Home

‘ଅଢେଇ ବର୍ଷ ମୁଁ, ଅଢେଇ ବର୍ଷ ତୁମେ ହେବ ମୁଖ୍ୟମନ୍ତ୍ରୀ’

ପାଟନା,୧୭।୩: ବିହାରର ରାଜନୀତି ପୁଣି ଥରେ ରୋଚକ ମୋଡ଼ ନେଉଛି। ଏଥର ପ୍ରସଙ୍ଗ ଭାଜପା ଏବଂ ଜେଡିୟୁ ମଧ୍ୟରେ ନୁହେଁ, ବରଂ ବିକାଶଶୀଳ ଇନସାନ ପାର୍ଟି ସଭାପତି ମୁକେଶ ସାହାଣୀଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ହେଉଛି। ମୁକେଶ ଏନଡିଏ ସହିତ ନ…

ଟାଟୁ କରି ରେକର୍ଡ: ଏକାଥରକେ ୩୬ କଳାକାର ଫୁଟାଇଲେ ଛୁଞ୍ଚି

ଟାଟୁ କରିବା ଏବେ ଗୋଟେ ଟ୍ରେଣ୍ଡ ପାଲଟିଗଲାଣି। ଅନେକ ଲୋକ ଶରୀରରେ ଟାଟୁ କରୁଥିବାର ଦେଖିଥିବେ। ମାତ୍ର ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କି ନିଜ ଶରୀରକୁ ଛୁଞ୍ଚିରେ ଫୁଟାଇ ନୀଳ ରଙ୍ଗ ଦେଇଛନ୍ତି। ଏପରି କରି ସେ ବିଶ୍ୱ…

ପୁଣି ବଢ଼ିଲାଣି କରୋନା, ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କହିଲା ଏହାର କାରଣ

ଓ୍ବାଶିଂଟନ,୧୭ା୩: ବିଶ୍ୱର କେତେକ ଦେଶରେ ଏବେ ପୁଣି କରୋନା ମାମଲା ବଢ଼ିବାରେ ଲାଗିଲାଣି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଏନେଇ ଚେତାବନୀ ଦେଇଛି। ଡବ୍ଲ୍ୟୁଏଚ୍‌ଓ କହିଛି, କରୋନା ସଂକ୍ରମଣ ମାମଲା ବିଶ୍ୱରେ ବୃଦ୍ଧି ଯୋଗୁ ଏକ ବଡ଼ ସମସ୍ୟା ସୃଷ୍ଟି ହୋଇପାରେ। ଡବ୍ଲ୍ୟୁଏଚ୍‌ଓ…

ପଞ୍ଜାବ ସରକାରଙ୍କ ଘୋଷଣା: ହ୍ବାଟ୍ସଆପ୍‌ ଜରିଆରେ କରିହେବ ଦୁର୍ନୀତି ଅଭିଯୋଗ

ଚଣ୍ଡିଗଡ,୧୭।୩: ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଭଗତ ସିଂଙ୍କ ଶହୀଦ ଦିବସରେ ଦୁର୍ନୀତି ନିବାରଣ ହେଲ୍ପଲାଇନ ନମ୍ବର ଜାରି କରାଯିବ ବୋଲି ସେ ଘୋଷଣା କରିଛନ୍ତି। ପଞ୍ଜାବର ଲୋକମାନେ ହ୍ବାଟ୍ସଆପ ଆପ୍‌ରେ ଦୁର୍ନୀତିର…

କେସିଙ୍ଗା ଏନ୍‌ଏସିରେ ବିଜେଡିର ଜୋରଦାର ପ୍ରଚାର

କେସିଙ୍ଗା,୧୭ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିରେ ଜୋର୍‌ଦାର ପ୍ରଚାର ଚାଲିଛି। ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି କେସିଙ୍ଗା ଏନ୍‌ଏସିରେ ସେତିକି ଜୋରଦାର ପ୍ରଚାର ବିଜେଡି ପକ୍ଷରୁ ଚାଲିଛି। ଗୁରୁବାର ସହରର ୧୦ ଓ ୧୧ ଓ୍ବାର୍ଡରେ ଏନ୍‌ଏସିର ଅଧ୍ୟକ୍ଷ ପ୍ରାର୍ଥୀ…

ଦିଲ୍ଲୀ ଦଙ୍ଗାରେ ପ୍ରାଣ ହରାଇଥିବା ଆଇବି କର୍ମଚାରୀଙ୍କ ଭାଇଙ୍କୁ ଚାକିରି ଦେଲେ କେଜ୍‌ରିଓ୍ବାଲ୍‌ ସରକାର

ନୂଆଦିଲ୍ଲୀ,୧୭।୩: ଦିଲ୍ଲୀ ଦଙ୍ଗାରେ ପ୍ରାଣ ହରାଇଥିବା ଜଣେ ଗୁଇନ୍ଦା ବିଭାଗ(ଆଇବି) କର୍ମଚାରୀଙ୍କ ଭାଇଙ୍କୁ କେଜ୍‌ରିୱାଲ ସରକାର ସରକାରୀ ଚାକିରି ଦେଇଛନ୍ତି। ଦିଲ୍ଲୀ ହିଂସାରେ ଅଙ୍କିତ ଶର୍ମାଙ୍କୁ ହତ୍ୟା କରାଦିଆଯାଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଗୁରୁବାର ଅଙ୍କିତଙ୍କ ପରିବାରକୁ ସରକାରୀ ଚାକିରି…

ୟୁକ୍ରେନକୁ ମାରାତ୍ମକ ଅସ୍ତ୍ରଶସ୍ତ୍ର ଯୋଗାଇବ ଆମେରିକା

ନ୍ୟୁୟର୍କ,୧୭।୩: ଲଗାତର ୨୨ ଦିନ ହେବ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧରେ ରୁଷିଆ ଦିନକୁ ଦିନ ୟୁକ୍ରେନ ଉପରେ ଅଧିକ ଆକ୍ରମଣାତ୍ମକ ହୋଇପଡୁଛି। ଏପରି ପରିସ୍ଥିତିରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଗୁରୁବାର ୟୁକ୍ରେନକୁ…

କ୍ରିକେଟର ହରଭଜନ ସିଂ ଏଏପିର ରାଜ୍ୟ ସଭା ପ୍ରାର୍ଥୀ

ଚଣ୍ଡିଗଡ,୧୭।୩: ପୂର୍ବତନ କ୍ରିକେଟର ହରଭଜନ ସିଂଙ୍କୁ ଆମ ଆଦମୀ ପାର୍ଟିରୁ ରାଜ୍ୟ ସଭା ପ୍ରାର୍ଥୀ କରାଯାଇଛି। ଭଗଓ୍ବନ୍ତ ମାନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଏଏପି ହରଭଜନ ସିଂଙ୍କ ନାମ ରାଜ୍ୟ ସଭାକୁ ପଠାଇବାକୁ ନିଷ୍ପତ୍ତି ନେଇଛି।…

ଏଏପି ସରକାରଙ୍କ ଆଗରେ ବଡ଼ ଆହ୍ବାନ, ପଞ୍ଜାବରେ ୨ ଲକ୍ଷରୁ ଅଧିକ ନିଶାଶକ୍ତ, ଦିନକୁ ୧୭ କୋଟିରୁ ଅଧିକ ନିଶା କାରବାର…

ଚଣ୍ଡିଗଡ଼,୧୭।୩ : ପଞ୍ଜାବରେ ନୂଆ ସରକାରଙ୍କ କ୍ଷମତା ଦଖଲ ପରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ପାଇଁ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିଛି ରାଜ୍ୟର ନିଶାକ୍ତଙ୍କ ସମସ୍ୟା। ଆମ୍‌ ଆଦ୍‌ମୀ ପାର୍ଟି ପକ୍ଷରୁ ନିର୍ବାଚନ ସମୟରେ ପ୍ରଦାନ କରାଯାଇଥିବା ପ୍ରତିଶ୍ରୁତି ମଧ୍ୟରେ ଏକ କୋଟି…

ଓଟିଟିରେ ଡେବ୍ୟୁ କରିବେ ବେବୋ

ବମ୍ବେ: ଖୁବ୍‌ଶୀଘ୍ର ଓଟିଟିରେ ଡେବ୍ୟୁ କରିବେ ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାନ୍‌। ସୁଜୟ ଘୋଷଙ୍କ ଆଗାମୀ ଫିଲ୍ମରେ ସେ ନଜର ଆସିବେ। ଫିଲ୍ମଟି ଜାପାନୀ ଲେଖକ କିଗୋ ହିଗାଶିନୋଙ୍କ ଉପନ୍ୟାସ ଉପରେ ପର୍ଯ୍ୟବେସିତ ‘ଦ ଡିଭୋସନ୍‌ ଅଫ୍‌ ସସ୍ପେକ୍ଟ ଏକ୍ସ’…

ଏପ୍ରିଲ ୨୮ରୁ ଅଫ୍‌ଲାଇନ୍‌ରେ ହେବ ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ୱର,୧୭।୩(ବ୍ୟୁରୋ): ଆସନ୍ତା ଏପ୍ରିଲ ୨୮ରୁ ରାଜ୍ୟରେ ଅଫଲାଇନ୍‌ ମୋଡ୍‌ରେ ଦ୍ୱାଦଶ(ଯୁକ୍ତ ୨) ପରୀକ୍ଷା ଆରମ୍ଭ ହେବ। ଖରାକୁ ଦୃଷ୍ଟିରେ ରଖି ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। ଦୈନିକ ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହେବ। ମହାମାରୀ ପାଇଁ…

ପୁଅ ସନ୍ନି ଦେଓଲଙ୍କ ସହ ଛୁଟି କାଟୁଛନ୍ତି ଧର୍ମେନ୍ଦ୍ର, ଫଟୋ ଶେୟାର କରି ଲେଖିଲେ…

ମୁମ୍ବାଇ,୧୭ା୩: ବଲିଉଡ୍‌ର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ପୁରୁଣା ଦିନରୁ ଆଜି ପର୍ଯ୍ୟନ୍ତ ଯୁବପିଢ଼ିଙ୍କୁ ବହୁତ ଭଲପାଆନ୍ତି। କେବଳ ଫିଲ୍ମରେ ନୁହେଁ, ୮୬ ବର୍ଷ ବୟସରେ ବି ସୋସିଆଲ ମିଡିଆରେ ସେ ବହୁତ ଆକ୍ଟିଭ୍‌ ଅଟନ୍ତି। ଅଧିକାଂଶ ସମୟରେ ପ୍ରଶଂସକମାନଙ୍କ ସହ ଯୋଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?