Home

ଛାତ୍ରୀଙ୍କ ଉପରେ ଚଢ଼ିଗଲା ପଥରବୋଝେଇ ଟ୍ରାକ୍ଟର

ଖୋର୍ଦ୍ଧା ଅଫିସ,୧୭ା୩: ଟ୍ରାକ୍ଟର ଧକ୍କାରେ ଜଣେ ସପ୍ତମ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଡିହଖଳାରେ। ମୃତ ଛାତ୍ରୀ ଜଣଙ୍କ ହେଲେ ସସ୍ମିତା ସ୍ବାଇଁ। ଗୁରୁବାର ସକାଳେ ସସ୍ମିତା ସାଇକେଲ ଯୋଗେ…

ଆଜି ଐତିହାସିକ ନିଷ୍ପତ୍ତି ଘୋଷଣା କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୧୭।୩: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର ଗୋଟିଏ ଦିନ ପରେ ଭଗଓ୍ବନ୍ତ ମାନ ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ସେ ଟୁଇଟ୍‌ କରି କରି ଏହି ସୂଚନା ଦେଇଛନ୍ତି। ପଞ୍ଜାବବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ଆଜି ଏକ ବଡ…

ମିସ୍‌ ଓ୍ବାଲର୍‌ଡ ଟାଇଟଲ ଜିତିଲେ କରୋଲିନା

ଓ୍ବାର୍ସୋ,୧୭ା୩: ପୋଲାଣ୍ଡର କରୋଲିନା ବିଲାଓ୍ବସ୍କା ମିସ୍‌ ଓ୍ବାଲର୍‌ଡ ଟାଇଟଲ ଜିତିଛନ୍ତି। ପୁଏର୍ତ୍ତୋ ରିକୋର କୋକାକୋଲା ମ୍ୟୁଜିକ୍‌ ହଲ୍‌ରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜାମାଇକାର ଟୋନି ଆନ୍‌ ସିଂହ କରୋଲିନାଙ୍କୁ ମିସ୍‌ ଓ୍ବାଲର୍‌ଡ ମୁକୁଟ ପିନ୍ଧାଇଛନ୍ତି। ଯୁକ୍ତରାଷ୍ଟ୍ରର ସାଇନ ଏହି ପ୍ରତିଯୋଗିତାରେ…

ଭୁବନେଶ୍ୱର ରାସ୍ତାରେ ଭୋରୁ ଭୋରୁ ବୁଲେଟ୍‌ ଧରି ବୁଲିଲେ କମେଡି କିଙ୍ଗ୍‌

କମେଡି ରାଜା କପିଲ ଶର୍ମା ଆଜିକାଲି ଅନେକ ଚର୍ଚ୍ଚାରେ ଅଛନ୍ତି। ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ର ପ୍ରମୋଶନ କରିବାକୁ ସଫା ସଫା ମନା କରିବା ପରେ ଚାରିଆଡେ ସମାଲୋଚନାର ଶିକାର ହେଉଛନ୍ତି କମେଡି କିଙ୍ଗ କପିଲ ଶର୍ମା।…

ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବରେ ୪୫ ହଜାର ଅତିଥି, ତାଲିକାରେ ସୋନିଆ-ରାହୁଲ-ଅଖିଳେଶଙ୍କ ନାମ…

ଲକ୍ଷ୍ନୌ,୧୭।୩ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପାର ସଫଳତା ପରେ ଯୋଗୀ ଆଦିତ୍ୟନାଥ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଶପଥ ଗ୍ରହଣ ସମାରୋହକୁ ବଡ଼ ଧରଣର କରିବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି। ଇକାନା ଷ୍ଟାଡିୟମରେ ଏହି…

ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଡ୍ରାଇଭର ଗିରଫ

ଭୁବନେଶ୍ୱର,୧୭ା୩(ବ୍ୟୁରୋ): ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଡ୍ରାଇଭର ଗିରଫ ହୋଇଛନ୍ତି। ନୟାଗଡ଼ ଜିଲା ରଣପୁର ଅଞ୍ଚଳରୁ ରମେଶଙ୍କ ଡ୍ରାଇଭର ଚିତ୍ତରଞ୍ଜନ ପଟ୍ଟନାୟକ ଓରଫ ପପୁକୁ ଗିରଫ କରିଛି କମିଶନରେଟ୍‌ ପୋଲିସ। ରମେଶ ଗିରଫ ହେବା ପରଠାରୁ ପପୁ ଫେରାର ଥିଲେ। ପୋଲିସ…

ଧୋନୀଙ୍କୁ ଏକ ବ୍ୟକ୍ତିଗତ ପ୍ରଶ୍ନ ପଚାରିଲେ ପ୍ରଶଂସକ: ଜବାବ ମିଳିଲା ଏମିତି

ଚେନ୍ନାଇ,୧୭।୩: ଆଇପିଏଲ ୨୦୨୨ ପାଇଁ ଚେନ୍ନାଇ ସୁପର କିଙ୍ଗ(ସିଏସକେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପ୍ରସ୍ତୁତ ହେଉଛନ୍ତି। ତାଙ୍କ ଅଧିନାୟକତ୍ୱରେ ସିଏସ୍‌କେ ଚାରିଥର ଆଇପିଏଲ ଚାମ୍ପିଅନ ହୋଇଛି। ଏଥର ମଧ୍ୟ ଦଳକୁ ଚାମ୍ପିଅନ୍‌ କରିବାକୁ ପଡିଆକୁ ଧୋନୀ ଓହ୍ଲାଇବେ। ଧୋନୀ ପଡ଼ିଆରେ…

ଜାଣନ୍ତୁ କିଏ ଆଇପିଏଲ୍‌ ୧୦ ଟିମ୍‌ର ଅଧିନାୟକ ଏବଂ ତାଙ୍କ ପାର୍ଟନର; ୩ ଜଣ ଏବେ ବି…

ନୂଆଦିଲ୍ଲୀ,୧୭।୩: ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ଚଳିତ ଥର ଦୁଇଟି ନୂଆ ଟିମ୍‌ ଯୋଡ଼ି ହୋଇଥିବାରୁ ମୋଟ ୧୦ ଟିମ୍‌ଙ୍କ ମଧ୍ୟରେ ୭୪ ମ୍ୟାଚ୍‌ ଖେଳାଯିବ। ନୂଆ ଟିମ୍‌ ସହ ନୂତନ ଅଧିନାୟକ ଚାହୁଁଥିବା ଫ୍ରାଞ୍ଚାଇଜ୍‌…

ୟୁକ୍ରେନ ଯୁବତୀଙ୍କ ପ୍ରତି ବଢୁଛି ଚାଇନା ଯୁବକଙ୍କ ରୁଚି, କାରଣ ଜାଣିଲେ…

ବେଜିଂ,୧୭ା୩: ଚାଇନା ଯୁବକ ୟୁକ୍ରେନ ଯୁବତୀଙ୍କ ପାଇଁ ପାଗଳ। ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବାରୁ ୟୁକ୍ରେନ ଲୋକମାନେ ନିଜ ଦେଶ ଛାଡ଼ି ଅନ୍ୟ ସ୍ଥାନରେ ଶରଣ ନେଉଛନ୍ତି। ଏହା ମଧ୍ୟରେ ଏକ ଅନ୍‌ଲାଇନ୍‌ ଓ୍ବେବ୍‌ସାଇଟ୍‌ରେ ୟୁକ୍ରେନ ଯୁବତୀଙ୍କ ପ୍ରତି ଚାଇନା ଯୁବକଙ୍କ…

ମାଡ଼ି ଆସୁଛି ବାତ୍ୟା ‘ଅସନି’…

ନୂଆଦିଲ୍ଲୀ,୧୭।୩ : ବଙ୍ଗୋପସାଗରରେ ବାତ୍ୟା ’ଅସନି’ ଆସନ୍ତା ସପ୍ତାହରେ ପହଞ୍ଚିବାର ଆଶଙ୍କା ରହିଛି। ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଦକ୍ଷିଣ-ପଶ୍ଚିମ ଭାରତ ମହାସାଗରରେ ଏକ ଲଘୁଚାପ ଅଞ୍ଚଳ ଯୋଗୁ ଆସନ୍ତା ସପ୍ତାହ ଆରମ୍ଭରେ ପ୍ରବଳ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପାଣିପାଗ…

୨୦୧୦ ପରେ ଜନ୍ମିତ ବ୍ୟକ୍ତିଙ୍କୁ ତମାଖୁ ବିକିବା ମନା

କୋପେନହାଗେନ,୧୭।୩: ଭବିଷ୍ୟତ ପିଢିକୁ ତମାଖୁମୁକ୍ତ କରିବାକୁ ଡେନମାର୍କ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଆରମ୍ଭ କରିଚନ୍ତି। ୨୦୧୦ ପରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କୁ ସିଗାରେଟ ଏବଂ ଅନ୍ୟାନ୍ୟ ନିକୋଟିନ ଉତ୍ପାଦ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚିନ୍ତା କରୁଛନ୍ତି ଡେନମାର୍କ ସରକାର।…

ଭାରତ ଆସିବେ ବ୍ରିଟିଶ ବୈଦେଶିକ ସଚିବ

ଲଣ୍ଡନ,୧୭ା୩: ରୁଷିଆ-ୟୁକ୍ରେନ ବିବାଦ ମଧ୍ୟରେ ବ୍ରିଟିଶ ବୈଦେଶିକ ସଚିବ ଲିଜ୍‌ ଟ୍ରସ ଚଳିତ ମାସ ଶେଷରେ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଦୀର୍ଘ ୨୨ ଦିନ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ୟୁକ୍ରେନ ଡୋନେଟସ୍କ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?