Home

ମହିଳାଙ୍କ ଅନ୍ତଃବସ୍ତ୍ର ଚୋରି କରି ଚର୍ଚ୍ଚାରେ ଥିଲା ଏହି ବିଲେଇ, ଏବେ ଯାହା କରିଛି; ଜାଣିଲେ…

ସାଧାରଣତଃ ଚୋର ବିଭିନ୍ନ ସାମଗ୍ରୀ ଚୋରି କରୁଥିବାର ଜାଣିଥିବେ। ମାତ୍ର ଗୋଟିଏ ବିଲେଇ ଯେ, କୁଖ୍ୟାତ ଚୋର ଏହା ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। କିନ୍ତୁ ଏହା ସତ। ଏବେ ବିଲେଇ ଏକ ନୂଆ କାଣ୍ଡ ଭିଆଇଛି। ପୂର୍ବରୁ ମହିଳାମାନଙ୍କ ଅନ୍ତଃବସ୍ତ୍ର ଚୋରି…

ଘରେ ଓମିକ୍ରନ୍‌ ସଂକ୍ରମଣର ଅଧିକ ଆଶଙ୍କା…

ନୂଆଦିଲ୍ଲୀ, ୨୫।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ର ସଂକ୍ରମଣ ବଢ଼ିବାରେ ଲାଗିଛି। ତେବେ ବାହାର ତୁଳନାରେ ଘରେ ଓମିକ୍ରନ୍‌ ସଂକ୍ରମଣର ଅଧିକ ବିପଦ ରହିଛି। ଏଣୁ ଘର ମଧ୍ୟ ସୁରକ୍ଷିତ ନୁହେଁ। ଭାରତର କୋଭିଡ୍‌-୧୯ ଟାସ୍କଫୋର୍ସର ମୁଖ୍ୟ ଡାକ୍ତର…

ସ୍ବାମୀଙ୍କ ଉପରେ ହୁକୁମ ଚଲାନ୍ତି ଏହି ରାଶିର ମହିଳା; ହେଲେ ଏମାନଙ୍କ ପ୍ରେମରେ…

ଆଜିର ରାଶି ସମ୍ବନ୍ଧୀୟ ଆଲୋଚନାରେ ବିଛା ରାଶିର ମହିଳାଙ୍କ ବିଷୟରେ ଆଲୋଚନା କରିବା। ଏମାନେ ବହୁତ ମହତ୍ୱାକାଂକ୍ଷୀ ହୋଇଥାନ୍ତି। ଜୀବନରେ ଯାହାକୁ ହାସଲ କରିବାକୁ ଏମାନେ ସ୍ଥିର କରିଥାନ୍ତି ତାକୁ ପାଇବା ପରେ ହିଁ ନିଶ୍ୱାସ ମାରନ୍ତି। ଏମାନେ ନିଜ ଆଗରେ…

ଟିକାର ଡବଲ ଡୋଜ୍‌ ବି ଅକାମୀ, ୧୦ରୁ ୯ ଜଣ ଓମିକ୍ରନ୍‌ରେ ଆକ୍ରାନ୍ତ…

ନୂଆଦିଲ୍ଲୀ, ୨୫।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମଣ କ୍ଷେତ୍ରରେ ଟିକାର ଡବଲ ଡୋଜ୍‌ ବି ଅକାମୀ ହେବାରେ ଲାଗିଛି। ଡବଲ ଡୋଜ୍‌ ନେଇଥିବା ୧୦ରୁ ୯ ଜଣ ଓମିକ୍ରନ୍‌ରେ ଆକ୍ରାନ୍ତ ହେଉଛନ୍ତି। ଭାରତରେ ୧୮୩ ଓମିକ୍ରନ ଆକ୍ରାନ୍ତଙ୍କ…

ଘନେଇଲା ବିପଦ, ଓମିକ୍ରନ୍‌ ସଂକ୍ରମଣକୁ ରୋକି ହେବ ନାହିଁ…

ନୂଆଦିଲ୍ଲୀ, ୨୫।୧୨: ଦେଶରେ କରୋନା ମହାମାରୀର ନୂଆ ସଂକ୍ରମଣକୁ ରୋକି ହେବ ନାହିଁ। ଏହା ପ୍ରତି ୨ ଦିନରେ ଦୁଇଗୁଣା ହେବାରେ ଲାଗିଛି। ଏନେଇ କେରଳର କୋଭିଡ-୧୯ ସଂକ୍ରମଣ ଉପରେ ଗଠିତ ବିଶେଷଜ୍ଞ କମିଟିର ଡାକ୍ତର ଏହା କହିଛନ୍ତି। କମିଟିର ସଦସ୍ୟ…

ଘରୁ ଜବତ ହେଲା ବିଡ଼ା ବିଡ଼ା ନୋଟ୍‌…

କାନପୁର, ୨୫।୧୨: ଉତ୍ତରପ୍ରଦେଶରେ କେବଳ ଜଣେ ବ୍ୟକ୍ତିଙ୍କ ଘରୁ ବିପୁଳ ପରିମାଣର ନଗଦ ଜବତ ହୋଇଛି। ଅତର ବ୍ୟବସାୟୀ ପୀୟୂଷ ଜୈନଙ୍କ ଘରୁ ଆୟକର ଚଢ଼ାଉ ସମୟରେ ବିଡ଼ା ବିଡ଼ା ନଗଦ ୧୮୦ କୋଟି ଟଙ୍କା ଜବତ ହୋଇଛି। ଏହାକୁ ୮୦ଟି…

ସନ୍ତାନ ଜନ୍ମ ପାଇଁ ଲୋନ୍‌ ଦେଉଛନ୍ତି ସରକାର…

ବେଜିଂ, ୨୫।୧୨: ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଚାଇନାରେ ଏବେ ସଙ୍କଟ ଦେଖାଦେଇଛି। ଏହାର ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଜନସଂଖ୍ୟା ବୃଦ୍ଧି ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଲୋକମାନଙ୍କୁ ଗୋଟିଏ ଶିଶୁ ଜନ୍ମ ଆଇନରୁ ସରକାର ମୁକ୍ତ…

୧୨ ଦିନ ଧରି ଗାଧୋଇ ନ ଥିଲେ ଏହି ଅଭିନେତା, କାରଣ…

ମୁମ୍ବାଇ: ଫରଫେକ୍ଟନିଷ୍ଟ ଅଭିନେତା ଅମିର ଖାନ ଏପରି ଜଣେ କଳାକାର, ଯିଏ କି ତାଙ୍କର ପ୍ରତ୍ୟେକ ଭୂମିକା ପାଇଁ କଠିନ ପରିଶ୍ରମ କରନ୍ତି। ଯେ କୌଣସି ଫିଲ୍ମ କରିବାବେଳେ, ସେ ସମ୍ପୂର୍ଣ୍ଣ ସିଦ୍ଧତା ସହିତ ସବୁକିଛି କରିବାକୁ ପସନ୍ଦ କରନ୍ତି। ଏହି…

ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର, ୨୫।୧୨: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍‌ ଅଲ୍‌ଆଉଟ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ସ୍ଥାନୀୟ ଚୌଗାମ୍‌ରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ମିଳିତ ସୁରକ୍ଷାକର୍ମୀଙ୍କ…

୧୫ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ…

ନୂଆଦିଲ୍ଲୀ, ୨୫।୧୨: ଦେଶରେ କରୋନା ମହାମାରୀ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଲଗାତାର ୧୫ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ୭ ହଜାର ୧୮୯…

୧୭ ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳରେ ୪୧୫ ଓମିକ୍ରନ୍‌ ଆକ୍ରାନ୍ତ…

ନୂଆଦିଲ୍ଲୀ, ୨୫।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶର ୧୭ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫ ଛୁଇଁଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଏଠାରେ…

ଘୃଣା ବିସ୍ତାର କରନ୍ତି ହିନ୍ଦୁତ୍ୱବାଦୀ: ରାହୁଲ

ନୂଆଦିଲ୍ଲୀ,୨୫।୧୨: ହିନ୍ଦୁତ୍ୱବାଦୀମାନେ ସବୁବେଳେ ଘୃଣା ବିସ୍ତାର କରି ହିଂସା ଉସୁକାଇଥାଆନ୍ତି। ସେମାନଙ୍କ ଏଭଳି କାର୍ଯ୍ୟ ଯୋଗୁ ସବୁ ସମ୍ପ୍ରଦାୟର ଲୋକଙ୍କୁ ମୂଲ୍ୟ ଦେବାକୁ ପଡ଼ିଥାଏ ବୋଲି ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଜପାକୁ ଟାର୍ଗେଟ କରିଛନ୍ତି। ହରିଦ୍ୱାର ବେଦ ନିକେତନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri