Home

୨୦ବର୍ଷ ପରେ ଘରକୁ ଫେରିଲେ ଅମରଜିତ

ବାରିପଦା ଅଫିସ,୩ା୨: ଆର୍ଥତ୍କ ଅନଟନ ମଧ୍ୟରେ ପେଟକୁ ଦୁଇଓଳି ଖାଇବାକୁ ନ ପାଇ ୧୭ବର୍ଷ ବୟସରେ ଦାଦନ ଖଟିବାକୁ ଘର ଛାଡ଼ି ଦେଇଥିଲେ। ୨୦ବର୍ଷ ପରେ ନିଜେ ସ୍ବାବଲମ୍ବୀ ହୋଇ ବୁଧବାର ଘରକୁ ଫେରିଛନ୍ତି ଜଣେ ଯୁବକ। ସେ ହେଲେ ବାରିପଦା…

ନୂଆ ଅବତାରରେ ଧୋନୀ

ନୂଆଦିଲ୍ଲୀ,୩।୨:ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ୍‌ରୁ ଅବସର ନେଇସାରି ଥିଲେ ମଧ୍ୟ ତାଙ୍କ କ୍ରେଜ୍‌ କମିନି। ଭାରତର ଅନ୍ୟତମ ସଫଳ ଅଧିନାୟକ ଧୋନୀଙ୍କୁଏବେ ନୂଆ ଅବତାରରେ ଦେଖିବାକୁ ମିଳିବ। ଗ୍ରାଫିକ ଉପନ୍ୟାସ ‘ଅଥର୍ବ’ରେ ସେ ନଜର ଆସିବେ। ଏହାର…

୨ ବର୍ଷରେ ୬ ବିବାହ, ସମସ୍ତଙ୍କ ସାମ୍ନାରେ ପ୍ରେମିକଙ୍କ ବାଇକ୍‌ରେ ଛୁ’ ମାରିଲେ ଯୁବତୀ

ଭୋପାଳ,୩ା୨: ମଧ୍ୟପ୍ରଦେଶର ଜବଲପୁରରୁ ଏକ ଲୁଟେରା କନ୍ୟା ମାମଲା ସାମ୍ନାକୁ ଆସିଛି। ନିଜକୁ ଅନାଥ କହିଥିବା ଯୁବତୀ ଜଣଙ୍କ କୋର୍ଟ ପରିସରସ୍ଥିତ ମନ୍ଦିରରେ ବିବାହ କରିଥିଲେ। ପରେ ବରଙ୍କୁ ଚକ୍‌ମା ଦେଖାଇ ସମସ୍ତଙ୍କ ସାମ୍ନାରେ ପ୍ରେମିକଙ୍କ ବାଇକ୍‌ରେ ବସି ଫେରାର ହୋଇଯାଇଛନ୍ତି।…

ଦିବଂଗତ ମା’ଙ୍କୁ ମନେ ପକାଇ ଭାବବିହ୍ବଳ ହେଲେ ଅର୍ଜୁନ, ପୋଷ୍ଟରେ ଲେଖିଲେ…

ବମ୍ବେ: ଦିବଂଗତ ମା’ଙ୍କ ଜନ୍ମଦିନରେ ଭାବବିହ୍ବଳ ହୋଇଛନ୍ତି ବଲିଉଡ୍‌ ଅଭିନେତା ଅର୍ଜୁନ କପୁର। ସୋସିଆଲ ମିଡିଆରେ ସେ ଏକ ଫଟୋ ଶେୟାର କରି ତାଙ୍କୁ ମନେପକାଇଛନ୍ତି। ଏହି ପୋଷ୍ଟଟି ଏବେ ବେଶ୍‌ ଭାଇରାଲ ହେଉଛି। ଅର୍ଜୁନ ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ମା’।…

ଟ୍ୟାପ୍‌ରୁ ପାଣି ପିଇବାକୁ ଚେଷ୍ଟା କରୁଥିଲା ବିଲେଇ, ଆଉ ତା’ପରେ…ଭିଡିଓ ଦେଖିଲେ କରିବେ ବାଃ ବାଃ

କୁହାଯାଏ ମାନବିକତା ହେଉଛି ମଣିଷର ସବୁଠାରୁ ବଡ ଧର୍ମ। ମଣିଷ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ଉଚିତ୍‌। ଯଦିଓ ଆଜିକାଲି ଏହିପରି ଲୋକ କ୍ୱଚିତ୍‌ ଦେଖାଯାନ୍ତି, କିନ୍ତୁ କିଛି ଲୋକ ଅଛନ୍ତି ମଣିଷ ହେଉ କିମ୍ବା ପଶୁ, ଅସୁବିଧାରେ ସମସ୍ତଙ୍କୁ ସାହାଯ୍ୟ…

ଯୋଗୀଙ୍କ ସଫଳତାର ରିପୋର୍ଟ କାର୍ଡ, ୫ ବର୍ଷରେ ରାଜ୍ୟରେ ଦଙ୍ଗା ନାହିଁ…

ଲକ୍ଷ୍ନୌ, ୩।୨ : ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାଜପା ସରକାରଙ୍କ ସଫଳତାର ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି। ସେ ଗୋଟି ଗୋଟି କରି ସବୁ ସଫଳତା ସମ୍ପର୍କରେ ଆୟୋଜିତ ଏକ ଗଣମାଧ୍ୟମ ସମ୍ମିଳନୀରେ ସୂଚନା ଦେଇଛନ୍ତି।…

୧୭ ଲକ୍ଷ ଟଙ୍କା ଦେଇ ବିବାହ କରିଥିଲେ ଯୁବକ, ୧୫ ଦିନ ପରେ ନବବଧୂ ଫେରାର

ଜୟପୁର,୩ା୨: ରାଜସ୍ଥାନର ଜାଲୋର ଜିଲା ବାଗୋଡ଼ା ଥାନା ଅଞ୍ଚଳରେ ଏକ ବିବାହ ପ୍ରତାରଣା ପାଲଟିଥିବା ଘଟଣା ସାମ୍ନାକୁ ଆସିଛି। ଏଠାକାର ଜଣେ ଯୁବକ ୧୭ ଲକ୍ଷ ଟଙ୍କା ଦେଇ ୨୩ ବର୍ଷୀୟା ଜଣେ ଯୁବତୀଙ୍କୁ ବିବାହ କରି ଘରକୁ ଆଣିଥିଲେ। ୧୫…

‘ଭାରତ ସୀମାରେ ମଜଭୁତ ଭାବେ ଛିଡା ହୋଇଛନ୍ତି ଚାଇନା-ପାକିସ୍ତାନ’

ମୁମ୍ବାଇ,୩।୨:କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ପରେ ଗୁରୁବାର ଶିବସେନାର ଜାତୀୟ ମୁଖପାତ୍ର ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତ ଚାଇନା ଏବଂ ପାକିସ୍ତାନ ସମ୍ପର୍କରେ ମୋଦି ସରକାରଙ୍କୁ ଘେରିଛନ୍ତି। ସଞ୍ଜୟ କହିଛନ୍ତି, ଚାଇନା ଏବଂ ପାକିସ୍ତନ ସୀମାରେ ଆମ…

ଗେଟ୍‌ ପରୀକ୍ଷା ସ୍ଥଗିତ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ମନା, ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତ ସହିତ ଖେଳି ହେବ ନାହିଁ…

ନୂଆଦିଲ୍ଲୀ, ୩।୨ : କରୋନା ମହାମାରୀ କାରଣରୁ ଗ୍ରାଜୁଏଟ ଆପ୍ଟିଚ୍ୟୁଡ ଟେଷ୍ଟ ଇନ୍‌ ଇଞ୍ଜିନିୟରିଂ (ଗେଟ୍‌ )କୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ପରୀକ୍ଷାକୁ କିଛି ଦିନ ସ୍ଥଗିତ ରଖିବାଦ୍ୱାରା ଲକ୍ଷ ଲକ୍ଷ…

ଭାରତର ସହାୟତା ଲୋଡିଲେ ଜେଲେନେସ୍କି…

କାଇଭ୍‌, ୩।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ୟୁକ୍ରେନର ରାଷ୍ଟ୍ରପତି ବ୍ଲାଡିମୀର ଜେେଲେକେସ୍କି ଶାନ୍ତି ଉପରେ ଗୁରୁତ୍ୱାରୋପ କରୁଛନ୍ତି। ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦମୟେତ୍ରୋ କୁଲେବା ରୁଷିଆ ଶାନ୍ତ ପ୍ରୟାସ ନେଇ…

ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର

କେନ୍ଦୁଝର,୩ା୨(ସ୍ବ.ପ୍ର.): ଯୁକ୍ତ ଦୁଇପରୀକ୍ଷା ବାତିଲ ଦାବିରେ ଅଲ୍‌ ଓଡ଼ିଶା ଷ୍ଟୁଡେଣ୍ଟ ୟୁନିଅନ ପକ୍ଷରୁ ଛାତ୍ରୀଛାତ୍ର ସ୍ଥାନୀୟ ଗାନ୍ଧୀ ଛକରେ ରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି। ଫଳରେ ଯାତାୟାତ ବ୍ୟାହତ ହୋଇଛି। ଏଥିରେ ଜିଲାର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ର…

ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୩।୨(ବ୍ୟୁରୋ): ଗଞ୍ଜାମ ଜିଲା ମୋହନା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଡା. ଉଦୟ ନାରାୟଣ ସିଂହଦେଓଙ୍କ ପରଲୋକ ହୋଇଛି। ତାଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁରୁବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି ବିଧାୟକ ଉଦୟ ନାରାୟଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri