ପ୍ରାଥମିକ ସ୍କୁଲ ଖୋଲିବା ନେଇ ଗାଇଡ୍ଲାଇନ
ଭୁବନେଶ୍ୱର, ୨୪ା୨(ବ୍ୟୁରୋ): ରାଜ୍ୟରେ ଗତ ୧୪ ତାରିଖରୁ ପ୍ରାଥମିକ ସ୍କୁଲ ଖୋଲିଥିବାବେଳେ ଆସନ୍ତା ୨୮ ତାରିଖରୁ ପିଲାମାନେ ସ୍କୁଲ ଯିବେ। ଦୀର୍ଘ ଦୁଇବର୍ଷ ଧରି ପିଲାମାନେ ସ୍କୁଲ ଯାଇ ନ ଥିବାରୁ ଏବେ ସେମାନଙ୍କ ପାଠପଢ଼ା କିପରି ହେବା ଉଚିତ ସେ…
୩ ମହାନଗର ନିଗମ, ୧୦୭ ପୌର ସଂସ୍ଥା ପାଇଁ ବିଜ୍ଞପ୍ତି
ଭୁବନେଶ୍ୱର,୨୪ା୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ଯେକୌଣସି ମୁହୂର୍ତ୍ତରେ ପୌର ନିର୍ବାଚନ ଘୋଷଣା ହୋଇପାରେ। ଏଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛନ୍ତି। ବୁଧବାର ଏ ନେଇ ରାଜ୍ୟ ସରକାର ରାଜ୍ୟ ନିର୍ବାଚନ କମିଶନରଙ୍କୁ ଅବଗତ କରାଇଛନ୍ତି । ଏଥିସହିତ ଗୃହ…
ଦେଶର ଆର୍ଥିକ ବିକାଶର ଗୁରୁତ୍ୱପୂର୍ଣ୍ଣ ଉତ୍ସ
ସାମଗ୍ରୀ ଉତ୍ପାଦନ ବ୍ୟବସାୟରେ ଭ୍ରଷ୍ଟାଚାରକୁ ରୋକିବା ସହିତ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଅବକାରୀ ବିଭାଗର ଗୁରୁ ଦାୟିତ୍ୱ ରହିଛି। ଦେଶର ବିକାଶରେ ଏହି ବିଭାଗର ଯୋଗଦାନ ସମ୍ପର୍କରେ ସଚେତନତା ସୃଷ୍ଟି ସହିତ କର୍ମଚାରୀମାନଙ୍କ ଉତ୍ସାହ ବୃଦ୍ଧି ଲାଗି ପ୍ରତିବର୍ଷ ଫେବୃୟାରୀ…
ରତ୍ନଭଣ୍ଡାରରୁ ଚୋରି ଅଭିଯୋଗ
ପୁରୀ ଅଫିସ/ଭୁବନେଶ୍ୱର, (ବ୍ୟୁରୋ)୨୪।୨: ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ଆଣି ସିବିଆଇ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଶ୍ରୀଜଗନ୍ନାଥ ସେନା। ଏ ନେଇ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ବୁଧବାର ଭୁବନେଶ୍ୱରସ୍ଥିତ ସିବିଆଇ କାର୍ଯ୍ୟାଳୟରେ ଏକ…
ବିବାଦରେ ‘ଗଙ୍ଗୁବାଈ କାଠିଆଓ୍ବାଡି’
ନୂଆଦିଲ୍ଲୀ, ୨୪ା୨: ଆସନ୍ତା ଶୁକ୍ରବାର ରିଲିଜ ହେବାକୁ ଥିବା ଫିଲ୍ମ ‘ଗଙ୍ଗୁବାଈ କାଠିଆଓ୍ବାଡି’ ବିବାଦରେ ଫସିଛି। ଏଥିରେ ଗଙ୍ଗୁବାଈଙ୍କୁ ଦେହଜୀବୀ ଦର୍ଶାଯାଇଥିବା ଅଭିଯୋଗ କରି ତାଙ୍କ ପାଳିତ ପୁଅ ରାବଜୀ ଶାହା କୋର୍ଟର ଦ୍ୱାରସ୍ଥ ହେବା ପରେ ଏହାର ରିଲିଜକୁ ନେଇ…
କଟକଣା ଘେରରେ ରୁଷିଆ
କ୍ୱିଭ, ୨୪ା୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ୟୁକ୍ରେନ୍ ପୂର୍ବାଞ୍ଚଳର ଡୋନ୍ବାସ୍ ଭୂଖଣ୍ଡକୁ ଡୋନେସ୍କ ଓ ଲୁହାନସ୍କ ରୂପେ ସ୍ବାଧୀନ ରାଷ୍ଟ୍ର ମାନ୍ୟତା ଦେବା ପରେ ମସ୍କୋକୁ ଘାରିଛି କଟକଣା ଚିନ୍ତା। ରୁଷିଆ ଉପରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଆର୍ଥିକ କଟକଣା ଜାରି…
ମାଲ୍ୟା, ନୀରବ, ଚୋକ୍ସିଙ୍କଠାରୁ ୧୮,୦୦୦ କୋଟି ବ୍ୟାଙ୍କକୁ ଫେରିଛି
ନୂଆଦିଲ୍ଲୀ,୨୪।୨: ବ୍ୟବସାୟୀ ବିଜୟ ମାଲ୍ୟା, ନୀରବ ମୋଦି ଏବଂ ମେହୁଲ ଚୋକ୍ସିଙ୍କଠାରୁ ବ୍ୟାଙ୍କକୁ ୧୮,୦୦୦ କୋଟି ଟଙ୍କା ଫେରିଥିବା କେନ୍ଦ୍ର ସରକାର ବୁଧବାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ପଳାତକ ଅର୍ଥନୈତିକ ଅପରାଧ ଆଇନରେ ଏହି ୩ ବ୍ୟବସାୟୀଙ୍କୁ ପଳାତକ ଅପରାଧୀ ଘୋଷଣା କରାଯାଇଥିଲା।…
ଡାଟା ବିକିବ କେନ୍ଦ୍ର
ନୂଆଦିଲ୍ଲୀ,୨୪ା୨: ୫ ଟ୍ରିଲିୟନ୍ ଡଲାର ଅର୍ଥନୀତିର ସ୍ବପ୍ନ ସାକାର ଆଳରେ କେନ୍ଦ୍ର ସରକାର ଭାରତୀୟ ନାଗରିକଙ୍କ ଡାଟା ବା ବ୍ୟକ୍ତିଗତ ଗୋପନୀୟ ତଥ୍ୟ ବିକ୍ରି କରିବାକୁ ଯାଉଛନ୍ତି। ଏଥିଲାଗି ଆଇନ ପ୍ରଣୟନ ପୂର୍ବରୁ ଫେବୃୟାରୀ ୨୧ରେ ବିଧିବଦ୍ଧ ଭାବେ ଡ୍ରାଫ୍ଟ ଇଣ୍ଡିଆ…
ଆସନ୍ତାକାଲି ସରିବ ପଞ୍ଚାୟତ ନିର୍ବାଚନ, ଜାଣନ୍ତୁ ଏଥର କେମିତି ହେବ ଗଣତି
ଭୁବନେଶ୍ୱର,୨୩ା୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁବାର ସରିବ ମତଦାନ। ତେବେ ୨୬ରୁ ଭୋଟ୍ ଗଣତି ଆରମ୍ଭ ହେବ। ପୂର୍ବରୁ ବୁଥ୍ରେ ଗଣତି କରାଯାଇ ସେହିଦିନ ପ୍ରାର୍ଥୀଙ୍କ ଫଳାଫଳ ଘୋଷଣା କରାଯାଉଥିଲା। ମାତ୍ର ଚଳିତଥର ଗଣତି ପ୍ରକ୍ରିୟାରେ ପରିବର୍ତ୍ତନ ହୋଇଛି। ଏଥର…
ରାତି ୧୦ରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ
ଭୁବନେଶ୍ୱର,୨୩ା୨(ବ୍ୟୁରୋ): ମାର୍ଚ୍ଚ ୧ରେ ପଡୁଛି ମହାଶିବରାତ୍ରି। ସେଥିପାଇଁ ବୁଧବାର ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରରେ ଖୋର୍ଦ୍ଧା ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମନ୍ବୟ ବୈଠକ ବସିଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ, ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ। ଏଥିସହିତ ମନ୍ଦିର ଭିତରେ କୋଭିଡ୍…
ଖୋଲାଖୋଲି କହିବାରୁ ନଓ୍ବାବଙ୍କୁ ଟାର୍ଗେଟ କରାଗଲା: ପାଓ୍ବାର
ମୁମ୍ବାଇ,୨୩ା୨: କେନ୍ଦ୍ର ସରକାରଙ୍କ ବିରୋଧରେ ଖୋଲାଖୋଲି କହିବାରୁ ମନ୍ତ୍ରୀ ନଓ୍ବାବ ମଲିକଙ୍କୁ ଟାର୍ଗେଟ କରାଗଲା ବୋଲି ଏନ୍ସିପି ଅଧ୍ୟକ୍ଷ ଶରଦ ପାଓ୍ବାର କହିଛନ୍ତି। ଦଳୀୟ ନେତା ନଓ୍ବାବଙ୍କ ପ୍ରତି ଏଭଳି କାର୍ଯ୍ୟାନୁଷ୍ଠାନ ଏନ୍ସିପି ଆଶଙ୍କା କରୁଥିଲା। ଅଣ୍ଡରଓ୍ବାଲର୍ଡ ଡନ୍ଙ୍କ ସହ ନଓ୍ବାବଙ୍କର…
ଭାରତରେ ପହଞ୍ଚିଲା ଆଉ ୩ ରାଫାଲ
ନୂଆଦିଲ୍ଲୀ,୨୩ା୨: ଫ୍ରାନ୍ସରୁ ଆଉ ୩ ରାଫାଲ ବିମାନ ଭାରତରେ ପହଞ୍ଚିଛି। ବାୟୁସେନା ଅନୁଯାୟୀ, ୩୬ଟି ରାଫାଲ ଯୁଦ୍ଧ ବିମାନ ପାଇଁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ୬୦,୦୦୦ କୋଟି ଟଙ୍କାର ଚୁକ୍ତି ବର୍ତ୍ତମାନ ଶେଷ ହେବାକୁ ଯାଉଛି। କାରଣ ଭାରତୀୟ ବାୟୁସେନା…
Archives


