର ୨୨ଟି ବିଧାନସଭା ଆସନ ପାଇଁ ଶନିବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି। ସକାଳୁ ଭୋଟରମାନେ ଲମ୍ବା ଲାଇନ୍‌ରେ ଆସି ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଇତିମଧ୍ୟରେ କରୋଙ୍ଗ ବିଧାନସଭା ଆସନରେ ନିର୍ବାଚନୀ ହିଂସା ଘଟିଛି। ଏହି ଘଟଣାରେ…

ଦିଲ୍ଲୀ ଯାଉଥିବା ଟ୍ରେନ୍‌ରେ ଲାଗିଲା ନିଆଁ

ମିରଟ,୫।୩: ଉତ୍ତରପ୍ରଦେଶର ସହରାନପୁରରୁ ଦିଲ୍ଲୀ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ୍‌ରେ ଶନିବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ମିରଟର ଦୌରାଲା ଷ୍ଟେସନରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ସୂଚନା ରହିଛି। ତେବେ ଏହି…

ରୁଷିଆ-ୟୁକ୍ରେନ ଯୁଦ୍ଧ: ସ୍ଥଗିତ ହେଲା ‘ବାୟୁଶକ୍ତି’ ଏକ୍ସରସାଇଜ, ହେବନାହିଁ ଡିଫେନ୍ସ ଏକ୍ସପୋ

ଗାନ୍ଧିନଗର,୫ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଦଶମ ଦିନରେ ପହଞ୍ଚିଛି । ହେଲେ ଏହା ଥମିବାର କୌଣସି ଆଭାସ ମିଳୁନାହିଁ । ଏହାର ପ୍ରଭାବ ଭାରତ ଉପରେ ଖୁବ୍ ପଡିଲାଣି । ଯୁଦ୍ଧ ଫଳରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦେଖି ଭାରତୀୟ ବାୟୁସେନା…

ରୁଷିଆର ଅସ୍ତ୍ରବିରତି ଘୋଷଣା

ମସ୍କୋ,୫।୩: ରୁଷିଆ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରୁଷିଆ ପକ୍ଷରୁ ୟୁକ୍ରେନରେ ଅସ୍ତ୍ରବିରତି ପାଇଁ ଘୋଷଣା କରାଯାଇଛି। ଭାରତୀୟ ସମୟ ଅନୁସାରେ ସକାଳ ସାଢ଼େ ୧୧ଟାରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯିବ। ଏଥିସହ ଯେପର୍ଯ୍ୟନ୍ତ ସେଠାରେ…

ଯୁଦ୍ଧ ମଧ୍ୟରେ ପୋଲାଣ୍ଡ ଗସ୍ତ କରିବେ କମଲା ହାରିସ

ଓ୍ବାଶିଂଟନ୍‌,୫।୩: ୟୁକ୍ରେନରେ ରୁଷିଆ ପକ୍ଷରୁ ଜୋରଦାର ଆକ୍ରମଣ ଜାରି ରହିଛି। ଯୁଦ୍ଧର ୧୦ଦିନରେ ବି ରୁଷିଆ ସୈନ୍ୟ ୟୁକ୍ରେନ ଉପରେ ରକେଟ ଓ ବୋମାମାଡ଼ କରୁଛନ୍ତି। ଏହି ଆକ୍ରମଣରେ ୟୁକ୍ରେନର ବିଭିନ୍ନ ସହର ଏବେ ଧ୍ୱଂସସ୍ତୁପ ପାଲଟିଗଲାଣି। ଅନ୍ୟପଟେ ରୁଷିଆକୁ ବିଶ୍ୱରୁ…

ନିଜ ଦେଶର ବଙ୍କରରେ ସୁରକ୍ଷିତ ଅଛନ୍ତି ଜେଲେନ୍‌ସ୍କି

କ୍ୱିଭ,୫।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୦ ଦିନରେ ପହଞ୍ଚିଛି। ଶନିବାର ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ ରକେଟ ମାଡ଼ କରାଯାଇଛି। ଗୋଟିଏ ପଟେ ରୁଷିଆ ଲଗାତର ଭାବେ ଦାବି କରିଆସୁୁଛି ଯେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?