Home

ଏତିକି ଟଙ୍କାରେ ବିକ୍ରି ହେବ ବିଶ୍ୱର ପ୍ରଥମ ଏସ୍‌ଏମ୍‌ଏସ୍‌, ଏଥିରେ ଲେଖାଥିଲା…

ଦୁନିଆର ପ୍ରଥମ ଟେକ୍ସଟ୍‌ ଏସ୍‌ଏମ୍‌ଏସ୍‌ ନିଲାମ ପାଇଁ ପ୍ରସ୍ତୁତି ଚାଲିଛି। ୧୯୯୨ରେ ଭୋଡାଫୋନ୍‌ କର୍ମଚାରୀଙ୍କ ଦ୍ୱାରା ପ୍ରଥମ ଏସ୍‌ଏମ୍‌ଏସ୍‌ ବା ବାର୍ତ୍ତା ପଠାଯାଇଥିଲା। କର୍ମଚାରୀ ଜଣକ ତାଙ୍କ ସହକର୍ମୀଙ୍କ ନିକଟକୁ ଏହି ଏସ୍‌ଏମ୍‌ଏସ୍‌ ପଠାଇଥିଲେ। ଏଥିରେ ମେରୀ ଖ୍ରୀଷ୍ଟମାସ ଲେଖିଥିଲେ। ବର୍ତ୍ତମାନ…

୧୨ରାଜ୍ୟରେ ୧୫୩ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୨୦ ।୧୨: ଦେଶରେ ବେଳକୁ ବେଳ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏବେ ଏହା ୧୨ ରାଜ୍ୟକୁ ବ୍ୟାପିଥିବା ବେଳେ ୧୫୩ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି । ସେଥିମଧ୍ୟରୁ ସର୍ବାଧିକ ମହାରାଷ୍ଟ୍ରରେ ୫୪ ଜଣ ସଂକ୍ରମିତ…

ଓମିକ୍ରନ୍‌କୁ ନେଇ ସବୁ ପରିସ୍ଥିତିର ସାମ୍ନା କରିବାକୁ ଦେଶ ପ୍ରସ୍ତୁତ: ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୨୦ ।୧୨: ଦେଶରେ ବଢି ଚାଲିଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ଅନ୍ୟପଟେ ରାଜଧାନୀ ଦିଲ୍ଲୀରେ ପୁଣିଥରେ କେରାନା ସତର୍କ ଘଣ୍ଟି ବାଜିଲାଣି । ଫେବୃୟାରୀରେ ଓମିକ୍ରନ୍ ପିକ୍‌ରେ ପହଞ୍ଚିବା ବିଶେଷଜ୍ଞମାନେ ଚେତାବନୀ ଦେଉଥିବା ବେଳେ ଏବେବି ଲୋକେ ଏହାକୁ ହାଲ୍‌କା…

କଶ୍ମୀର ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରୁଛି ପାକିସ୍ତାନ

ଇସଲାମାବାଦ,୨୦ ।୧୨: ପାକିସ୍ତାନର ସେନା ମୁଖ୍ୟ ଜେନେରାଲ କମର ବାଜୱା କହିଛନ୍ତି ସୀମାରେ ଶାନ୍ତି ଓ ସ୍ଥିରତା ପାଇଁ କଶ୍ମୀର ସମସ୍ୟାର ସମାଧାନ କରିବା ଜରୁରୀ । ସୌଦିର ବୈଦେଶିକ ମନ୍ତ୍ରୀ ଫୈସଲ ବିନ ଫରହାନ ଅଲ ସଉଦଙ୍କ ସହ ବସିଥିବା…

ବସୁଧୈବ କୁଟୁମ୍ବକମ୍‌ ଆଣେ ଏକତା

ସମସ୍ତଙ୍କର ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିଲେ ସମୃଦ୍ଧ ପୃଥିବୀ ଲକ୍ଷ୍ୟ ସମ୍ଭବ ହୋଇପାରିବ। ଏହାଦ୍ୱାରା ବସୁଧୈବ କୁଟୁମ୍ବକମ୍‌ ଲକ୍ଷ୍ୟ ପୂରଣ ହେବା ସହିତ ଲୋକଙ୍କ ମଧ୍ୟରେ ଭାତୃତ୍ୱ ବନ୍ଧନ ସୁଦୃଢ଼ ହୋଇ ଏକତା ଭାବ ବୃଦ୍ଧି ପାଇଥାଏ। ଗରିବ ଲୋକମାନଙ୍କର ବିଶ୍ୱସ୍ତରୀୟ…

ଛିଙ୍କୁ ଛିଙ୍କୁ ଚେୟାରରୁ ଗଳିପଡିଲେ ଏହି କ୍ରିକେଟର୍‌, ସାଥୀ ଖେଳାଳି ଭୟଭୀତ: ଦେଖନ୍ତୁ ଭିଡିଓ

ଆଡିଲେଡ୍‌,୨୦।୧୨: ପାଞ୍ଚ ମ୍ୟାଚ ବିଶିଷ୍ଟ ଆଶେସ ସିରିଜ ୨୦୨୦-୨୧ର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ୪୦୦ରୁ ଅଧିକ ରନର ଅଗ୍ରଣୀ ହାସଲ କରିଛି। ଆଡିଲେଡର ଓଭାଲରେ ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ ଦିନରାତି ଖେଳାଯାଉଛି । ମ୍ୟାଚର…

ଏହି ଫିଲ୍ମରେ ଥିଲା ବଲିଉଡ୍‌ର ପ୍ରଥମ ଚୁମ୍ବନ ଦୃଶ୍ୟ

ହିନ୍ଦୀ ସିନେମା ଇତିହାସ ବେଶ୍‌ ସମୃଦ୍ଧଶାଳୀ। ଆଜିର ସମୟରେ, ବଲିଉଡରେ ଅନ୍ତରଙ୍ଗ ଦୃଶ୍ୟ ରହିବା ଏକ ସାଧାରଣ କଥା ହୋଇଗଲାଣି, କିନ୍ତୁ ଏକ ସମୟ ଥିଲା ଯେତେବେଳେ ହିରୋ ଏବଂ ହିରୋଇନଙ୍କ ମଧ୍ୟରେ ରୋମାନ୍ସ ଦୃଶ୍ୟ ମଧ୍ୟ ଭାବିଚିନ୍ତି ଶୁଟିଂ କରାଯାଉଥିଲା।…

ଜେଲରେ ସୁକେଶଙ୍କୁ ଭେଟିଥିଲେ ୧୨ ଅଭିନେତ୍ରୀ

ନୂଆଦିଲ୍ଲୀ, ୨୦।୧୨: କୋଟିପତି ଠକ ବ୍ୟବସାୟୀ ସୁକେଶ ଚନ୍ଦ୍ରଶେଖର ତିହାର ଜେଲରେ ବିଳାସପୂର୍ଣ୍ଣ ଜୀବନ ଯାପନ କରୁଥିଲେ। ଜେଲରେ ଥାଇ ଚଳାଉଥିଲେ ବଟି ଆଦାୟ ର଼୍ୟାକେଟ। ଜେଲରେ ତାଙ୍କୁ ଗୋଟିଏ କି ଦୁଇଟି ନୁହେଁ ୧୨ ବଲିଉଡ୍‌ ଅଭିନେତ୍ରୀ ଆସିଥିଲେ। ଏହି…

ଆହୁରି ୩ରୁ ୪ ଦିନ ଥରିବ ଓଡ଼ିଶା

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ଶୀତରେ ଥରୁଛି ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତର ସବୁଠି ଥରାଉଛି କୋହଲା ପବନ। ଦିନ ତମାମ କୋହଲା ପବନ ବହୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ପ୍ରବାହିତ ଶୁଷ୍କ ଥଣ୍ଡା ବାୟୁ ଫଳରେ ରାଜ୍ୟରେ ପାରଦ ଖସୁଥିବା…

୧୦୦ କୋଟି କ୍ଲବ୍‌ରେ ପୁଷ୍ପା

ସାଉଥ ଫିଲ୍ମ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦନ୍ନାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା: ଦି ରାଇଜ’ ପରଦାରେ ଧମାଲ୍‌ କରିଛି। ଡିସେମ୍ବର ୧୭ରେ ପରଦା ଉପରକୁ ଆସିଥିବା ଏହି ଫିଲ୍ମ ଦୁଇ ଦିନରେ ୧୦୦ କୋଟି ଟଙ୍କା ରୋଜଗାର…

ଘର ଭଡା ଦେଲେ କାଜୋଲ

ବଲିଉଡର ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରୁ କାଜୋଲ ଅନ୍ୟତମ। ସେ ତାଙ୍କ ସ୍ବାମୀ ତଥା ଅଭିନେତା ଅଜୟ ଦେବଗନଙ୍କ ସହ ଜୁହୁର ଏକ ବିଳାସପୂର୍ଣ୍ଣ ବଙ୍ଗଳାରେ ରୁହନ୍ତି। ମୁମ୍ବାଇର ପୋୱାଇରେ ଏହି ଦମ୍ପତିଙ୍କର ଆଉ ଏକ ଆପାର୍ଟମେଣ୍ଟ ଅଛି। ଏବେ କାଜୋଲ ଏହି…

ଜୀବନରେ ସ୍ତ୍ରୀ ଏବଂ ପ୍ରେମିକା ଚାପ ଦିଅନ୍ତି: ଗାଙ୍ଗୁଲି

ନୂଆଦିଲ୍ଲୀ,୧୯।୧୨: ବିରାଟ କୋହଲିଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଭାରତ ଦିନିକିଆ ଦଳର ଅଧିନାୟକ କରାଯିବା ପରଠାରୁ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲିଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। ଏପର୍ଯ୍ୟନ୍ତ ବିବାଦ ସୃଷ୍ଟି କରିବା ଭଳି ସେଭଳି କିଛି କହି ନ ଥିଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri