ଫିଲ୍ମ ଜଗତକୁ ଆସିବା ପୂର୍ବରୁ ଏହି ସେଲିବ୍ରିଟିଙ୍କ ପ୍ରକୃତ ନାଁ କଣ ଥିଲା ଜାଣନ୍ତି

ବଲିଉଡ ସେଲିବ୍ରିଟିଙ୍କ ବିଷୟରେ ଜାଣିବାକୁ ପ୍ରଶଂସକଙ୍କ ମଧ୍ୟରେ ଏକ ଭିନ୍ନ କ୍ରେଜ ଅଛି। ପ୍ରିୟ ସେଲିବ୍ରିଟିଙ୍କ ବିଷୟରେ ସବୁକିଛି ଜାଣିବାକୁ ଚାହାଁନ୍ତି ପ୍ରଶଂସକ। ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଅଭିନେତା ଏବଂ ଅଭିନେତ୍ରୀଙ୍କ ପ୍ରକୃତ ନାମ ବିଷୟରେ ଜାଣିବାକୁ ସର୍ବଦା ଆଗ୍ରହୀ।
ତେଣୁ ଆଜି ବଲିଉଡ୍‌ର ଅନେକ ଆଗଧାଡିର କଳାକାରଙ୍କ ପ୍ରକୃତ ନାମ ବିଷୟରେ ଜାଣନ୍ତୁ।

 सदी के महानायक अमिताभ बच्चन का डायलॉग ‘हम जहां खड़े होते हैं, लाइन वहीं से शुरू हो जाती है’, सबने सुना होगा. जरा कल्पना करिए अगर यही डायलॉग इंकलाब श्रीवास्तव बोलते तो कैसा लगता. जी हां, हरिवंश राय बच्चन ने अपने सुपुत्र का नाम इंकलाब श्रीवास्तव रखा था, जिसे बॉलीवुड में कदम रखने से पहले बदल कर अमिताभ बच्चन कर दिया गया. (फोटो  साभार:amitabhbachchan/Instagram )
ଅମିତାଭ ବଚ୍ଚନ
ମହାନାୟକ ଅମିତାଭ ବଚ୍ଚନଙ୍କ ପ୍ରକୃତ ନାମ ଇନକ୍ଲବ ଶ୍ରୀବାସ୍ତବ ଥିଲା। ସେ ବଲିଉଡରେ ପାଦ ଦେବା ପୂର୍ବରୁ ନାଁ ବଦଳାଇ ଅମିତାଭ ବଚ୍ଚନ ରଖିଥିଲେ।

 अब बात उस सुपरस्टार की जो उम्र के इस पड़ाव पर भी लाखों दिलों की धड़कन बने हुए हैं. हम सलमान खान की बात कर रहे हैं, जिनका असली नाम अब्दुल राशिद खान है. फिल्म इंडस्ट्री में आने से पहले अपना नाम सलमान किया जो फिल्मों को हिट करवाने की गारंटी बन गया. (फोटो साभार:beingsalmankhan/Instagram)

ସଲମାନ ଖାନ
ଦବଙ୍ଗ ଷ୍ଟାର୍‌ ସଲମାନ ଖାନଙ୍କ ପ୍ରକୃତ ନାମ ଅବଦୁଲ ରସିଦ ଖାନ ଥିଲା। ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ନାଁ ବଦଳାଇ ସଲମାନ ରଖିଥିଲେ।

 हिंदी सिनेमा के पहले सुपर स्टार राजेश खन्ना का असली नाम जतिन था. रिपोर्ट्स के मुताबिक जतिन का नाम बदल कर राजेश खन्ना उनके चाचा ने किया था. तब उन्होंने सोचा भी नहीं होगा कि ये नाम इस कदर मशहूर होगा कि उनकी एक झलक पाने के लिए फैंस घंटों इंतजार करते रहेंगे. (फोटो साभार: Movies N Memories/twitter)

ରାଜେଶ ଖାନ୍ନା
ହିନ୍ଦୀ ସିନେମାର ପ୍ରଥମ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ପ୍ରକୃତ ନାମ ଥିଲା ଜତିନ। ତାଙ୍କ ନାମ ତାଙ୍କ ଦାଦା ରାଜେଶ ଖାନ୍ନାଙ୍କ ନାମରେ ପରିବର୍ତ୍ତନ କରିଥିଲେ।

 बॉलीवुड के खिलाड़ी अक्षय कुमार का असली नाम राजीव हरिओम भाटिया है. एक्टर ने जब फिल्मी दुनिया में काम करने का फैसला किया तो नाम अक्षय कुमार रख लिया. नाम और काम का असर ऐसा कि एक्टर दना-दन फिल्में करते जा रहे हैं. (फोटो साभार:akshaykumar/instagram)

ଅକ୍ଷୟ କୁମାର
ବଲିଉଡ ଖେଳାଳି ଅକ୍ଷୟ କୁମାରଙ୍କ ପ୍ରକୃତ ନାମ ହେଉଛି ରାଜୀବ ହରିଓମ ଭାଟିଆ। ଫିଲ୍ମ ଜଗତରେ ପ୍ରବେଶ ପୂର୍ବରୁ ତାଙ୍କ ନାଁ ବଦଳାଇ ଅକ୍ଷୟ କୁମାର ରଖିଥିଲେ।

 80 के दशक के सुपरस्टार थे, अपनी जबरदस्त डांसिंग स्टाइल और एक्शन से दर्शकों का दिल जीतने वाले मिथुन चक्रवर्ती एक ऐसे कलाकार हैं जिनके खूबसूरत चेहरे, दिलकश आवाज और रफ-टफ अंदाज ने कमाल कर दिया था. बॉलीवुड के पहले डिस्को डांसर मिथुन का असली नाम गौरंगा चक्रवर्ती है. (फोटो साभारः Instagram @mithun__chakraborty_)

ମିଥୁନ ଚକ୍ରବର୍ତ୍ତୀ
୮୦ ଦଶକର ସୁପରଷ୍ଟାର୍‌ ଥିଲେ ମିଥୁନ ଚକ୍ରବର୍ତ୍ତୀ। ସେ ତାଙ୍କର ଜବରଦସ୍ତ ନୃତ୍ୟ ଶୈଳୀ ଏବଂ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟ ଜିତିଥିଲେ। ମିଥୁନଙ୍କ ପ୍ରକୃତ ନାମ ହେଉଛି ଗୌରାଙ୍ଗ ଚକ୍ରବର୍ତ୍ତୀ।

 बॉलीवुड के नवाब यानी सैफ अली खान का असली नाम साजिद अली खान है. शर्मिला टैगोर के बेटे के नाम ज्यादा नहीं थोड़ा ही बदलाव हुआ है. (फोटो साभार: file)

ସୈଫ ଅଲି ଖାନ
ବଲିଉଡର ନବାବ ସୈଫ ଅଲି ଖାନ ପ୍ରକୃତ ନାମ ସାଜିଦ ଅଲି ଖାନ ଥିଲା।

 फिल्मफेयर लाइफ टाइम अचीवमेंट से सम्मानित दिग्गज अभिनेता जितेंद्र का असली नाम रवि कपूर है. जितेंद्र के नाम से फेमस इस एक्टर को खास स्टाइल में डांस करने के लिए जाना जाता है. (फोटो साभार: jeetendra_kapoor/Instagram)

ଜିତେନ୍ଦ୍ର
ଭେଟେରାନ ଅଭିନେତା ଜିତେନ୍ଦ୍ରଙ୍କ ପ୍ରକୃତ ନାମ ରବି କପୁର ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri