ଆକ୍ରମଣ ପରେ ଓଓ୍ବାଇସିଙ୍କ ସୁରକ୍ଷା ବଢିଲା
ନୂଆଦିଲ୍ଲୀ,୪।୨: ହାଇଦ୍ରାବାଦ ଏମ୍ପି ତଥା ଏଆଇଏମଆଇଏ ସୁପ୍ରିମୋ ଅସଦୁଦ୍ଦିନ ଓଓ୍ବାଇସିଙ୍କ ଉପରକୁ ଆକ୍ରମଣ ପ୍ରରେ ତାଙ୍କ ସୁରକ୍ଷା ବଢାଇ ଦିଆଯାଇଛି। ତାଙ୍କୁ ତୁରନ୍ତ ଜେଡ୍ ବର୍ଗର ସୁରକ୍ଷା ଦିଆଯାଇଥିବା ସୂଚନା ମିଳିଛି। ଗୁରୁବାର ସେ ଉତ୍ତର ପ୍ରଦେଶରୁ ନିର୍ବାାଚନ ରାଲି ସାରି…
ଖାଦ୍ୟ ଅନ୍ବେଷଣରେ ମଙ୍ଗୋଲିଆ ପକ୍ଷୀ
ଗଞ୍ଜାମ,୪ା୨(ଡି.ଏନ୍.ଏ.): ପ୍ରତିବର୍ଷ ଶୀତଋତୁ ଆସିଲେ ଗଞ୍ଜାମ ଋଷିକୂଲ୍ୟା ମୁହାଣଠାରେ ବିଭିନ୍ନ ପକ୍ଷୀଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଥାଏ। ସେଥିମଧ୍ୟରୁ ମଙ୍ଗୋଲିଆ ପକ୍ଷୀ ଅନ୍ୟତମ। ଏହି ପକ୍ଷୀମାନେ ଖାଦ୍ୟ ଅନ୍ବେଷଣରେ ବାହାରି ନଦୀ କିମ୍ବା ନାଳରେ ହଜାର ହଜାର ସଂଖ୍ୟାରେ ରୁଣ୍ଡ ହୋଇଥାନ୍ତି।…
ଆଗୁଆ ଜାମିନ ଆବେଦନ କଲେ ମନ୍ତ୍ରୀ, ଏମ୍ପି
କଟକ ଅଫିସ,୪ା୨: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ମନ୍ତ୍ରୀ ଓ ଏମ୍ପି ପହଞ୍ଚିଛନ୍ତି। ଗିରଫ ଭୟରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ଅନ୍ୟପକ୍ଷରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଏମ୍ପି ଜୁଏଲ ଓରାମଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି।…
ନିଟ୍ ପିଜି ପରୀକ୍ଷା ସ୍ଥଗିତ
ନୂଆଦିଲ୍ଲୀ,୪।୨: ନିଟ୍ ପିଜି ପରୀକ୍ଷାକୁ ନେଇ ସରକାର ଶୁକ୍ରବାର ଏକ ବଡ ଘୋଷଣା କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ନିଟ୍ ପିଜି ୨୦୨୨ର ପରୀକ୍ଷା ସ୍ଥଗିତ ରଖାଯାଇଛି। ପରୀକ୍ଷାକୁ ୬ରୁ ୮ ସପ୍ତାହ ସ୍ଥଗିତ ରଖାଯାଇଛି। ଖୁବ୍ଶୀଘ୍ର…
୭୦ ବର୍ଷରେ ଏମିତି ଷ୍ଟଣ୍ଟ୍ କରୁଛନ୍ତି ବୃଦ୍ଧ, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହା ଦେଖିଲେ ବିଶ୍ୱାସ କରି ହୁଏନି। ସେମିତି ଏକ ଭିଡିଓ ଏବେ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ବୃଦ୍ଧ ବାଇକ୍ ଷ୍ଟଣ୍ଟ କରୁଛନ୍ତି। ଭିଡିଓ ଦେଖିବା ପରେ, ଆପଣ…
ଏହି ଅଭିନେତ୍ରୀଙ୍କ ପାଦ ଦେଖି ତାଙ୍କ ପ୍ରେମରେ ପଡିଥିଲେ ସଲମାନ
ଏକଦା ବଲିଉଡ୍ର ଭାଇଜାନ ସଲମାନ ଖାନ ଏବଂ ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କ ପ୍ରେମ ସମ୍ପର୍କକୁ ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ହେଉଥିଲା। ଯଦିଓ ଏବେ ଉଭୟଙ୍କର ରାସ୍ତ ଭିନ୍ନ, କିନ୍ତୁ ଆଜିବି ଦୁହଁିକୁ ପ୍ରେମ କାହାଣୀକୁ ଦର୍ଶକ ଭୁଲିନାହାନ୍ତି। ଦୁହେଁ ଏକାଠି କେବଳ…
ପୁଣି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଶିମିଳିପାଳ
ବାରିପଦା ଅଫିସ,୪ା୨: ପର୍ଯ୍ୟଟକଙ୍କ ପାଇଁ ଶୁକ୍ରବାର ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ। ପ୍ରବଳ ବର୍ଷା ହେଉଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ଶିମିଳିପାଳ ବନ୍ଦ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ବୁକିଂ କରିଥିବା ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଅନୁମତି ରହିଛି। ଏ…
ଲିଭୁନି ଜୁଇ,ବଢିଚାଲିଛି ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ,୪।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ନେଉନାହିଁ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୪୯ ହଜାର ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୧୦୭୨ଙ୍କ ମୃତ୍ୟୁ ଘଟିଛି।…
ନିର୍ଦ୍ଧାରିତଠାରୁ ମଣ୍ଡି ଅଧିକ ଧାନ ନେଉଥିବା ଅଭିଯୋଗ
ଗଞ୍ଜାମ,୪ା୨(ଡି.ଏନ୍.ଏ.): ଚାଷୀଙ୍କଠାରୁ ନିର୍ଦ୍ଧାରିତ ପରିମାଣରୁ ଅଧିକ ଧାନ ନେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର ଘୋଷଣା କରିଛନ୍ତି। ଗୋଟିଏ ଧାନ ବସ୍ତା ପିଛା ୭୭ କେଜି ମଣ୍ଡି ନେବାର ନିୟମ ରହିଛି। କିନ୍ତୁ ପୁଇଁତୋଳା ଗ୍ରାମର କିଛି ଚାଷୀଙ୍କ ଧାନମଣ୍ଡି…
ଆଜି ରାଜ୍ୟରୁ ୨୬୯୭ ଆକ୍ରାନ୍ତ ଚିହ୍ନଟ, ଶୀର୍ଷରେ ଖୋର୍ଦ୍ଧା
ଭୁବନେଶ୍ୱର,୪ା୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୨୬୯୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୬୨,୧୦୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୨୬୯୭ ଜଣ ଚିହ୍ନଟ ହୋଇଥିବା…
ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ୮ ଜିଲାକୁ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର,୪ା୨(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଉଷ୍ଣ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ…
ପରିତ୍ୟକ୍ତ ଅବସ୍ଥାରେ ଛାତ୍ରାବାସ
କଟକ ଅଫିସ,୪ା୨: କଟକ ମହାନଗର ନିଗମ(ସିଏମ୍ସି) ଅଧୀନ କେଶରପୁର ଓ ବେପାରୀ ସାହି ମଧ୍ୟବର୍ତ୍ତୀ ସ୍ଥାନରେ ଥିବା ଗଣେଶ ପ୍ରସାଦ ଭଗତ ଛାତ୍ରାବାସ ପରିତ୍ୟକ୍ତ ହୋଇପଡିଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଛାତରୁ ପାଣି ଗଳିବା ସହ କାଠରେ ଉଇ ଲାଗି ନଷ୍ଟ…
Archives


