ମଣ୍ଡି ନେଉନି ଧାନ: ରାସ୍ତାରେ ଧାନବସ୍ତା ରଖି ଅବିରୋଧ କଲେ ଚାଷୀ
ପୁରୁଷୋତ୍ତମପୁର,୨୮ା୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡବରଗାଁର ଚାଷୀମାନେ ଅମଳ ଧାନକୁ ରାସ୍ତା ଉପରେ ରଖି ଆନ୍ଦୋଳନ କରିଛନ୍ତି। ଆଛୁଲି-କୋଦଳା ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇପଡ଼ିଛି । ଆନ୍ଦୋଳନରତ ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ଗତ ଲଗାଣ…
ବିଶ୍ୱକପ୍ ଜିତାଇପାରିବେ କି ଦ୍ରାବିଡ-ରୋହିତ ଯୋଡି: ସଚିନ କହିଲେ…
ନୂଆଦିଲ୍ଲୀ,୨୮।୧: ଗତ କିଛି ମାସ ମଧ୍ୟରେ ଭାରତୀୟ କ୍ରିକେଟ ପରିବର୍ତ୍ତନର ଏକ ପର୍ଯ୍ୟାୟ ଦେଇ ଗତି କରୁଛି। କୋଚ ଭାବରେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେବା ଏବଂ ବିରାଟ କୋହଲି ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ଏଠାରେ ଅନେକ…
୧୨୯ ସନ୍ତାନର ପିତା ହେଲେ ଏହି ବ୍ୟକ୍ତି, ଚଳିତବର୍ଷ ଆଉ ୯ ସନ୍ତାନ ନେବେ ଜନ୍ମ
ଆପଣ ଫିଲ୍ମରେ ସ୍ପର୍ମ ଡୋନରଙ୍କ ବିଷୟରେ ଦେଖିଥିବେ, ଜାଣିଥିବେ ବି। ଆୟୁଷ୍ମାନ ଖୁରାନା ଏକ ଫିଲ୍ମରେ ସ୍ପର୍ମ ଡୋନର ଭୂମିକାରେ ଅଭିନୟ କରିଥିଲେ। ଏବେ କିନ୍ତୁ ବାସ୍ତବରେ ଜଣେ ବ୍ୟକ୍ତି ସ୍ପର୍ମ ଦାନ କରି ୧୨୯ ପିଲାଙ୍କର ପିତା ହୋଇପାରିଛନ୍ତି। ଏହି…
ଭାରତ ସହ ଘନିଷ୍ଠ ସମ୍ପର୍କ ସ୍ଥାପନ କରି ସୀମା ବିବାଦର ସମାଧାନ କରିବୁ: ଚାଇନା
ବେଜିଂ,୨୮।୭:ଭାରତ ସହିତ ଚାଲିଥିବା ସୀମା ବିବାଦ ସମ୍ପର୍କରେ ଆମେରିକା ହସ୍ତକ୍ଷେପ କରିବାକୁ ଚାଇନା ପସନ୍ଦ କରୁନାହିଁ। ଚାଇନା ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଆମେରିକା ଏଥିରେ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ। ଉଭୟ ପଡୋଶୀ ଦେଶ ଦ୍ୱିପାକ୍ଷିକ ଭାବରେ ଏହି ସମସ୍ୟାର…
ଶ୍ୱେତାଙ୍କ ନାଁରେ ମାମଲା ରୁଜୁ
ଟେଲିଭିଜନ ଜଗତର ପ୍ରସିଦ୍ଧ ଅଭିନେତ୍ରୀ ଶ୍ୱେତା ତିୱାରୀ ବିବାଦୀୟ ମନ୍ତବ୍ୟ ଦେଇ ଫଶିଯାଇଛନ୍ତି। ତାଙ୍କ ଅନ୍ତଃବସ୍ତ୍ର ସାଇଜ୍ ଭଗବାନ ନେଉଛନ୍ତି ବୋଲି ନିକଟରେ ସେ କହିଛନ୍ତି। ଏନେଇ ଶ୍ୱେତାଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି। ଭୋପାଳର ଶ୍ୟାମଳା ହିଲ୍ସ ପୋଲିସ…
୨୪ ଘଣ୍ଟାରେ ୨.୫୧ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ, ୬୨୭ ମୃତ
ନୂଆଦିଲ୍ଲୀ,୨୮।୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ନେଉନାହିଁ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୫୧ ହଜାର ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୬୨୭ଙ୍କ ମୃତ୍ୟୁ ଘଟିଛି।…
ଆଜି ରାଜ୍ୟରୁ ୫୦୫୭ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୨୮ା୧(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୫୦୫୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୩୬,୨୨୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୨,୯୩୨ ଜଣ ଚିହ୍ନଟ ହୋଇଥିବା…
୪୧ ବର୍ଷରେ ବି କମିନି ଜଲଓ୍ବା: ମାରିଲେ ଧୂଆଁଧାର ଅର୍ଦ୍ଧଶତକ
ନୂଆଦିଲ୍ଲୀ,୨୮।୧: ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନ ହୁଏତ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବେ, କିନ୍ତୁ ତାଙ୍କ ବ୍ୟାଟିଂ ଜଲଓ୍ବା ଏପର୍ଯ୍ୟନ୍ତ କମିନାହିଁ। ୪୧ ବର୍ଷ ବୟସରେ ମଧ୍ୟ ପିଟରସନ କିମ୍ବଦନ୍ତୀ କ୍ରିକେଟ ଲିଗରେ ଏସିଆ ଲାୟନ୍ସ ବିପକ୍ଷ ମ୍ୟାଚରେ ସେ…
‘ଖାନ ସାର୍ଙ୍କ ଉପରୁ ମାମଲା ହଟାଅ’
ପାଟଣା,୨୮।୧: ରେଲଓ୍ବେର ରିକ୍ରୁଟମେଣ୍ଟ ପ୍ରକ୍ରିୟା ବିରୋଧରେ ଚାଲିଥିବା ହିଂସାତ୍ମକ ଛାତ୍ର ଆନ୍ଦୋଳନ ସହ ସମ୍ପୃକ୍ତି ଅଭିଯୋଗରେ ବିହାରର ଖାନ ସାରଙ୍କ ସହ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହାର ଦୁଇ ଦିନ ପରେ ଜଣାଶୁଣା ଲେକଚରଙ୍କ ଉପରୁ ମାମଲା ହଟାଇବାକୁ…
ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍ଡି
ରାଉରକେଲା ଅଫିସ,୨୮ା୧: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଲ୍ୟାମ୍ପ୍ସ ଏମ୍ଡି ପରୀକ୍ଷିତ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ। ପରୀକ୍ଷିତଙ୍କ ପୈତୃକ ଘର, ରାଜଗାଙ୍ଗପୁରସ୍ଥିତ ଘରେ ଚଢ଼ାଉ ଚାଲିଛି।…
ନାମାଙ୍କନ ପାଇଁ ପୁନଃ ବିଜ୍ଞପ୍ତି
ଭୁବନେଶ୍ୱର,୨୮ା୧(ବ୍ୟୁରୋ): ଯେଉଁ ନିର୍ବାଚନମଣ୍ଡଳୀରେ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାନ୍ତି କିମ୍ବା ସମସ୍ତ ପ୍ରାର୍ଥିପତ୍ର ଖାରଜ ହୋଇଛି, ସେଠାରେ ନାମାଙ୍କନ ପାଇଁ ପୁଣି ସୁଯୋଗ ଦିଆଯାଇଛି। ପୁଣି ଥରେ ନାମାଙ୍କନ ଦାଖଲ କରିବା ପାଇଁ ଜିଲାସ୍ତରରେ ଗୁରୁବାର ପୁନଃ ବିଜ୍ଞପ୍ତି ଜାରି…
ମହିଳା ସଶକ୍ତୀକରଣର ନୂଆ ଫର୍ମୁଲା
କେନ୍ଦ୍ରାପଡ଼ା ଅଫିସ,୨୮ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫେବୃୟାରୀରେ ଅନୁଷ୍ଠିତ ହେବ। ଏଥିପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାଜନୀତିରେ ମହିଳା ସଶକ୍ତୀକରଣ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରଖାଯାଇଛି। ୩୨ ଜିଲା ପରିଷଦ…
Archives


