‘ନିଷ୍ପତ୍ତି କଠିନ ଥିଲା’
ପାଣାଜୀ,୨୭।୧: ଗୋଆ ନିର୍ବାଚନ ପାଇଁ ଭାଜପା ନିଜର ପ୍ରାର୍ଥୀ ଘୋଷଣା କରିଛି। ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍କଳଙ୍କ ପାଣାଜୀ ଆସନରୁ ଟିକେଟ ଦେଇନାହିଁ। ପରେ ଉତ୍କଳ ସ୍ବାଧୀନ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି…
ମେଟାଭର୍ସରେ ପ୍ରଥମ ଭାରତୀୟ ଭାବେ ଗୀତ ଗାଇଲେ ଦଲେର ମେହନ୍ଦି
ମୁମ୍ବାଇ: ଏବେ ମେଟାଭର୍ସ ବା ଭର୍ଚୁଆଲ ଦୁନିଆର କ୍ରେଜ ଦୃତ ଗତିରେ ବଢିବାରେ ଲାଗିଛି । ଅଧିକାଂଶ ସିଙ୍ଗର ଏହି ମେଟାଭର୍ସରେ ନିଜ ନିଜର ଇଭେଣ୍ଟ କରୁଛନ୍ତି । ଏହି ଲିଷ୍ଟରେ ଏବେ ଜଣେ ଭାରତୀୟ ସିଙ୍ଗରଙ୍କ ନାଁ ସାମିଲ ହୋଇଛି…
ପ୍ରତୀକ୍ଷାର ଅନ୍ତ: ଟାଟା ହାତକୁ ଆସିଲା ଏୟାର ଇଣ୍ଡିଆ
ନୂଆଦିଲ୍ଲୀ,୨୭।୧: ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ଗୁରୁବାର ଔପଚାରିକ ଭାବେ ଟାଟା ଗ୍ରୁପକୁ ହସ୍ତାନ୍ତର କରିଛନ୍ତି ସରକାର। କେନ୍ଦ୍ର ସରକାରଙ୍କ ଘରୋଇକରଣ ଯୋଜନା ଅଧୀନରେ ଏୟାର ଇଣ୍ଡିଆକୁ ସାମିଲ କରାଯାଇ ଏହାର ସଫଳ ନିଲାମ କରାଯାଇଛି। ଏବେ ଏୟାର ଇଣ୍ଡିଆର ସମସ୍ତ…
ଦୁଇ ଝିଅଙ୍କୁ ଚୁପ୍ଚାପ୍ କୋଳେଇ ନେଇଥିଲେ ରବୀନା, ଏବେ ବଖାଣିଲେ ସତ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରବୀନା ଟଣ୍ଡନ ଜଣେ ଜଣାଶୁଣା ଅଭିନେତ୍ରୀ। ୯୦ ଦଶକରେ ରବୀନା ଦୁଇ ଝିଅଙ୍କୁ ଚୁପ୍ଚାପ୍ ଆଡପ୍ଟ ବା କୋଳେଇ ନେଇଥିଲେ। ୧୯୯୫ ମସିହାରେ ୨୧ ବର୍ଷୀୟା ରବୀନା ଝିଅ ପୂଜା ଏବଂ ଛାୟାଙ୍କୁ କୋଳକୁ ନେଇଥିଲେ। ଏବେ…
ସ୍ପଞ୍ଜ ଆଇରନ କାରଖାନାରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ: ଜଣେ ମୃତ, ୩ ଆହତ
ଝାରସୁଗୁଡ଼ା ଅଫିସ,୨୭ା୧: ଝାରସୁଗୁଡ଼ା ଜିଲା କୋଲାବିରା ଥାନା ଅନ୍ତର୍ଗତ ରଘୁନାଥପାଲିସ୍ଥିତ ଜୟ ହନୁମାନ ଉଦ୍ୟୋଗ ଲିମିଟେଡ ନାମକ ସ୍ପଞ୍ଜ ଆଇରନ କାରଖାନାରେ ବୁଧବାର ଭୋର ସମୟରେ ସିଲିଣ୍ଡର ବିସ୍ଫୋରଣ ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ…
ଏଣିକି ବଜାରରେ ମିଳିବ କୋଭିଶିଲ୍ଡ, କୋଭାକ୍ସିନ୍ ଟିକା
ନୂଆଦିଲ୍ଲୀ,୨୭।୧: ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଆଣ୍ଟି-କୋଭିଡ -୧୯ ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନ୍ର ନିୟମିତ ବଜାରରେ ବିକ୍ରି କରିବାକୁ ଅନୁମତି ଦେଇଛି। ମେଡିକାଲ ଷ୍ଟୋରରେ ଏହି ଟିକା ଉପଲବ୍ଧ ହେବ ନାହିଁ ବୋଲି ସୂତ୍ରରୁ ପ୍ରକାଶ। ଡାକ୍ତରଖାନା…
ଝିଅ ପାଇଁ ବାପା କଲେ ଏମିତି କାମ, ଆଖିଲେ ଆସିଯିବ ଲୁହ
ବାପା ଏବଂ ଝିଅ ମଧ୍ୟରେ ଥିବା ବନ୍ଧନ ଏକ ସ୍ବତନ୍ତ୍ର, ଯାହାକୁ ଶବ୍ଦରେ ବ୍ୟାଖ୍ୟା କରାଯାଇପାରିବ ନାହିଁ। ଝିଅ ତାଙ୍କ ପିତାଙ୍କ ସହିତ ଅତି ନିକଟତର ହୋଇଥିବାବେଳେ ବାପା ମଧ୍ୟ ତାଙ୍କ ଝିଅ ପାଇଁ କିଛି କରିବାକୁ ପ୍ରସ୍ତୁତ ଥାନ୍ତି। ଝିଅ…
ଭାରତୀୟ ଯୁବକଙ୍କୁ ଫେରାଇଲା ଚାଇନା
ନୂଆଦିଲ୍ଲୀ,୨୭ା୧: ଚାଇନା ସେନା ଭାରତୀୟ ଯୁବକ ମିରାମ ଟାରୋନଙ୍କୁ ଭାରତକୁ ହସ୍ତାନ୍ତର କରିଛି। ଏନେଇ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଗୁରୁବାର ସକାଳେ ଅରୁଣାଚଳ ପ୍ରଦେଶର ଓ୍ବାଚା ଦାମାଇରେ ଭାରତୀୟ ଯୁବକ ମିରାମ ଟାରୋନଙ୍କୁ…
ଫଶିଗଲେ ଶ୍ୱେତା
ଟେଲିଭିଜନ ଜଗତର ପ୍ରସିଦ୍ଧ ଅଭିନେତ୍ରୀ ଶ୍ୱେତା ତିୱାରୀ ବିବାଦୀୟ ମନ୍ତବ୍ୟ ଦେଇ ଫଶିଯାଇଛନ୍ତି। ତାଙ୍କ ଅନ୍ତଃବସ୍ତ୍ର ସାଇଜ୍ ଭଗବାନ ନେଉଛନ୍ତି ବୋଲି ନିକଟରେ ସେ କହିଛନ୍ତି। ଶ୍ୱେତାଙ୍କ ଏହି କଥା ହିନ୍ଦୁ ଧର୍ମର ଲୋକଙ୍କ ଭାବନାରେ ଆଘାତ ଲାଗିଛି। ଏଭଳି ବିବାଦୀୟ…
ଚାଇନା ପୂର୍ବରୁ ଜେଟ୍ର ଧ୍ୱଂସାବଶେଷ ଖୋଜୁଛି ଆମେରିକା, କାରଣ ଜାଣିଲେ…
ଓ୍ବାଶିଂଟନ,୨୭ା୧: ଦକ୍ଷିଣ ଚାଇନା ସାଗରରେ ଦୁର୍ଘଟଣାଗ୍ରସ୍ତ ଆଡ୍ଭାନ୍ସଡ ଫାଇଜର ଜେଟ୍-୩୫ର ଧ୍ୱଂସାବଶେଷ ଆମେରିକା ଖୋଜିବାକୁ ଚାହୁଁଛି। କାରଣ ଏହି ଜେଟ୍ର ଆବର୍ଜନାକୁ କୌଣସି ପରିସ୍ଥିତିରେ ଚାଇନା ଧରି ପାରିବ ନାହିଁ। ଦକ୍ଷିଣ ଚାଇନା ସାଗରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏହି ଆମେରିକୀୟ ଯୁଦ୍ଧ…
ଭାଜପାକୁ ବଡ଼ ଝଟ୍କା
ଡେରାଡୁନ୍,୨୭।୧: ଉତ୍ତରଖଣ୍ଡରେ ଭାଜପା ଏବଂ କଂଗ୍ରେସରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଦଳୀୟ ଅସନ୍ତୋଷ ଥମିବାର ନାଁ ନେଉନାହିଁ। ଗୁରୁବାର ଦୁଇ ଭାଜପା ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି। ଏଥିରେ ତେହେରୀ ଏବଂ ରୁଦ୍ରପୁରର ବିଧାୟକ ସାମିଲ ଅଛନ୍ତି। ତେହେରୀ…
ଏହି ଭାରତୀୟ ଅଲରାଉଣ୍ଡରଙ୍କ ସୋସିଆଲ ଆକାଉଣ୍ଟ ହ୍ୟାକ୍; ଗୋଟିଏ ପରେ ଗୋଟିଏ…
ନୂଆଦିଲ୍ଲୀ,୨୭।୧: ଟିମ ଇଣ୍ଡିଆର ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ଗୁରୁବାର ସକାଳେ ସାଇବର ହ୍ୟାକିଂର ଶିକାର ହୋଇଛନ୍ତି। ଏହି ବାମହାତୀ ସ୍ପିନ ଅଲରାଉଣ୍ଡରଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍ ହୋଇଥିବା ଦେଖାଯାଇଛି। ବିଟ୍ କଏନ ପାଇଁ ଅଲରାଉଣ୍ଡର ଟୁଇଟର ଆକାଉଣ୍ଟ ବିକ୍ରି କରୁଛନ୍ତି ଏବଂ…
Archives


